Top Tweets for #Letsshuttle
"#ପାଠ_ସହିତ_ଖେଳକୁ_ଗୁରୁତ୍ୱ_ଦେବା_ଆବଶ୍ୟକ'
ସମ୍ବାଦ ଗ୍ରୁପର ଲେଟ୍ସ ସଟଲ୍ କାର୍ଯ୍ୟକ୍ରମରେ ଯୋଗଦେଲେ ରୁଚି ଫୁଡ ଲାଇନର ଚେୟାରମ୍ୟାନ, କହିଲେ, ପାଠ ସହିତ ପିଲାମାନେ ଖେଳ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ
#KanakNews #LetsShuttle #RuchiFoodLine
‘ଲେଟ୍ସ ସଟଲ୍ ୪.୦’ ମାଷ୍ଟର୍ସ ଉଦ୍ଯାପିତ; ଲେଟ୍ସ ସଟଲ୍ ୫.୦ ଜର୍ସି ଉନ୍ମୋଚିତ
#Sambad #Bhubaneswar #SambadGroup #LetsShuttle #Badminton #Sports #Odisha
https://t.co/TWPuP4eBqI
‘#ଲେଟ୍ସ_ସଟଲ୍_ମାଷ୍ଟର୍ସର_ଭବ୍ୟ_ଶୁଭାରମ୍ଭ
ଓଡ଼ିଶାର ସବୁଠାରୁ ବଡ଼ ବ୍ୟାଡମିଣ୍ଟନ ମହୋତ୍ସବ “ଲେଟ୍ସ ସଟଲ୍ ୪.୦” (Let’s Shuttle 4.0) ର ଗ୍ରାଣ୍ଡ ଫିନାଲେ ଗତକାଲି ନୀଳାଦ୍ରି ବିହାରସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଯାଇଛି ।
#Badminton #LetsShuttle #Odisha #KanakNews
#ସମ୍ବାଦ_ଡିଜିଟାଲ_ତରଫରୁ_ଲେଟସ୍_ସଟଲ_୩.୦
ସମ୍ବାଦ ଡିଜିଟାଲ ତରଫରୁ ଆୟୋଜିତ ହେଲା ଲେଟ୍ସ ସଟଲ୩.୦ । ବିଜୟୀଙ୍କୁ ଟ୍ରଫି ସହ ପ୍ରଦାନ କରାଗଲା ଅର୍ଥ ରାଶି
#KanakNews #SambadDigital #LetsShuttle
#ସମ୍ବଲପୁରରେ_ଲେଟସ୍_ସଟଲ_ଉଦଘାଟିତ
ସମ୍ବାଦ ଗ୍ରୁପ ତରଫରୁ ସମ୍ବଲପୁରରେ ଲେଟସ୍ ସଟଲ୍ ୦.୩ ଉଦଘାଟିତ । ଉଦଘାଟନ କଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍
#KanakNews #letsshuttle #SambadGroup #Odisha
ବ୍ୟାଡମିଣ୍ଟନକୁ ପ୍ରମୋଟ୍ କରିବା ପାଇଁ, ଟିମ୍ ସ୍ପିରିଟକୁ ପ୍ରମୋଟ କରିବା ପାଇଁ ଏ ଅଭିଯାନ ଜାରି ରହିଛି । ବ୍ୟାଡମିଣ୍ଟନ ସବୁ ବର୍ଗର ସବୁ ବୟସର ଖେଳାଳିମାନେ ଉପଭୋଗ କରନ୍ତି । ଆସନ୍ତାବର୍ଷଠୁ ଏ ପ୍ରତିଯୋଗିତାକୁ ଆମେ ଜିଲ୍ଲାସ୍ତରକୁ ନେବୁ: ତନୟା ପଟ୍ଟନାୟକ, ସମ୍ପାଦକ, କନକ ନ୍ୟୁଜ୍ #LetsShuttle #SambadGroup #KanakNews @tanaya_p
ସମ୍ବାଦ ଗ୍ରୁପ ପକ୍ଷରୁ ଗତକାଲି ଲେଟସ୍ ସଟଲ୍ 2.0 ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ଦୁଇଦିନିଆ ଏହି ପ୍ରତିଯୋଗିତାରେ 219 ଟି ଦଳ ଭାଗ ନେଉଛନ୍ତି I
#LetsShuttle
#Badminton
#odisha

ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ୍ ସଟଲ ୨.୦ର ଶୁଭାରମ୍ଭ । ଦମ୍ ଦେଖାଇଲେ ସଟଲର । କାର୍ଯ୍ୟକ୍ରମରେ ଗୀତ ନାଚର ଆସର ।
#LetsSHUTTLE #SambadDigital #badminton
#PII #ElectrolyteORSNimbuPaani Enters #OdishaMarket
#LetsShuttle #corporatebadmintonchampionship
https://t.co/Tja8gAHQn2
କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚମ୍ପିଅନ୍ସିପ୍ ‘ଲେଟସ୍ ସଟ୍ଟଲ’ ଉଦ୍ଯାପିତ
#LetsShuttle #SambadDigital #RadioChoklate #Bhubaneswar #Odisha #Sports #Sambad
https://t.co/tMFhihcsU0
ଆରମ୍ଭ ହେଲା କର୍ପୋରେଟ ବ୍ୟାଡମିଣ୍ଟନ ଚାମ୍ପିଅନସିପ 'ଲେଟସ୍ ସଟଲ’ । ଭାଗ ନେଉଛନ୍ତି ବିଭିନ୍ନ କର୍ପୋରେଟ ହାଉସର ୧୭୮ ଟିମ୍ । #LetsShuttle #Bhubaneswar #Odisha #Sports #Sambad #KanakNews
#ଆରମ୍ଭ_ହେଲା_ଲେଟସ୍_ସଟ୍ଟଲ
ଆରମ୍ଭ ହେଲା କର୍ପୋରେଟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ 'ଲେଟସ୍ ସଟ୍ଟଲ’ । ରେଡିଓ ଚକୋଲେଟ ଓ ସମ୍ବାଦ ଡିଜିଟାଲ ପକ୍ଷରୁ ଆୟୋଜିତ ହୋଇଛି ସର୍ବବୃହତ କର୍ପୋରେଟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ #LetsShuttle #KanakNews
କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚମ୍ପିୟନ୍ସିପ୍ ‘ଲେଟସ୍ ସଟ୍ଟଲ୍’ ଉଦ୍ଘାଟିତ
#LetsShuttle #SambadDigital #RadioChoklate #Bhubaneswar #Odisha #Sports #Sambad
https://t.co/X1aVevc54h
With @PramodBhagat83 at the opening of Let's Shuttle Corporate Badminton Championship organized by Radio Choklate and Sambad Digital. Shri Bhagat is an inspiration and I'm so glad he encouraged us all with his presence 🙏🏾 @SambadGroup #SambadDigital #LetsShuttle

ସମ୍ବାଦ ଡିଜିଟାଲ ଓ ରେଡିଓ ଚକଲେଟର ‘ଲେଟସ୍ ସଟଲ୍’
ସମ୍ବାଦ ଡିଜିଟାଲ୍ ଓ ରେଡିଓ ଚକଲେଟ୍ ଆୟୋଜନ କରୁଛି ସବୁଠୁ ବଡ କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍ ‘ଲେଟସ୍ ସଟଲ୍’। ଫେବ୍ରୁଆରୀ ୧୦ରୁ ୧୨ତାରିଖ ���ର୍ଯ୍ୟନ୍ତ ଆୟୋଜିତ ହେବ ଏହି ଚାମ୍ପିୟନସିପ୍। ଭୁବନେଶ୍ୱର ରେଲୱେ ଇନଡୋର ଷ୍ଟାଡି���ମରେ ହେବ ମହାମୁକାବିଲା।
#LetsShuttle #Sambad

ସମ୍ବାଦ ଡିଜିଟାଲ ଓ ରେଡିଓ ଚକଲେଟ୍ ଆୟୋଜନ କରୁଛି ସବୁଠୁ ବଡ କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍ ‘ଲେଟସ୍ ସଟଲ୍’ । ଫେବ୍ରୁଆରୀ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଚାମ୍ପିୟନସିପ୍ । ଭୁବନେଶ୍ୱର ରେଲୱେ ଇନଡୋର ଷ୍ଟାଡିୟମରେ ହେବ ମହାମୁକାବିଲା । #LetsShuttle #SambadDigital #RadioChoklate

‘ସମ୍ବାଦ ଗ୍ରୁପ୍’ର ନୂଆ ପ୍ରୟାସ: ୧୦ରୁ ସର୍ବବୃହତ୍ କର୍ପୋରେଟ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ୍ ‘ଲେଟସ୍ ସଟଲ୍’
ଉନ୍ମୋଚିତ ହେଲା ଲୋଗୋ, ଜର୍ସି, ୱେବ୍ସାଇଟ୍ ଓ ଟ୍ରଫି , ଫେବ୍ରୁଆରି ୭ ତାରିଖ ପଞ୍ଜୀକରଣର ଶେଷ ତାରିଖ
#Sambad #Odisha #LetsShuttle #CorporateBadmintonChampionships2023
https://t.co/iwHN2umfjx
ସମ୍ବାଦ ଗ୍ରୁପ ପକ୍��ରୁ ବୃହତ କର୍ପୋରେଟ୍ ସ୍ପୋର୍ଟସ ଇଭେଣ୍ଟ ‘ଲେଟସ୍ ଶଟଲ୍’ । ଯୋଗଦେବେ ୧୫୦ରୁ ଅଧିକ କର୍ପୋରେଟ୍ ଅଫିସ କର୍ମଚାରୀ । #SambadGroup #LetsShuttle #KanakNews
https://t.co/27h16SXIog
Talent wins games,but teamwork & intelligence wins championship. Here are players from various leading companies battled it out in Corporate Badminton Tournament held in honor of our pioneering founder Dr. KCG Verghese
#Letsshuttle #Founderstrophy #KCGCollege @KCGtechnology

Congratulations to the winners of the Founder's Trophy Corporate Badminton Tournament held in honor of our pioneering founder Dr. KCG Verghese.
#Letsshuttle #Founderstrophy #corporatebadmintontournament #KCGCollege @KCGtechnology

Badminton is a great way to de-stress & chill out. Few clicks from the Finale - Founder's Trophy Corporate Badminton Tournament held in honor of our pioneering founder Dr. KCG Verghese
#Letsshuttle #Founderstrophy #corporatebadmintontournament #KCGCollege @KCGtechnology

Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.6M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers

















