Top Tweets for #MAMATAScheme
ସୁସ୍ଥ ମା’, ସୁସ୍ଥ ଶିଶୁ - ସୁନ୍ଦର ଭବିଷ୍ୟତର ମଜବୁତ ଭିତ୍ତି। ମମତା–ପିଏମଏମଭିୱାଇ ଯୋଜନା ମାଧ୍ୟମରେ ମାତୃତ୍ୱର ଏହି ବିଶେଷ ଯାତ୍ରାରେ ମିଳୁଛି ଆର୍ଥିକ ସହାୟତା, ପୋଷଣ ପ୍ରତି ସଚେତନତା ଏବଂ ନିରାପଦ ମାତୃତ୍ୱ ପାଇଁ ଆବଶ୍ୟକ ସମର୍ଥନ।
#MAMATAPMMVY #PMMVY #MAMATAScheme #MaternalHealth #SafeMotherhood #HealthyMotherHealthyChild #PregnancyCare #EarlyRegistration #Anganwadi #WomenAndChildDevelopment #GovtOfOdisha #OdishaGovernment #WCDOdisha
@CMO_Odisha @PravatiPOdisha @MinistryWCD @odisha_subhadra @IPR_Odisha @mission_shakti @UNICEFIndia @UNFPAIndia @NCPCR_ @IPEGlobal
ମାତୃତ୍ୱର ଏହି ସୁନ୍ଦର ଯାତ୍ରାକୁ ଆହୁରି ସୁରକ୍ଷିତ ଓ ସୁସ୍ଥ କରିବା ପାଇଁ ଓଡ଼ିଶା ସରକାରଙ୍କ ମମତା ଯୋଜନା ଯୋଗାଇ ଦେଉଛି ଆର୍ଥିକ ସହାୟତା ଏବଂ ସ୍ୱାସ୍ଥ୍ୟ ସଚେତନତା। କାରଣ ସୁସ୍ଥ ମା' ହିଁ ସୁସ୍ଥ ପିଢ଼ିର ଆଧାର।
#MAMATAPMMVY #PMMVY #MAMATAScheme #MaternalHealth #SafeMotherhood #HealthyMotherHealthyChild #PregnancyCare #EarlyRegistration #Anganwadi #WomenAndChildDevelopment #GovtOfOdisha #OdishaGovernment #WCDOdisha
@CMO_Odisha @PravatiPOdisha @MinistryWCD @odisha_subhadra @IPR_Odisha @mission_shakti @UNICEFIndia @UNFPAIndia @NCWIndia
Register easily under the MAMATA–PMMVY scheme in these simple steps. Early registration ensures timely access to maternal health benefits and support for a healthier pregnancy.
#MAMATAPMMVY #PMMVY #MAMATAScheme #MaternalHealth #SafeMotherhood #HealthyMotherHealthyChild #WCDOdisha

ମହିଳା ଓ ଶିଶୁ ବିକାଶ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି...ମମତା ଯୋଜନାରେ କରନ୍ତୁ ଆବେଦନ...ଦରମା ୩୫ ହଜାର
#MamataScheme
https://t.co/TBJlKGGh57
Odisha government Tuesday decided to implement the Pradhan Mantri Matru Vandana Yojana and Odisha’s Mamata Yojana jointly. Under the new system, Rs 10,000 will be given in the case of a male child and Rs 12,000 for a girl child.
#MamataScheme #PMMatruVandanaYojana #Odisha

#ଝିଅ_ଜନ୍ମହେଲେ_ମିଳିବ_୧୨_ହଜାର
ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର, ଝିଅ ଜନ୍ମହେଲେ ଅଧିକ ୨ ହଜାର ଟଙ୍କା । ମିଳିତ ଭାବେ କାର୍ଯ୍ୟ କରିବ ମମତା ଓ ପ୍ରଧାନମନ୍ତ୍ରୀ ମାତ�� ବନ୍ଦନା । ୨ଟି ଯୋଜନା ମିଳିତ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ।
#MamataScheme #PMMatruVandanaYojana #Odisha #OTV
-ମମତା ଯୋଜନା ସହାୟତା ରାଶି ୨ ଗୁଣ କଲେ ରାଜ୍ୟ ସରକାର
-ନୂଆ ଯୋଜନା ଅନୁ��ାରେ ଗର୍ଭବତୀଙ୍କୁ ମିଳିବ ୧୦ ହଜାର ଟଙ୍କା
-ପ୍ରଥମ କିସ୍ତିରେ ଗର୍ଭାବସ୍ଥାର ୬ ମାସ ପରେ ମିଳିବ ୬ ହଜାର
-୨ୟ କିସ୍ତିରେ ଶିଶୁକୁ ୧୦ ମାସ ହେବା ପରେ ମିଳିବ ୪ ହଜାର
-ପୂର୍ବରୁ ଗର୍ଭବତୀଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ମିଳୁଥିଲା
#MamataScheme
ଗର୍ଭବତୀଙ୍କୁ ବଡ଼ ଭେଟି, ମମତା ଯୋଜନାରେ ମିଳିବ ୧୦ ହଜାର...
#MamataScheme #PregnantWomen https://t.co/P53fZXQ6Oq
#ମମତା_ଯୋଜନାରେ_ଏବେ_ମିଳିବ_୧୦ହଜାର
👉🏻ମମତା ଯୋଜନାରେ ୨ ଗୁଣା ହେଲା ସହାୟତା ରାଶି
👉🏻୫ ହଜାରରୁ ୧୦ ହଜାର ଟଙ୍କା ବୃଦ୍ଧି କଲେ ସରକାର
👉🏻୨ଟି କିସ୍ତିରେ ମିଳିବ ୬ ହଜାର ଟଙ୍କା ଏବଂ ୪ ହଜାର ଟଙ୍କା
#MamataScheme #Odisha

#ମମତା_ଯୋଜନାରେ_ଏବେ_ମିଳିବ_୧୦ହଜାର
ମମତା ଯୋଜନାରେ ୨ ଗୁଣା ହେଲା ସହାୟତା ରାଶି
୫ ହଜାରରୁ ୧୦ ହଜାର ଟଙ୍କା ବୃଦ୍ଧି କଲେ ସରକାର
୨ଟି କିସ୍ତିରେ ମିଳିବ ୬ ହଜାର ଟଙ୍କା ଏବଂ ୪ ହଜାର ଟଙ୍କା
#MamataScheme #Odisha #KanakNews

ମମତା ଯୋଜନାରେ ଦୁଇଗୁଣ ହେଲା ସହାୟତା ରାଶି, ଘୋଷଣା କଲେ ରାଜ୍ୟ ସରକାର
#MamataScheme #NaveenPattnaik #Odisha #Sambad
https://t.co/GHyj7aUdU4
* ମମତା ଯୋଜନା ସହାୟତା ରାଶି ୨ ଗୁଣ କଲେ ରାଜ୍ୟ ସରକାର
* ନୂ�� ଯୋଜନା ଅନୁସାରେ ଗର୍ଭବତୀଙ୍କୁ ମିଳିବ ୧୦ ହଜାର ଟଙ୍କା
* ପ୍ରଥମ କିସ୍ତିରେ ଗର୍ଭାବସ୍ଥାର ୬ ମାସ ପରେ ମିଳିବ ୬ ହଜାର
* ୨ୟ କିସ୍ତିରେ ଶିଶୁକୁ ୧୦ ମାସ ହେବା ପରେ ମିଳିବ ୪ ହଜାର
* ପୂର୍ବରୁ ଗର୍ଭବତୀଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ମିଳୁଥିଲା #MamataScheme

-ମମତା ଯୋଜନା ସହାୟତା ରାଶି ୨ ଗୁଣ କଲେ ରାଜ୍ୟ ସରକାର
-ନୂଆ ଯୋଜନା ଅନୁସାରେ ଗର୍ଭବତୀଙ୍କୁ ମିଳିବ ୧୦ ହଜାର ଟଙ୍କା
-ପ୍ରଥମ କିସ୍ତିରେ ଗର୍ଭାବସ୍ଥାର ୬ ମାସ ପରେ ମିଳିବ ୬ ହଜାର
-୨ୟ କିସ୍ତିରେ ଶିଶୁକୁ ୧୦ ମାସ ହେବା ପରେ ମିଳିବ ୪ ହଜାର
-ପୂର୍ବରୁ ଗର୍ଭବତୀଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ମିଳୁଥିଲା
#MamataScheme

Digitization of #MamataScheme!!
Another big leap ahead in the form of #MamataMobileApp (https://t.co/u4rKQkDQta), which allows both the pregnant woman and the Anganwadi Worker to register at ease through a click on the mobile phone.
#OdishaCares
@CMO_Odisha
@Naveen_Odisha

Digitization of #MamataScheme!!
Another big leap ahead in the form of #MamataMobileApp (https://t.co/DIQaHwkqHD), which allows both the pregnant woman and the Anganwadi Worker to register at ease through a click on the mobile phone.
#OdishaCares
@CMO_Odisha

Pregnant and Lactating Mothers of #PVTG(Particularly Vulnerable Tribal Groups) under #MAMATAScheme are getting Rs. 5000/- towards maternity benefit for any number of live births.
Story of Budal Dhangadamajhi of Malkangiri district unfolds the fruitfulness of the Scheme.

We owe our heartfelt gratitude to Honourable Chief Minister of Odisha for extending onother five years the provision of Conditional Cash Transfer(Rs 5000/-) under #MAMATAScheme to Pregnant and Lactating Mothers of #ParicularlyVulnerableTribalGroups with relaxed norms.@CMO_Odisha

Mamata scheme for PVTG women in Odisha extended for five years
#Mamatascheme #PVTG #Odisha #mamatabanerjee @MamataOfficial #India #politics #BreakingNews
https://t.co/uvE4rF2kt0
Odisha govt relaxes norms for PVTG women to avail Mamata benefits
#MamataScheme #OdishaGovt #PVTG #BreakingNews
https://t.co/XyE9PAdJtq
#MAMATA review meeting convened in the Collectorate Conference Hall under the Chairmanship of Collector & DM Balesore. Project Director DRDA, Sub Collector, DSWO, CDPOs and DPC MAMATA also present on the occasion. Comprehensive action plan for #MAMATAScheme discussed in detail.

Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers















