Top Tweets for #OdiaLanguageConference
ଭାଷା ହିଁ ଅତୀତର ଅସ୍ତିତ୍ଵ ଆଉ ଭବିଷ୍ୟତର ନୂତନ ଆଲୋକ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" ମହାକୁମ୍ଭ ଓଡ଼ିଆ ଭାଷାକୁ କରିଛି ସୁପରିଚିତ | ଏଥିପାଇଁ ସାଢେ଼ ଚାରି କୋଟି ଓଡ଼ିଶାବାସୀ ଗର୍ବିତ |
#worldodialanguageconference
#OdiaLanguageConference
#ବିଶ୍ଵଓଡ଼ିଆଭାଷାସମ୍ମିଳନୀ
#ଭାଷାହିଁଭବିଷ୍ୟତ
ଭୁବନେଶ୍ୱର ଜନତା ମଇଦାନଠାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ବୁଲି ଦେଖିବା ସହ ନୂଆ କଥା ଶିଖିଛନ୍ତି। ସେମାନେ ଯେଉଁ ବିଷୟ ବହିରେ ଚିତ୍ର ମାଧ୍ୟମରେ ଦେଖିଥିଲେ ଓ ପଢ଼ିଥିଲେ ତାହା ଏହି ପ୍ରଦର୍ଶନୀରେ ଅତି ପାଖରୁ ଦେଖି ଖୁସି ହୋଇଥିଲେ।
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା
#ଭାଷାହିଁଭବିଷ୍ୟତ
@CMO_Odisha @IPR_Odisha @Culturedeptt
Dr Santrupt Misra (@ #OdiaBhasaSamelani #OdiaLanguageConference ) brings with him tremendous experience (he was instrumental in shaping employee policies) & will be able to bring in structure to party. Congratulations
Disclosure: My BIL’s elder brother’s close friend 🙏

Dr Santrupt Mishra joins BJD
Precious installations & great effort @Culturedeptt🙏
Super informative impressive exhibition #OdiaLanguageConference
Showcased Treasures- Maps, rare photos etc should be permanently displayed in 1 place- museum/archives/public space premises for visitors to access & experience
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ବିଭାଗରେ ଯେଉଁ ପ୍ରଦର୍ଶନୀ କରାଯାଉଛି ତାହା ଛାତ୍ରଛାତ୍ରୀ, ଯୁବପିଢ଼ିଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ତେଣୁ ଏହି ପ୍ରଦର୍ଶନୀର ଅବଧିକୁ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସାଧାରଣ ଲୋକ ଏହି ପ୍ରଦର୍ଶନୀକୁ ଆସି ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ବିଷୟରେ ଜାଣିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା (ସ୍ୱତନ୍ତ୍ର କାର୍ଯ୍ୟକ୍ରମ) ଶ୍ରୀଯୁକ୍ତ ଆର୍ ବାଲାକ୍ରିଷ୍ଣନ।
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା
#ଭାଷାହିଁଭବିଷ୍ୟତ
@CMO_Odisha @IPR_Odisha @Culturedeptt
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ରଙ୍ଗିନ ଆଲୋକମାଳାରେ ଝଲସୁଥିଲା ଭୁବନେଶ୍ୱର। ଦେଖନ୍ତୁ ଭିଡିଓ।
#odialanguageconference
#1stodialanguageconference
#odialanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା
#ଭାଷାହିଁଭବିଷ୍ୟତ
@cmo_odisha @ipr_odisha @culturedeptt_od

ଓଡିଆ ଭାଷାର ରଖିବା ମାନ
ବିଶ୍ୱରେ ବଢିବ ଆମ ସମ୍ମାନ❤️
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା

It was mesmerizing to watch the light and sound show of the history of the Odia language displayed on the building of the Commisionerate Police Office on the occasion of the World Odia Language Conference.
#ଭାଷାହିଁଭବିଷ୍ୟତ #OdiaHistory #OdiaLanguageConference #wolc2024
. ଓଡିଆ ଭାଷାର ରଖିବା ମାନ
ବିଶ୍ୱରେ ବଢିବ ଆମ ସମ୍ମାନ
ଆସ ଗାଇବା ବନ୍ଦେ ଉତ୍କଳଜନନୀ l
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା

ମହାନ ଆମ ମାତୃଭାଷା
ସୁମଧୁର ଆଉ ଅଟେ ସୁଲଳିତ
ସୁପ୍ରଚିନ ଆଉ ସୂଉନତ l
ତା ପାଇଁ ଆମେ ଗର୍ବିତ, ମୋ ପ୍ରଦେଶ
ଓଡିଶା ସେ..... ମୋ ଓଡ଼ିଶା l ❣️❣️
ଧନ୍ୟବାଦ୍ ଜଣାଉଛୁ l🙏💓
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ

ମାତୃଭୂମି ମାତୃ-ଭାଷାରେ ମମତା ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି-ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?
ମୋ ମାତୃଭାଷା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲପାଇବା ସତରେ ପ୍ରଶଂସନୀୟ
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା

ଓଡିଆ ଭାଷାର ରଖିବା ମାନ
ବିଶ୍ୱରେ ବଢିବ ଆମ ସମ୍ମାନ
ଆସ ଗାଇବା ବନ୍ଦେ ଉତ୍କଳଜନନୀ l
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା

ଓଡିଆ ଭାଷାର କଲେ ଉନ୍ନତି
ଭବିଷ୍ୟପିଢିର ହେବ ପ୍ରଗତି
#OdiaLanguageConference
#1stOdiaLanguageConference
#OdiaLanguage
#ଓଡ଼ିଆଭାଷାସମ୍ମିଳନୀ
#ବିଶ୍ୱଓଡ଼ିଆଭାଷାସମ୍ମିଳନୀ
#ଓଡ଼ିଆଭାଷା

Kulfi vendor’s class 8 son’s ‘Vote of Thanks’ at World #OdiaLanguageConference wins hearts
https://t.co/O1sIDqkHcP
ଡିଜିଟାଲ ଯୁଗ ହିଁ ଭବିଷ୍ୟତ I ପ୍ରଯୁକ୍ତିବିଦ୍ୟାର ସମୟୋଚିତ ପ୍ରୟୋଗ ଦ୍ଵାରା ଓଡ଼ିଆ ଭାଷା ବିଶ୍ଵବିଦିତ ହେବା ସହ ଆହୁରି ଶାଣିତ ହେବ ସାହିତ୍ୟ I ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସାହିତ୍ୟ-ବିଜ୍ଞାନ ସମନ୍ୱୟ ଶୀର୍ଷକ ଅଧିବେଶନରେ ଏହି ମତପ୍ରକାଶ ପାଇଛି I #OdiaLanguageConference #ଓଡ଼ିଆଭାଷାସମ୍ମିଳନୀ #ଭାଷାହିଁଭବିଷ୍ୟତ

Many such historical information about ancient Odisha are displayed at #OdiaLanguageConference. If you have time, must visit the exhibition area which is open until 8th Feb.

#ବିଶ୍ୱଓଡ଼ିଆଭାଷାସମ୍ମିଳନୀ ପରିପେକ୍ଷୀରେ ଆୟୋଜିତ ହୋଇଥିବା ପଞ୍ଚାୟତସମିତି ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମଗୁଡିକରେ ପାଖାପାଖି ୧୧ ଲକ୍ଷ ଅଞ୍ଚଳବାସୀ ଯୋଗଦେଇଥିବାବେଳେ ଏହି ଅବସରରେ ପ୍ରାୟ ୬୦୫୦ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା
#OdiaLanguageConference
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





















