Top Tweets for #LowerSuktelProject
ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଜମି ନେଇଗଲା ପ୍ରଶାସନ କିନ୍ତୁ ମିଳିଲାନି କ୍ଷତିପୂରଣ, ଗରିବ ଚାଷୀଙ୍କ ଉପରେ IICଙ୍କ ହାକିମ
#balangir #prameyanews7 #lowersuktelproject #land
where every child has access to quality education and the opportunity to build a better future.
#EducationForAll #LowerSuktelProject #SangeetaKumariSinghDeo #OdishaDevelopment #ViksitBharat #Balangir #Sonepur #ViksitOdisha #NewIndia #Odisha #DevelopedOdisha #AatmaNirbharBharat

ଲୋୟର ସୁକତେଲକୁ ନେଇ ଶାସକ ବିରୋଧୀ ମୁହାଁ ମୁହିଁ: ପ୍ରଶ୍ନ କରି ଫଶିଲେ ବିଜେଡି ବିଧାୟକ...
#LowerSuktelProject #BJD #Odisha #OTV
https://t.co/ex9JCuGUp8
#ଭିଜିଲାନ୍ସ_ଜାଲରେ_ମୁଖ୍ୟ_ନିର୍ମାଣ_ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତ ; ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
#LowerSuktelProject #ChiefEngineer #Vigilance #KanakNews
#LowerSuktelProject in #Balangir has ushered in a new era of agricultural prosperity for people of the region. The project will provide 70000+ families with drinking water and irrigate 1 lakh acres of farmland. #5T
ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ...ବିସ୍ଥାପିତ ମାନକଁର ତ୍ୟାଗର ସାକ୍ଷୀ ରହେଲା ଡେମ୍
https://t.co/UnId0c8V92
#Balangir #Odisha #BalangirNews #OdishaNews #SambalpuriNews #LowerSuktelProject #OdishaGovernment

#ଅଧୁରା_ସୁକତେଲ_ଲୋକାର୍ପଣ !
ଶେଷ ହେଲା ୨୩ ବର୍ଷର ପ୍ରତୀକ୍ଷା । ଉଦ୍ଘାଟିତ ହେଲା ବଲାଙ୍ଗୀରର ବହୁ ଚର୍ଚ୍ଚତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ।
#Balangir #LowerSuktelProject #Odisha #OTV
କେତେ ସୁନ୍ଦର୍ ବଲାଙ୍ଗିରର୍ ସୁକତେଲ ଡେମ୍...
https://t.co/4v9kPif21A
#Balangir #Odisha #BalangirNews #OdishaNews #SambalpuriNews #LowerSuktelProject #OdishaGovernment

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
#LowerSuktelProject #Odisha #NaveenPatnaik
https://t.co/afA1Sc3Adq
#ମଞ୍ଚରେ_ଧୋଇଲେ_ନରସିଂହ
ସୁକତେଲ ପ୍ରକଳ୍ପ ଲୋକାର୍ପଣ ଲାଗି କରାଯାଇଥିଲା ବିରାଟ ଆୟୋଜନ । ମଞ୍ଚ ଉପରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳ ସଦସ୍ୟ । ଆଉ ମଞ୍ଚ ସାମ୍ନାରେ ଥିଲେ ଜନତା, ସମସ୍ତଙ୍କ ଉପସ୍ଥିତିରେ ଏମିତି ଧୋଇଲେ ନରସିଂହ ମିଶ୍ର.. ଶୁଣନ୍ତୁ
#NarsinghMishra #LowerSuktelProject #Odisha #OTV
ବଲାଙ୍ଗିରର୍ ଲୋୟର ସୁକତେଲ ପ୍ରକଳ୍ପ ଉଦ୍ଘାଟନ ସମାରୋହନେ କାଣା କହେଲେ କଳିକେଶ ସିଂହଦେଓ
https://t.co/yde7eq0aFW
#Kalikesh #Balangir #Odisha #BalangirNews #OdishaNews #SambalpuriNews #LowerSuktelProject #OdishaGovernment

#ପ୍ରକଳ୍ପର_ବାହାବା_vs_ବିସ୍ଥାପିତଙ୍କ_ଦୁଃଖ
ଉଦଘାଟନ ହେବ ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ । ହେଲେ ଏବେ ବି ସରିନି ବିସ୍ଥାପିତଙ୍କ ଦୁଃଖ । ଜମି ଅଛି ଘର ନାହିଁ, ଚାଲିବାକୁ ନାହିଁ ରାସ୍ତା । ଦୁଇ ବର୍ଷ ହେଲା ଅନ୍ଧାରକୁ ସାଥୀ କରିଛନ୍ତି ହଜାର ହଜାର ବିସ୍ଥାପିତ।
#LowerSuktelProject
ଆଜି ଲୋକାର୍ପିତ ହେବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପ୍ରକଳ୍ପ
#LowerSuktelProject @CMO_Odisha #balangir #Odisha #NandighoshaTV

ଜୀବନ୍ ପାଏଲା ବଲାଙ୍ଗିରର୍ ଜୀବନ୍ ରେଖା...ଦୁଇ ଦଶନ୍ଧି ଉତାରୁ ସତ୍ ହେବା ବଲାଙ୍ଗିରବାସୀଙ୍କର୍ ସପନ୍...
https://t.co/iEZsSvwGd3
#Balangir #Odisha #BalangirNews #OdishaNews #LowerSuktelProject #5T #NaveenPatnaik #OdishaGovernment #KartikPandian

ନିମ୍ନ ସୁକତେଲ ପ୍ରକଳ୍ପ: ଗାଁ ମାଟିକୁ ପ୍ରତି ମୁହୂର୍ତ୍ତରେ ଝୁରୁଛନ୍ତି ବିସ୍ଥାପିତ
#LowerSuktelProject #Balangir #Odisha #Sambad
https://t.co/NpkSgEe0C3
ଲୋୟର ସୁକତେଲ ବିସ୍ଥାପିତଙ୍କ କାହାଣୀ (୧): ଥିଲୁ ଭାଇ, ହେଲୁ କୁଣିଆ
#LowerSuktelProject #Odisha #Sambad
https://t.co/1HzrXzGFLf
ବଲାଙ୍ଗୀର ଜିଲ୍ଲାର ଜୀବନରେଖା ହେବାକୁ ଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ଏବେ ଚର୍ଚ୍ଚାରେ ରହିଛି। #Odisha #Balangir #LowerSuktelProject https://t.co/wu3O1DDJC3
https://t.co/LPlszLcnBF
ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ନିଜର ଭିଟାମାଟି ହରାଉଥିବା ଲୋକଙ୍କୁ ସମ୍ମାନ ର ବିସ୍ଥାପିତ କରାଯାଉ
#mediacoverage
#lowersuktelproject
#OdishaGovernment
@BJP4Odisha
ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଆଖିରେ ଲୁହ । ପ୍ରଶାସନ ବନ୍ଦ କରିଦେଲା ବିଜୁଳି ଓ ପାଣି । ତଡିବାକୁ ହେଉଛି ଉଦ୍ୟମ, ହନ୍ତସନ୍ତ ଲୋକେ ।
#LowerSuktelProject
#LowerSuktelProject! Deck slab concrete work in bay no 4 of the spillway in underway.👷🌊
#InfrastructureDevelopment #ConstructionProgress
@CMO_Odisha @TukuniSahu @DC_Odisha @_anugarg
@OIIPCRA_OCTDMS @OLICLTD

Last Seen Hashtags on Sotwe
Most Popular Users

Elon Musk 
@elonmusk
240.6M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.5M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.6M followers

Taylor Swift 
@taylorswift13
81.4M followers

Lady Gaga 
@ladygaga
73M followers

Virat Kohli 
@imvkohli
69.8M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.7M followers
















