Top Tweets for #Mancheswar
#ଚଳନ୍ତା_ଟ୍ରେନରୁ_ପଡ଼ିଲେ_ଯୁବକ
ମଞ୍ଚେଶ୍ବର ରେଳ ଷ୍ଟେସନ ନିକଟରେ ଅଘଟଣ
ଅଜଣା ବ୍ୟକ୍ତିଙ୍କ ଧକ୍କାରେ ଟ୍ରେନ୍ରୁ ପଡ଼ିଗଲେ ଯୁବକ
ଗୁରୁତର ଯୁବକ ୧୯ ବର୍ଷୀୟ ରାକେଶ ପ୍ରଧାନ
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା PCR-07 ଟିମ୍
ଆହତ ଯୁବକଙ୍କ ଅବସ୍ଥା ବିପଦମୁକ୍ତ ବୋଲି ସୂଚନା
#Bhubaneswar #Mancheswar #RailwayStation #TrainAccident #RakeshPradhan #PCR07 #OdishaNews #BreakingNews

‘ବାହାଘରକୁ ମାସେ ହେଇନଥିଲା ମୁହଁରେ ତକିଆ ପକେଇ ମାରିଦେବାକୁ ଚେଷ୍ଟା କରିଥିଲା। ସେଇଥିପାଇଁ ଝିଅକୁ ଆମେ ଘରକୁ ନେଇ ଆସିଥିଲୁ । - ମୃତ ମହିଳାଙ୍କ ମାଆ
#DeepakJena #Mancheswar #Bhubaneswar #CrimeScene #OdishaPolice #MurderInvestigation#OTV
#ପୋଲିସ୍_ପୂରା_ତାଜୁବ୍ !
ମଞ୍ଚେଶ୍ୱର ଥାନା ଚକେଇଶିଆଣିରେ ପତ୍ନୀଙ୍କୁ ହତ୍ୟାକରି ସ୍ବାମୀର ନିଜେ ଜୀବନ ହାରିବା ଉଦ୍ୟମ ଘଟଣା । ସୁସ୍ଥ ହେବାପରେ ସ୍ବାମୀ ଦିପକକୁ ଧରି ସିନ ରିକ୍ରିଏସନ କରିଛି ପୋଲିସ ।
#Bhubaneswar #Mancheswar #CrimeScene #MurderCase #OdishaPolice #Forensic #Investigation#OTV
#ଝୁଲି_ପଡ଼ିଲେ_ସ୍ବାମୀ
ପାରିବାରିକ ବିବାଦରୁ କରୁଣ ପରିଣତି
ଘର ଭିତରେ ଝୁଲି ପଡ଼ିଲେ ସ୍ବାମୀ
ମଞ୍ଚେଶ୍ବର ଚକେଇସିହାଣି ଅଞ୍ଚଳର ଘଟଣା
ସ୍ବାମୀ ସ୍ତ୍ରୀ ଝଗଡ଼ା ପରେ ସ୍ବାମୀର ଆତ୍ମହତ୍ୟା
ଘଟଣା ସ୍ଥଳରେ ମଞ୍ଚେଶ୍ବର ପୋଲିସ
#OdishaNews #Mancheswar

Son Kills Father, Husband Kills Wife: ଘରୋଇ କଳିରୁ ହତ୍ୟାକାଣ୍ଡ; ସନ୍ଦେହରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ, ନିଶା ପାଇଁ ବାପାକୁ ପଥରରେ ଛେଚି ମାରିଲା ପୁଅ https://t.co/fdAKwOhMp0
#Bhubaneswar #Mancheswar #CrimeNews #OdishaNews #MurderCase #DomesticViolence #BreakingNews #PoliceInvestigation #FamilyDispute #OdishaCrime
Bhubaneswar crime news : ରାଜଧାନୀରେ ପୁଣି ଚାଞ୍ଚଲ୍ୟ , ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ #Bhubaneswar #Mancheswar #PrameyaNews7
https://t.co/LMFJ4ZETVx
#ବାପାକୁ_ହତ୍ୟା_କଲା_ପୁଅ
ମଞ୍ଚେଶ୍ଵର ଥାନା ଚକେଇସିହାଣିରେ ଅଭାବନୀୟ ଘଟଣା ; ପଥରରେ ଛେଚି ବାପାକୁ ହତ୍ୟା କଲା ପୁଅ
#nandighoshatv #crimecase #Mancheswar #bhubaneswar
#ବାପାକୁ_ହତ୍ୟା_କଲା_ପୁଅ
ଭୁବନେଶ୍ବର: ମଞ୍ଚେଶ୍ବର ଅଞ୍ଚଳରେ ବିଭତ୍ସ ହତ୍ୟା
ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ
ପାରିବାରିକ କଳହରୁ ହତ୍ୟା ହୋଇଥିବା ସନ୍ଦେହ
ପୁଅ ଥାନାରେ ଅଟକ, ପୋଲିସର ତଦନ୍ତ ଜାରି
#Bhubaneswar #Mancheswar #CrimeNews #BreakingNews #OdishaNews

#ସ୍ତ୍ରୀର_ତଣ୍ଟି_କାଟିଦେଲା_ସ୍ବାମୀ
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ
ସ୍ତ୍ରୀର ତଣ୍ଟି କାଟିଦେଲା ନୃଶଂସ ସ୍ବାମୀ
ମୃତ ମହିଳା ହେଲେ ମନିକା ଜେନା
ହତ୍ୟା କରି ଘର ତାଲା ପକାଇ ପଳେଇ ଥିଲା ସ୍ବାମୀ
ମଞ୍ଚେଶ୍ବର ଥାନା ଚକେଇସିଆଣିରେ ଘଟିଛି ହତ୍ୟାକାଣ୍ଡ
#Murder #Odisha #Mancheswar

ମଞ୍ଚେଶ୍ୱର ଥାନା ପୋଲିସ ଦ୍ୱାରା ଗିରଫ ହେଲେ ଭୁବନେଶ୍ୱର ମନୋଜ ନନଭେଜ ୱାର୍ଲଡ ମାଲିକ ମନୋଜ ସାହୁ
#BhubaneswarNews #OdishaCrime #PoliceAction #ArrestNews #CrimeUpdate #Mancheswar #OdishaTV #OTV
ରାଜଧାନୀରେ ଚାଞ୍ଚଲ୍ୟ, ପୂର୍ବ ଶତ୍ରୁତାରୁ ବନମାଳୀ ଭୋଳଙ୍କୁ ହତ୍ୟା; ଫେରାର ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ... | Bhubaneswar Murder Case: Banamali Bhol Dies After Brutal Attack Over Past Rivalry, Police Hunt Main Accused #BhubaneswarCrime #MurderCase #Mancheswar #CrimeNews #OdishaCrime #PoliceInvestigation #BhubaneswarNews #MurderMystery #CrimeUpdate #OdishaNews #BreakingNews #LawAndOrder #prameyanews7
ରାଜଧାନୀରେ ପୁଣି ମାତିଲେ ବାଇକ ଲୁଟେରା, ଯୁବତୀଙ୍କ ବ୍ୟାଗ ଝାମ୍ପି ନେଲେ ଦୁଇ ଲୁଟେରା | ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ତନାଘନା କରୁଛି ପୋଲିସ | Two Bike-Borne Snatchers Target Woman, Escape with Her Bag in Bhubaneswar #Bhubaneswar #Mancheswar #BikeSnatchers #BagSnatching #OdishaNews #PoliceInvestigation #CrimeNews #BreakingNews #CapitalCrime #PublicSafety #BhubaneswarNews #PrameyaNews7
#ବାପ_ଝିଅଙ୍କୁ_ଧକ୍କାଦେଲା_ଆମ_ବସ୍
ରାଜଧାନୀ ଭୁବନେଶ୍ବରରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ସ୍କୁଲ୍ରୁ ଫେରିବା ବେଳେ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଲା ।
#Sambad #Bhubaneswar #MoBusAccident #OdishaNews #Mancheswar #BreakingNews
#ବାପା_ଝିଅକୁ_ଧକ୍କା_ଦେଲା_ଆମ_ବସ
ରାଜଧାନୀରେ ପୁଣି ଧକ୍କା ଦେଲା ଆମ ବସ
ମଞ୍ଚେଶ୍ବରରେ ବାପା ଓ ଝିଅକୁ ଧକ୍କା ଦେଲା ଆମ ବସ
ସ୍କୁଟିରେ ବାପା ଓ ଝିଅ ଫେରୁଥିବା ବେଳେ ଦୁର୍ଘଟଣା
ଝିଅ ଆହତ, ଅଳ୍ପକେ ବର୍ତ୍ତିଲେ ବାପା
#AmaBus #Mancheswar #RoadAccident #Bhubaneswar #BreakingNews #OdishaNews

ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନ ରେ ଛାତ୍ର ଙ୍କ ଆତ୍ମହତ୍ୟା । ବାଙ୍କୀ ଅଞ୍ଚଳର ଛାତ୍ର ଜଣକ +2ବିଜ୍ଞାନ ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ I ଶୁଣନ୍ତୁ ଯୁବକଙ୍କ ମା କଣ କହୁଛନ୍ତି...
#Bhubaneswar #Mancheswar #StudentDeath #CampusNews #OdishaNews #PoliceInvestigation #OdishaTV #OTV
ରିମାଣ୍ଡରେ ଗଲେ ମଞ୍ଚେଶ୍ୱର ASI ଓ ହୋମଗାର୍ଡ, ଉଭୟଙ୍କ ଭଏସ ରେକର୍ଡ଼ିଂ କରି ପଠାଯିବ SFSL | PrameyaNews7 #mancheswar #prameyanews7 #homeguard
ସିନ୍ଦୁରର ଅଧିକାର ନୁହେଁ ଶବ ସତ୍କାର ପାଇଁ ଡ୍ରାମା। ଶବ ବ୍ୟବଚ୍ଛେଦର ୨୪ ଘଣ୍ଟା ପରେ ଜଳିଲା ଜୁଇ। ମଞ୍ଚେଶ୍ୱର ଗାଡ଼କଣ ସୁଶୀଲ ସିଂ ହତ୍ୟା ମାମଲାରେ ଆସିଲା ନୂଆ ଟୁଇଷ୍ଟ
#Bhubaneswar #Mancheswar #FuneralDispute #SushilSinghCase #PoliceIntervention #OdishaTV #OTV
ଭୁବନେଶ୍ୱର ମଞ୍ଚେଶ୍ୱର ଗାଡ଼କଣ ସାଇବିହାର ବସ୍ତିରେ ସୁଶୀଲ ସିଂଙ୍କୁ ହତ୍ୟା ମାମଲା। ସୁଶୀଲଙ୍କର ଅଛନ୍ତି ଦୁଇଟି ପତ୍ନୀ ଅଛନ୍ତି। କିଏ କରିବ ଶବ ସଂସ୍କାର ଶବ ବ୍ୟବଛେଦ ଗୃହ ନିକଟରେ ହାଇଡ୍ରାମା
#Bhubaneswar #Mancheswar #Gadakana #FamilyDispute #FuneralIssue #OdishaTV #OTV
#ଗୋଡ଼ାଇ_ଗୋଡ଼ାଇ_ହାଣିଲେ
ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା, ମଞ୍ଚେଶ୍ୱର ଓମ ସାଇ ବିହାରରେ ବୀଭତ୍ସ ହତ୍ୟାକାଣ୍ଡ | Omm Sai Vihar Murder Case
#ommsaivihar #murdercase #prameyanews7 #bhubaneswar #extramaritalaffairs #mancheswar
ପରକୀୟା ପ୍ରୀତିରୁ ଯୁବକଙ୍କୁ ନିର୍ମମ ହତ୍ୟା। ପଡୋଶୀଙ୍କୁ ଗୋଡେଇ ଗୋଡେଇ ହାଣିଲା ପଡୋଶୀ। ମଞ୍ଚେଶ୍ୱର ଥାନା ଗାଡକଣ ଓମ ସାଇ ବିହାରରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ହେଲେ ସୁଶିଲ ସିଂ।
#Bhubaneswar #Mancheswar #SushilSingh #NilakanthaMohanty #PoliceInvestigation #CrimeNews #OdishaNews #OdishaTV #OTV
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers





