Top Tweets for #ODIADAS

después les explico porque "Do people still say YOLO?" es una buena letra
😡 Ya puedo decir que soy una de las Mujeres más #Odiadas en 🇨🇴Colombia por @petrogustavo? Sí!!!
Me ha 😷#Amordazado157Veces por intentos #Hackeo. #DerechosDictadores jamás estarán por encima de Ciudadanos!
@elonmusk #X @TwitterLatAm @CIDH @infopresidencia @gwr_es @FiscaliaCol

#ଓଡିଆ_ଦାସ_ଦେଖି_ଦର୍ଶକ_ଭାବବିହ୍ୱଳ
ମଞ୍ଚସ୍ଥ ହେଲା ରେଡିଓ ଚକଲେଟର ପ୍ରଡକ୍ସନର ଦ୍ୱିତୀୟ ନାଟକ ଓଡ଼ିଆ ଦାସ । ନାଟକ ଦେଖିବା ପାଇଁ ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କ ଭିଡ଼ । ନାଟକ ଦେଖି ଫେରିବା ପରେ ଓଡ଼ିଆ ଭାଷାକୁ ନେଇ ଭାବବିହ୍ୱଳ ହୋଇପଡିଲେ ଦର୍ଶକ । #OdiaDas #RadioChoklateProduction #Odisha #KanakNews
" ଓଡ଼ିଆ ଦାସ " ନାଟକ ଚମତ୍କାର କାହାଣୀ ଓ କଳାକାରଙ୍କ ଜୀବନ୍ତ ଅଭିନୟ । ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଶେଷ ପ୍ରୟାସ, ମନକୁ ଛୁଇଁଲା ଭଳି ନାଟକଟିଏ 'ଓଡ଼ିଆ ଦାସ'...
ମନ ମୋହିଲା " ଓଡ଼ିଆ ଦାସ " ...... ଚକଲେଟ୍ ପ୍ରଡ଼କସନ୍ ର ଦ୍ୱିତୀୟ ଅବଦାନ ନାଟକ " ଓଡ଼ିଆ ଦାସ "
#OdiaDas #ChoklateProduction #Odia

ନାଟକ ‘ଓଡ଼ିଆ ଦାସ’ର ପରଦା ନଇଁଲା: ‘ଓଡ଼ିଆ ଭାଷାର ମୃତ୍ୟୁ ଅସମ୍ଭବ’
ଦୁଇଟି ସୋ’ ହାଉସ୍ଫୁଲ୍, କରତାଳିରେ କମ୍ପିଲା ରବୀନ୍ଦ୍ର ମଣ୍ଡପ
#Sambad #OdiaDas #OdiaLanguage #OdiaPlay #ChoklateProduction #Bhubaneswar
https://t.co/L6iUnJId7U
ଦର୍ଶକଙ୍କ ମନକୁ ଛୁଇଁଲା ଓଡିଆ ନାଟକ ଓଡିଆ ଦାସ । ପ୍ରତିଟି ଓଡ଼ିଆ ଭାଷାର ରକ୍ଷକ ଭାବେ କାମ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଦର୍ଶକମାନେ ନିଜର ପ୍ରତିକ୍ରିୟାରେ ମତ ରଖିଛନ୍ତି ।
#OdiaDas #Drama #RabindraMandap
ରବିନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେଲା ଓଡିଆ ନାଟକ ଓଡିଆ ଦାସ । ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ । କହିଲେ, ଓଡିଆ ଭାଷାକୁ ଗୁରୁତ୍ୱ ଦିଆଯାଇଥିବାରୁ ବହୁତ ଭଲ ଲାଗିଲା ।
#OdiaDas #Drama #RabindraMandap
#ମଞ୍ଚସ୍ଥ_ହେଲା_ନାଟକ_ଓଡିଆ_ଦାସ
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆଜି ଦ୍ୱିତୀୟ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ବହୁ ପ୍ରତିକ୍ଷୀତ ନାଟକ ଓଡ଼ିଆ ଦାସ । ଓଡ଼ିଆ ଭାଷା ଓ ସାହିତ୍ୟକୁ ନେଇ ଆଧାରିତ ଏହି ନାଟକ ଦେଖିବା ପାଇଁ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
#OdiaDas #Drama #RabindraMandap
‘ଓଡ଼ିଆ ଭାଷା ମରିନି… ଆହୁରି ୭୨ ଘଣ୍ଟା ବାକି ଅଛି’
ରବୀନ୍ଦ୍ର ମଣ୍ଡପରେ ନାଟକ ‘ଓଡ଼ିଆ ଦାସ’ ପ୍ରଦର୍ଶିତ
#Sambad #OdiaDas #OdiaLanguage #OdiaPlay #ChoklateProduction #Bhubaneswar
https://t.co/yKVI8tTvHU
ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବାକୁ ଶେଷ ପ୍ରୟାସ, ମନକୁ ଛୁଇଁଲା ଭଳି ନାଟକଟିଏ 'ଓଡ଼ିଆ ଦାସ'...
ନିଶ୍ଚୟ ଦେଖିବାକୁ ଆସନ୍ତୁ ରବୀନ୍ଦ୍ର ମଣ୍ଡପ
ଧନ୍ୟବାଦ ଟିମ୍ ଏବଂ @tanaya_p ମ୍ୟାଡମ୍ @bibudha_mohanty
#odiadas #choklateproduction #Odia

#ଓଡ଼ିଆ_ଦାସ
#ପ୍ରଥମ_ଦିନରେ_ହାଉସଫୁଲ୍
ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ବହୁ ପ୍ରତିକ୍ଷୀତ ନାଟକ ଓଡ଼ିଆ ଦାସ । ନାଟକ ଦେଖିବା ପାଇଁ ଦର୍ଶକମାନଙ୍କ ଭିତରେ ପ୍ରବଳ ଉତ୍ସାହ । #OdiaDas
ଅଗ୍ରୀମ ଟିକେଟ୍ ପାଇଁ କ୍ଲିକ୍ କରନ୍ତୁ https://t.co/JHGW7U9DQX ଅଥବା କଲ୍ କରନ୍ତୁ ଆମ ନମ୍ବର ୮୯୦୮୦୨୦୧୦୪/୯୮୫୩୦୩୫୧୦୪ କୁ ।
A not-so-gentle reminder for our play 'ODIA Das'. Please show your support for Odia theatre and Odia language by booking tickets for the play and sharing this with your friends and family. Your support means a lot for us.*
Date - 21st December (Thursday) and 22nd December (Friday)
Time - *6pm and 8pm (2 shows daily)* Show will start sharp on time. Requesting you to be seated by 5:45pm.
Venue- Rabindra Mandap, Bhubaneswar
Online Booking Link - https://t.co/lR54XgK680
*Offline Booking* - Contact 9853035104, 8908020104
Bande Utkala Janani.
Tanaya Patnaik
Sambad Group

#ଆଜି_ରବୀନ୍ଦ୍ର_ମଣ୍ଡପରେ_ମଂଚସ୍ଥ_ହେବ_ନାଟକ_ଓଡିଆ_ଦାସ
ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହେବ ନାଟକ ‘ଓଡିଆ ଦାସ’ । ଚକଲେଟ୍ ପ୍ରଡକ୍ସନର ପ୍ରସ୍ତୁତ ନାଟକରେ ରହିଛି ଶକ୍ତିଶାଳୀ ସାମାଜିକ ବାର୍ତ୍ତା । ଆଜି ଓ କାଲି ହେବ ମଂଚସ୍ଥ , ପ୍ରତିଦିନ ନାଟକର ହେବ ୨ଟି ସୋ’ #KanakNews
#Bhubaneswar #OdiaDas
ଆଜିଠୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ପ୍ରତିଦିନ ଦର୍ଶକ ଦେଖିପାରିବେ ଦୁଇଟି ସୋ’ ।
#OdiaDas #KanakNews
https://t.co/YgGvFw8ss4

ଆଉ ଦୁଇ ଦିନର ଅପେକ୍ଷା...
ଆସୁଛି ଓଡ଼ିଆ ଦାସ 💓
ନାଟକ ଜଗତରେ ପୁଣି ଚହଳ ପକେଇବ ଚକଲେଟ ପ୍ରଡକ୍ସନର ଦ୍ୱିତୀୟ ଅବଦାନ..
#OdiaDas #ଓଡ଼ିଆ_ଦାସ

ସଫଳ କଳାକାରଙ୍କ ସଙ୍ଗମ : ଚକଲେଟ୍ ପ୍ରଡକସନ୍ସର ନିଆରା ନାଟକ ‘ଓଡ଼ିଆ ଦାସ’
ଓଡ଼ିଆ ଭାଷା କହୁଥିବା ଶେଷ ମଣିଷର ସଂଘର୍ଷ, ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ ଟିକେଟ ବୁକିଂ ଜାରି
#Sambad #ChoklateProductions #OdiaDas #OdiaPlay #Bhubaneswar #Odisha
https://t.co/8VqKvR0ewY
Last Seen Hashtags on Sotwe
アライグマロケット
Seen from United States
snapchat
Seen from United States
지인박제
Seen from Korea
frustratedcustomer
Seen from United States
Zampada
Seen from United States
modosonrisa
Seen from United States
rplay
Seen from United States
anxiouspanda
Seen from Mexico
Uspannwerk
Seen from United States
kaşarlıtost
Seen from Turkey
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers


















