Top Tweets for #CuttackMayor
ଦେବାଶିଷ ବାବୁ ଦଳ ଛାଡିବା BJD ଉପରେ କୌଣସି ପ୍ରଭାବ ପଡିବ ନାହିଁ | Cuttack Mayor Subash Singh on Rajya Sabha MP Debashish Samantaray quits BJD #DebashishSamantaray #BJD #SubashSingh #CuttackMayor #OdishaPolitics #PoliticalNews #BreakingNews #OdishaNews #BJDUpdate #RajyaSabhaMP #PartyExit #PoliticalReaction #OdiaNews #LatestNews #PoliticalBuzz #RegionalPolitics #NewsUpdate #TrendingNews #OdishaBreaking #PrameyaNews7
#ଚୋର_ଘର_ସବୁବେଳେ_ଅନ୍ଧାର_ନଥାଏ
ଆଜି ଚୋର ଧରାପଡ଼ିଗଲା...| Sofia Firdous Slams Cuttack Mayor on Strong Corruption | PrameyaNews7
#odishapolitics #sofiafirdous #CuttackMayor #congress #CuttackNewsUpdate #corruptionallegations #prameyanews7
#କ୍ରସ୍_ଭୋଟିଂକୁ_ନେଇ_ବର୍ଷିଲେ_କଟକ_ମେୟର
କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ.. ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ.. ଆଗକୁ ଏମାନେ ଖତ ହୋଇଯିବେ କହିଲେ..| Cuttack Mayor Target MLAs over Cross Voting... #RajyaSabhaCrossVoting #CuttackMayor #BJD #SubhasSingh #prameyanews7
କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ.. ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ.. ଆଗକୁ ଏମାନେ ଖତ ହୋଇଯିବେ କହିଲେ..
#RajyaSabhaCrossVoting #CuttackMayor #BJD #SubhasSingh #OTV
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର.. ୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ.. ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ କହିଲେ..
#RajyaSabhaCrossVoting #CuttackMayor #BJD #OdishaPolitics #SubhasSingh #MLABetrayal #OTV
#୩_ବିଧାୟକ_କଟକକୁ_କଳଙ୍କିତ_କଲେ
-ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର
-୩ ବିଧାୟକ କଟକକୁ କଳଙ୍କିତ କଲେ କହିଲେ ମେୟର ସୁବାସ ସିଂ
-କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଲେ ସୁବାସ
#RajyaSabhaCrossVoting #CuttackMayor #SubhasSingh #MLABetrayal #BadaKhabar

ବାରବାଟୀ ଷ୍ଟାଡିୟମ ପାଖ ଫୁଡ କୋଟ୍ ନିର୍ମାଣ ଅନିୟମିତତା ନେଇ ସିଏମସି ଓ କଟକ ମେୟରଙ୍କ ଉପରେ ବର୍ଷିଲେ କଟକ-ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ।
#BarabatiStadiumFoodCourt #CMCCuttack #CuttackMayor #CongressAttack #OTV
ହାତ ସାଙ୍ଗରେ ପଦ୍ମ ଦେଲେଣି ତାଳ | Maganna Oligi | PrameyaNews7
#CongressVsBJP #OdishaPolitics #MagannaOligi #PoliticalSatire #OdishaUpdates #OdishaNews #subashsingh #cuttackmayor #cmcmayor #politicalcomedy
ବାଲିଯାତ୍ରା ବିବାଦକୁ ନେଇ ପୁଣି ବର୍ଷିଲେ ମେୟର, ଜିଲ୍ଲାପାଳ ଓ ଶ୍ରୀତମ ଦାସଙ୍କୁ ଟାର୍ଗେଟ କଲେ https://t.co/KJSLskrPme
#PrameyaNews7 #SritamDas #cuttackmayor #SritamDas #BaliYatra2025 #baliyatraissue
ମେୟର vs ବିଧାୟକ...ସୋଫିଆ ବନାମ୍ ସୁବାସ...କଟକର ସମସ୍ୟାକୁ ନେଇ ସହରର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ରାଜନୀତି। ମୁହାଁମୁହିଁ ହେଇଛନ୍ତି ବାରବାଟୀ ବିଧାୟକ ସୋଫିଆ ଫିରଦୋସ୍ ଓ ମେୟର ସୁବାସ ସିଂ।
#OdishaPolitics_Cuttack #CuttackMayor #MLAConflict #UrbanGovernance_Odisha #OTV
#ଓଡ଼ିଶା_ଅପମାନିତ_ହେଉଛି
ଏ ସରକାରରେ ଦେଶ ନୁହେଁ ବିଶ୍ବରେ ଓଡ଼ିଶା ଅପମାନିତ ହେଉଛି । ସରକାରୀ ଅଧିକାରୀଙ୍କୁ ବିଜେପିର ପ୍ରମୁଖ ନେତା ମାଡ଼ ମାରି ଘୋଷାଡ଼ି ଘୋଷାଡ଼ି ନେବା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି: ସୁବାସ ସିଂ, କଟକ ମେୟର
#CuttackMayor #SubhashSingh #BMCattack #BhubaneswarMunicipalCorporation #NandighoshaTV
Anganwadi workers' protest despite Collector's warning | ଜିଲ୍ଲାପାଳଙ୍କ ତାଗିଦ ସତ୍ତ୍ୱେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ
#AnganwadiWorkersProtest #CuttackNews #CuttackCollector #CuttackMayor #SubashSingh #WorkersRights #Protest #SocialJustice #OdishaNews #Collectoroffice #CDPO #PrameyNews7
Uncertainty Looms over CDA's Project Plan | କି ପ୍ରକାର ପ୍ରକଳ୍ପ ନିର୍ମାଣ କରିବ ସିଡିଏ ତାକୁ ନେଇ ଦ୍ଵନ୍ଦ #cdanews #cuttack #projectplan #marketcomplex #cdaprojects #cuttacknews #subashsingh #cuttackmayor #developmentprojects #krushnachandramohapatra #odishaminister #UrbanDevelopment #prameyanews7
#ରଙ୍ଗରେ_ରଙ୍ଗେଇ_ହେଲେ_କଟକ_ମେୟର
ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ସହ ହୋଲି ଖେଳିଲେ କଟକ ମେୟର ସୁବାଷ ସିଂ ।
#CuttackMayor #HoliCelebration #KanakNews
#ବିଜେପି_ସରକାର_ବଡ_ଭୁଲ_କରିଛନ୍ତି’
ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ଉପେକ୍ଷା କରିବା ସହ ପଞ୍ଚାୟତରାଜ ଦିବସରେ ଛୁଟି ବାତିଲ କରି ବିଜେପି ସରକାର ବହୁତ ବଡ ଭୁଲ କରିଛନ୍ତି: କଟକ ମେୟର
#SubashSingh #CuttackMayor #KanakNews
‘#ରେଭେନ୍ସା_ବିକାଶ_ଉପରେ_ଗୁରୁତ୍ୱ_ଦେବା’
ମୁଁ ନିବେଦନ କରିବି ମାନ୍ୟବର ମନ୍ତ୍ରୀଙ୍କୁ... ଆଜିର ଦିନରେ ଆମେ ଟିକେ ଓଡ଼ିଶାର ଭାବାବେଗ ସହ ରେଭେନ୍ସା କଲେଜରେ କିପରି ଅଧିକ ବିଭାଗ ଖୋଲିବ ସେ ଦିଗରେ ଗୁରୁତ୍ୱ ଦେବା ଜରୁରୀ: କଟକ ମେୟର ସୁବାସ ସିଂହ
#CuttackMayor #SubhashSingh #Odisha #OTV
#କଟକରୁ_ଉଠିବନି_ଅଫିସ୍
ଅଫିସ୍ ନ ଉଠାଇବା ପାଇଁ ମାସ ମାସ ଧରି ଧାରଣାରେ ବସିଛୁ । କଟକରୁ କୌଣସି ଅଫିସ୍ ଉଠାଇବାକୁ ଦିଆଯିବ ନାହିଁ ।
#Cuttack #SubasSingh #CuttackMayor #Odisha #OTV
ରାସନ ପାଇବେ ୭୪ ହଜାରରୁ ଅଧକ ହିତାଧିକାରୀ, ସୂଚନା ଦେଲେ କଟକ ମେୟର
#PrameyaNews7 #Cuttack #CuttackMayor
https://t.co/SMogDSJJMZ
ପିଣ୍ଡି ବଣ୍ଟନକୁ ନେଇ ବିବାଦ ଘେରରେ ଅର୍ବାନ ହାଟ || Urban Haat controversy in Cuttack #urbanhaat #dailymarket #cuttaknews #cuttackmayor #SubashChandraSingh #CMCnews #PrameyaNews7
Last Seen Hashtags on Sotwe
omegle
Seen from Germany
momson()* +filter:native_video
Seen from Spain
MyHeroAcadémia #gay
Seen from Netherlands
面接対策実践コース
Seen from United States
prestinez
Seen from Italy
teenagee()******
Seen from Switzerland
TEENAGEE()***************
Seen from Canada
california
Seen from United States
picoftheday
Seen from Spain
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.2M followers

NASA 
@nasa
92.2M followers

Justin Bieber 
@justinbieber
91.4M followers

KATY PERRY 
@katyperry
88.8M followers

Taylor Swift 
@taylorswift13
82.7M followers

Lady Gaga 
@ladygaga
74.2M followers

Virat Kohli 
@imvkohli
71.6M followers

Kim Kardashian 
@kimkardashian
70.3M followers

YouTube 
@youtube
68.7M followers

Neymar Jr 
@neymarjr
64.5M followers

Bill Gates 
@billgates
64.5M followers

The Ellen Show
@theellenshow
62.4M followers

Selena Gomez 
@selenagomez
61.8M followers

CNN 
@cnn
61.8M followers

X 
@x
60.8M followers





