Top Tweets for #MVoceanWinner
వైజాగ్ కి 700kms దూరం లో #MVOceanWinner అనే షిప్ Aug 22న మునిగిపోయింది. ఎందుకు?ఎట్లా?
@Hihyderabad @ApnaSecbad
క్రెడిట్ టు ఒరిజినల్ క్రియేటర్ 🙏
#ଜାହାଜ_ବୁଡ଼ି: #ପାରାଦୀପରେ_MMDର_ତନାଘନା
-ପାରାଦୀପ: MV ଓସେନ ୱିନର ଜାହାଜ ବୁଡ଼ି ଘଟଣାର ତନାଘନା
-DG ସିପିଂ ଓ MMD ବିଭାଗର ପାରାଦୀପରେ ଖୋଳତାଡ଼
-ଦିଲ୍ଲୀରୁ MMDର ଏକ ଟିମ୍ ପାରାଦୀପରେ ପହଞ୍ଚିଛନ୍ତି
#Paradip #MVOceanWinner #DGShipping #MMD #ShipSinking #OTV

22 Crew Members Still Missing: MV Ocean Winner ଜାହାଜ ବୁଡ଼ିକୁ ୯ ଦିନ; କେମିତି ବୁଡ଼ିଲା ଜାହାଜ, ଜଣାପଡ଼ିଲାନି କାରଣ https://t.co/XwukTFSHQn
#ParadipShipwreck #MVOceanWinner #ParadipNews #OdishaNews #ShipSinking #CargoShip #MissingCrew #ShipwreckMystery #CargoLiquefaction #OdishaNewsToday
#MV_Ocean_Winner_ବୁଡ଼ିବା_ପୂର୍ବରୁ_କଣ_ଘଟିଥିଲା
#କହିଲେ_ଦୁଇ_ଚୀନ_ନାବିକ
MV Ocean Winner ଟ୍ରାଜେଡିର ବଡ଼ ଖୁଲାସା ! ଉଦ୍ଧାର ହୋଇଥିବା ୨ ଚୀନ ନାବିକ ବଖାଣିଲେ ଛାତିଥରା କାହାଣୀ.... | MV Ocean Winner Mystery Revealed! Two Chinese Sailors Explain Why the Ship Sank
#MVOceanWinner #OceanWinner #ShipSinking #Shipwreck #ChineseSailors #CrewRescue #BayOfBengal #Paradip #MaritimeNews #OdishaNews #SearchOperation #BreakingNews #news7digital #digitalspecial
ମିଳୁନି ୨୨ ନାବିକଙ୍କ ସନ୍ଧାନ, ଚୀନ୍ କ୍ରୁଙ୍କୁ ପଚରାଗଲା ୬୭ ପ୍ରଶ୍ନ
#mvoceanwinner #oceanwinner #ShipSinking #OTV
https://t.co/XebvuZjMtx
କେମିତି ବୁଡ଼ିଗଲା ଏମଭି ଓସେନ ୱିନର୍ ? କାଳରାତିର କାହାଣୀ ବଖାଣିଲେ ଉଦ୍ଧାର ଚୀନ ନାବିକ
#MVOceanWinner #Paradip #ShipSinking
https://t.co/0bSzyKZlGm
#ଜାହାଜ_ବୁଡିର_ସତ
ଏମଭି ଓସେନ୍ ଓ୍ବିନର ବୁଡିବା ଘଟଣାର ସତ ଆସିବ ପଦାକୁ, ୨୪ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୦ ଜଣ ହିଁ ପାଣିକୁ ଡେଇଁ ପାରିଥିଲେ, ଆଉ ବାକି ୧୪…
#Odisha #NandighoshaTV #Paradip #mvoceanwinner
ଜଣା ପଡ଼ିଲା କାରଣ ! ଛାତିଥରା ଦୃଶ୍ୟ ବଖାଣିଲେ ୨ କ୍ରୁ ସଦସ୍ୟ
#Paradip #Odisha #MVOceanWinner #CrewMember
https://t.co/e681kZmRZj
ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ.. ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ.. କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ.. ଜାହାଜ ବୁଡ଼ି ସଂପର୍କରେ ଉଦ୍ଧାର ନାବିକଙ୍କୁ ପଚରାଉଚରା କରିବେ..
#Paradip #MVOceanWinner #ShipSinking #ChineseTranslators #Kolkata #PanamaFlag #OTV
#ପାରାଦୀପରେ_ଚୀନ୍_ଭାଷା_ଅନୁବାଦକ
-ପାରାଦୀପକୁ କୋଲକାତାରୁ ଆସିଲେ ୨ ଚୀନ୍ ଭାଷା ଅନୁବାଦକ
-କୋଲକାତାରେ ଥିବା ଚୀନ୍ ବାଣିଜ୍ୟ ଦୂତାବାସରୁ ଆସିଥିବା ସୂଚନା
-ଜାହାଜ ବୁଡ଼ି ସଂପର୍କରେ ଉଦ୍ଧାର ୨ ନାବିକଙ୍କୁ ପଚରାଉଚରା କରିବେ
-ପାନାମା ପତାକାବାହୀ ଜାହାଜ ‘ଏମ୍ଭି ଓସେନ ୱିନର୍’ ବୁଡ଼ି ନେଇ ଜେରା
#Paradip #MVOceanWinner #ShipSinking #ChineseTranslators #Kolkata #PanamaFlag #OTV

#ଉଦ୍ଧାର_୨କ୍ରିୟୁ_ମେମ୍ବର_ଖୋଲିବେ_କି_ରହସ୍ୟ !
Mystery Deepens Around MV Ocean Winner: 22 Crew Members Still Missing After 6 Days
୬ ଦିନ ପରେ ବି ରହସ୍ୟ ଘେରରେ ‘ଓସେନ୍ ଓ୍ବିନର’! ୨୨ କ୍ରିୟୁ କୁଆଡ଼େ ଗଲେ, ଉଦ୍ଧାର ୨ ନାବିକ ଖୋଲିବେ କି ରହସ୍ୟ ? #MVOceanWinner #ParadipPort #ShipMissing #ShipSinking #MissingCrew #SearchAndRescue #IndianCoastGuard #IndianNavy #ParadipNews #OdishaNews #MaritimeNews #BreakingNews
ଓସେନ ୱିନର୍ କେମିତି ବୁଡ଼ିଲା? ଦୁଇ ଚୀନ୍ ନାବିକଙ୍କୁ ପଚରାଉଚରା
#MVOceanWinner #ParadipPort #ShipSinking
https://t.co/r4oTlUSngP
The #IndianCoastGuard brought two survivors of the sunken bulk carrier #MVOceanWinner to #Paradip as search operations continued for the remaining 22 missing crew members.
Read more: https://t.co/v7I1pCYNGr | @TheHemantRout
MV Ocean Winner నౌక ప్రమాదం..ఇద్దరు చైనా సిబ్బందిని సురక్షించిన భారత కోస్ట్ గార్డ్ | India | ABN Telugu
#MVoceanWinner #India #ABNTelugu
Two of the 24 crew members of the Panama-flagged cargo ship #MVOceanWinner, which sank off the #Odisha coast, were brought ashore at Paradip on Thursday after being rescued from the sea, officials said."Indian Coast Guard Ship (#ICGS) Varad safely brought two Chinese survivors -- Pan Tonglai and Chen Jianhe -- to Paradip today.
https://t.co/Wz6vCdlbY8
MV Ocean Winner disappearance: Two rescued survivors brought to Paradip
#MVOceanWinner
#Paradip
#kalingatv
https://t.co/zPaaRT1QuF
ପାରାଦୀପରେ ପହଞ୍ଚିଥିବା ଉଦ୍ଧାର ୨ କ୍ରିଉ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା...ଦୁହେଁ ସୁସ୍ଥ ଅଛନ୍ତି, ମାତ୍ର ଭାଷାଗତ ଫରକ ପାଇଁ କ’ଣ କହୁଛନ୍ତି ବୁଝା ପଡ଼ୁନି।
#Paradip #MVOceanWinner #ShipSinking #RescuedCrew #BayOfBengal #OTV
#ଉଦ୍ଧାର_୨କ୍ରିଉ_ସଦସ୍ୟଙ୍କ_ସ୍ବାସ୍ଥ୍ୟ_ପରୀକ୍ଷା
-ପାରାଦୀପରେ ପହଞ୍ଚିଥିବା ଉଦ୍ଧାର ୨ କ୍ରିଉ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା
-ଦୁହେଁ ସୁସ୍ଥ ଅଛନ୍ତି, ମାତ୍ର ଭାଷାଗତ ଫରକ ପାଇଁ କ’ଣ କହୁଛନ୍ତି ବୁଝା ପଡ଼ୁନି
-କେଉଁ ପରିସ୍ଥିତିରେ ଜାହଜା ବୁଡ଼ିଲା ତାହା କହିବେ ଉଦ୍ଧାର ୨ କ୍ରିଉ ସଦସ୍ୟ
#Paradip #MVOceanWinner #ShipSinking #RescuedCrew #BayOfBengal #OTV

ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
#ParadipNews #MVOceanWinner #BayOfBengal_MVOceanWinner #BayOfBengal #ChineseCrew #MVOceanWinner_Paradip #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers








