Top Tweets for #PadaJatra
ଇଣ୍ଡି ମେଣ୍ଟ ପଦଯାତ୍ରାରେ କାହିଁକି ସାମିଲ ହେଲା ବିଜେଡି ? କାରଣ କହିଲେ ବିଜେଡି ସାଂସଦ ସୁଲତା ଦେଓ
#KanakNews #INDIAlliance #BJD #padajatra #Delhi
#ଦିଲ୍ଲୀରେ_ଇଣ୍ଡି_ମେଣ୍ଟର_ପଦଯାତ୍ରା_ଆରମ୍ଭ
ଇଣ୍ଡି ମେଣ୍ଟର ପଦଯାତ୍ରା ଆରମ୍ଭ ହୋଇଛି । ସେଭ୍ ଡେମୋକ୍ରାସି ନାଁରେ ପଦଯାତ୍ରା ଆରମ୍ଭ । ଏହି ପଦଯାତ୍ରାରେ ସାମିଲ ହୋଇଛି ବିଜେଡି । #kanaknews #SaveDemocracy #padajatra #BJD #INDIAlliance
ବନ୍ଦେ ମାତରମର ୧୫୦ବର୍ଷ ପୂର୍ତ୍ତି, କଟକ ସଦରରେ ବିଜେପି ପକ୍ଷରୁ ପଦଯାତ୍ରା
#BJP #padajatra #prameyanews7 #Cuttack #BandeMaataram #TopNews
ଦୋବଲ କାଳୀ ପଡ଼ିଆ ସଭାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏକତା ପଦଯାତ୍ରାରେ ଦୋବଲ କାଳୀ ପଡ଼ିଆ ସଭାରେ ପହଞ୍ଚିଲେ ଧର୍ମେନ୍ଦ୍ର
#Bhadrak #DharmendraPradhan #PadaJatra
#ଏକତା_ପଦଯାତ୍ରାରେ_ଧର୍ମେନ୍ଦ୍ର_ପ୍ରଧାନ
ଭଦ୍ରକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକତା ପଦଯାତ୍ରା
ଦୋବଲ ବସ୍ ଷ୍ଟାଣ୍ଡ ନିକଟରୁ ପଦଯାତ୍ରାରେ ବାହାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା
#Bhadrak #DharmendraPradhan #PadaJatra
#ବିଜେଡିର_ଜନସମ୍ପର୍କ_ପଦଯାତ୍ରା
କଟକ ଜିଲ୍ଲା ସାଲେପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ଗୁଜରପୁର, ମୁତାରିଫା,ଚମ୍ପତି ପଶ୍ହିମକଛରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
#NandighoshaTV #Odisha #BJD #Padajatra
#ବିଜେଡିର_ଜନ_ସଂପର୍କ_ପଦଯାତ୍ରା
ମାଲକାନଗିରି ଜିଲ୍ଲା ମାଥିଲି ସଦରରେ ବିଜୁ ଜନତା ଦଳର ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଥିଲି ବ୍ଲକ ସଭାପତି ସଦାଶିବ ପୂଜାରୀଙ୍କ ନେତୃତ୍ବରେ ଶହ ଶହ କର୍ମୀ ସାମିଲ ହୋଇଥିଲେ ।
#NandighoshaT #Malkangiri #PadaJatra #BJD
#ଦ୍ବିତୀୟ_ଦିନରେ_କଂଗ୍ରେସ_ପଦଯାତ୍ରା
ଦ୍ବିତୀୟ ଦିନରେ କଂଗ୍ରେସର ଗାନ୍ଧୀ ପଥେ ଓଡ଼ିଶା କାର୍ଯ୍ୟକ୍ରମ । ପୋରରୁ ମାଲକାନଗିରି ଅଭିମୁଖେ ଚାଲିଛି ପଦଯାତ୍ରା । ପିସିସି ସଭାପତିଙ୍କ ସହ ବରିଷ୍ଠ ନେତା ସାମିଲ ।
#Congress #PadaJatra #Odisha #KanakNews
#ବିଜେଡି_ପକ୍ଷରୁ_ଜନ_ସମ୍ପର୍କ_ପଦଯାତ୍ରା
ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ହରପାର୍ବତୀ ମନ୍ଦିର ଠାରୁ ବିଜୁ ଜନତାଦଳର ପଦଯାତ୍ରା ଆରମ୍ଭ ହୋଇଥିଲା l
#NandighoshaTV #Odisha #Pattamundai #padajatra #bjd
#ବଳଙ୍ଗାରେ_କଂଗ୍ରେସ_ପଦଯାତ୍ରା
ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବି । ବଳଙ୍ଗା ବାୟାବର ଗାଁରୁ ନିମାପଡ଼ା ପର୍ଯ୍ୟନ୍ତ କଂଗ୍ରେସର ପଦଯାତ୍ରା । ପିସିସି ସଭାପତିଙ୍କ ସମେତ ବହ ବରିଷ୍ଠ ନେତା ସାମିଲ ।
#Congress #PadaJatra #Balanga #KanakNews
#ଅଘୋରୀ_ବାବାଙ୍କ_ତାଣ୍ଡବ
ରାମ ନବମୀରେ ଅଘୋରୀ ବାବାଙ୍କ ତାଣ୍ଡବ। ରାମ ନବମୀ ପାଇଁ ବାଲେଶ୍ୱରରେ ଆୟୋଜିତ ପଦଯାତ୍ରାରେ ସାମିଲ ହେବାକୁ ବାହାରୁ ଆସିଛନ୍ତି ଅଘୋରୀ ବାବାମାନେ।
#RamaNavami #Padajatra #AghoriBaba #Balasore #OdishaTV #OTV
#ଋଷିକୂଲ୍ୟା_ସୁରକ୍ଷା_ପଦଯାତ୍ରା
Ganjam | Villagers Protest | ପିପଳପଙ୍କା ଡ୍ୟାମ ନିର୍ମାଣକୁ ବିରୋଧ,୧୦ ଦିନରେ ୧୨୦ କିମି ପଦଯାତ୍ରା କରିବେ ଲୋକେ
#ganjam #villagersprotest #prameyanews7 #RushikulyaRiver #padajatra
#ଆଜି_କଂଗ୍ରେସର_ବିଶାଳ_ପଦଯାତ୍ରା
ଭୁବନେଶ୍ବରରୁ ପୁରୀ ୬୦ କିଲୋମିଟରର ପଦଯାତ୍ରା ପାଇଁ ରାଜଧାନୀରେ କଂଗ୍ରେସ କର୍ମୀ । ବିମାନ ବନ୍ଦରରୁ ଆରମ୍ଭ ହେବ ସଂକଳ୍ପ ଯାତ୍ରା । #Congress #Odisha #PadaJatra
#ରାଜଧାନୀରେ_ମୁଖ୍ୟମନ୍ତ୍ରୀଙ୍କ_ପଦଯାତ୍ରା
ଆଜି ସମ୍ବିଧାନ ଦିବସ ଅବସରରେ ଏଜି ଛକଠାରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ହୋଇଛି ବିଶାଳ ପଦଯାତ୍ରା ।
#ConstitutionDay #PadaJatra #Odisha #KanakNews
#ସନାତନ_ଏକତା_ପଦଯାତ୍ରା
ହିନ୍ଦୁମାନେ ନିଜ ପିଲାଙ୍କୁ ବୈଦିକ ଶିକ୍ଷା ଦେବା ସହ ଗୀତା ଭାଗବତ ପାଠ କରାଇବା ନିହାତି ଆବଶ୍ୟକ । ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ହିନ୍ଦୁମାନେ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି : ବାଗେଶ୍ୱର ବାବା । #PadaJatra #BageswarBaba #KanakNews
ଆଜି ପାଇକମାଲରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ରେ ଲୋକଙ୍କ ଭିଡ଼ ମୁଖ୍ୟତଃ ମାଁ ମାନଙ୍କ ଭିଡ଼ ଏହା ପ୍ରମାଣିତ କରୁଛି ଯେ ଆମ ନେତା ଆଜି ବି ରାଜ୍ୟରେ ସର୍ବାଧିକ ଲୋକପ୍ରିୟ । ଆଜି ପଦଯାତ୍ରାରେ ସାମିଲ ହୋଇଥିବା ଆମ ସମସ୍ତ ନେତୃମଣ୍ଡଳୀ ଓ କର୍ମକର୍ତା ଓ ମାଁ ଭଉଣୀ ମାନଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି l
#padajatra
@Naveen_Odisha

ଭୁବନେଶ୍ୱରରେ ବିଜେପିର ଜନ ସଂପର୍କ ପଦଯାତ୍ରା । ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା । #BJP #Padajatra #Bhubaneswar #OTV
Last Seen Hashtags on Sotwe
restroomselfie
Seen from Canada
mehrab
Seen from Pakistan
Dalix
Seen from Mexico
son() mom()
Seen from Turkey
minichat((())) filter:videos since:2026-10-12 until:2026-10-20 filter:media
Seen from United Kingdom
سكُُس_عرُُُبي
Seen from Switzerland
incrediboxfanart
Seen from Ukraine
فاجر
Prepago
Seen from United Kingdom
玉足
Seen from Singapore
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers










