Top Tweets for #OTVUPDATE
#ମୁକୁଳା_ଡ୍ରେନରେ_ପଡ଼ିଗଲେ_ସାମ୍ବାଦିକ
ଭୁବନେଶ୍ୱରର ମୁକୁଳା ଡ୍ରେନ୍ରେ ପଡ଼ିଗଲେ ଦକ୍ଷିଣ କୋରିଆ ସାମ୍ବାଦିକ, ହକି କଭରେଜ୍ ପାଇଁ ଆସିଥିଲେ...
#OTV #OTVNews #otvupdate #Southkoria
#ଅପରାଜିତାଙ୍କ_ପ୍ରେସମିଟ୍
ଆମ ସମସ୍ତଙ୍କ ଲକ୍ଷ୍ୟ ଗୋଟିଏ ହେଉ; ଅପରାଜିତା ଷଡ଼ଙ୍ଗୀ
#AparajitaSarangi #PressMeet #Bhubaneswar #OTV #otvupdate
#ବିବାଦୀୟ_ନଗ୍ନଫଟୋ
୨୦୧୨ ମସିହା ଅଗଷ୍ଟ ମାସରେ ପ୍ରିନ୍ସ ହ୍ୟାରୀ ନଗ୍ନ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଥିଲା
#SpecialReport #TheRoyalFamily #BuckinghamPalace #OTV #otvnews #otvupdate
#ବ୍ରିଟେନ୍_ରାଜପରିବାରରେ_ଝଡ଼
ବ୍ରିଟେନ୍ ରାଜପରିବାରରେ ଅନେକ ଥର ଝଡ଼ ଉଠିଛି, ଜାଣନ୍ତୁ ଅନାଲୋଚିତ କାହାଣୀ
#SpecialReport #TheRoyalFamily #BuckinghamPalace #OTV #otvnews #otvupdate
#ବିବାଦରେ_ବ୍ରିଟେନ୍_ରାଜପରିବାର
ବିବାଦରେ ବ୍ରିଟେନ୍ ରାଜପରିବାର । ପଦାରେ ପଡ଼ିଲା ବଡ଼ ଘରର ଗଡ଼ ଗୁମର କଥା..
#SpecialReport #TheRoyalFamily #BuckinghamPalace #OTV #otvnews #otvupdate
#ଅଦାଲତରେ_ପ୍ରିନ୍ସ ହ୍ୟାରୀ!
ବ୍ରିଟିସ୍ ରାଜକୁମାର ହ୍ୟାରୀ ଏବଂ ତାଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା ଥମୁନି..
#SpecialReport #TheRoyalFamily #BuckinghamPalace #OTV #otvnews #otvupdate
#୪ଟି_ଗାଁକୁ_ପୋଷ୍ୟ_ଭାବେ_ଗ୍ରହଣ_କଲେ..
ନା ସମାଲୋଚନା.. ନା କଟାକ୍ଷ.. କୌଣସି ପରିସ୍ଥିତିକୁ ତାଙ୍କର ଖାତିର୍ ନାହିଁ.. ନିଜର ଜିଦ୍ ପାଇଁ ଲକ୍ଷ୍ୟପଥରେ ଧିରେ ଧିରେ ଆଗକୁ ବଢୁଛନ୍ତି ମହିଳା ଉଦ୍ୟୋଗୀ ରୋମୀ
#Prerana #RomiSahu #OTV #otvnews #otvupdate
#ଉଚ୍ଚସ୍ତରୀୟ_ତଦନ୍ତ_ଦାବି
ନିର୍ମାଣକୁ ୨ ବର୍ଷ ନପୁରୁଣୁ ସାଇଡ୍ ଓ୍ୱାଲ୍ ଭାଙ୍ଗିଗଲାଣି.. ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସରକାର ଦୃଷ୍ଟି ଦେବେ କି ?
#YojanaraNaHariloot #OdishaGovernment #otvnews #otv #otvupdate
#ଖୋଲାକଥାରେ_ମହାରାଜ_କଂସଙ୍କ_ବିକଟାଳ_ହସ
ବରଗଡ଼ ମଥୁରାର ଏ କଂସ ସମ୍ପୂର୍ଣ୍ଣ ଓଲଟା.. ମହାରାଜ କଂସଙ୍କ ମୁହଁରେ ସତ୍ୟ, ଦୟା, କ୍ଷମା ଓ ପରମ୍ପରାର କଥା.. #Kholakatha #MaharajaKansha #Dhanuyatra #Bargarh #otv #otvnews #otvupdate
#ରଙ୍ଗିନ୍_କୋବିଚାଷ
ଏକର ଏକର ଜମିରେ ଚାଷ ହୋଇଛି ବିଭିନ୍ନ ପ୍ରକାର କୋବି । ଆଉ ଏହି ଚାଷର ମୁଖ୍ୟ ଆକର୍ଷଣ ସାଜିଛି ରଙ୍ଗିନ୍ ବନ୍ଧା କୋବି...
#SpecialStory #Bonai #Colourful_cabbage #OTV #otvnews #otvupdate
#ଅଳିଆ_ଲୁହାରୁ_43_ଫୁଟିଆ_ହକିଷ୍ଟିକ୍
ସାରା ରାଜ୍ୟରେ ଏବେ ହକି ଫିଭର । ଏହି ଫିଭର ବର୍ତ୍ତମାନ ବ୍ରହ୍ମପୁରରେ ମଧ୍ୟ ରହିଛି । ଯାହାର ଝଲକ ଆପଣ ଦେଖିବାକୁ ପାଇବେ ବ୍ରହ୍ମପୁର ଆଇଟିଆଇରେ
#SpecialStory #Berhampur #BerhmapurITI #HockeyWorldCup2023 #OTV #otvnews #otvupdate
#ରୋଜଗାର_ଦେଲା_ବାନ୍ଧ_ଶାଢ଼ୀ
ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ପରିବାର ପ୍ରତିପୋଷଣର ବିନ୍ଧାଣୀ ସାଜିଛନ୍ତି ମହିଳା..
#SpecialStory #Subarnpur #sonepur #BandhaSaree #WomenWeaver #otv #otvnews #otvupdate
#ଛାମୁ_ଯାହାଦେଲେ _ହରସେ_ପାଉ_ପାଉ_ଗଲା_ବରଷେ
ମନେ ପଡ଼ନ୍ତି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର... ଅନେକ ଲୋକପ୍ରିୟ କବିତା ଲେଖି ସେ ଗାଁ ଗଣ୍ଡାରେ ପରିଚିତ.. ଆଜି ହେଉଛି ସେଇ ମହାନ କବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ..
#SpecialStory #UtkalmaniJadumaniMahapatra #Nayagarh #otv #otvnews #otvupdate
#ମଫସଲ_ଗାଁରୁ_ଟିମ୍_ଇଣ୍ଡିଆ_ଭାଇସ୍_କ୍ୟାପଟେନ୍
ଘରେ ସଫଳତାର ସାଇତା ସନ୍ତକ ସବୁକୁ ଦେଖିଲେ ଭାବ ବିହ୍ୱଳ ହୋଇ ପଡ଼ନ୍ତି ଆତ୍ମୟ ଓ ପରିଜନ
#SpecialStory #Sundragada #Bonai #AmitRohidas #HockeyWorldcup #otv #otvnews #otvupdate
ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରି ରହିଛି ....#SpecialStory #Koraput # Millet #Food #otv #otvnews #otvupdate
#ବୁଡେଇ_ଦେବେ_କି_ବାଘ_ବଂଶ?
ରାଜ୍ୟରେ ବୁଡେଇ ଦେବେ କି ବାଘ ବଂଶ ? ବାରିପଦା ପରେ ବୌଦ୍ଧରେ ମହାବଳ ଶିକାର...
#OTV #OTVNews #OTVUPDATE
#YOJANA_RA_NA_HARILOOT
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ରାସ୍ତା ନିର୍ମାଣରେ ବଡ଼ ଦୁର୍ନୀତି । ରାସ୍ତା ଏକ ବିଲ୍ ଅନେକ...
#YOJANA_RA_NA_HARILOOT #otv #otvnews #otvupdate
ସରକାରଙ୍କ ଭୂଗୋଳ ପୋଥିରେ ନଥିବା ଇଏ ଏକ ଛୋଟିଆ ଗାଁ । ଯେଉଁ ଗାଁରେ ପାଣି ପାଇଁ ଜଙ୍ଗଲ ରାସ୍ତାରେ କୋଷେ ଦୂର ଚାଲି ଚାଲି ଯିବାକୁ ପଡ଼େ । ଘର ଅବସ୍ଥା ନକହିବା ଭଲ....
#SpecialStory #RajgangPur #villageProblem #otv #otvnews #otvupdate
#ଡ୍ରାଇଭରଙ୍କ_ପୁଅ_ହେଲେ_ହିମାଚଳ_ମୁଖ୍ୟମନ୍ତ୍ରୀ
#ହିମାଚଳ_ମୁଖ୍ୟମନ୍ତ୍ରୀ_ସୁଖବିନ୍ଦର
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ....
#HimachalCM #SukhvinderSinghSukhu #himachalpradesh #OTV #OTVNews #otvupdate
Last Seen Hashtags on Sotwe
LosVaronesXYNoSonNiNuncaSeránMujeres
Seen from United States
แม่เพื่อน
Seen from Thailand
minichat((((((((((((***)))))))))))) filter:videos
Seen from Turkey
sexting
夏コミC104
Seen from United States
คุยหื่น
Seen from Thailand
shannanbialek
Seen from United States
Piss
Seen from Russia
Unexpected
Seen from Brazil
str8baited
Seen from Canada
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.9M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.6M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.8M followers

X 
@x
60.7M followers
