Top Tweets for #MangoSession
Inn dino k liye hi to jee Raha hun mein
#MangoSession

Step-8🤗
ଆଚାର! ଆଚାର!ଆଚାର!
ଏତେ ଦିନ ର ପରିଶ୍ରମ ପରେ
ସମ୍ପୂର୍ଣ୍ଣ ହୋଇଲା ଆଚାର କାମ
ତଳେ ପରଶିଲି ଚାଖିକି କୁହନ୍ତୁ
ନ କରି ଟିକେ ବି ଲାଜ ସରମ🤗
ଇତିଶ୍ରୀ ଆଚରଃ ଉବାଚ ସମ୍ପୂର୍ଣମ୍🥰
ବୋଲ ଆନନ୍ଦକନ୍ଦ ଭଗବାନ କି ଜୟ🙏
#Archus_khana_khazana
#mango_pickle
#mangosession
#TrendingNow
#foodphotography
#trendingtwitter

Step-6 🤗
ପେଷା ହେଇଥିବା ବାଟଣ ଟା ଏବେ
ଫଳ ରଜା ଦେହେ ଘଷା ହୋଇବ
ତା ସାଥେ ମିଶିବ ଅଳପ ତେଲ ବି
ତିନି ଦିନ ପୁଣି ଖରା ଖାଇବ.🤗💗
#Archus_khana_khazana
#Raw_mango_transformations
#mango_pickle
#mangosession
#TrendingNow
#foodphotography
#Mango
#love #happyness
#summer #happyme
#trendingtwitter
Step-4 🤗
ତିନି ଦିନ କାଳ ଅମୁହାଁ ରହିକି
ସେଥିରୁ ଝରିବ କେତେ ଯେ ପାଣି
ଗୋଟି ଗୋଟି କରି ଶୁଖେଇବା ଆମେ
ଫଳ ରାଜ ଙ୍କୁ ସେ ପାଣି ରୁ ଛାଣି🥰
#Archus_khana_khazana
#Raw_mango_transformations
#mango_pickle
#summer
#mangosession
#Trending
#TrendingNow
#foodphotography
#Mango
#happyme #love #happyness

Step-3🤗
ସରିଲା କଟା କଟି
ଏବେ ଲୁଣ ହଳଦୀ ଖଟି
ସରାଗେ ତାକୁ ଆଣିଲି ତୋଳି
ଏବେ ଆମ୍ବ ରଜା ଦେହେ ଗୋଳା ଗୋଳି
ଲୁଣ ହଳଦୀ ର ଆସ୍ତରଣ ପରେ
ଫଳ ରଜା ନେବେ ଟିକେ ବିଶ୍ରାମ
ତିନି ଦିନକାଳ ଅମୁହାଁ ରହିବେ
ତା ପରେ ଆରମ୍ଭ ଅସଲ କାମ #Raw_mango_transformations
#mango_pickle
#mangosession
#Trending
#TrendingNow
#foodphotography
Step-3🤗
ସରିଲା କଟା କଟି
ଏବେ ଲୁଣ ହଳଦୀ ଖଟି
ସରାଗେ ତାକୁ ଆଣିଲି ତୋଳି
ଏବେ ଆମ୍ବ ରଜା ଦେହେ ଗୋଳା ଗୋଳି
ଲୁଣ ହଳଦୀ ର ଆସ୍ତରଣ ପରେ
ଫଳ ରଜା ନେବେ ଟିକେ ବିଶ୍ରାମ
ତିନି ଦିନକାଳ ଅମୁହାଁ ରହିବେ
ତା ପରେ ଆରମ୍ଭ ଅସଲ କାମ #Raw_mango_transformations
#mango_pickle
#mangosession
#Trending
#TrendingNow
#foodphotography
Step 2 🤗
ଆଚାର ପାଇଁ କଟା କଟି ଆରମ୍ଭ,😃
ମାତା ଆମର ଫଳ ରଜା ଙ୍କୁ ବଦ୍ଧ କରିବାରେ ବ୍ୟସ୍ତ 😂
Late post 🤭
#Raw_mango_transformations
#mango_pickle
#summer
#mangosession
#Trending
#TrendingNow
#foodphotography
#Mango
#happyme #love

Step 2 🤗
ଆଚାର ପାଇଁ କଟା କଟି ଆରମ୍ଭ,😃
ମାତା ଆମର ଫଳ ରଜା ଙ୍କୁ ବଦ୍ଧ କରିବାରେ ବ୍ୟସ୍ତ 😂
Late post 🤭
#Raw_mango_transformations
#mango_pickle
#summer
#mangosession
#Trending
#TrendingNow
#foodphotography
#Mango
#happyme #love

ଫଳ ରାଜା ଆମ୍ବ 🥭 ଙ୍କ ର ଢ଼େର୍ ଅବତାର
ସେ ଭିତରୁ ଅନ୍ୟତମ ଅଟଇ ଆଚାର 🤤
ଆଜି ଫଳ ରାଜା ଆଚାର ହେବା ପାଇଁ ରାଜି ହେଇଛନ୍ତି 🤗
ମୁଁ ଚାଲିଲି ତାଙ୍କୁ ସେଇ ବେଶ ରେ ସଜେଇବାକୁ💗😊🤗#Raw_mango_transformations
#mango_pickle
#summer
#mangosession
#Trending
#TrendingNow
#foodphotography
#Mango
#happyme #love

ଏମିତି ତ ଫଳ ରଜା 🥭ଙ୍କୁ ଖାଇବା ଖୁସି ଅଲଗା କିନ୍ତୁ ନିଜ ଗଛ ଫଳ ରଜା ଅପେକ୍ଷା ଚୋରେଇ ଥିବା ଫଳ ରଜା ଙ୍କ ସ୍ୱାଦ ସତରେ ନିଆରା
ତଳେ ଥିବା ଆମ୍ବ ଚିତ୍ର ବି ସେଇ ଚୋରି ଆମ୍ବ, ଆଉ ସବୁଠୁ ମଜା କଥା ହେଲା ସେ ଚୋରି ବେଳ ର
ମାଲିକ ଆଖି ଆଗରେ ମାଲିକ ର ଆଙ୍କୁଡ଼ା ରେ ମାଲିକ ର ଆମ୍ବ ଚୋରି.🤭
#mangosession
#TrendingNow
#foodphotography

ଫଳ ରାଜା ଆମ୍ବ 🥭 ଙ୍କ ର ଢ଼େର୍ ଅବତାର
ସେ ଭିତରୁ ଅନ୍ୟତମ ଅଟଇ ଆଚାର 🤤
ଆଜି ଫଳ ରାଜା ଆଚାର ହେବା ପାଇଁ ରାଜି ହେଇଛନ୍ତି 🤗
ମୁଁ ଚାଲିଲି ତାଙ୍କୁ ସେଇ ବେଶ ରେ ସଜେଇବାକୁ💗😊🤗#Raw_mango_transformations
#mango_pickle
#summer
#mangosession
#Trending
#TrendingNow
#foodphotography
#Mango
#happyme #love

ରୁଟି, ପରଟା, ପିଠା କି ଭାତ
ସବୁ ପାଇଁ
ମିଠା ଖଟା ଗୁଡ଼ ଆଉ ଚିନି ର
ଆମ୍ ମୁରୱା 🤤
ପୁରା ବର୍ଷକ ପାଇଁ!!!🥰🥰
କେହି ମାଗିବନି
କାହାକୁ ଦେମିନି😬
#आम_का_मुरब्बा
#mango_pickle
#summer
#mangosession



इस lockdown में कुछ लौंडे तो अपने घर वालों के सामने आम ऐसे चूस-चूस के खा रहे है की..
घर वालो को कहना पड़ रहा की थोड़ी ठण्ड रख अब की बार तेरी शादी करवा देंगे..!!
😁😜🤣🤣🤘
#mangosession
Puppy Soul doing a #MangoSession at The WhereHouse for Pacific Nature TV! #livesession #lofi… https://t.co/GPKXvDaG7a
हापूस आंबा हंगामापूर्वीच कोल्हापुरात दाखल https://t.co/j96guNSOdh #Mangosession
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
240.2M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
109.2M followers

Narendra Modi 
@narendramodi
106.9M followers

Rihanna 
@rihanna
97.3M followers

NASA 
@nasa
92.1M followers

Justin Bieber 
@justinbieber
90.6M followers

KATY PERRY 
@katyperry
87M followers

Taylor Swift 
@taylorswift13
80.8M followers

Lady Gaga 
@ladygaga
72.3M followers

Kim Kardashian 
@kimkardashian
69.5M followers

Virat Kohli 
@imvkohli
68.8M followers

YouTube 
@youtube
68.6M followers

Bill Gates 
@billgates
63.5M followers

The Ellen Show
@theellenshow
62.5M followers

CNN 
@cnn
61.9M followers

Neymar Jr 
@neymarjr
61.4M followers

X 
@x
60.9M followers

Selena Gomez 
@selenagomez
60.1M followers
























