Top Tweets for #OdishaUrbanDevelopment
ଷ୍ଟାଣ୍ଡିଂ କମିଟି-୩ର ୱାର୍କ୍ସ ଓ ଅର୍ବାନ ବିଭାଗ ସହ ଆଲୋଚନା, ସହରାଞ୍ଚଳର ଡ୍ରେନ ଓ ରାସ୍ତା ସମସ୍ୟା ନେଇ ମାନସ ମନ୍ଥନ | Odisha Urban Issues Discussed in Standing Committee Meeting | MLA Babu Singh Shares Details #OdishaUrbanDevelopment #StandingCommittee #BabuSingh #RoadIssue #DrainageProblem #OdishaMLAs #UrbanIssues #WorksDepartment #OdishaNews #InfrastructureDevelopment #CityDevelopment #BreakingNews
#ପୁରୀ ମହାନଗର ନିଗମ ଗଠନ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ
-ଗୋଟିଏ ମହାନଗର ନିଗମ ଓ ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା,କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ପାଇଁ ବିଜ୍ଞପ୍ତି
-ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗପକ୍ଷରୁ ବିଜ୍ଞପ୍ତି
#PuriMunicipalCorporation #PuriMahanagarNigam #OdishaUrbanDevelopment #BreakingNews

ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ମିଳିଲା ସ୍ୱପ୍ନର ଘର। ଲଟେରୀ ମାଧ୍ୟମରେ ୧୬୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କଲା ବିଏମ୍ସି। ଚନ୍ଦ୍ରଶେଖରପୁର ବୁଦ୍ଧ ବିହାର ହାଉସିଂ ପ୍ରକଳ୍ପରେ ୧୦ରୁ ଅଧିକ ବସ୍ତିର ୧୬୭ ପରିବାରକୁ ଘର ମିଳିଛି।
#OdishaUrbanDevelopment #BMC #HousingForAll #Bhubaneswar #OTV
📌ପୁରୀ ମ୍ୟୁନିସିପାଲିଟି ହେଲା ମହାନଗର ନିଗମ
📌ବିଜ୍ଞପ୍ତି ପ୍ରକାଶ କଲେ ସରକାର
📌ଜୁଲାଇ ୩ରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ
#PuriMunicipalCorporation #OdishaUrbanDevelopment #Odisha #Puri

ପୁରୀ ପୌରପାଳିକା ହେଲା ମହାନଗର ନିଗମ । ମହାନଗର ନିଗମ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।
#PuriMunicipalCorporation #OdishaUrbanDevelopment #NewNACsOdisha #knewsodisha

#ପୁରୀ_ହେଲା_ମହାନଗର_ନିଗମ
-ପୁରୀ ମ୍ୟୁନିସିପାଲିଟି ହେଲା ମହାନଗର ନିଗମ
-ଏନେଇ ବିଜ୍ଞପ୍ତି ପ୍ରକାଶ କଲେ ସରକାର
-ଜୁଲାଇ ୩ରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ
-ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ସହର NAC
#PuriMunicipalCorporation #OdishaUrbanDevelopment #NewNACsOdisha #OdishaNews #PuriUpgrade #NACNotification #OTV

୨୪ NAC ଓ ୫ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି ପ୍ରକାଶ....୩ଟି ଜିଲ୍ଲାର ୫ ନୂଆ ମ୍ୟୁନିସିପାଲିଟି ନେଇ ଡ୍ରାଫ୍ଟ ନୋଟିଫିକେସନ୍
#OdishaNewNAC #OdishaUrbanDevelopment #Notification #NewNACList #OTV
#କେବେ_ପୂରଣ_ହେବ_ରାଜଧାନୀବାସୀଙ୍କ_ସ୍ବପ୍ନ?
ଭୁବନେଶ୍ବରରେ ଘର କରିବା ସ୍ବପ୍ନ କେବେ ସତ ହେବ ?ବହୁ ପ୍ରତୀକ୍ଷିତ ଟାଉନ ପ୍ଳାନିଙ୍ଗ ସ୍କିମକୁ ନେଇ ଉଠିଛି ପ୍ରଶ୍ନ।
#OdishaUrbanDevelopment #Bhubaneswar #TownPlanningScheme #HousingDreams #UrbanGrowthPolicy #PlannedCityOdisha #BDA #CityLiving #OTV
#NAC_ପାଇଁ_ଡ୍ରାଫ୍ଟ_ନୋଟିସ୍ !
୧୨ ନୂଆ NAC ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ୍। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କଣ କହୁଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଶୁଣନ୍ତୁ…
#KrushnaChandraMahapatra #OdishaUrbanDevelopment #OdishaPolitics #NACFormation #OTV
#ବିଲ୍ଡିଂ_ପ୍ଲାନ_ଆପ୍ରୁଭାଲ_ହେବ_ସହଜ
ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସରଳୀକରଣ: ଆସିବ ଗୃହନିର୍ମାଣ ପାଇଁ ନୂତନ ନିୟମାବଳୀ!
Odisha’s New Building Plan Rules: Simplifying Approvals for Urban Growth
#OdishaUrbanDevelopment #BuildingPlanApproval #HousingReforms
Simplification of Building Plan Approval | ବଦଳିବ ବିଲ୍ଡିଂ ନିୟମାବଳୀ, ଏଣିକି ସରଳ ହେବ ଘରର ପ୍ଲାନ ଆପ୍ରୁଭାଲ
#OdishaUrbanDevelopment #BuildingPlanApproval #HousingReforms #SmartCity
#ସଫେଇ_ନ_ହେଲେ_କାର୍ଯ୍ୟାନୁଷ୍ଠାନ
ସହରାଞ୍ଚଳରେ ସଫେଇ କାମ ନେଇ କ୍ଷୋଭ ପ୍ରକାଶ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସିଧା ସିଧା ଶୁଣାଇଲେ, ଯେଉଁଠି ସଫେଇ କାମ ନ ହେଉଛି, ଆଉଟସୋର୍ସିଂ ସଂସ୍ଥା ବିରୋଧରେ ନିଅ କାର୍ଯ୍ୟନୁଷ୍ଠାନ। ସେମାନଙ୍କୁ ଟର୍ମିନେଟ୍ କରି ନୂଆ ସଂସ୍ଥାକୁ ନିଯୁକ୍ତି ଦିଅ।
#OdishaUrbanDevelopment #Odisha #ArgusNews @dr_kcmahapatra
'#ସଫେଇ_କାମ_ନହେଲେ_ଆକ୍ସନ୍_ନିଅ'
ସହରାଞ୍ଚଳରେ ସଫେଇ କାମ ନେଇ କ୍ଷୋଭ ପ୍ରକାଶ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସିଧା ସିଧା ଶୁଣାଇଲେ, ଯେଉଁଠି ସଫେଇ କାମ ନ ହେଉଛି, ଆଉଟସୋର୍ସିଂ ସଂସ୍ଥା ବିରୋଧରେ ନିଅ କାର୍ଯ୍ୟନୁଷ୍ଠାନ। ସେମାନଙ୍କୁ ଟର୍ମିନେଟ୍ କରି ନୂଆ ସଂସ୍ଥାକୁ ନିଯୁକ୍ତି ଦିଅ।
#OdishaUrbanDevelopment #KrushnaChandraMahapatra #SanitationPolicy #DrainageManagement #WaterloggingPrevention #Odisha #OTV
Last Seen Hashtags on Sotwe
cock #masturbate #solo
Seen from United States
monkeyapp()()()()
Seen from United States
ebony #trans
Seen from South Africa
Vore
Seen from United States
comatozze
Seen from Pakistan
马来西亚裸照
Seen from Malaysia
แม่เย็ดลูกชาย
Seen from Thailand
Chudaï
Seen from United States
鸡巴
momson(((((())))))******+filter:videos
Seen from Turkey
Most Popular Users

Elon Musk 
@elonmusk
240.8M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
111.1M followers

Narendra Modi 
@narendramodi
107M followers

Rihanna 
@rihanna
97.8M followers

NASA 
@nasa
92.2M followers

Justin Bieber 
@justinbieber
91M followers

KATY PERRY 
@katyperry
87.9M followers

Taylor Swift 
@taylorswift13
81.8M followers

Lady Gaga 
@ladygaga
73.3M followers

Virat Kohli 
@imvkohli
70.3M followers

Kim Kardashian 
@kimkardashian
69.9M followers

YouTube 
@youtube
68.7M followers

Bill Gates 
@billgates
64M followers

Neymar Jr 
@neymarjr
63.1M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61M followers

X 
@x
60.8M followers






