Top Tweets for #OdishaRainUpdate
ଆଜି ୪ ଜିଲ୍ଲାରେ ସବୁ ସ୍କୁଲ ବନ୍ଦ, ଏଠାରେ ୩୯୯ ସ୍କୁଲକୁ ଛୁଟି; ବର୍ଷା ପାଇଁ ନିଷ୍ପତ୍ତି... #SchoolHolidays #SchoolClosed #OdishaRainUpdate
ଦେଖନ୍ତୁ ତଥ୍ୟ-ଛବି ଗ୍ୟାଲେରୀ:
https://t.co/yOqjxkUjoI
ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା। ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହୋଇଛି। #OdishaFlood #OdishaRainUpdate #MahanadiFlood
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି, ଜାଣନ୍ତୁ କେଉଁଠି ହୋଇଛି କେତେ ବର୍ଷା ? | Heavy Rainfall in Odisha | News7Odia
#SouthOdishaRain #HeavyRainOdisha #OdishaRainfall #SouthOdishaWeather #OdishaWeather #RainfallUpdate #HeavyRainfall #OdishaRainUpdate #DeepDepression #RainAlertOdisha #OdishaNews #WeatherUpdate #News7Odia
ଓଡ଼ିଶାରେ ପ୍ରବେଶ କରିସାରିଛି, ଆଜି ଓ କାଲି ପ୍ରବଳ ବର୍ଷିବ; ବନ୍ୟା ହେବାର ଆଶଙ୍କା ରହିଛି..
#OdishaRain #HeavyRainOdisha #OdishaWeather #FloodAlertOdisha #RainAlert #OdishaFlood #HeavyRainAlert #WeatherUpdate #OdishaRainUpdate #FloodRisk #MonsoonOdisha #OdishaNews #WeatherExpert #Surendranathpasupalaka
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଉଛି। ଆଜି ରାତି ସୁଦ୍ଧା ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପାଟ୍ଟନମ ନିକଟ ଦେଇ ଉପକୂଳ ଅତିକ୍ରମ କରିବ। #OdishaRainUpdate #DeepDepression #OdishaWeatherNews
ଆଜି ରାତି ସୁଦ୍ଧା ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପାଟ୍ଟନମ ନିକଟ ଦେଇ ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। #OdishaRainUpdate #DeepDepression #OdishaWeatherNews
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଉଛି। ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପାଟ୍ଟନମ ନିକଟ ଦେଇ ଉପକୂଳ ଅତିକ୍ରମ କରିବ। #OdishaRainUpdate #DeepDepression #OdishaWeatherNews
ରାଜ୍ୟରେ ଆହୁରି ୬ ଦିନ ଯାଏଁ ଜାରି ରହିବ ବର୍ଷା। ଦୁଇ ଦୁଇଟି ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟସାରା ବର୍ଷା। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।
#OdishaWeather #RainAlertOdisha #HeavyRainfall #TroughLineEffect #OdishaRainUpdate #WeatherForecast #IMDOdisha #MonsoonUpdate
କଟକରେ କାଳବୈଶାଖୀ ବର୍ଷା । ଅନ୍ଧାର କରି କାଚିଲା କାଳବୈଶାଖୀ ବର୍ଷା ।
#WeatherNews_Cuttack #KalbaisakhiRain #CuttackWeather #OdishaRainUpdate #NorwesterStorm #HeavyRainfall #DarkClouds #WeatherAlert #KalbaisakhiRain_Cuttack #HeavyRainInCuttack #WeatherUpdate_Odisha #OdishaTV #OTV
ରାଜଧାନୀ ଭୁବନେଶ୍ୱରରେ କାଚିଲା କାଳବୈଶାଖୀ ବର୍ଷା । କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷିଲା।
#WeatherNews #Bhubaneswar #KalbaisakhiRain #BhubaneswarWeather #OdishaRainUpdate #RainfallAlert #DarkClouds #WeatherUpdate #KalbaisakhiRain #OdishaTV #OTV
'ବାତ୍ୟା ଏରିଆରେ ଅଧିକ ମେଘ ରହିଥିବାରୁ ଲ୍ୟାଣ୍ଡ କରିବା ପୂର୍ବରୁ ଆଜି ସଂଧ୍ୟା କିମ୍ୱା ରାତିରୁ ବର୍ଷାର ପରିମାଣ ବଢ଼ିପାରେ।' - ଶରତ ସାହୁ, ପାଣିପାଗ ବିଶେଷଜ୍ଞ
#OdishaWeather #MonthaCyclone #OdishaMonsoonImpact #SaratSahu_WeatherExpert #OdishaRainUpdate #Bhubaneswar #Odisha #OTV
Heavy Rainfall In Keonjhar | କେନ୍ଦୁଝରରେ ବର୍ଷା ପବନ ସହ କୁଆପଥର ମାଡ଼, ଉପୁଡି ପଡିଛି ବଡ଼ ବଡ଼ ଗଛ .. #Keonjhar #Norwester #ThunderStorm #HeavyRain #norwesterrains #twincity #cuttacknews #odisharainupdate #weatherupdate #odishaweathernews #rainalert #weathernews #bhubaneswar #prameyanews7
#ରାଜଧନୀରେ_କାଳ_ବୈଶାଖୀ_ତାଣ୍ଡବ
Light Rainfall in Bhubaneswar | ଟ୍ବିନ ସିଟିରେ କାଳ ବୈଶାଖୀ ତାଣ୍ଡବ, କଳା ହାଣ୍ଡିଆ ହୋଇ ଆକାଶରେ ଘୋଟିଗଲା ଆଉ ତାପରେ ନିର୍ଦ୍ଧୁମ ଛେଚିଲା
#Norwester #ThunderStorm #HeavyRain #norwesterrains #twincity #cuttacknews #odisharainupdate #weatherupdate #odishaweathernews #rainalert #weathernews #bhubaneswar #prameyanews7
Nor'wester Rains lash Twin City | ଟ୍ୱିନ ସିଟିରେ ପ୍ରବଳ ବର୍ଷା, କାଳବୈଶାଖୀ ପ୍ରଭାବରେ ବର୍ଷା #norwesterrains #twincity #cuttacknews #odisharainupdate #weatherupdate #odishaweathernews #rainalert #weathernews #bhubaneswar #prameyanews7
Odisha Weather News | ୪୮ଘଣ୍ଟା ଭିତରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ #lowpressure #bayofbengal #odishaweathernews #weatherupdate #imd #rainnews #odisharainupdate #cyclonelatestnews #prameyanews7
ଘୂର୍ଣ୍ଣିବଳୟ ରୂପ ନେବ ଲଘୁଚାପ; ୪୮ ଘଣ୍ଟା ପ୍ରବଳ ବର୍ଷା ପାଇଁ ଏସବୁ ଜିଲ୍ଲାକୁ ସତର୍କତା
#RainInOdisha #ODISHARAINUPDATE #IMDODISHA #ଓଡ଼ିଶା #ବର୍ଷା #ODISHAWEATHER #HEAVYRAINALERT #ETVBharatOdisha
https://t.co/EYLGbTMbYE
#ଆସନ୍ତା_ଦୁଇଦିନ_ରାଜ୍ୟରେ_ଘଡ଼ଘଡି_ବର୍ଷା
* ଉପାନ୍ତରୁ ଉପକୂଳ ସୁବଠି କୁଆପଥର ବର୍ଷା ସତର୍କତା
* ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
* ବଜ୍ରପାତ ନେଇ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
#odisharain #odisharainupdate #odishaweatherupdate #rainupdate

ତାତିରୁ ସାମାନ୍ୟ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ଦେଖନ୍ତୁ ଗତକାଲି ଶିମିଳିପାଳରେ କେତେ ପରିମାଣରେ ବର୍ଷା ରେକର୍ଡ ହୋଇଛି । #kalabaisakhi #kalabaisakhirain #odisharainupdate #similipalrain

ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ । ନଜର ପକାନ୍ତୁ କେଉଁଠି କେତେ ବର୍ଷା । @mcbbsr #odisharainupdate #odishaweatherupdate #rain
ଦିନ ୧୧ଟା ପର୍ଯ୍ୟନ୍ତ ଟ୍ବିନସିଟିକୁ ସତର୍କତା । ସାରା ରାଜ୍ୟରେ ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହୁଛି । @mcbbsr #twincityrain #rainupdate #odisharainupdate

Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers





