Top Tweets for #OdishaAssemblySession
'ଚାଷୀଙ୍କ ପ୍ରସଙ୍ଗରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ..ଓଡ଼ିଶା ପ୍ରଗତି ସାଥିରେ ଏମାନେ ନାହାଁନ୍ତି !': BJP MLA Irasis Acharya #irasisacharya #odishaassemblysession #prameyanews7 #bjp #bjd #congress
#ଏଠି_ସବୁ_ପଳାୟନ_ପନ୍ଥୀ_ସାଜିଛନ୍ତି
BJP MLA Jayanarayan Mishra's Reaction on Odisha Assembly Stalled | ସରକାରଙ୍କୁ ସମାଲୋଚନା କରିବାର ସୁବର୍ଣ୍ଣ ସୁଯୋଗ ହରାଇଲେ ବିରୋଧୀ
#odishaassemblysession #budgetsession2026 #odishapolitics #prameyanews7 #jayanarayanmishra
ମଣ୍ଡି ସମସ୍ୟାର ସମାଧାନ କର, ନହେଲେ ଚାଲିବନି ଗୃହ | Opposition's Reaction on Dhanamandi Irregularities | Assembly Budget Session Day-3 #odishaassemblysession #budgetsession2026 #odishapolitics #adjourned #prameyanews7
ବିରୋଧୀଙ୍କ ହଙ୍ଗାମା, ୧୧ଟା ୩୦ ଯାଏଁ ଗୃହ ମୁଲତବୀ | Odisha Assembly Budget Session Day-3 | PrameyaNews7 #odishaassemblysession #budgetsession2026 #odishapolitics #adjourned #prameyanews7
ବିଧାନସଭା ପରିସରରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ ଓ STU, ସୁରୁଖୁରରେ ଚାଲିବ ବଜେଟ ଅଧିବେଶନ | CP S. Dev Datta Singh #sdevdattasingh #prameyadigital #odishaassemblysession #securityforces @cpbbsrctc
ଏଥର କେମିତି ଚାଲିବ ବିଧାନସଭା ? ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ | Odisha Assembly Session 2026 #odishaassemblysession #prameyanews7 #budget2026 #bjd #bjp #congress
ପୂରଣ ହେଲା ଦାବି, ବିଧାୟକ-ମନ୍ତ୍ରୀଙ୍କ ବଢ଼ିବ ଦରମା | Odisha MLA Salary & Pension Hike Soon | PrameyaNews7
#mla #salaries #odishaassemblysession #assemblydebate #prameyanews7 #salarykike #cmmohanmajhi
Odisha Assembly Winter Session 2025 | Question Hour | ବିଧାନସଭା ଶୀତ ଅଧିବେଶନ, ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ #odishaassemblysession #wintersession #questionhour #prameyanews7
'ସରକାର ସୁନେଲି ଚିତ୍ର କାହାଣୀ ଆଙ୍କିପାରନ୍ତି...ହେଲେ ଏଠି ବାସ୍ତବ କାହାଣୀ ପୂରା ଅଲଗା'
#Bhubaneswar #OdishaBJD #OdishaAssemblySession
କଟକର ୩ଟି ପ୍ରକଳ୍ପ ଉପରେ ସୋଫିଆଙ୍କ ପ୍ରଶ୍ନ, ମନ୍ତ୍ରୀଙ୍କ ଉତ୍ତର | Sofia Firdous | Prithviraj Harichandan
#cuttack #project #prameyanews7 #sofiafirdous #prithvirajharichandan #odishaassemblysession
ଆସନ୍ତାକାଲି ଆସୁଛନ୍ତି ରାଷ୍ଟ୍ରପତି, ପ୍ରଥମ ଥର ବିଧାନସଭାକୁ କରିବେ ସମ୍ବୋଧିତ
#PrameyaNews7 #PresidentDroupadiMurmu #OdishaAssemblySession
https://t.co/dZzoGwDU9m
ସରିଲା କଂଗ୍ରେସର ବିଧାୟକ ଦଳ ବୈଠକ, ରାଜ୍ୟର ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ଟାର୍ଗେଟ | Congress's Rama Chandra Kadam #ramachandrakadam #prameyanews7 #congress #odishaassemblysession
'ବିଜେପି ସରକାର ଓଡ଼ିଶାକୁ ରସା ତଳକୁ ନେଇଗଲେଣି, ଏତେ ଆସନ୍ତି କେବେ ଦେଖାଯାଇନଥିଲା !': BJD's Arun Sahoo Slams BJP Govt
#arunsahoo #odishaassemblysession #prameyanews7 #bjpgovernment #bjd
#ଚାଷୀମାନଙ୍କ_ପ୍ରତି_ଆନ୍ତରିକତା_ନାହିଁ
ରାଜ୍ୟରେ ସାରର ଅଭାବ । ଚାଷୀ ସାର ପାଇଁ ହଇରାଣ ହେଉଛନ୍ତି । ସବୁ ପ୍ରସଙ୍ଗକୁ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ଅନୁରୋଧ କରିଥିଲୁ । ହେଲେ ସରାକରଙ୍କର ଚାଷୀମାନଙ୍କ ପ୍ରତି ଆନ୍ତରିକତା ନାହିଁ : ପ୍ରମିଳା ମଲ୍ଲିକ
#bjdmla #pramilamallik #odishaassemblysession #fertilizercrisis #fertilizershortage #odishagovt #odishapolitics #bjdvsbjp #NandighoshaTv
#ସେପ୍ଟେମ୍ବର_୧୮ରୁ_ବିଧାନସଭା
ସେପ୍ଟେମ୍ବର ୧୮ରେ ମୌସୁମୀ ଅଧିବେଶନ । ୭ଟି କାର୍ଯ୍ୟଦିବସରେ ଆସିବ ବିଲ ଓ ଉଠିବ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ନାରୀ ନିର୍ଯାତନା, ଚାଷୀ ଓ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ବିଜେଡିର ଅସ୍ତ୍ର । ଅନାସ୍ଥା ଆଣି ସରକାରଙ୍କୁ ଘେରିବ କଂଗ୍ରେସ । କାଉଣ୍ଟର ପାଇଁ ପ୍ରସ୍ତୁତ ହେବ ଶାସକ ଦଳ ।
#odishaassemblysession #assemblysession #nandighoshatv
ବିଧାନସଭା ଅଧିବେଶନ ନେଇ ବିଜେପି ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, କହିଲେ ସରକାର ଭୟରେ ମୌସୁମୀ ଅଧିବେଶନ ଡାକିଲେନି
#OdishaAssemblySession #BJPvsOpposition #MonsoonSessionRow #PoliticalFaceOff #OdishaPolitics2025 #AssemblyDebate #WomenSafety
ସରକାରଙ୍କ ସଫଳତା ଏବଂ ବିଫଳତା ରିପୋର୍ଟର ଆଲୋଚନା ବିଧାନସଭାରେ ହୁଏ । କିନ୍ତୁ ବିଧାନସଭାକୁ ସରକାରଙ୍କର ଏତେ ଡ଼ର କାହିଁକି? ନିଜ ବିଫଳତା ଜାଣି ସାରି ଭୟ କରି ବିଧାନସଭା ଡାକୁନାହାଁନ୍ତି ସରକାର : ପ୍ରସନ୍ନ ଆଚାର୍ଯ୍ୟ
#bjdmla #prasannaacharya #stategovernment #odishaassemblysession #bjdvsbjp #crimesagainstwomen #womensafety #odishaassembly #odishapolitics #nandighoshatv
କଂଗ୍ରେସ ପରେ ବିଜେଡିର ଅନାସ୍ଥା ବାଣ ! ମୋହନ ସରକାରଙ୍କ ବିରୋଧରେ ବିଜେଡି ଆଣିବ କି ଅନାସ୍ଥା ? ଅରୁଣଙ୍କ ସଂକେତ ପରେ ବିରୋଧୀ କହିଲେ ଆମେ ସବୁ ଚାଲକୁ ସାମ୍ନା କରିବାକୁ ପ୍ରସ୍ତୁତ #noconfidencemotion #arunsahoo #manmohansamal #bhaktadas #odishapolitics #odishaassemblysession #bjd #congress #bjp
ବିଧାନସଭାରେ କେମିତି ରାତି କାଟିଲେ ମନ୍ତ୍ରୀ ଓ ବିଧାୟକ, ଚା' ପିଇ ନିଦ ଭାଙ୍ଗୁଥିଲେ..
#OdishaAssembly #universitiesamendmentbill #OdishaAssemblySession #Odisha #OTV
https://t.co/NxVXyU60Dj
ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ଦାବି ଉଠିଛି । ତୁରନ୍ତ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା ।
#MLAsalary #Salaryhike #OdishaAssemblysession #OTV
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.8M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.8M followers

Taylor Swift 
@taylorswift13
81.6M followers

Lady Gaga 
@ladygaga
73.2M followers

Virat Kohli 
@imvkohli
70.1M followers

Kim Kardashian 
@kimkardashian
69.8M followers

YouTube 
@youtube
68.7M followers

Bill Gates 
@billgates
64M followers

Neymar Jr 
@neymarjr
62.9M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
60.9M followers

X 
@x
60.8M followers




