Top Tweets for #PachikaProtest
ରାଜଧାନୀରେ ୫ ଦିନ ହେବ ଅହୋରାତ୍ର ଆନ୍ଦୋଳନରେ ପାଚିକା ସଂଘ...
ଆମେ ମାନେ ସ୍କୁଲ୍ ମଧ୍ୟାହ୍ନ ଭୋଜନର ଏକ ପ୍ରକାର ଅଙ୍ଗ, ପିଲା ମାନଙ୍କୁ ଆମେ ଶକ୍ତି ଯୋଗାଉଛୁ କହିଲେ ଜଣେ ଆନ୍ଦୋଳନକାରୀ ପାଚିକା..
#Bhubaneswar #PachikaProtest #OdishaCooksAgitation #OTV
ରାତି ଦିନ ସରକାରଙ୍କୁ ଗୁହାରୀ କରି କରି ରାଗିଗଲେ ହଜାର ହଜାର ପାଚିକା, ପାଟିରେ କୂଟା ଧରି ଦେଲେ ଧାରଣା
#OTV #OdishaTV #PachikaProtest #MidDayMealCooks #LowerPMG Dharna #SalaryHike #OdishaAssembly #PachikaDemand #BhubaneswarProtest #OdishaNews
#ପାଚିକା_ନାହାନ୍ତି_ପିଅନ_କରୁଛନ୍ତି_ରୋଷେଇ
ଦୁଇ ଦିନ ହେଲା ରାଜଧାନୀ ରାସ୍ତାରେ ପାଚିକା । ୭ଦଫା ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା । ସେପଟେ ରାଜ୍ୟର ବହୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରଭାବିତ । କେଉଁଠି ପିଅନ, କେଉଁଠି ରାତି ଜଗୁଆଳି କରୁଛନ୍ତି ରୋଷେଇ
#PachikaProtest #Odisha #KanakNews #Bhubaneswar
ପାଚକ-ପାଚିକାଙ୍କ ରାତି କଟୁଛି ରାଜରାସ୍ତାରେ, ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛି ସଂଘ
#pachikaprotest #MidDayMealWorkers #sleepingonroad #PendingSalary #Bhubaneswar #odishapachika #equalpay #rajpathprotest #OTV
https://t.co/mkdDrghMCK
#ରାଜରାସ୍ତାରେ_ପାଚିକା
ପାଚିକାଙ୍କ ରାତି କଟୁଛି ରାଜରାସ୍ତାରେ। ଆନ୍ଦୋଳନର ଦ୍ବିତୀୟ ଦିନରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘର ରାତି ଅନିଦ୍ରା ହୋଇ ଆନ୍ଦୋଳନରେ ବସିଛନ୍ତି।
#OdishaMidDayMealProtest #PachikaProtest
#MidDayMealCooks #OdishaProtest
#BhubaneswarProtest #OTV
ଆଜି ବି ରାତିରେ ଖୋଲା ଆକାଶ ତଳେ ରାଜରାସ୍ତାରେ ଶୋଇଲେ ପାଚିକା।
#PachikaProtest #MidDayMealWorkers #SleepingOnRoad #PendingSalary #7PointDemands #BhubaneswarDharna #OdishaPachika #EqualPay #RajpathProtest #OTV
#ବିଧାନସଭା_ଆଗରେ_ଗର୍ଜିଲେ_ପାଚିକା
ସରକାର ଆମ ଦାବି ମାନିନିଅ.....। ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜିଲେ ପାଚିକା।
ରାସ୍ତାରେ ଶୋଇଲେ ହଜାର ହଜାର ଆନ୍ଦୋଳନକାରୀ ପାଚିକା। ବିଧାନସଭା ସାମନାରେ ଦେଲେ ଅହୋରାତ୍ର ଧାରଣା ।
#PachikaProtest #LowerPMG #BhubaneswarNews #OdishaAssembly #OTV
#ଖଟା_ପିଆଜ_ମୁଢି_ଖାଇ_ଆନ୍ଦୋଳନ_କଲେ_ପାଚିକା
ହକ୍ ପାଇଁ ରାଜରାସ୍ତାରେ ଖୋଲା ଆକାଶ ତଳେ ଆନ୍ଦୋଳନ କରୁଛନ୍ତି ପାଚିକା। ଭୋକ ମେଣ୍ଟାଇବା ପାଇଁ..ଖଟା, ପିଆଜ ଓ ମୁଢି ଖାଇଲେ।
#PachikaProtest #MuriOnionMeal #OdishaAssembly #BhubaneswarNews #WorkersStruggle #OTV
#ହକ୍_ପାଇଁ_ରାଜଧାନୀ_ରାଜରାସ୍ତାରେ_ପାଚିକା
ହକ୍ ପାଇଁ ରାଜରାସ୍ତାରେ ଖୋଲା ଆକାଶ ତଳେ ଆନ୍ଦୋଳନ। ଭୁବନେଶ୍ବର ଲୋୟର ପିଏମଜିରେ ରାସ୍ତାରେ ଶୋଇଲେ ହଜାର ହଜାର ଆନ୍ଦୋଳନକାରୀ ପାଚିକା। ବିଧାନସଭା ସାମନାରେ ଅହୋରାତ୍ର ଧାରଣା ଦେଇଛନ୍ତି।
#PachikaProtest #MidDayMealWorkers #BhubaneswarProtest #Protest
#OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.7M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.2M followers

Taylor Swift 
@taylorswift13
82.1M followers

Lady Gaga 
@ladygaga
73.6M followers

Virat Kohli 
@imvkohli
70.8M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.7M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.3M followers

X 
@x
60.8M followers

