Top Tweets for #OdishaAssemblyUpdate
#ବିରୋଧୀଙ୍କ_ହଟ୍ଟଗୋଳ
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ
ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ
ଓଡ଼ିଶାକୁ ଭାଗ ଭାଗ କରିବା ଚଳିବ ନାହିଁ: BJD
ଓଡ଼ିଆ ଅସ୍ମିତା କୁଆଡେ ଗଲା: BJD
‘ଓଡ଼ିଶା ବିଭାଜନକାରୀ ସାବଧାନ ହୁଅ’
ନାରୀ ସୁରକ୍ଷା ଦାବିରେ କଂଗ୍ରେସର ହଟ୍ଟଗୋଳ
#OdishaAssemblyUpdate #BJD #BJP #CONGRESS

ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ଉଠାଇଲେ ନରସିଂହ । କହିଲେ, ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳୁ ଅନୁମତି, ସାମ୍ବାଦିକଙ୍କୁ ଦିଆଯାଉ ପେନସନ୍ । https://t.co/8HGnYmiukK
#KanakNews #Odisha #NarasinghaMishra #OdishaAssembly #OdishaAssemblyUpdate

ବିଧାନସଭାରେ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର
#Sambad #OdishaAssemblyupdate #Odisha https://t.co/KWnbG9EapV
ଓଡ଼ିଶାରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି : ମନ୍ତ୍ରୀ
#OdishaAssemblyUpdate #Odisha #Sambad
https://t.co/bMZJF20fe2
ଶୁନ୍ୟକାଳରେ ପୁଣି ଉଠିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗ: ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ
#Sambad #OdishaAssemblyUpdate #Odisha
https://t.co/WI83zC4xCr
ରାଜ୍ୟରେ ଅଛି ୫୧ଟି ଇସ୍ପାତ କାରଖାନା, ବାର୍ଷିକ ଉତ୍ପାଦନ କ୍ଷମତା ୩୩.୧୨ ମିଲିୟନ୍ ଟନ୍: ଖଣି ମନ୍ତ୍ରୀ
#OdishaAssemblyUpdate #Odisha #Sambad
https://t.co/zuKRQERhEb
ରାଜଧାନୀର ୟୁନିଟ-୨ରେ ୪୧୦ଟି ସରକାରୀ କ୍ୱାର୍ଟର ଭଙ୍ଗାଯିବ
#OdishaAssemblyUpdate #Odisha #Sambad
https://t.co/QHqF0qHWCP
ସରକାରୀ ସମ୍ପତ୍ତିକୁ ଏଲଆଣ୍ଡଟି ବ୍ୟାଜ୍ୟାପ୍ତି କରିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ-ଶାସକ ମୁହାଁମୁହିଁ
#OdishaAssemblyUpdate #Odisha #Sambad
https://t.co/mpdYHQWs76
ଗୃହରେ ଉଠିଲା ସରକାରୀ ସମ୍ପତିକୁ ଘରୋଇ କମ୍ପାନୀର ବଜ୍ୟାପ୍ତି ପ୍ରସଙ୍ଗ, ବିରୋଧୀ ଗର୍ଜିଲେ
#OdishaAssemblyUpdate #Odisha #Sambad
https://t.co/rWEDVK0thL
ପାରିତ ହୋଇପାରେ ପଞ୍ଚାୟତ ସଂଶୋଧନ ବିଲ୍ ୨୦୨୧
#Panchayat #OdishaAssemblyUpdate #MonsoonSession #IndiaTrustsZeeNews
#ଖଣି_ଦୁର୍ନୀତି_ଝଡ଼
ଖଣି ଦୁର୍ନୀତି ପ୍ରସଙ୍ଗରେ ବିଧାାନସଭାରେ ବିରୋଧୀଙ୍କ ହୋହଲ୍ଲା
#OdishaAssemblyUpdate #AssemblyNews #IndiaTrustsZeeNews
ଗୃହରେ 'ଆବାସ' ତାତି, ୫ଜିଲ୍ଲାର ୯ ବ୍ଲକରେ ଆବାସ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ
#OdishaAssemblyUpdate #OdishaToday #ଓଡ଼ିଶା_ଟୁଡେ #IndiaTrustsZeeNews
ବିଧାନସଭା ଗୃହରେ ବିଭିନ୍ନ ପ୍ରସଙ୍ଗ ନେଇ ଆରୋପ ପ୍ରତ୍ୟାରୋପ ଜାରି
#OdishaAssemblyUpdate #DamdarFour #ଦମଦାର_ଫୋର୍ #IndiaTrustsZeeNews
ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରୁଥିଲେ ତାରା ।
ଏହି ସମୟରେ ତାରା ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଛନ୍ତି ।
@bhalubh55 #IndiaTrustsZeeNews #OdishaAssemblyUpdate

ଗୃହରେ ବିଜେପିକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ବିଜେପିର କକ୍ଷତ୍ୟାଗ
#BJP #OdishaAssemblyUpdate #AssemblyMonsoonSession #IndiaTrustsZeeNews
#ତୃତୀୟ_ଦିନରେବି_ଅଚଳ_ଗୃହ
ବିଧାନସଭା ଅଚଳାବସ୍ଥାକୁ ନେଇ ପରସ୍ପର ଉପରେ ଦୋଷ ଲଦିଲେ ଶାସକ-ବିରୋଧୀ
#OdishaToday #ଓଡ଼ିଶା_ଟୁଡେ #OdishaAssemblyUpdate #IndiaTrustsZeeNews
#ଚାଲିପାରୁନି_ଗୃହ
ବିରୋଧୀଙ୍କ ହଟ୍ଟଗୋଳ, ବାରମ୍ବାର ଗୃହ ମୁଲତବୀ
#DamdarFour #ଦମଦାର_ଫୋର୍ #OdishaAssemblyUpdate #IndiaTrustsZeeNews
#ଚାଲିପାରୁନି_ଗୃହ
ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରିଲାନି ଗୃହକାର୍ଯ୍ୟ
#OdishaAssemblyUpdate #OdishaAssemblyUpdate #IndiaTrustsZeeNews
#କେବେ_ହେବ_ସ୍ୱାଭାବିକ
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଚାଲିପାରୁନାହିଁ ଗୃହକାର୍ଯ୍ୟ
#OdishaAssemblyUpdate #OdishaAssemblyUpdate #IndiaTrustsZeeNews
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.3M followers

Taylor Swift 
@taylorswift13
82.2M followers

Lady Gaga 
@ladygaga
73.7M followers

Virat Kohli 
@imvkohli
71M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.8M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.4M followers

X 
@x
60.8M followers



