Top Tweets for #Odialanguage
Beyond politics lived a distinguished scholar.
Janaki Ballav Patnaik enriched Odia literature through his books, translations, essays, and research. His literary legacy continues to illuminate generations.
Here is a glimpse of his timeless literary contributions.
#OdiaLanguage #OdiaLiterature #OdiaAsmita #JanakiPatnaik100
Janata Jindabad | କାହିଁକି ବିପଦରେ ଓଡ଼ିଆ ଭାଷା ? | Odia University, Satyabadi | PrameyaNews7
#OdiaLanguage #OdiaUniversity #Satyabadi #OdiaCulture #OdiaLiterature #OdiaLanguagePromotion #OdiaHeritage #LanguagePromotion #OdishaCulture #OdiaPride #OdishaNews #JanataJindabad #prameyanews7
ଦୁଇ ବର୍ଷ ହେଲା ମିଳୁନି ଆର୍ଥିକ ସହାୟତା । ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷାର ଅବ୍ୟବସ୍ଥାକୁ ନେଇ ବିଧାନସଭା କମିଟିରେ ଉଦବେଗ । ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ
#nandighoshaTV #odisha #OdiaLanguage #OdiaEducation #OdiaIdentity #BorderArea #LanguageProtection
ସତରେ ପିଲାଙ୍କ ଭବିଷ୍ୟତ ସହ ଏ କି ପ୍ରହସନ?
ଏହା କଣ ଓଡିଆ ଅସ୍ମିତା ?
ମାନ୍ୟବର ସରକାର,ଏହା କେବଳ ଗୋଟିଏ ପାଠ୍ୟପୁସ୍ତକର ତ୍ରୁଟିର ପ୍ରସଙ୍ଗ ନୁହେଁ। ଏହା ଓଡ଼ିଶାର ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ, ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ଆମ ସାଂସ୍କୃତିକ ପରିଚୟ ସହ ଜଡ଼ିତ ଏକ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ।
#BabaliTalk #Odisha #OdiaLanguage

Glimpses of "Seminar on 150th Birth Anniversary of Gopal Chandra Praharaj" organised by Sahitya Akademi at Khallikote Unitary University Auditorium, Brahmapur, Ganjam, Odisha.
#SahityaAkademi #GopalChandraPraharaj #150thBirthAnniversary #OdiaLiterature #OdiaLanguage

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ତଥା କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । 'ଉତ୍କଳ ଦୀପିକା’ ସମ୍ବାଦପତ୍ର ଜରିଆରେ ଓଡ଼ିଆଙ୍କ ମଧ୍ୟରେ ନବ ଜାଗରଣ ସୃଷ୍ଟି ସହ ଓଡ଼ିଆ ଭାଷା-ସାହିତ୍ୟର ସୁରକ୍ଷା ଦିଗରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।
#OdiaLanguage #OdishaPride #KarmabiraGouriShankar #tribute #culture #OdishaCulture #Odisha

"ଭାଷା ସମୃଦ୍ଧ ହେଲେ ସମାଜ ସମୃଦ୍ଧ, ସମାଜ ସମୃଦ୍ଧ ହେଲେ ରାଷ୍ଟ୍ର ଶକ୍ତିଶାଳୀ"
#ଝାରସୁଗୁଡ଼ା ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର 'ସ୍ୱନକ୍ଷତ୍ର ଦିବସ' ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ। ସମସ୍ତ ବିଜେତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା!
#OdiaLanguage #Odisha #Jharsuguda #Education

ଓଡ଼ିଶାର ଭାଷା, ସଂସ୍କୃତି ଓ ଅସ୍ମିତାକୁ ବଜାୟ ରଖିବା ପାଇଁ ଐତିହାସିକ ପଦକ୍ଷେପ; ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିଲା ଜିଲ୍ଲା ଓ ବ୍ଲକର ଇଂରାଜୀ ବନାନ | Historic Move to Preserve Odisha’s Identity: English Spellings Revised as Per Odia Pronunciation #OdiaLanguage #OdishaCulture #OdiaAsmita #OdishaNews #LanguagePolicy #DistrictNames #BlockNames #CulturalIdentity #OdiaPronunciation #BreakingNews #GovernmentDecision #HeritagePreservation
ରଜର ବିଜ୍ଞାପନର ଭିଡ଼ ଭିତରେ କୁଆଡ଼େ ହଜିଗଲେ ହେ ଦିବ୍ୟାତ୍ମା #ବ୍ୟାସେ ?
ଓଡ଼ିଆଏ ଆପଣଙ୍କୁ ଭୁଲନ୍ତୁ ପଛେ, ଆପଣଙ୍କ ଆଶୀର୍ବାଦ ଟିକକ କିନ୍ତୁ ଏ ହତଭାଗା ଜାତି ଉପରେ ଥାଉ . . ସବୁବେଳକୁ 🙏🙏
#ବନ୍ଦେ_ଉତ୍କଳ_ଜନନୀ 🙏🙏
#ବ୍ୟାସକବି #vyasakabi
#FakirMohanSenapati
#OdiaPride #OdiaLanguage
#OdiaLiterature

ଦୁଇ ଶହ ବର୍ଷର ଇଂରାଜୀ ଛାପରୁ ମୁକ୍ତ ହେବ ଓଡ଼ିଶାର ଭୂଗୋଳ। ଖୁବ ଶୀଘ୍ର ଓଡିଶାର ବିଭିନ୍ନ ଜିଲ୍ଲାର ଥିବା ଅପଭ୍ରଂଶ ଇଂରାଜୀ ନାମରେ ହେବ ପରିବର୍ତ୍ତନ।
#Odisha #OdiaLanguage #OdiaAsmita #PlaceNameChange #CulturalHeritage #Kataka #Baleshwar #Brahmapur #OdishaTV #OTV
ଇଂରାଜୀ ଛାପରୁ ମୁକ୍ତ ହେବ ଓଡ଼ିଶାର ଭୂଗୋଳ, ୬୪ ସ୍ଥାନର ନାଁ ପରିବର୍ତ୍ତନ ପାଇଁ କ୍ୟାବିନେଟ୍ ମୋହର
#Odisha #PlaceNameChange #OdiaLanguage
https://t.co/25Qf0QGa5U
#ଓଡ଼ିଆ_ନାମ_ଫେରାଇବାକୁ_ସରକାରୀ_ତତ୍ପରତା
ମୂଳ ଓଡ଼ିଆ ନାମ ପୁନଃସ୍ଥାପନ ପ୍ରକ୍ରିୟାକୁ ନେଇ ସରକାରୀ ସ୍ତରରେ କସରତ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦ୍ବିତୀୟ ବୈଠକ ।
#OdiaLanguage #NameChangeProposal #OdishaNews #ArgusNews
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ ତାଲିମ
#PrameyaNews7 #OdishaNews #OdishaGovt #OdiaLanguage
https://t.co/NFl0r5b5wD
Odisha may soon restore the original Odia names of several districts, subdivisions, blocks, and tahsils.
A Revenue Department meeting, led by Padma Bhushan awardee Dr. Pratibha Ray, reviewed proposals for over 50 place-name changes.
#Odisha #OdiaAsmita #OdiaLanguage #OdishaGovt #ArgusNews

ଓଡ଼ିଶା ଭାଷାରେ ଚାଲିବ ଶାସନ; ସମସ୍ତ କର୍ମଚାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ | Odisha Moves Towards Odia-Language Governance | Employees to Get Special Training #OdiaLanguage #OdishaGovernment #OdiaNews #Governance #LanguagePolicy #AdministrativeReform #SanskrutiBhavan #OdishaUpdate #GovernmentTraining #OdishaCulture #PublicAdministration #BreakingNews #LanguagePromotion #OdishaPolicy #StateNews
Day 3 of our Odia Language and Culture celebration was filled with music, dance, painting and joyful learning as students explored the rich art and cultural heritage of Odisha. #OdiaLanguage #OdishaCulture

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ୨୦୨୬ ବାର୍ଷିକ ପରୀକ୍ଷାରେ ସଫଳ ପରୀକ୍ଷାର୍ଥୀଙ୍କୁ ଏବେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ 'ଅରିଜିନାଲ୍ ପାସ୍ ସାର୍ଟିଫିକେଟ୍' ପ୍ରଦାନ କରାଯିବ।
#BSEOdisha #MatricCertificate #OdiaLanguage #OdishaEducation #MatricExam2026 #ArgusNews
କାଲି ବାହାରିବ ରେଜଲ୍ଟ, ଏଣିକି ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍, ଦଶମ ବୋର୍ଡ ରେଜଲ୍ଟକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା
#OdiaLanguage #MatricCertificate #OdishaEducation #BoardResults #PrameyaNews7
https://t.co/bG1R19KgIk
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସ୍ଥାନଗୁଡ଼ିକର ଇଂରାଜୀ ବନାନ ସଂଶୋଧନ ନେଇ ସୂଚନା ଜାରି
#Sambad #CMOdisha #MohanCharanMajhi #OdiaLanguage #PlaceNameCorrection #CorrectSpelling #OdishaNews
https://t.co/T6K4cTWiTP
ଶିକ୍ଷକ ଯୋଗ୍ୟତା ପରୀକ୍ଷା ଉପରେ ଝାଡ଼ଖଣ୍ଡର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଆବେଦନକୁ ଗ୍ରହଣ କରି ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।
#culture #Odisha #odia #OdiaLanguage

Last Seen Hashtags on Sotwe
นัดเย็ดท่าพระ
Seen from Thailand
HAPPY2YEARS_WITHIZONE
Seen from United States
nsfw #edit video
Seen from United States
FLACIDDICK
Seen from South Africa
รับงานสุรินทร์
Seen from Thailand
missionary
Seen from Netherlands
momsonn
Seen from United States
omegle
Seen from United States
รับงานดอนหัวฬ่อ
Seen from Thailand
เย็ดรุ่นพี่
Seen from Thailand
Trends for you
Most Popular Users

Elon Musk 
@elonmusk
241.3M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72.1M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
65M followers

Bill Gates 
@billgates
64.7M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.2M followers

CNN 
@cnn
61.8M followers

X 
@x
60.8M followers



















