Top Tweets for #MaoOperation
ମାଲକାନଗିରି: ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ....କାଲିମେଳା ଥାନା ଗୁଣ୍ଟାବେଡ଼ା ଓ କଦମଗୁଡ଼ା ଜଙ୍ଗଲରୁ ଜବତ...ସର୍ଚ୍ଚ ଅପରେସନ ବେଳେ ଜବତ କଲେ ସୁରକ୍ଷାକର୍ମୀ
#Malkangiri #Maoist #ArmsSeized #MaoOperation #Kalimela #Guntabeda #OTV
ଛତିଶଗଡ଼ ମୈନପୁରରେ ବଡ଼ ନକ୍ସଲ ବିରୋଧୀ ଅଭିଯାନ, ୪୬ ଲକ୍ଷରୁ ଅଧିକ ଟଙ୍କା ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ #chhattisgarh #maooperation #prameyanews7
ହିଂସା ତ୍ୟାଗ କରନ୍ତୁ ନହେଲେ ସାବାଡ ହେବେ | DGP YB Khurania on Mao Mukta Odisha | PrameyaNews7 #dgpybkhurania #maomuktaodisha #prameyanews7 #maooperation
IED ବିସ୍ଫୋରଣ, ୨ ଯବାନ ଗୁରୁତର | IED Blast in Saranda Forest | Prameyanews7 #iedblast #sarandaforest #maooperation #prameyanews7
#ସରଣ୍ଡାରେ_୧୭_ନକ୍ସଲ_ସଫା
ସରଣ୍ଡାରେ ନକ୍ସଲମୁକ୍ତ ଅଭିଯାନ ଜୋରଦାର, ୧୭ ନକ୍ସଲ ସଫା, ଆହୁରି ଅଛନ୍ତି ୫୦ ରୁ ୬୦ ମାଓବାଦୀ
#KanakNews #MaoOperation
#ଟଳିପଡ଼��ଲେ_୧୪_ମାଓବାଦୀ
ଛତିଶଗଡ଼ରେ ଜୋରାଦାର ହେଲା ମାଓ ଅପରେସନ୍, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ
#KanakNews #Chhatishgarh #MaoOperation
ଆତ୍ମସମର୍ପଣ କରିବେ ନକ୍ସଲ ! ମାଓ ଅପରେସନ ବନ୍ଦ ରଖିବାକୁ ମାଓନେତାଙ୍କ ଅପିଲ | Mao Update | PrameyaNews7
#maosurrender #maooperation #prameyanews7 #naxalism
#ବନ୍ଧୁକ_ସହ_ବହୁ_ମାଓ_ସାମଗ୍ରୀ_ଜବତ !
- କନ୍ଧମାଳ: ବାଲିଗୁଡ଼ା କୁମ୍ବେମେଳୁ ଜଙ୍ଗଲରୁ ବହୁ ମାଓ ସାମଗ୍ରୀ ଜବତ
- ୨ଟି ବନ୍ଧୁକ, ଜିଲୋଟିନ୍, ଡିଟୋନେଟର୍ ଆଦି ଜବତ
- BSFର କମ୍ବିଂ ଅପରେସନ୍ ବେଳେ ଏକ ଡମ୍ପ୍ରୁ ମାଓ ସାମଗ୍ରୀ ଜବତ
- ଜବତ ମାଓ ସାମଗ୍ରୀ BSF ପକ୍ଷରୁ ବାଲିଗୁଡ଼ା ଥାନାକୁ ହସ୍ତାନ୍ତର
#MaoOperation #BSF #Odisha #Kandhamal #OTV

#ପୁଲିସ_କାନ୍ଧରେ_ମାଓବାଦୀଙ୍କ_ଶବ
ଛତିଶଗଡ଼ କାଙ୍କେର ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମହିଳା ମାଓବାଦୀ ମୃତ, ଶବକୁ କାନ୍ଧରେ ପକାଇ ନେଇଆସିଲେ ସୁରକ୍ଷା କର୍ମୀ
#KanakNews #Chhatishgarh #MaoOperation
#ଗଡ଼ିଲା_୩_ଟପ୍_ମାଓବାଦୀଙ୍କ_ମୁଣ୍ଡ
ଆନ୍ଧ୍ର ପୁଲିସକୁ ବଡ଼ ସଫଳତା, ଆନ୍ଧ୍ର ଗ୍ରେହାଉଣ୍ଡ ଗୁଳିରେ ଗଡିଲା ୩ ଟପ୍ ମାଓବାଦୀଙ୍କ ମୁଣ୍ଡ
#KanakNews #MaoOperation
ଗୁଳିବିନିମୟ ପରେ ଘଟଣାସ୍ଥଳରୁ ୨ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି: ସୁକୁମା ଏସ୍ପି
#maooperation #naxal #sukumaSP #encounter #PrameyaNews7
#ମିଳିଲା_୭୦_ପ୍ରତିଶତ_ବିସ୍ଫୋରକ
୫ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣା । ସରଣ୍ଡା ଜଙ୍ଗଲରୁ ମିଳିଲା ୭୦ ପ୍ରତିଶତ ବିସ୍ଫୋରକ, ବାକି ୩୦ ପ୍ରତିଶତ ବିସ୍ଫୋରକ ଖୋଜୁଛି ପୁଲିସ
#KanakNews #MaoOperation #Sundargarh
#ମୁଖିଆ_ଶୂନ୍ୟ_ମାଓ_ସଙ୍ଗଠନ
ଛତିଶଗଡ଼ ବିଜାପୁରରେ ���ାରି ରହିଛି ସର୍ଚ୍ଚ ଅପରେସନ୍, ମୋଷ୍ଟୱାଣ୍ଟେଡ୍ ବସବରାଜୁ ସହ ଦୁଇ ଟପ୍ ମାଓନେତା ନିପାତ
#KanakNews #MaoOperation
#ମାଓ_ମୁଖିଆ_ବସବରାଜୁ_ନିପାତ
ମାଓ ଅପରେସନକୁ ବଡ଼ ସଫଳତା । ୧.୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିବା ମାଓ ମୁଖିଆ ବସବରାଜୁ ନିପାତ
#KanakNews #MaoOperation
ଲାଲ୍ ବାହିନୀକୁ ଜୋରଦାର ଝଟ୍କା, ସୁରକ୍ଷାକର୍ମୀଙ୍କ ଅପରେସନରେ ୨୦ ନକ୍ସଲ ନିହତ
https://t.co/Wx5Gkv7N1X
#PrameyaNews7 #OdishaNews #Odisha #maooperation
ମାଓ ଅପରେସନରେ ସନ୍ଧାନୀ କୁକୁର ସହିଦ; ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶ୍ରଦ୍ଧା଼ଞ୍ଜଳି
#Sambad #MaoOperation #Malkangiri #Odisha
https://t.co/SAIaXXOt3l
#ମାଓ_ଅପରେସନ: 4 IED ନିଷ୍କ୍ରିୟ
ରାୟଗଡ଼ା: ଅମ୍ବାଦଲା ଥାନା ଜଗଦଲପୁର୍ ଅଞ୍ଚଳରେ ମାଓ ଅପରେସନ୍
ଜଗଦଲପୁର୍ ଅଞ୍ଚଳରୁ 4 IED ଉଦ୍ଧାର କଲା ଡିଭିଏଫ୍ ଟିମ୍
IED ଉଦ୍ଧାର କରି ଏହାକୁ ନ���ଷ୍କ୍ରିୟ କଲା ଡିଭିଏଫ୍ ଟିମ୍
ଏଥିସହ ମାଟି ତଳୁ ଏକ ପ୍ରେସର କୁକର ବମ୍ ଓ 3 ଟିଫିନ୍ ବମ ଉଦ୍ଧାର କରିଛି ଟିମ୍
#Raygada #MaoOperation #4IED
ଜୋରଦାର ଚାଲିଛି ମାଓ ଅପରେସନ, ଭୟରେ ମାଓବାଦୀ ଲେଖିଲେ ଆଲୋଚନାର ଚିଠି
https://t.co/OSSB8KQOyR
#PrameyaNews7 #OdishaNews #Odisha #Malkangiri #maooperation
#ବିଜାପୁରରେ_ଚାଲିଛି_ମାଓ_ଅପରେସନ୍
ଛତିଶଗଡ଼ ବିଜାପୁରରେ ଚାଲିଛି ସବୁଠାରୁ ବଡ଼ ମାଓ ଅପରେସନ
ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ
ବିଜାପୁର ଅସୁର ଜଙ୍ଗଲରେ 26 ଘଣ୍ଟା ଧରି ଚାଲିଛି ଗୁଳିବିନିମୟ
#Chatisgarh #MaoOperation
#୧୪_ମାଓବାଦୀ_ସଫା
ନୂଆପଡ଼ା ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା। ମିଳିତ ବାହିନୀର ନକ୍ସଲ ବିରୋଧୀ ଅପରେସନରେ ସଫା ହେଲେ ୧୪ ମାଓବାଦୀ। ମାଓ ଅପରେସନରେ ଏଯାଏଁ ମୋଟ ୧୪ ଜଣ ନକ୍ସଲ ନିହତ ହୋଇଛନ୍ତି।
#Naxal #Nuapada #MaoOperation #OTV
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers




