Top Tweets for #OsscScam
ଆଜି exam କେମିତି ହେଲା , ନା ଓଡ଼ିଆ ଅସ୍ମିତା ନା ରେ ଫୁଣି ଓଡ଼ିଆ ଙ୍କୁ ଧୋକା ଦେଲେ , #osscscam

'ପ୍ରଶ୍ନପତ୍ର ଯଦି ଲିକ୍ ହେଇଯାଇଛି..ଆଖିରେ ଆଖି ମିଶେଇକି ନିଜ ଭୁଲ ମାନନ୍ତୁ..'
#OSSCScam #Protest #Bhubaneswar #QuestionPaperLeak #OTV
ଯାଜପୁରରୁ ଗିରଫ ଶିକ୍ଷକ ସୁଶାନ୍ତ ସାହୁଙ୍କ ସମ୍ପର୍କରେ ବି ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟା । OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଧର୍ମଶାଳା ବ୍ଲକ ରଥିଆ ପ୍ରାଥମିକ ସ୍କୁଲର ସେ ଶିକ୍ଷକ ଥିଲେ । ଯାଜପୁର ସମେତ ଆଖପାଖ ଅଞ୍ଚଳରୁ ପିଲାଙ୍କଠୁ ସେ ଟଙ୍କା ଆଦାୟ କରି ଏହି ସ୍କାମରେ ସଂପୃକ୍ତ କରାଇଥିବା ଅନୁମାନ କରାଯାଉଛି
#Crime
@CMO_Odisha @MoSarkar5T @Naveen_Odisha We want our details mark results cut off with every category not a single PDF with roll number, We want fair recruitment... Also we want online exam...@DrGauravGarg4
#Osssc #OssscRiResult #Ossscscam
#ResultScam #Odisha #OsscScam #Osscresult
OSSC member’s former private secretary, Biranchi Sahoo, who was arrested by #Vigilance, granted conditional bail by Orissa High Court #Odisha
OSSC ଦୁର୍ନୀତି ନେଇ କଂଗ୍ରେସ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି...
#OSSCScam @INCOdisha @odisha_police #IndiaTrustsZeeNews
Participated in Signature Campaign organized by @NSUI_Balasore in front of F.M. college against the OSSC scam.
#nsui #balasore #osscscam #Odisha

OSSC ସ୍କାମକୁ ବିରୋଧ କରି ଭୁବନେଶ୍ବର ଜିଲା ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ଭୁବନେଶ୍ବର ଜିଲା ଆଜି ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା ।
#Odisha #BBSR #OSSCScam #BJPProtest
@BJP4Odisha
ବିରଞ୍ଚିଙ୍କୁ ଭିଜିଲାନ୍ସ ଟିମର ୩ ଦିନରେ ୩୦ ପ୍ରଶ୍ନ; ମୁହଁ ଖୋଲୁନାହାନ୍ତି OSSC ଅଫିସର #Vigilance #OSSCScam #Bhubaneswar
ହାଇଦର ଠାରୁ ବିରଞ୍ଚି ଭୟଙ୍କର
ବିରଞ୍ଚି କୁ ଏନକାଉଣ୍ଟର କର ସରକାର
#osscscam
ଆଉ ମେଧା ନୁହଁ , ଟଙ୍କା ଦରକାର।। ଟଙ୍କା ବଦଳ ରେ ଦିଆ ହେବ ଚାକିରି, ବାସ୍ ଠିକ୍ ଜାଗା ରେ ଠିକ୍ ଚେନ ରେ ପହଞ୍ଚିବା ଦରକାର୍।। ବାଃ ବାଃ ରେ @MoSarkar5T @Naveen_Odisha
#osscscam @dr_arunsahoo @dpradhanbjp @Dev46775004 @Netajeesahoo1 @Rajat_Ku_Patra @The_Senapati_ @Pratyush_Odisha @rajendra4Bharat
#OSSC_ନିଯୁକ୍ତି_ଭଉଁରୀ
ବିରଞ୍ଚିଙ୍କ ବିରୋଧରେ ବଢିଲା ଅଡୁଆ, ତଦନ୍ତରେ ଏବେ ଏଣ୍ଟ୍ରି ମାରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା...
#OdishaToday #osscscam #NewZeeDigital
#ଦୁର୍ନୀତିର_ଖୋଳତାଡ଼_କରିବ_ED
OSSC ସଦସ୍ୟଙ୍କ ପିଏସ୍ ବିରଞ୍ଜି ସାହୁଙ୍କ ଦୁର୍ନୀତିର କଳା ସାମ୍ରାଜ୍ୟର ଖୋଳତାଡ଼ କରିବ ED...
#osscscam #NewZeeDigital @dir_ed
ଲାଗୁଚି ଦଶଲକ୍ଷ ଯୋଗାଡ଼ କରିବାକୁ ପଡ଼ିବ 😬
#OsscScam
#ଭିଜିଲାନ୍ସ_ଜାଲରେ_କୋଟିପତି_କିରାଣୀ
OSSC କାର୍ଯ୍ୟାଳୟରେ ୫ ଦିନ ଧରି ପୋଲିସର ତନାଘନା...
#OSSCScam #OdishaVigilance #NewZeeDigital
OSSC ଦୁର୍ନୀତି ବର୍ତ୍ତମାନ ଖଣ୍ଡେ ଚାକିରୀ ପାଇଁ ଲଢ଼ୁଥିବା ଲକ୍ଷ ଲକ୍ଷ ପିଲାଙ୍କ ମାନସିକ ସ୍ତରରେ କଣ ପ୍ରଭାବ ପଡିଥିବ ସେ କଥା କେହି ଆଲୋଚନା କରୁନାହାଁନ୍ତି.ମୋ ସାଙ୍ଗ ଜଣେ କାଲିଠାରୁ ବହିପାଖକୁ ଯାଉ ନାହିଁ.ସରକାର ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗି ଆଶ୍ଵାସନା ଦିଅନ୍ତୁ ଏମିତି ଭୁଲ୍ ର ଆଉ ପୁନରାବୃତ୍ତି ହେବନାହିଁ ବୋଲି
#osscscam
Last Seen Hashtags on Sotwe
hoejabi
Seen from Turkey
gameshow jav
Seen from Turkey
Kapatid
Seen from Philippines
男孕
川柳すずむし
月城みつき
Seen from Japan
chemisCRY
Seen from United States
urfaaktif
Seen from Turkey
nolimits(***)***************************+filter:native_video
Seen from United States
omegle or #nolimit() +filter:native_video
Seen from Mexico
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.5M followers

Taylor Swift 
@taylorswift13
83.4M followers

Lady Gaga 
@ladygaga
74.9M followers

Virat Kohli 
@imvkohli
72.6M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.5M followers

Bill Gates 
@billgates
64.8M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers


















