Top Tweets for #OTVReporter
#ବାତ୍ୟା_ଆସୁଛି #ଅରିନ୍ଦମ୍_ନାହିଁ !
ସୁ ସୁ ହୋଇ ମାଡ଼ିଆସୁଛି ବାତ୍ୟା ଦାନା। ଆଜି ଅରିନ୍ଦମ ଥିଲେ, ବାତ୍ୟାକୁ ଖାତିର ନକରି ଖବର ପରିବେଷଣ କରୁଥାନ୍ତେ ଆପଣଙ୍କ ପାଇଁ.. ଲ୍ୟାଣ୍ଡଫଲ୍ ସ୍ଥାନରେ ଥାଇ ଦେଉଥାନ୍ତେ ବାତ୍ୟାର ଟିକିନିଖି ଅପଡେଟ୍... #ArindamDas #OTVReporter #CycloneMan #Cyclone #Odisha #OTV
#ବାତ୍ୟା_ଆସିଲା_ମନେପଡ଼ିଲେ_ଅରିନ୍ଦମ୍
ସୁ ସୁ ହୋଇ ମାଡ଼ିଆସୁଛି ବାତ୍ୟା ଜଓ୍ୱାଦ୍। ବର୍ଷା ପବନ ଜାରି ରହିଛି।ଆଜି ଅରିନ୍ଦମ ଥିଲେ, ବାତ୍ୟାକୁ ଖାତିର ନକରି ଖବର ପରିବେଷଣ କରିଥାନ୍ତେ ଆପଣଙ୍କ ପାଇଁ।ଲ୍ୟାଣ୍ଡଫଲ୍ ସ୍ଥାନର ଥାଇ ଦେଉଥାନ୍ତେ ବାତ୍ୟାର ଟିକିନିଖି ଅପଡେଟ୍ #ArindamDas #OTVReporter #CycloneJawad #Odisha #OTV
The last hope of living, but did not succeed, while broadcasting the news, the news itself turned into news.
Odisha defeated a young, brave trying journalist, “rest in peace,” 👏🏻
#riparindamdas #RIP #omshanti @otvkhabar @amaresh_otv @otvnews #otvreporter #LastWord

ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଉଦ୍ଦେଶ୍ୟରେ ଶୋକସଭା। ଓଟିଭି କାର୍ଯ୍ୟାଳୟ ପରିସରରେ ୨ ମିନିଟ ପାଇଁ ନିରବ ପ୍ରାର୍ଥନା କଲେ ସମସ୍ତ କର୍ମଚାରୀ। #ArindamDas #OTVReporter #OdishaTV #OTV
ଯୁବ ସାମ୍ବାଦିକ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ। #ArindamDas #OTVReporter #OdishaTV #OTV

ଦିନେ କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି ଅରିନ୍ଦମଙ୍କୁ ପଚାରିଥିଲେ ତୁ ଫାଇଲିନ୍, ହୁଡହୁଡ ବେଳେ ଅଣ୍ଟାଏ ପାଣିରେ ପଶି କାହିଁ ରିପୋର୍ଟିଂ କରୁଛୁ। ସେଦିନ ଉତ୍ତରରେ କ’ଣ କହିଥିଲେ ଅରିନ୍ଦମ ଶୁଣନ୍ତୁ। #TaraPrasadBahinipati #ArindamDas #OTVReporter #OdishaTV
‘ସେ ଗୋଲଡେନ୍ ହାର୍ଟର ଥିଲା... ଆଉ ସମସ୍ତଙ୍କର ସେ ଭାଇ ହେଇକି ଥିଲା। ସବୁ ଜିନିଷକୁ ସେ ଚ୍ୟାଲେଞ୍ଚ ଭାବେ ଗ୍ରହଣ କରୁଥିଲା’। #Bhubaneswar #ArindamDas #OTVReporter #OdishaTV
ପଞ୍ଚଭୂତରେ ବିଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପାର୍ଥିବ ଶରୀର । ଆଜି ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବୈତରଣୀ ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି #FearlessArindamDas #OTVReporter #OdishaTV #OTV
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି MD। ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି କହିଲେ ଜଗି ମଙ୍ଗତ ପଣ୍ଡା । #FrankAndFearless #ArindamDas #OTVReporter #OdishaTV
#SadNews Arindam Das, the senior reporter of leading television channel Odisha Television Ltd, drowned while covering a rescue mission LIVE.
#RIPArindamDas 🙏
#ArindamDas #OTVReporter
#Odia #OTV #Odisha #India

ହାତୀ ଉଦ୍ଧାର କାର୍ଯ୍ୟର ଲାଇଭ ରିପୋର୍ଟଙ୍ଗ କରିବାକୁ ଯାଇଥିବା OTV Senior Journalist RIP ଶ୍ରୀ ଅରିନ୍ଦମ ଦାସ ମୁଣ୍ଡଳୀ ଠାରେ ବୋଟ ଦୃଘଟଣାରେ ଅକାଳ ବିୟୋଗରେ ଆମେ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛୁ l 🙏❤🌼
#ଅରିନ୍ଦମଦାସ #ArindamDas #Riparindamdas #otv #otvreporter #moganjam

Shocking!!! Words will fail to describe the sense of loss of his near and dear ones !!! May he rest in peace !!!
#arindam19301930
#otvreporter
#bhubaneswar

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers







