Top Tweets for #ManishDeathCase
ବହୁ ବାଦ ବିବାଦ ପରେ ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୋଲିସ
#ManishDeathCase #bignews #ZeeOdisha
ବହୁ ବାଦ ବିବାଦ ପରେ ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୋଲିସ
#ManishDeathCase #bignews #ZeeOdisha
ବହୁ ବାଦ ବିବାଦ ପରେ ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି କମିଶନରେଟ ପୋଲିସ
#ManishDeathCase #bignews #ZeeOdisha
#ମନୀଷ_ମୃତ୍ୟୁ_ମାମଲା
ପଲିଗ୍ରାଫ ଟେଷ୍ଟ ପରେ ଜେଲ ଗଲେ ୩ ଅଭିଯୁକ୍ତ। ଦୀର୍ଘ ୭ ଘଣ୍ଟା ଧରି ଅଭିଯୁକ୍ତଙ୍କ କରାଗଲା ଲାଏ ଡିଟେକସନ ଟେଷ୍ଟ
#ManishDeathCase #BreakingNews
Watch LIVE TV:https://t.co/pIsEaeLhBo
#ZeeOdishaYoutubeLIVE

ବେଆଇନ ଭାବେ ବାର୍ ଚଳାଇବା ପଡିଲା ମହଙ୍ଗା @bada_khabar #latestupdate #manishdeathcase #bar #arrest https://t.co/i3ThUUdVoR
#ଜୀ_ଓଡ଼ିଶାର_ମହାପ୍ରଭାବ
ମନୀଷ ହତ୍ୟା ମାମଲା: ସାଉଥସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ହାବିଲଦାର ମହାସଂଘ ସମ୍ପାଦକ ପ୍ରଶନ୍ନ ବେହେରା ଗିରଫ ।
Watch LIV TV: https://t.co/9sIcce1v0K
#ZeeOdishaYoutubeLIVE #ManishDeathCase
@dcpbbsr
#ଜୀ_ଓଡ଼ିଶାର_ମହାପ୍ରଭାବ
ମନୀଷ ହତ୍ୟା ଘଟଣା ପରଠାରୁ ଜୀ ଓଡ଼ିଶାର ଅନୁସନ୍ଧାନ...
ସାଉଥସିଟି ମାଲିକ ପ୍ରଦ୍ୟୁମ୍ନ ଜେନା ଓ ହାବିଲଦାର ମହାସଂଘ ସମ୍ପାଦକ ପ୍ରଶନ୍ନ ବେହେରା ଗିରଫ ।
Watch LIV TV: https://t.co/9sIcce1v0K
#ZeeOdishaYoutubeLIVE #ManishDeathCase
@dcpbbsr
ମନୀଷ ହତ୍ୟା ଘଟଣା ପରଠାରୁ ଜୀ ଓଡ଼ିଶାର ଅନୁସନ୍ଧାନ...
ହୋଟେଲ ଭିତରେ କଣ ସବୁ ଚାଲିଥିଲା, ତାହା ପ୍ରଥମେ ଦେଖାଇଥିଲା ଜୀ ଓଡ଼ିଶା...
ଆଉ ଶେଷରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ...
#ManishDeathCase #OdishaToday
ଦେଖନ୍ତୁ ରାତି ୯ଟା ସୁଦ୍ଧା ଆଜି ଦିନ ସାରାର ମୁଖ୍ୟ ଖବର
#OdishaNews #BreakingNews #Headlines #TopHeadlines #NaveenPatnaik #manishdeathcase #mamitadeathcase
— in Odisha.

ମନୀଷ ଅନୁରାଗ ମୃତ୍ୟୁ ମାମଲା: ପୁଲିସ କମିଶନରଙ୍କ ବଡ଼ କାର୍ଯ୍ଯାନୁଷ୍ଠାନ, ବଦଳିଲେ ତମାଣ୍ଡୋ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକ @thesakala https://t.co/lV47s8YgOA
#manishdeathcase #Bhubaneswar #Odisha
ପୋଷ୍ଟମର୍ଟମ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି, ତଦନ୍ତରେ ବାଧା ସୃଷ୍ଟି ହେବା କାରଣରୁ ରିପୋର୍ଟରେ କଣ ଅଛି ତାହା ଜଣା ହେଉନାହିଁ I କୋର୍ଟ ଓ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି I ଭିସେରା ରିପୋର୍ଟ ହସ୍ତଗତ ହୋଇନାହିଁ I
#ManishDeathCase #Odisha #Sambad
ମନୀଷ ମୃତ୍ୟୁ ପ୍ରସଙ୍ଗ: ଅଭିଯୁକ୍ତଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ I ହତ୍ୟାକାଣ୍ଡ ସମ୍ପର୍କରେ ତଥ୍ୟ ଲୁଚେଇବା ସନ୍ଦେହ ହେଉଥିବାରୁ ହେବ ଲାଏ ଡିଟେକ୍ସନ I ଆବଶ୍ୟକ ପଡ଼ିଲେ ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ I ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା I
#ManishDeathCase #Odisha #Sambad

ଦେଖନ୍ତୁ ରାତି ୯ଟା ସୁଦ୍ଧା ଆଜି ଦିନ ସାରାର ମୁଖ୍ୟ ଖବର
#OdishaNews #BreakingNews #Headlines #TopHeadlines #commisioneratepolice #ManishDeathcase #GobindaSahooArrested #MamitaMeher #SwapnaPlusTV

ମନୀଷ ଦାସ ହତ୍ୟା ମାମଲା: ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ
ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ
୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଇନ୍ଫୋସିଟି ଥାନା ପୋଲିସ
@cpbbsrctc
#ManishDeathCase

एक लाख का इनामी दारोगा विजय यादव गिरफ्तार, पुलिस से बचने के लिए दी थी HC में अर्जी
#UPPolice #ManishDeathCase
https://t.co/XnmtsPjpby
ଭୁବନେଶ୍ବରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ଘଟଣାରେ ହତ୍ୟାକାରୀ ୩ ସାଙ୍ଗକୁ ରିମାଣ୍ଡରେ ନେବାକୁ ଆବେଦନ ।
୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କଲା ପୋଲିସ
@cpbbsrctc
#ManishDeathCase

#Odisha Senior Journalist’s Son Manish Murdered Over Hotel Bill Payment Dispute: Police
#ManishDeathCase
https://t.co/bAR3vm6boK
ହୋଟେଲରେ ଗଣ୍ଡଗୋଳ, ବାହାରେ ହତ୍ୟା । ମନୀଷ ମୃତ୍ୟୁ ମାମଲାର ବଡ ଖୁଲାସା #ManishDeathCase
https://t.co/djcG0XjUeb

କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ? ଖୁଲାସା କଲେ ଡିସିପି #ManishDeathCase #Odisha #DCP #Bhubaneswar #OdishaReporter https://t.co/L8uYiq6vTz
ମନୀଷ ମୃତ୍ୟୁ ମାମଲା, ୩ ଅଭିଯୁକ୍ତ ଗିରଫ #ManishDeathCase #Arrest #Odisha #OdishaReporter https://t.co/K9zlrG97aS
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers









