Top Tweets for #Odia_Language
ଓଡ଼ିଶା ସାହିତ୍ୟ ଏକାଡେମୀ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ବାରାଣସେୟ ଉତ୍କଳ ସମାଜର ମିଳିତ ଆନୁକୂଲ୍ୟରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଠାରେ ଆଜି ଭକ୍ତିସାହିତ୍ୟ ଉପରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
#Odisha #Odia_Language

ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ 'ପଣ୍ଡିତ ନୀଳକଣ୍ଠ ଦାସ'ଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ।
#Odisha #Odia #Culture #Odia_Language
@CMO_Odisha @suryabanshibjp @IPR_Odisha

ଦେବୀ ସୁଭଦ୍ରା ମା’ଙ୍କ ପହଣ୍ଡି ଦୃଶ୍ୟ. ....
#rathayatra2025 #OdiaCulture #odia_language #culture
@CMO_Odisha @suryabanshibjp @IPR_Odisha

ଭାରତୀୟ ସାଂସ୍କୃତିକ ଐତିହ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଯାପିତ।
ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଆସନ୍ତୁ ଆମେ ସମସ୍ତେ ମିଳି ମିଶି କାର୍ଯ୍ୟ କରିବା ।
#kalingacalling #OdiaCulture #odia_language #culture #Odisha #ଓଡ଼ିଆ

“ଚାଚେରୀ ଗହଳ ସଖୀ ଗୋବିନ୍ଦଙ୍କ ଦୋଳ...
ସର୍ବ ସୁଖ ଘେନି ଗଲେ ଗୋବିନ୍ଦ ଗୋପାଳ”।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପବିତ୍ର ଦୋଳ ପୂର୍ଣ୍ଣମୀର ଶୁଭେଚ୍ଛା ଓ ଶୁଭକାମନା ।
#culture #odia_language #odiaculture #dolapurnima #holi #odisha #odia #odishaaah #odiaasmita #odia_asmita
"ନାରୀ" ସଂଘର୍ଷର ଚିତ୍ର, ସ୍ନେହର ମୂର୍ତ୍ତି, ଅଭିମାନର ଅଭିବ୍ୟକ୍ତି,
ଏହା କେବଳ ଏକ ଶବ୍ଦ ନୁହେଁ, ସେ ଅଟେ ପୃଥିବୀର ଏକ ସୁନ୍ଦର ସୃଷ୍ଟି...
ଅନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ନାରୀ ଶକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।
#InternationalWomensDay #WomensDay #Odia_Language #Odia_Asmita

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୪ର ୪ର୍ଥ ଦିବସ...
#Odishaaah #Odia #Culture #Odisha #ଓଡ଼ିଆଅସ୍ମିତା #ଓଡ଼ିଆଭାଷା #odia_language #ଓଡ଼ିଶା
@CMO_Odisha @suryabanshibjp @BPSethi @Bijay_IAS @IPR_Odisha
୯ମ ଅନ୍ତରାଷ୍ଟ୍ରୀୟ ଗୀତା ମହୋତ୍ସବ -୨୦୨୪ ଗୀତା ମହୋତ୍ସବରେ ଓଡ଼ିଶା....
ବିଶ୍ୱସ୍ତରରେ ପ୍ରସିଦ୍ଧ ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭବ୍ୟତାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
#Odishaaah #Odia #Culture #Odisha #ଓଡ଼ିଆଅସ୍ମିତା #ଓଡ଼ିଆଭାଷା #odia_language #ଓଡ଼ିଶା
ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୪ର ୩ୟ ଦିବସ...
#Odishaaah #Odia #Culture #Odisha #ଓଡ଼ିଆଅସ୍ମିତା #ଓଡ଼ିଆଭାଷା #odia_language #ଓଡ଼ିଶା
@CMO_Odisha @suryabanshibjp @BPSethi @Bijay_IAS @IPR_Odisha
ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ-୨୦୨୪ ୩ୟ ଦିନର କିଛି ଝଲକ୍..
#Odishaaah #Odia #Culture #Odisha #ଓଡ଼ିଆଅସ୍ମିତା #ଓଡ଼ିଆଭାଷା #odia_language #ଓଡ଼ିଶା

ଆଜିର ସମ୍ବାଦ ପତ୍ର ପୃଷ୍ଠାରୁ କିଛି ଖବର. ....
#Odisha #ଓଡ଼ିଆ #Culture
#ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #odia_language #ଓଡ଼ିଶା #culture #ଓଡ଼ିଶା

ଆଜିର ସମ୍ବାଦ ପତ୍ର ପୃଷ୍ଠାରୁ କିଛି ଖବର. ....
୮୦ତମ ସଂସ୍କୃତି ଚର୍ଚ୍ଚା ସମାରୋହ...
#Odisha #ଓଡ଼ିଆ #Culture
#ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #odia_language #ଓଡ଼ିଶା #culture #ଓଡ଼ିଶା

ଆଜିର ସମ୍ବାଦ ପତ୍ର ପୃଷ୍ଠାରୁ କିଛି ଖବର. ....
#Odisha #ଓଡ଼ିଆ #Culture
#ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #odia_language #ଓଡ଼ିଶା #culture #ଓଡ଼ିଶା

ଐତିହାସିକ ବାଲିଯାତ୍ରା ପାଇଁ #SLOVAKIA ଏବଂ #VIETNAM ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ନୃତ୍ୟଶିଳ୍ପୀମାନେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିବାର ଏକ ସୁନ୍ଦର ଝଲକ....
#ODIA #Odisha #culture #ODIA_LANGUAGE
@CMO_Odisha @suryabanshibjp @BPSethi @IPR_Odisha @Bijay_IAS
ଆଜିର ସମ୍ବାଦ ପତ୍ର ପୃଷ୍ଠାରୁ କିଛି ଖବର. ....
#Odisha #ଓଡ଼ିଆ #Culture
#ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #odia_language #ଓଡ଼ିଶା #culture #ଓଡ଼ିଶା
@CMO_Odisha @suryabanshibjp @BPSethi @Bijay_IAS

ଆଜି ଐତିହାସିକ ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ #SLOVAKIA ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବ।
ଆସନ୍ତୁ ଏହି ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିବା ।
#Odisha #ଓଡ଼ିଆ #Culture
#ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #Odia_Language

ଆଜିର ସମ୍ବାଦ ପତ୍ର ପୃଷ୍ଠାରୁ କିଛି ଖବର.....
#Odisha #ଓଡ଼ିଆ #Culture
#ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #odia_language #ଓଡ଼ିଶା #culture #ଓଡ଼ିଶା

୧୪ଟି ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହର ଉଚ୍ଚାଉକ୍ତମାନଙ୍କର ବାଲିଯାତ୍ରା ପରିଦର୍ଶନ....
#2024ବାଲିଯାତ୍ରାର #ଓଡ଼ିଆଅସ୍ମିତା #ଓଡ଼ିଆଭାଷା #OdiaCulture #odia_language #ଓଡ଼ିଶା #odisha
@CMO_Odisha @suryabanshibjp @BPSethi @Bijay_IAS @IPR_Odisha
Last Seen Hashtags on Sotwe
omegle
Seen from United States
HEHC六歳おめでとう
Seen from United States
おなら
Seen from United Kingdom
HUTTUDM66
Seen from United States
helpinghand gay
Seen from Turkey
Omegle
Seen from United Kingdom
momson() filter:videos
Seen from United States
jilbabcepol
Seen from Indonesia
محارم_عربية
Seen from Canada
marochienne
Seen from Malaysia
Trends for you
Most Popular Users

Elon Musk 
@elonmusk
241.3M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72.1M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
65M followers

Bill Gates 
@billgates
64.7M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers




















