Top Tweets for #PANDIAN
தமிழமணி Vs பாண்டியன
அதிரடி கேள்விகள் - இறுதியில் சுவாரஸ்யம்
#TamilMani #Pandian #Debate #PoliticalTalk #TamilNews
#ନବୀନଙ୍କ_ବଡ଼ବାବୁଙ୍କୁ_ଥାନାକୁ_ଡାକରା
ସିଏମଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ । ଭିକେ ପାଣ୍ଡିଆନଙ୍କ ପରେ ଆଜି ଉପେନ୍ଦ୍ର ବେହେରାଙ୍କୁ ସମନ । ରାଜେଶ ବର୍ମାଙ୍କୁ ଦ୍ବିତୀୟ ଥର ନୋଟିସ୍ । ଥାନାରେ ହାଜର ହେବାକୁ ନିର୍ଦ୍ଦେଶ
#Pandian #Odisha #KanakNews #Bhubaneswar
@odishabcjd @pratyasharath Pratyasha ji, you have PhD in #Pandian-#Sujata studies but failed basic GK on #Majhi & #Modi ?
@sujatarout_k @Naveen_Odisha @bjd_odisha All the best to you mam and I wish #Pandian sir also comes back into Politics someday again.He has always been a role model to me and I wish to meet him some day for sure.I wish someday I can work under his guidance.
Sreemayee Mishra’s Post Sparks; ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ଶ୍ରୀମୟୀଙ୍କ ପୋଷ୍ଟ; ବିଜେଡି ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି https://t.co/EM6l7YXN0x
#SujataKartikeyan #SreemayeeMishra #BJD #OdishaPolitics #Pandian #PoliticalControversy #OdishaNews #BreakingNews #PoliticalBuzz #NaveenPatnaik
விடுதலைச் சிறுத்தைகள் கட்சியின் மாநிலப் பொருளாளராகப் பணியாற்றிய தம்பி மதுரை- முடக்காத்தான் பாண்டியன் அவர்களின் நினைவுநாளில் அவருக்கு எமது செம்மாந்த வீரவணக்கம் - விசிக தலைவர் தொல்.திருமாவளவன் எம்.பி. #VCK | #thirumavalavan | #thambidurai | #Pandian | #VelichamTV | @thirumaofficial

நடிகை #revathi-க்கு வளையல் வாங்க போனப்போ அங்க வளையல் வித்தவர் தான் #pandian - #nandhaperiyasamy
#nandha #nandhaperiyasamy #bharathiraja #manojbharathiraja #gangaiamaran #ilayaraja #radhikasarathkumar #thirumanickam #rashmirocket #bharathirajarip #nandaperiyasamy #kollywood #tamilcinema #tamildirector #latestupdates #latestinterviews #cineulagam
#ପାଣ୍ଡିଆନ_ଗଲେ_ସୁଜାତା_ଆସିବେ !
ପଶ୍ଚିମବଙ୍ଗରେ ମମତାଙ୍କ ବିପର୍ଯ୍ୟୟ ପରେ ବିଜେଡିରେ ଛନକା । ଓହରିଗଲେ ପାଣ୍ଡିଆନ ଏବେ ଆସିବେ ସୁଜାତା । ବିଜେଡି ନେତାଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ହଲଚଲ । ୧୦ରେ ନବୀନ ଡାକିଥିବା ବୈଠକ ଉପରେ ନଜର
#Pandian #Odisha #KanakNews #BJD #NaveenPatnaik
#ଦେବାଶିଷଙ୍କ_ଟାର୍ଗେଟ୍ରେ_ପାଣ୍ଡିଆନ
ବିଜେପିରେ ମିଶିବା ପରେ ବିଜେଡି ଉପରେ ଖୁବ ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ । କହିଛନ୍ତି ବିଜେଡିରେ ଥିଲା ବେଳେ ଅଣନିଶ୍ବାସୀ ହୋଇ ପଡ଼ିଥିଲି । ଏବେ ବିଜେପିକୁ ଫେରି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା କହିଛନ୍ତି ଦେବାଶିଷ
#Pandian #Odisha #KanakNews #BJD #DebashishSamantaray
ବିଜେଡି ଛାଡିବା ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ । କହିଲେ, ବର୍ଷେ ହେଲାଣି ନବୀନ ବାବୁଙ୍କ ସହ ମୋତେ ଦେଖା କରାଇ ଦେଉ ନଥିଲେ । ବିଜେଡିରେ ଏବେ ସଙ୍ଗଠନକୁ ମଜବୁତ କରିବା ନୁହେଁ, ନେତାଙ୍କୁ ନିଲମ୍ବନ କରିବାର ଧାରା ଚାଲିଛି
#BJD #Odisha #KanakNews #Pandian #DebashishSamantaray
ବିଜେଡିରୁ ଇସ୍ତଫା ଦେବା ପରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ପାଣ୍ଡିଆନଙ୍କୁ ପାଇଁ ଦଳ ଛାଡିଥିବା କହିଲେ ଦେବାଶିଷ।
#OdishaPolitics_DebashishSamantaray #BJDPolitics #NaveenPatnaik #Pandian #OdishaNews #PoliticalCrisis #BJDUpdate #OdishaPolitics #PandianControversy #OdishaTV #OTV
ନିଲମ୍ବିତ ୮ ବିଧାୟକଙ୍କ ଗଡରେ ବିଜେଡି ଖଞ୍ଜିବ ନୂଆ ନେତୃତ୍ୱ । ଫୋକସରେ ସଂଗଠନ, ଖୋଜା ଚାଲିଛି ଚେହେରା । ସଂଗଠନ ସୁଦୃଢ ପାଇଁ ଦଳ କସରତ କରୁଥିବାବେଳେ ପାଣ୍ଡିଆନଙ୍କୁ ନେଇ ପୁଣି ଦେଖାଦେଇଛି ବଡ଼ ହଲଚଲ୍ ।
#BJD #OdishaPolitics #Pandian #PoliticalUpdate #ElectionPrep #IndiaPolitics #PartyStrategy #OdishaTV #OTV
#ପାଣ୍ଡିଆନ_କିଏ: ପ୍ରଶ୍ନ କଲେ ବଦ୍ରି
ବଦ୍ରି ପାତ୍ରଙ୍କ ନିଶାନାରେ ପୁଣି ପାଣ୍ଡିଆନ I ପାଣ୍ଡିଆନଙ୍କ ପାଇଁ ଦଳରେ ବହୁତ କ୍ଷତି ହୋଇଛି I ପାଣ୍ଡିଆନ ଦାୟିତ୍ୱ ନେଲେ ଆମେ ଦଳରେ ରହିବୁ ଭାବିବା ଠିକ୍ ନୁହେଁ I
#OdishaPolitics #BJDInternalCrisis #BadriPatra #Pandian #BJD #NaveenPatnaik
ପାଣ୍ଡିଆନ କିଏ? ଆମ କଥା ସେ କାହିଁକି ବୁଝିବେ? ଆମେ ମୂଳରୁ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଛୁ, ସେ କିଏ?’
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଅଛୁ: ବିଜେଡି ବିଧାୟକ ବଦ୍ରି ପାତ୍ର।
#BadriPatra #Pandian #BJD #NaveenPatnaik #OdishaPolitics #BJDInternalCrisis #OTV
ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ସେ କ’ଣ କହିଛନ୍ତି ଶୁଣନ୍ତୁ।
#OdishaPolitics #BJD #Pandian #DeviRanjanTripathy #PoliticalCrisis #OTV
அனைத்து துறைகளிலும் ஊழல்
#tamiljanam | #bjp | #Annamalai | #ADMK | #Pandian | #Mudukulathur | #DMK | #Rajakannappan | #electioncampaign | #newsupdate

#ଟଙ୍କା_ଖାଇବାକୁ_ପାଣ୍ଡିଆନ_ଟ୍ରଷ୍ଟ_କରିଛନ୍ତି
ବିଜେଡି ଟଙ୍କା ହଡ୍ପ ପାଇଁ ଟ୍ରଷ୍ଟ ଦିଲ୍ଲୀରେ ହେଲା । କଣ କେହି ଯୋଗ୍ୟ ନଥିଲେ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପଠାଇଲେ । ପାଣ୍ଡିଆନଙ୍କ କୁଶପୁତ୍ତଳିକା ଦାହ କଲେ କଣ ସସ୍ପେଣ୍ଡ କରିବ ?
#BJD #Pandian #Odisha #KanakNews
Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Bill Gates 
@billgates
64.5M followers

Neymar Jr 
@neymarjr
64.5M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.8M followers

X 
@x
60.8M followers












