Top Tweets for #NewsFuse
#କଂଗ୍ରେସର_ବାହାଘର_ଭୋଜିରେ_ଆହାର
ଆରେ ୟେ କଣ ବାଟ ମଝିରେ ଶାଢ଼ି ପିନ୍ଧିଲେଣି ? ପୁଣି ସେଇ ବାହାଘର ବୋଧେ । ବରଯାତ୍ରୀଙ୍କୁ କଣ ଭୋଜିରେ ଆହାର ? #Newsfuse #OTV
#ମୋଦିଙ୍କ_ସଭାରେ_ଜଗଦେବ_ଧମାକା_ଡ୍ୟାନ୍ସ୍
ମୋଦିଙ୍କ ସଭାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧମାକାଦାର୍ ଡ୍ୟାନ୍ସ୍...
#NewsFuse #Comedy #Odisha #OTV
#ଆମ_ଓଡ଼ିଶା ନବୀନ_ଓଡ଼ିଶାର_ବିକଶିତ_ଅନ୍ଧାର
କିଲୋ ଏଇଠି କଣ କିଟି କିଟି ଅନ୍ଧାର.. ମହମବତୀ ବ୍ୟବସ୍ଥା ଅଛି, ମୋବାଇଲ ଲାଇଟ୍ ପଡ଼ୁଛି.. ଆଲୁଅ ତ ଅଛି.. ନବୀନ ଓଡ଼ିଶାରେ ବେଳେ ବେଳେ ଏମିତି ହୁଏରେ ଧନ.. ଟିକେ ଆଡଜଷ୍ଟ କର..
#NewsFuse #Comedy #Odisha #OTV
#ପ୍ରତାପ_ନନାଙ୍କୁ_ମିଳିଲା_ଗୁରୁଙ୍କ_ଆଶୀର୍ବାଦ
ପ୍ରତାପ ନନାଙ୍କ ଗୁରୁ ଭକ୍ତି ଦେଖି ନାରଣ ଇମୋସନାଲ.. ଗୁରୁ-ଶିଷ୍ୟଙ୍କୁ ମାରିଲା ମୁଣ୍ଡିଆ..
#NewsFuse #Odisha #OTV
ନ୍ୟୁଜ ଫ୍ୟୁଜରେ ଏଆଇ ଲିସା ଲୋକପ୍ରିୟ କାର୍ଯ୍ୟକ୍ରମ ନ୍ୟୁଜଫ୍ୟୁଜରେ ଦେଖାଦେଲେ ଓଟିଭିର ଏଆଇ ଆଙ୍କର ଲିସା। କହିଲେ ଜୟ ଜଗନ୍ନାଥ.. ପଢ଼ିଲେ ଫ୍ୟୁଜ୍ ହେଡଲାଇନ୍.. #AILisa #OTV #AianchorLisa #NewsFuse
#ଫ୍ରେଣ୍ଡ୍ସିପ୍_କଥା_ଶୁଣିକି_ଖାଲି_ଖିଲି_ଖିଲି_ହସିଲେ..
ହଇରେ ନାରଣ ଇତନି ଖୁସି ! ବନ୍ଧୁତା ଉପରେ ଆପଣଙ୍କ ମତ କ’ଣ ?
#NewsFuse #Comedy
#ହଇଓ_ଭାଇ_ପବ୍ଲିକ୍_କଣ_ପାଣ୍ଡିଆନଙ୍କଠୁ_ବଡ଼ !
ଇଲୋ ବୋଉ ମହୁ ଭାବିକି କ’ଣ ଚିରେଇତା ପାଟିରେ ପୁରେଇଦେଲୁ କି !
#NewsFuse
#ପାମ୍ପଡ଼_ଖାଇଲେ_ଦୁଃଖ_ବୁଝିଲେ
ବୁଢ଼ା ମଉସାଙ୍କ ପାଖରୁ ପାମ୍ପଡ଼ ଖାଇଲେ ସାଇକେଲ୍ ଦେବେ କହିଲେ କଲେକ୍ଟର...
#NewsFuse #OTV
#ସେକାଳ_ପଖାଳ_ଆଉ_କଣ_ଅଛି ?
ଏ ଲୋକଗୁଡ଼ା କିଛି ବୁଝନ୍ତିନି...ଦେଖୁନୁ...ବବି ଭାଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁ କରୁ ଇଏ କେମିତି ତାଙ୍କ ବେକରେ ଆଣି ଗେଣ୍ଡୁ ମାଳ ପକାଇ ଦେଲେଣି। ସିଏ କୋଉ କମ୍ ଚାଲାକ୍ ? ସଙ୍ଗେ ସଙ୍ଗେ ମାଳକୁ ବେକରୁ କାଢ଼ି ଦେଲେ...
#NewsFuse #OTV
#ପିଠା_ପ୍ରିୟ_ନେତା
ହଇରେ ନାରଣ କ’ଣ ଖାଇବୁ କହ..ପିଠା, ମିଠା ନା କଦଳୀ..? ମେୟର ଖାଇଲେ ଆଇସକ୍ରିମ୍, ସାଂସଦ ଖାଇଲେ କଦଳୀ...
#NewsFuse #OTV
#ରେଳରେ_ପିଲାଙ୍କ_ଫଣ୍ଡା_କ୍ଲିୟର୍
ହଇରେ ନାରଣ ସାର୍ ପଚାରିଲେ ଟ୍ରେନ୍ କିଏ ଚଳେଇଛି..ପିଲା କହିଲେ ଲୋକୋ ପାଇଲଟ୍ । ରେଳରେ ପିଲାଙ୍କ ଫଣ୍ଡା କ୍ଳିୟର କଲେ କେନ୍ଦ୍ରମନ୍ତ୍ରୀ...
#NewsFuse #OTV
#ମୁଁ_ଥିଲେ_ତୋ_ଡର_କାହାକୁ?
ଝିଅ ତୁ ଜମାରୁ ବ୍ୟସ୍ତ ହୁଅନି । ମୁଁ ପରା ଅଛି...ତୋ ଦେହରେ ପାଣି ପକାଇବାକୁ ଦେବନି
#NewsFuse #Odisha #OTV
Last Seen Hashtags on Sotwe
VaricoseVeinAwareness
Seen from United States
تديث
Seen from United States
年女櫻井美羽_きっとゥマくいく
Seen from Japan
karisinipaylaşanlar
Seen from Turkey
minichat video*
Seen from Netherlands
latina porno
Seen from Turkey
Ometvsange
Seen from Indonesia
tgirl cum
Seen from United Kingdom
anxiouspanda
Seen from United States
zenithgreyrat
Seen from Indonesia
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers

