Top Tweets for #MMDRACT2026
'খনি ও খনিজ (উন্নয়ন ও নিয়ন্ত্রণ) সংশোধনী আইন, ২০২৬' ভারতের খনি খাতের জন্য একটি অত্যন্ত গুরুত্বপূর্ণ পদক্ষেপ।
ভবিষ্যতের পথচলার উপযোগী এক সংস্কার।
#MMDR2026 #Mining #MineralSector #MMDRAmendmentAct2026 #MMDRAct2026 #ViksitBharat #MMDRAmendmentBill2026
@MinesMinIndia
@kishanreddybjp
@satishdubeyy
@mygovindia

माइंस एंड मिनरल्स (डेवलपमेंट एंड रेगुलेशन) अमेंडमेंट एक्ट, 2026 भारत के माइनिंग सेक्टर के लिए एक अहम कदम है।
यह भविष्य की राह के लिए किया गया एक सुधार है।
#MMDR2026 #Mining #MineralSector #MMDRAmendmentAct2026 #MMDRAct2026 #ViksitBharat #MMDRAmendmentBill2026
@MinesMinIndia
@kishanreddybjp
@satishdubeyy
@mygovindia

The Mines and Minerals (Development and Regulation) Amendment Act, 2026 marks a defining step for India's mining sector.
A reform built for the road ahead.
#MMDR2026 #Mining #MineralSector #MMDRAmendmentAct2026 #MMDRAct2026 #ViksitBharat #MMDRAmendmentBill2026
@MinesMinIndia
@kishanreddybjp
@satishdubeyy
@mygovindia

ଆସନ୍ତୁ, ଓଡ଼ିଶାର ସ୍ୱାର୍ଥପାଇଁ ଏକାଠି ହେବା......
Made with AI / AI-generated
#mmdract2026 #mmdr
#odishapolitics #odisha #odishaviral #aigeneratedart #aivideo
Gen Z ଙ୍କ ଭବିଷ୍ୟତ ପାଇଁ ଏ ଲଢ଼େଇ : ଶ୍ରୀ ନବୀନ ପଟ୍ଟନାୟକ
#BijuJanataDalOdisha #MMDRAct2026 #NaveenPatnaik #NaveenOdisha #NaveenPatnaikForOdisha #MMDR #GenZ
MMDR Act 2026 पर मधु कोड़ा का पलटवार, JMM और कांग्रेस पर जनता को गुमराह करने का आरोप। उन्होंने बंद पड़ी खदानों को शुरू कराने, उद्योगों को बढ़ावा देने और खनिज व्यवस्था में सुधार की जरूरत बताई।
#MadhuKoda #MMDRAct2026 #Jharkhand #Khunti #Mining #JharkhandNews
ଓଡ଼ିଆଙ୍କ ଅଧିକାର ପାଇଁ ଏ ଲଢ଼େଇ ତୀବ୍ର ହେବ, ଓଡ଼ିଶା ପାଇଁ ଏକ ହୁଅ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

For those who want to know About Mines and Minerals( Development and regulation ) Act,1957
Its recent amendments and why there is backlash in states like odisha,jharkhand, etc .,
#MMDRAct2026 #UPSC

ଓଡ଼ିଶାର ଖଣି, ଓଡ଼ିଶାର ଜମିର ମାଲିକ ହେଉଛନ୍ତି ଓଡ଼ିଶାବାସୀ। ସଂଶୋଧିତ କଳା MMDR ଆଇନ ପ୍ରତ୍ୟାହାର କର ବିଜେପି ସରକାର । ଆଜି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ MMDR ଆଇନ ପ୍ରତ୍ୟାହାର ଦାବିରେ ବିଧାନସଭା ଆଗରେ ବିଶାଳ ବିକ୍ଷୋଭ କଲା ବିଜେଡି ।#MMDRAct2026 #OdishaAgainstMMDR #BjpGoBack #BJDProtest

ଓଡ଼ିଶାର ଅଧିକାର ପାଇଁ ରାଜରାସ୍ତାରେ ବିଜେଡିର ଲଢ଼େଇ। ମାଟି, ମା' ଓ ଖଣିଜ ସମ୍ପଦର ଅଧିକାର ସୁରକ୍ଷା ପାଇଁ ଏକାଠି ହୋଇଛି ଓଡ଼ିଶା। ସଂଶୋଧିତ MMDR ଆଇନ ପ୍ରତ୍ୟାହାର ନହେବା ଯାଏଁ ସ୍ୱର ଉଠିବ।
#BJPAntiOdisha #FakeBJP #FraudBJP #GobackBJP #MMDRAct2026
ଦଳମତ ନିର୍ବିଶେଷରେ ସଭିଏଁ ଏକ ହୁଅ। ଆମେ ଲଢ଼ିବା, ଓଡ଼ିଶାର ଅଧିକାର ଫେରାଇ ଆଣିବା।
ହୁଙ୍କାର ଦେଲେ ନବୀନ, “ଓଡ଼ିଶା ପାଇଁ ଏକ ହୁଅ”।
ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ବିକ୍ଷୋଭ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

ମାଟିକୁ ବିଜେପିର ଧୋକା, #GenZ ଦେବେ ନାହିଁ କ୍ଷମା।
ହୁଙ୍କାର ଦେଲେ ନବୀନ, “ଓଡ଼ିଶା ପାଇଁ ଏକ ହୁଅ”।
ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ବିକ୍ଷୋଭ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

ନାହିଁ ନାହିଁର ବିଜେପି ସରକାର, କେବଳ ବାକ୍ୟବୀର।
ହୁଙ୍କାର ଦେଲେ ନବୀନ, “ଓଡ଼ିଶା ପାଇଁ ଏକ ହୁଅ”।
ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ବିକ୍ଷୋଭ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

ବିଜେପିର ୨୦ ସାଂସଦ ଚୁପ୍, ଓଡ଼ିଶା ବିଜେପି ସରକାର ବି ଚୁପ୍। କାହା ଡରରେ?
ହୁଙ୍କାର ଦେଲେ ନବୀନ, “ଓଡ଼ିଶା ପାଇଁ ଏକ ହୁଅ”।
ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ବିକ୍ଷୋଭ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ।
ହୁଙ୍କାର ଦେଲେ ନବୀନ, “ଓଡ଼ିଶା ପାଇଁ ଏକ ହୁଅ”।
ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ବିକ୍ଷୋଭ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

ଓଡ଼ିଆଙ୍କ ଅଧିକାର ପାଇଁ, ଆମ #GenZ, ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଏ ଲଢ଼େଇ।
ହୁଙ୍କାର ଦେଲେ ନବୀନ, “ଓଡ଼ିଶା ପାଇଁ ଏକ ହୁଅ”
ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ବିକ୍ଷୋଭ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha

କାହା ସ୍ୱାର୍ଥରେ ସଂଶୋଧିତ MMDR ଆଇନକୁ ସମର୍ଥନ ଦେଲା ଓଡିଶା ବିଜେପି।
#BJPAntiOdisha #FakeBJP #FraudBJP #GobackBJP #MMDRAct2026

ମାଟି ପାଇଁ, ମା’ ପାଇଁ, ଓଡ଼ିଶାର ଅଧିକାର ପାଇଁ ଆଜି ଏକାଠି ହୋଇଛି ଓଡ଼ିଶା। ସରକାରଙ୍କୁ ଜନତାର ଏହି ଦାବି ଶୁଣିବାକୁ ହେବ, MMDR ସଂଶୋଧନ ଆଇନକୁ ପ୍ରତ୍ୟାହାର କରିବାକୁ ପଡିବ।
#BJPAntiOdisha #FakeBJP #FraudBJP #MMDRAct2026 #DrPramodMallick
ଓଡ଼ିଶାବାସୀଙ୍କୁ ପୁଣି ଭୁଆଁ ବୁଲାଉଛି ବିଜେପି, ଓଡ଼ିଶାବାସୀଙ୍କୁ ପୁଣି ମିଛ କହୁଛି ବିଜେପି। ଏମାନେ ଓଡ଼ିଶାର ଅଧିକାର ଲୁଟି ନେଲେ।
ବିଜେଡିର ବିଶାଳ MMDR ବିକ୍ଷୋଭ ସମାବେଶରେ ତୀବ୍ର ସମାଲୋଚନା କଲେ ଦଳର ନେତ୍ରୀ ଶ୍ରୀମତୀ ସୁଜାତା ରାଉତ।
#OdishaAgainstMMDR #MMDRAct2026 #BJDWithOdisha #ହଟାଅବିଜେପି #JababMaguchiOdisha
ଓଡ଼ିଶାର ହକ୍ ଓ ସ୍ୱାର୍ଥର ଲଢ଼େଇରେ ରାଜରାସ୍ତାରେ ଜନତାଙ୍କ ସହ ଜନନେତା। ନ୍ୟାୟର ଏହି ସ୍ୱର MMDR ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଥମିବ ନାହିଁ।
#BJPAntiOdisha #FakeBJP #FraudBJP #GobackBJP #MMDRACT2026

Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers











