Top Tweets for #Mahula
#ମହୁଲର_ବାସ_ମୁହଁରେ_ହସ
ବନବାସୀଙ୍କ ମୁହଁରେ ହସ ଫୁଟାଇଛି ମହୁଲ ଫୁଲ । ଜଙ୍ଗଲଜାତ ଦ୍ରବ୍ୟ ବିକି ରୋଜଗାର କରୁଛନ୍ତି ଆଦିବାସୀ ପରିବାର । ପଡ଼ୋଶୀ ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରସାଦ ଭାବେ କରାଯାଉଛି ବ୍ୟବହାର । ମଣ୍ଡି ବ୍ୟବସ୍ଥା କରିବାକୁ ବଢ଼ିଲା ଦାବି
#Mahula #Odisha #KanakNews
#ଦଲାଲ୍ଙ୍କ_ପୁଷ_ମାସ_ଚାଷୀଙ୍କ_ସର୍ବନାଶ
ବଲାଙ୍ଗୀରରେ ଦଲାଲଙ୍କ ପାଇଁ ପୁଷ ମାସ, ଆଦିବାସୀଙ୍କ ସର୍ବନାଶ । କାର୍ଯ୍ୟକାରୀ ହେଉନାହିଁ ସରକାର ଧାର୍ଯ୍ୟ କରୁଥିବା ମହୁଲ ଦର । ଫାଇଦା ଉଠାଇ ଦଲାଲ ମନଇଚ୍ଛା କିଣି ନେଉଛି ଜଙ୍ଗଲ ସମ୍ପଦ
#Mahula #Odisha #KanakNews #Bolangir
#ଦୁଃଖ_ଦେଉଛି_ଅଭାବୀ_ବିକ୍ରି
Mahula Flower | କନ୍ଧମାଳ, ପାଟଣାଗଡ଼ରେ ମହୁଲ ଫୁଲର ଅଭାବୀ ବିକ୍ରି, ମହୁଲ ଗୋଟାଳିଙ୍କୁ ମିଳୁନି ଉପଯୁକ୍ତ ପାରିଶ୍ରମିକ | ସରକାରୀ ମୂଲ୍ୟ ଧାର୍ଯ୍ୟ କରିବାକୁ ଦାବି | Prameya News7
#mahula #farmer #MahulaFlower #kandhamal #balangir #kantabanji #Odisha #lowcost #selling #prameyanews7
ବାଟେ ଦେଖିଲି ମାଉସୀ କୁ
ପଚାରେ ଯାଉଛ କାହିଁ,
ଟାଇଁ ଟାଇଁ ଖରା ବେଳ ଟା ରେ
ରହୁନୁ ଘରେ କାହିଁ,
ମାଉସୀ କହେ ମହୁଲ ଫୁଲ
ପଡିଥିବ କେତେ ଖସି,
ଘିତି ଆଣି ମୁହିଁ ରାନ୍ଧିଲେ ସିନା
ମହୁଲି ପିଇବୁ ବସି.
.
.
Mahua liquor, a rich sweet & floral aroma with a smooth and mellow taste.
#mahula #mahuli #mahuaflower

#Foresteconomy #koraput #malkangiri #odisha #cfr #mahula seasonal forest products households involved in collection and sales mainly women involved
@ForestDeptt @ForestryOdisha @BIPP_ISB @AshwiniChhatre @CMO_Odisha

ଶୋଷଣର ଶିକାର ମହୁଲଫୁଲ ଗୋଟାଳି
କଳାହାଣ୍ଡି ଜିଲାର ଗରିବ ଆଦିବାସୀ ଭୋରରୁ ଜଙ୍ଗଲକୁ ଯାଇ ମହୁଲ ଗଛ ତଳୁ ଫୁଲ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିବା ତାଙ୍କର ଆଶା ଥାଏ। ହେଲେ ପଞ୍ଚାୟତରେ ଧାର୍ଯ୍ୟ ହୋଇଥିବା ମୂଲ୍ୟ ସେମାନେ ଜାଣିପାରନ୍ତି ନାହିଁ।
https://t.co/llZUkKJkpF #Mahula #Tribal #Kalahandi #Odisha

ସରକାରୀ ସ୍ତରରେ ନାହିଁ ବଜାର ବ୍ୟବସ୍ଥା, ଫାଇଦାରେ ବ୍ୟବସାୟୀ
ଆଦିବାସୀମାନଙ୍କୁ ରୋଜଗାର ଯୋଗାଉଛି ଋତୁକାଳୀନ ବନଜାତ ଦ୍ରବ୍ୟ ମହୁଲ। ବଣ ପାହାଡ ଘେରା ମାଲକାନଗିରି ଜିଲାର ପ୍ରମୁଖ ବନଜାତ ଦ୍ରବ୍ୟ ମଧ୍ୟରେ ଏହି ମହୁଲ ଫୁଲ ଅନ୍ୟତମ।
https://t.co/vDAcggeSdg #Tribal #Mahula #Malkangiri #Odisha

ଟାଇଁ ଟାଇଁ ଖରାରେ ମହୁଲ ସଂଗ୍ରହ କରନ୍ତି ଆଦିବାସୀ, କିଲୋ ୧୦ ଟଙ୍କାରେ ମହୁଲ କିଣି ନେଉଛନ୍ତି ଦଲାଲ..ମିଳୁନି ମହୁଲ ମୂଲ #Mahula #ForestFruits #Adivasi #Tribal #Telkoi
'ମହୁଲ ଗୋଟାଇବାକୁ ଯାଇଥିଲୁ, ଭାଲୁ ତ ପୁରା ଆଗର ମାଡ଼ି ଆସିଲା, ମତେ ଛାଡ଼ିକି ତାକୁ କାମୁଡ଼ି ପକେଇଲା': ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି
@DistAdmKeonjhar #Anandpur #Mahula #AmaGaonKhabar
#Mahula🌳-sacred tree
Part of #culture,#traditional #medicine,#rituals and also #economic contributor..
Unfortunately major cause of Forest fire🔥
#Sustainable collection of flowers #certification and VSS/SHG based approach in marketing for better price to community is required

Shot in Boipariguda block in Koraput district, the film on Mahula flowers shows its prominence and various uses – medicinal purposes, making jams and syrups, use during fairs and festivals, livestock feed, oil, amongst others.
#ProjectCHIRAG #Mahula
Spongy Mahula Chitau Pitha n Bara😄😄
#homemade #mahula #mahua #chitaupitha #biribara #twitter #sambalpurcity #sambalpur #bhubaneswarbuzz #odisha #india

#ମହୁଲ #Mahula / #Madhuka_Latifolia is commonly known as Mahua,Mahuwa.
Mahula is very popular among the tribal people of https://t.co/ha3oCb7U83 holds a special position in tribal culture.Tribes are engaged in collection of mahula fula (flower) from mid of march to mid April.

¡3 DIAAAAAAAAAAAAAAAAAAAAS! ¿NERVIOSAS CHICAS? @Tambataya @GrupoAmay @tymbalia @ComparsaNE @ComparsaDiandra @Kissamba #Murga #Samaná #Mahula

Last Seen Hashtags on Sotwe
内閣独裁権条項
Seen from Indonesia
岡大病院
Seen from United States
breakfastatthebarclays
Seen from United States
เครือสหพัฒน์นัดเย็ด
Seen from Thailand
thuocme
Seen from Vietnam
صندوق_البشرى_لتطوير_البنية_التحتية
monkeyappwins
追いホップ
Seen from United States
Ironman703StGeorge
Seen from United States
什柒
Seen from United Kingdom
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.6M followers

Taylor Swift 
@taylorswift13
83.6M followers

Lady Gaga 
@ladygaga
75M followers

Virat Kohli 
@imvkohli
72.8M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.8M followers

Bill Gates 
@billgates
64.9M followers

Selena Gomez 
@selenagomez
62.7M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers
























