Top Tweets for #Maahingula
ତାଳଚେରରେ ମା' ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା, ଚାନ୍ଦୁଆ ପୋଡି ପରେ ଅଛି ସ୍ୱତନ୍ତ୍ର ପୂଜାବିଧି #MaaHingula #Talcher #SpecialNews #Odisha #Devotees #breakingnews #Topnews #prameyanews7
I attended the puja festival at the Maa Hingula Temple in Madhuban village under Badakainchi Panchayat within my constituency. On this auspicious occasion, I offered prayers to the Goddess and sought her blessings for the well-being and prosperity of all.
#MaaHingula #Korei #Odisha

I had the honour of attending the annual festival of Maa Hingula, the revered deity of Amritia village under my constituency. I prayed for Her blessings for the happiness and well-being of all.
#Korei #MaaHingula #AnnualFestival #Odisha

I had the privilege of attending the annual festival of Maa Hingula at Khanduali village under Taharpur Gram Panchayat in my constituency. I offered prayers and sought blessings for the happiness and prosperity of the people.
#Korei #Odisha #AnnualFunction #MaaHingula

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖରଡ଼ି ଗ୍ରାମପଞ୍ଚାୟତ, ଗୁଣ୍ଡୁଚିପଶି ଗ୍ରାମରେ ମା' ହିଙ୍ଗୁଳା ଦେବୀଙ୍କ ବାର୍ଷିକ ଯଜ୍ଞ ଉତ୍ସବରେ ଯୋଗଦାନ କରି ମା' ଙ୍କ ନିକଟରେ ଆମ ଅଞ୍ଚଳର ମଙ୍ଗଳ ନିମିତ୍ତ କାମନା କଲି।
#MaaHingula
#ମା_ହିଙ୍ଗୁଳା🚩
#ସୁକିନ୍ଦା
#ଯାଜପୁର
#ଓଡ଼ିଶା

ପବିତ୍ର ମା ହିଙ୍ଗୁଳା ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।ମା ହିଙ୍ଗୁଳାଙ୍କ ଆଶିର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ। ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କ ଦୁଃଖ କଷ୍ଟ ଦୂର ହେଉ ଓ ନୂତନ ଆଶା ଓ ଆନନ୍ଦର ଆଲୋକରେ ଜୀବନ ଭରିଯାଉ।
ଜୟ ମା ହିଙ୍ଗୁଳା 🙏
#HingulaYatra #MaaHingula

ଆରମ୍ଭ ହୋଇଛି ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରା ଓ ଲୋକ ମହୋତ୍ସବ.. ମା’ଙ୍କ ମନ୍ଦିରର ପୂଜାରୀ ଏନେଇ କ’ଣ କହିଛନ୍ତି ଶୁଣନ୍ତୁ।
#MaaHingula #OdishaCulture_HingulaYatra #OdishaReligion_HingulaPitha #OTV
💠ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ @dpradhanbjp ମା’ଙ୍କ ଦର୍ଶନ କରିଛନ୍ତି ।
💠ମା’ ହିଙ୍ଗୁଳା ସନାତନ ସଭ୍ୟତାର ଅନନ୍ୟ ସାଂସ୍କୃତିକ, ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
#Talcher #MaaHingula
ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଭିନନ୍ଦନ
#ArgusNews #HingulaYatra #MaaHingula #DharmendraPradhan #Talcher
#ମା_ହିଙ୍ଗୁଳାଙ୍କ_ଦର୍ଶନ_କଲେ_ଧର୍ମେନ୍ଦ୍ର_ପ୍ରଧାନ
ପରିବାର ସହ ମା' ହିଙ୍ଗୁଳାଙ୍କ ଦର୍ଶନ କଲେ
#ArgusNews #HingulaYatra #MaaHingula #Talcher #DharmendraPradhan
#ମଣିଷ_ଦେହରେ_ମା'
ସମ୍ପନ୍ନ ହେଲା ତାଳଚେରର ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା । ତୁରୀ, ନାଗରାରେ କମ୍ପିଲା ପରିବେଶ । ପୂଜା ଦେଖିବାକୁ ଏକାଠି ହେଲେ ହଜାର ହଜାର ଭକ୍ତ
#MaaHingula #Odisha #KanakNews
Maa Hingula Temple, Gopal Prasad, Talcher, Angul, is a sacred Shakti Pitha honoring the Fire Goddess, revered during the vibrant Hingula Yatra in Chaitra.
#MaaHingula #HingulaYatra #Talcher #Angul #OdishaTemples

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳଙ୍କ ଶୀତୁଳା ଯାତ୍ରା ଶେଷ ,ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ | Maa Hingula's Shitula Yatra in Talcher |
#MaaHingula #ShitulaYatra #Talcher #Devotees #ReligiousCelebration #CulturalHeritage #SpiritualJourney #OdishaFestivals #FaithAndTradition #CommunityEvent #talcher #prameyanews7
Offered prayers at the sacred Maa Hingula Temple in Bhotaka on the auspicious occasion of Chaitra Purnima. May her divine blessings bring peace, prosperity, and well-being to all.
#Korei #MaaHingula #Odisha

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୁପା ମା' #ହିଙ୍ଗୁଳା ଯାତ୍ରା ଅବସରରେ ଶୁଭେଚ୍ଛା ଓ ଶୁଭକାମନା ।
#HingulaJatra #MaaHingula #Hingulayatra2025 #Dhenkanal #DhenkanalUpdate

ଅନୁଗୁଳ ଗୋପାଳ ପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ଦର୍ଶନ କରି ଆଶିଷ ନେଲେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ
#angul #maahingula #pranabprakashdas #odisha #nandighoshatv
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଉପଲକ୍ଷେ ଶୁଭକାମନା ! 🙏🌸
#ହିଙ୍ଗୁଳାଯାତ୍ରା #HingulaJatra #MaaHingula #OdiaCulture #OdiaTradition #odiafestival #Odisha #OdiaSamaj

ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
#MaaHingula #DharmendraPradhan #Talcher
https://t.co/oiZLf5IydD
ଆଜି ମା' ହିଙ୍ଗୁଳା'ଙ୍କ ଉଭାସ୍ଥଳି ଦର୍ଶନ🙏
ଆଜିଠୁ ମା' ହିଙ୍ଗୁଳା'ଙ୍କ ନବଦିନାତ୍ମକ ଯାତ୍ରା🙏
#MaaHingula #Talcher #Odisha #Ame_odia_ama_Jagannath
@odiapolice @OdiaCulture @jag_ind


Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers



































