Top Tweets for #OSEFD
ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ତୃତୀୟ ଦିବସ(ଡ଼ିସେମ୍ବର ୫) ରେ ଆମ ସଂଘ #OSEFD ପକ୍ଷରୁ ଧାରଣା ଦେବା ପରେ ଆମ ସଂଘ ପ୍ରତିନିଧି ମଣ୍ଡଳୀ ବିଭାଗୀୟ କର୍ତ୍ତୁପକ୍ଷ ଙ୍କ ସହ ଆଲେଚ଼ନା ପରେ ଧାରଣା କୁ ସ୍ଥଗିତ ରଖାଗଲା।

କେଉଁଝର ଜିଲ୍ଲା #OSEFD ସଂଘ ର ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂଗଠନ କୁ ସୁଦୃଢ଼ କରିବା ସହ କିଭଳି ଭାବେ ରାଜ୍ୟ ର ସମସ୍ତ ସାଧାରଣ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇପାରିବ ସେ ବିଷୟରେ ଆଲୋଚ଼ନା କରାଯାଇଥିଲା।
#OsefdKendujhar
#osefdodisha
#AppointSpecialEducators
#InclusiveSchool

କେନ୍ଦୁଝର ଜିଲ୍ଲା #OSEFD ସଂଘ ର ଅନୁରୋଧ କ୍ରମେ ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ କେନ୍ଦୁଝର ସାଂସଦ ସୁଶ୍ରୀ ଚ଼ନ୍ଦ୍ରାଣୀ ମୁର୍ମୁ ମହୋଦୟା ମାନନୀୟ ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚ଼ିବ ଙ୍କୁ ଚ଼ିଠି କରିଛନ୍ତି।

ଓଡ଼ିଶାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ମହୋଦୟ ଙ୍କୁ ସାକ୍ଷାତ କରି ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ #OSEFD ତରଫରୁ ଅନୁରୋଧ ପତ୍ର ପ୍ରଦାନ କରାଗଲା।

#OSEFD, Nayagarh Membership Form fillup

ଆଜି ଖୋର୍ଦ୍ଧା ଜିଲ୍ଲା ର #OSEFD ସଂଘ ର ସଭା ଖୋର୍ଦ୍ଧା ସ୍ଥିତ ମା' ବରୁଣେଈ ଙ୍କ ପୀଠରେ କରାଯାଇଥିଲା।ଉକ୍ତ ସଭାରେ ଜିଲ୍ଲା ର ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଭାଇ ଓ ଭଉଣୀ ମାନେ ଯୋଗଦେଇଥିଲେ,ଏବଂ ସେଠାରେ ସମସ୍ତେ ସଂଘ ର ସଦସ୍ୟତା ଗ୍ରହଣ କରିଥିଲେ।ଯୋଗ ଦେଇଥିବା ସମସ୍ତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଭାଇ ଓ ଭଉଣୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ୍।

ନୟାଗଡ ଜିଲ୍ଲାର #OSEFD ସଙ୍ଘ ପଞ୍ଜିକରଣ ନିମନ୍ତେ କାର୍ଯ୍ୟକାରିଣୀ ବୈଠକ ଜଗନ୍ନାଥ ପ୍ରାଙ୍ଗନରେ ଅନୁଷ୍ଠିତ ହୋଇଅଛି । ଉପସ୍ଥିତ ଥିବା ସମସ୍ତଙ୍କୁ ସଦସ୍ୟଙ୍କୁ ମୋର ହୃଦୟରୁ କୃତଜ୍ଞତା ।

Last Seen Hashtags on Sotwe
سوبر_لايف
teen(*******)****** filter:native_video
Seen from United States
bursatravesti
Seen from Turkey
ไซด์ไลน์นครปฐม
Seen from Thailand
肥穴
Seen from United States
32DEOCTUBRE
Seen from United States
nsfw realistic aiart
Seen from Thailand
momsonn(********)******** filter:native_video
Seen from United States
momson()filter:videos
Seen from Israel
直男资源
Seen from Germany
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119M followers

Cristiano Ronaldo 
@cristiano
113.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.6M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
89.7M followers

Taylor Swift 
@taylorswift13
83.6M followers

Lady Gaga 
@ladygaga
75.1M followers

Virat Kohli 
@imvkohli
72.9M followers

Kim Kardashian 
@kimkardashian
70.8M followers

YouTube 
@youtube
68.8M followers

Neymar Jr 
@neymarjr
65.9M followers

Bill Gates 
@billgates
64.9M followers

Selena Gomez 
@selenagomez
62.8M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers













