Top Tweets for #MAHADIPA
ओडिशा के भुवनेश्वर में महाशिवरात्रि के पर्व पर लिंगराज मंदिर में महादीपा को लगाया गया जिसके बाद श्रद्धालुओं ने अपना उपवास तोड़ा.
#MahaShivaratri2026 #LingrajTemple #Mahadev #Mahadipa #ABPNews
ପବିତ୍ର ମହାଶିବରାତ୍ରୀ ଅବସରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ଦର୍ଶନ. ...
ଜୟ ବାବା ଲିଙ୍ଗରାଜ 🙏🙏🙏
@otvkhabar @kanak_news @ArgusNews_in @NEWS7Odia @NandighoshaTV @ANI
#LingrajTemple
#Mahashivratri2026
#Mahadipa
Maha Shiva Ratri: Mahadipa lifted atop Lingaraj Temple in Bhubaneswar ahead of schedule
#MahaShivaratri #Mahadipa #LingarajTemple #Bhubaneswar
https://t.co/xzq3P19510
* ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
* ନିର୍ଦ୍ଧାରିତ ସମୟ ପୂର���ବରୁ ଉଠିଲା ମହାଦୀପ
#LingarajTemple #Mahadipa #Mahashivratri #Mahashivratri2026 #Odisha

#ଲିଙ୍ଗରାଜ_ମନ୍ଦିରରେ_ଉଠିଲା_ମହାଦୀପ
-ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ
-ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ
#LingarajTemple #Mahadipa #Mahashivratri #Mahashivratri2026 #Odisha #OTV

ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ହରିବୋଲ, ହୁଳହୁଳିରେ କମ୍ପିଲା ମନ୍ଦିର ପରିସର । ଶିବଭକ୍ତଙ୍କ ମନରେ ମହାଆନନ୍ଦ ।
#SriLingaraj #Mahadipa #KanakNews #Odisha

ରାତି ୧୦ଟାରେ ଉଠିବ ମହାଦୀପ: ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଜାଗର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି
#Sambad #LingarajTemple #Odisha #Bhubaneswar #Mahadipa
https://t.co/UoigjYiWNe
#ଆଉ_ସମ୍ଭାଳି_ପାରିଲିନି_ଡେଇଁପଡ଼ିଲି
#୩୦_ବର୍ଷର_ଅଭିଜ୍ଞତା_ଥିଲା
ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ ଖସି ପଡ଼ିଥିଲେ ଏହି ସେବାୟତ, କେମିତି ଅଛନ୍ତି ଯୋଗେନ୍ଦ୍ର ସାମଲ ?
#lingarajtemple #jogendrasamal #mahadipa #prameyanews7 #sebayat
#ଲିଙ୍ଗରାଜ_ବିଭ୍ରାଟ_ପାଇଁ_ଦାୟୀ_କିଏ ?
Lingaraj Temple Mahadipa Incident | ଲିଙ୍ଗରାଜ ମହାଦୀପ ଉଠିବାବେଳେ ସେବାୟତ ଖସିପଡ଼ିବା ଘଟଣା, ବିଭ୍ରାଟ ପଛରେ ଦାୟୀ କିଏ ? Prameya News7
#lingarajtemple #mahashivaratri2025 #prameyanews7 #mahadipa #sebayat #prameyanews7
#ମହାଦୀପରେ_ଠିକ_ପରିମାଣର_ଘିଅ_ଥିଲା
ମହାଦୀପ ଅଘଟଣକୁ ���େଇ ସେବାୟତଙ୍କ ମଧ୍ୟରେ କଥା କଟାକଟି | Lingaraj Temple Mahadipa Incident | PrameyaNews7 #lingarajtemple #mahashivaratri2025 #prameyanews7 #mahadipa #sebayat
ଲିଙ୍ଗରାଜ ମନ୍ଦିର ମହାଦୀପ ଅଘଟଣରେ ରାଜନୀତି, ପ୍ରସାଶନ ବାଲି ପକାଇବାକୁ ଭୁଲିଯାଇଥିବା କହିଲେ ମେୟର | Lingaraj Temple, Maha Shivratri 2025 #lingarajtemple #prameyanews7 #sulochanadas #babusingh #bhaktacharandas #mahashivaratri2025 #mahadipa
Lingaraj Temple; ମହାଦୀପ ବେଳେ କାହିଁକି ଘଟିଲା ବଡ଼ ଅଘଟଣ ? ବଖାଣିଲେ ଆହତ ସେବାୟତଙ୍କ ପୁଅ #Mahadipa #Lingarajtemple #OTV
https://t.co/zzVqHSHFe1
#ଅଧିକ_ଘିଅ_ଲାଗିଥିବାରୁ_ହାତ_ଖସିଗଲା
ଲିଙ୍ଗରାଜ ମନ୍ଦିର ଅଘଟଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ । ସେ କହିଛନ୍ତି ବାପାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ରହିଛି । ଅଧିକ ଘିଅ ଲାଗିଥିବାରୁ ��ାତ ଖସିଯାଇ ଏଭଳି ଅଘଟଣ ଘଟିଛି ।
#Mahadipa #Lingarajtemple #OTV
#ଶ୍ରୀଲୋକନାଥ_ପୀଠରେ_ଉଠିଲା_ମହାଦୀପ
ଭୋର୍ରୁ ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ଉଠିଛି ମହାଦୀପ । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପୀଠରେ ହରିହର ଭେଟ ନୀତି ସମ୍ପନ୍ନ କରାଯିବା ପରେ ମହାଦୀପ ଉଠିଛି ।
#MahaSivaatri #Mahadipa #LokanathTemple #OdishaTV #OTV
#କେମିତି_ଖସିପଡ଼ିଲେ_ସେବାୟତ_ମୁଖ୍ୟମନ୍ତ୍ରୀଙ୍କୁ_କହିଲେ
ଲିଙ୍ଗରାଜ ମନ୍ଦିରରୁ ଖସି ପଡିଥିବା ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେମିତି ସେବାୟତ ଜଣଙ୍କ ଖସିପଡ଼ିଥିଲେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି #Mahadipa #Lingarajtemple #CMO #OTV
#ଆହତ_ସେବାୟତଙ୍କୁ_ଭେଟିଲେ_ମୁଖ୍ୟମନ୍ତ୍ରୀ
ଲିଙ୍ଗରାଜ ମନ୍ଦିରରୁ ଖସି ପଡିଥିବା ସେବାୟତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେବାୟତଙ୍କୁ ଭେଟିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ #Mahadipa #Lingarajtemple #CMO #OTV
जय भोलेनाथ! लिंगराज मंदिर के ऊपर महादीप प्रज्ज्वलित हो चुका है, भक्तों की श्रद्धा और आस्था का प्रतीक! 🚩🙏
शिव की कृपा से संपूर्ण जगत रोशन हो, हर घर में सुख-शांति बनी रहे। हर हर महादेव!
#MahaShivratri2025 #LingarajTemple #Mahadipa

ମହାଦୀପ ଉଠାଉଥିବା ସମୟରେ ଖସିପଡିଲେ ସେବାୟତ, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଅନ୍ୟ ଜଣେ ସେବାୟତ ମହାଦୀପ ଉଠାଇଲେ।
#Lingarajtemple #mahadipa #Sebayat #Accident #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers











