Top Tweets for #BJDUpdate
ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ। ଆଜି ନବୀନ ନିବାସରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।
#SujataKarthikeyan #BJD #NaveenPatnaik #OdishaPolitics #PoliticalNews #BreakingNews #BJDUpdate #ShankhaBhawan #OdishaNews #OTV
#ବୁଧବାର_BJDର_ବଡ଼_ଘୋଷଣା
ବିଜେଡିକୁ ହେବ କି ସୁଜାତାଙ୍କ ଏଣ୍ଟ୍ରି। ସୁଜାତା ନେବେ କି ବଡ ଭୂମିକା । ୧୦ ତାରିଖରେ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ବାବଦରେ ବଡ ବୟାନ ଦେବେ କି ନବୀନ । ଏ ବାବଦରେ ୧୦ ତାରିଖରେ ଏକ ବଡ ଘୋଷଣା ହୋଇପାରେ ।
#Sambad #OdishaPolitics #BJD #NaveenPatnaik #SujataKarthikeyan #BJDUpdate #OdishaNews #PoliticalTwist #Bhubaneswar
ଜୁନ୍ ୧୦ରେ ବିଜେଡିର ଶକ୍ତି ପ୍ରଦର୍ଶନ ! ନବୀନଙ୍କ ଅଧ୍ୟକ୍ଷତାରେ ହେବ ବଡ଼ ବୈଠକ | BJD Calls Big Meeting on June 10; All Eyes on Naveen Patnaik #BJD #NaveenPatnaik #OdishaPolitics #PoliticalNews #BJDMeeting #BreakingNews #OdishaNews #BJDUpdate #PoliticalUpdate #OdishaPoliticalNews #NaveenNews #PrameyaNews7 #IndiaPolitics
ବିଜେଡିରୁ ଇସ୍ତଫା ଦେବା ପରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ପାଣ୍ଡିଆନଙ୍କୁ ପାଇଁ ଦଳ ଛାଡିଥିବା କହିଲେ ଦେବାଶିଷ।
#OdishaPolitics_DebashishSamantaray #BJDPolitics #NaveenPatnaik #Pandian #OdishaNews #PoliticalCrisis #BJDUpdate #OdishaPolitics #PandianControversy #OdishaTV #OTV
ଦେବାଶିଷ ବାବୁ ଦଳ ଛାଡିବା BJD ଉପରେ କୌଣସି ପ୍ରଭାବ ପଡିବ ନାହିଁ | Cuttack Mayor Subash Singh on Rajya Sabha MP Debashish Samantaray quits BJD #DebashishSamantaray #BJD #SubashSingh #CuttackMayor #OdishaPolitics #PoliticalNews #BreakingNews #OdishaNews #BJDUpdate #RajyaSabhaMP #PartyExit #PoliticalReaction #OdiaNews #LatestNews #PoliticalBuzz #RegionalPolitics #NewsUpdate #TrendingNews #OdishaBreaking #PrameyaNews7
ବିଜେଡି ଛାଡ଼ିଲେ ପାରାଦୀପ ଯୁବ ବିଜେଡି ସଭାପତି ମାନଭଞ୍ଜନ ମଲ୍ଲ | Manabhanjan Malla Quits BJD #ManabhanjanMalla #BJD #Paradip #OdishaPolitics #BreakingNews #PoliticalNews #YouthBJD #OdishaNews #BJDUpdate #OdiaNews #PartyResignation #prameyanews7
ଭୁଶୁଡ଼ିଲା ଅରୁଣ ସାହୁଙ୍କ ଦୁର୍ଗ! ବିଜେଡି ଛାଡ଼ିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ଜିଲ୍ଲା ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର। ରବୀନ୍ଦ୍ର ସାହୁଙ୍କ ପରେ କିଶୋରଙ୍କ ବିଦାୟ ବିଜେଡି ପାଇଁ ବଡ଼ ଚିନ୍ତାର ବିଷୟ। #Nayagarh #BJDUpdate #OdishaPolitics #ArunSahoo
ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରାଙ୍କ ପ୍ରତିକ୍ରିୟା, କହିଲେ'ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, BJD ଉପରେ ନିଶ୍ଚୟ ପ୍ରଭାବ ପଡ଼ିବ' : BJD MLA Ganeswar Behera Reacts on Leaders & Workers Leaving Party | Impact on BJD #GaneswarBehera #BJDUpdate #OdishaPolitics #partyreaction #politicalupdate #breakingnews #odishanews #prameyanews7
Last Seen Hashtags on Sotwe
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.5M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.8M followers

CNN 
@cnn
61.8M followers

X 
@x
60.8M followers



