Top Tweets for #OTVInsight
ଓଟିଭି ଇନସାଇଟ୍-୨୦୨୬ର ବେଷ୍ଟ ଟ୍ରାଭେଲର୍ ବ୍ଲଗର୍ ହିସାବରେ ସମ୍ମାନିତ ହେଲେ ବ୍ଲଗର୍ ଅନ୍ତର୍ଯ୍ୟାମୀ ! #DigitalCreator #Antaryami #OTVInsight #TravelBlogger #ContentCreator #TravelVlogger #ContentCreation #DigitalInfluencer #YouthInspiration #OTVInsight #TravelAward #ContentCreatorTips #OTV
I'm feeling so happy... This is the first award of my life. A big thank you to the OTV Insight team: Debashish Das, Content Creator
#OTVInsight #Bhubaneswar #ContentCreation #Influencers #OdishaCreators #OTV
ଓଟିଭିର ଇନସାଇଟକୁ ଧନ୍ୟବାଦ । ମୁଁ ଆଜି ଯେତିକି ଖୁସି…ଅଧିକ ଖୁସି ଆଜି ମୋ ଘରଣୀ ହେଲେ…ଖୁସିରେ ତାଙ୍କ ଆଖିରୁ ଆଜି ଲୁହ ଆସିଗଲା: କଣ୍ଟେଣ୍ଟ କ୍ରିଏଟର ବିଜେତା
#OTVInsight #ContentCreator #EmotionalMoment #WifeSupport #DigitalCreators #Bhubaneswar #OTVAwards #OdishaCreators #Inspiration #otv
ଓଟିଭିର ଇନସାଇଟ୍ ଟିମର ସମସ୍ତଙ୍କୁ ଧନ୍ୟବାଦ। ମୋତେ ଇନଫ୍ଲୁଏନ୍ସ କରିଥଲେ ୨ ଜଣ ଲୋକ । ଜଣେ ହେଉଛନ୍ତି ମୋ ମାଆ…ଆଉ ଜଣେ ହେଉଛନ୍ତି ମୋ ସ୍ବାମୀ: ଇନଫ୍ଲୁଏନ୍ସର
#OTVInsight #Influencer #MotherInspiration #HusbandSupport #DigitalCreators #Bhubaneswar #OTVAwards #OdishaCreators #SocialMediaCommunity
ବହୁତ ଖୁସି ଲାଗୁଛି…ଇଏ ହେଉଛି ମୋ ଲାଇଫର ପ୍ରଥମ ପୁରସ୍କାର । ଓଟିଭିର ଇନସାଇଟ୍ ଟିମକୁ ବହୁତ ଧନ୍ୟବାଦ। : ଦେବାଶିଷ ଦାସ, କଣ୍ଟେଣ୍ଟ କ୍ରିଏଟର
#OTVInsight #DebashishDas #FirstAward #DigitalCreators #Bhubaneswar #ContentCreation #Influencers #OdishaCreators #OTV #Motivation
ଓଟିଭି ପକ୍ଷରୁ ଆୟୋଜିତ ଇନସାଇଟ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେ। କାର୍ଯ୍ୟକ୍ରମରେ ବିଜେତାମାନଙ୍କୁ ତୁଶନିକ ଠାକୁରଙ୍କ ଭଳି ବିଶିଷ୍ଠ ବ୍ୟକ୍ତିତ୍ୱମାନେ ପୁରସ୍କାର ପ୍ରଦାନ କରିଥିଲେ। ଶୁଣନ୍ତୁ ଏନେଇ କଣ କହୁଛନ୍ତି ତୁଶନିକ…
#OTVInsight #TushanikThakur #YouTubeCreators #OTV #Motivation
ଭୁବନେଶ୍ୱରରେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ମହାମିଳନ। ଓଡିଶାର କୋଣ ଅନୁକୋଣରୁ ଆସିଥିବା କଣ୍ଟେଣ୍ଟ କ୍ରିଏଟରମାନେ ଓଟିଭି ଇନସାଇଟ କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି।
#OTVInsight #DigitalCreators #BhubaneswarEvents #OdishaCulture #ContentCreation #MediaAwards #CreatorEconomy #OTV #OdishaTV
ଓଟିଭି ଇନସାଇଟ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେରେ ଯୋଗ ଦେଇଥିଲେ ଇନଫ୍ଲୁଏନ୍ସର ରବି ରାଜ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ରବି ରାଜ…
#OTVInsight #DigitalCreators #Bhubaneswar #ContentCreation #Influencers #OdishaTalent #SocialMedia #CreatorCommunity #OTV
ଓଟିଭିର ଇନସାଇଟ୍ କାର୍ଯ୍ୟକ୍ରମ । ୨୨ଟି ବର୍ଗରେ ଶହେ ବିଜେତାଙ୍କୁ ସମ୍ମାନ । ବଖାଣିଲେ କଣ୍ଟେଟ କ୍ରିଏସନ ପଛର କାହାଣୀ । ଏଥିରେ ଯୋଗ ଦେଇଥିଲେ ଇନଫ୍ଲୁଏନ୍ସର ବୈଭବ ସିସିନଟି ।
#OTVInsight #VaibhavSisinty #DigitalCreators #ContentCreation #Bhubaneswar #Influencers #OdishaCreators #OTV #CreatorCommunity
OTV Insight 2025: Odisha’s first-ever Digital Content Creators’ Award honours influential digital voices
#OTVInsight2025 #Odisha #OTVInsight #OTV #Insight2025
https://t.co/PRxwfmulnL
ଅନୁଷ୍ଠିତ ହୋଇଛି ଓଡ଼ିଶାର ପ୍ରଥମ ଡିଜିଟାଲ୍ କ୍ରିଏଟର୍ସ ଆୱାର୍ଡ 'ଓଟିଭି ଇନସାଇଟ୍-୨୦୨୫'। ଓଟିଭି ନେଟୱର୍କ ପକ୍ଷରୁ ଆୟୋଜିତ ସୋସିଆଲ ମିଡିଆ ମହାକୁମ୍ଭରେ ୨ଟି ବର୍ଗରେ ଲୋକପ୍ରିୟ ଇନଫ୍ଲୁଏନ୍ସର ଓ କଣ୍ଟେଣ୍ଟ କ୍ରିଏଟର୍ ମାନଙ୍କୁ ସମ୍ମାନିତ କରାଯାଇଛି ।
#OTVInsight #DigitalCreatorsMeet #Bhubaneswar #Odisha #OTV
Odisha’s first-ever Digital Content Creators’ Award show - OTV Insight 2025 held in Bhubaneswar; this first-of-its-kind, multi-platform award show celebrates Odisha's most influential and impactful digital voices
#OTVInsight2025 #OTVInsight #OTV #Insight2025 #Odisha
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.7M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.7M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.1M followers

Virat Kohli 
@imvkohli
70M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
63.9M followers

Neymar Jr 
@neymarjr
62.8M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.8M followers

