Top Tweets for #PadampurVote
#ବିଜେଡ଼ି ବଜାୟ ରଖିଲା ବିଜୟ
@CMO_Odisha #PadampurWithBJD #Padampur #PadampurByElection #PadampurVote #PadampurResults #BJD
To get more Details visit our page @CityMirror2

#ଭୋଟ୍_ଦେଉଛି_ପଦ୍ମପୁର
ମତଦାନ ପରେ ଭୋଟର କହିଲେ ‘ଆମେ ସବୁ ଭୋଟ୍ ଦେଇ ବହୁତ ଖୁସି’
#PadampurByElection #Padampurbypoll #PadampurVote #ElectionWithOtv #OTV
#ଭୋଟ୍_ଦେଉଛି_ପଦ୍ମପୁର
ପାଇକମାଳ ମାଣ୍ଡୋସିଲ ୧୦୨ ନମ୍ବର ବୁଥରେ ଭୋଟ ଦେଲେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ...
#PadampurByElection #Padampurbypoll #PadampurVote #ElectionWithOtv #OTV
#ଭୋଟ୍_ଦେଉଛି_ପଦ୍ମପୁର
‘କାମ ବନ୍ଦ କରି ଭୋଟ୍ ଦେବାକୁ ଆସିଛୁ’
#PadampurByElection #Padampurbypoll #PadampurVote #ElectionWithOtv #OTV
#ଭୋଟ୍_ଦେଉଛି_ପଦ୍ମପୁର
ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି ଦିବ୍ୟାଙ୍ଗ ଭୋଟର
#PadampurByElection #Padampurbypoll #PadampurVote #ElectionWithOtv #OTV
#ଭୋଟ୍_ଦେଉଛି_ପଦ୍ମପୁର
ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ତଦାରଖ କଲା ପୋଲିସ ପ୍ରଶାସନ
#PadampurByElection #Padampurbypoll #PadampurVote #ElectionWithOtv #OTV #Otvnews
#ଭୋଟ୍_ଦେଉଛି_ପଦ୍ମପୁର
ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଅଛି; ପ୍ରଦୀପ ପୁରୋହିତ
#PradeepPurohit #PadampurByElection #Padampurbypoll #PadampurVote #ElectionWithOtv #OTV
#ଭୋଟ୍_ଦେଉଛି_ପଦ୍ମପୁର
ପଦ୍ମପୁର ଉପନିର୍ବାଚନ; ଭୋଟ୍ ଦେଲେ ବୟସ୍କ ଭୋଟର, କହିଲେ ‘କାହାକୁ ଭୋଟ୍ ଦେଲି କହିବିନି’
#Padampurbypoll #PadampurVote #ElectionWithOtv #OTV
#ଭୋଟ୍_ଦେଉଛି_ପଦ୍ମପୁର
ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ମହିଳା ଭୋଟରଙ୍କ ଭିଡ଼ । ନିଜ ଅଞ୍ଚଳର ବିକାଶ ପାଇଁ ନେତା ବାଛୁଥିବାରୁ ଭଲ ଲାଗୁଥିବା କହିଛନ୍ତି ଭୋଟର...
#PadampurByElection #Padampurbypoll #PadampurVote #ElectionWithOtv #OTV #OTVNews
#ଭୋଟ୍_ଦେଉଛି_ପଦ୍ମପୁର
ମତଦାନ ପ୍ରତି ଭୋଟରଙ୍କୁ ସଚେତନ ଓ ଆକର୍ଷିତ କରିବାକୁ ପ୍ରତିଷ୍ଠା ହୋଇଛି ଗୋଲାପି ମତଦାନ କେନ୍ଦ୍ର...
#PinkBooth #PadampurByElection #Padampurbypoll #PadampurVote #ElectionWithOtv #OTV #Otvnews
#ପଦ୍ମପୁର ଉପନିର୍ବାଚନ:
-ସକାଳ ୯ଟା ସୁଦ୍ଧା ୮.୫% ମତଦାନ
-ପଦ୍ମପୁରରେ ୮.୫% ମତଦାନ ନେଇ ସିଇଓଙ୍କ ସୂଚନା
#PinkBooth #PadampurByElection #Padampurbypoll #PadampurVote #ElectionWithOTV #OTV

#ବାପା_ନାହାନ୍ତି_ବୋଲି_ଦୁଃଖ_ବି_ଲାଗୁଛି
‘ଆଗରୁ ବାପାଙ୍କ ପାଇଁ ଭୋଟ୍ ଦେବାକୁ ଆସୁଥିଲି..ଏବେ ମୁଁ ନିଜେ ପ୍ରାର୍ଥୀ..ବାପା ନାହାନ୍ତି ବୋଲି ଦୁଃଖ ବି ଲାଗୁଛି’
#Padampurbypoll #PadampurVote #ElectionWithOTV #OTV
#ଭୋଟ୍_ଦେଉଛି_ପଦ୍ମପୁର
ପଦ୍ମପୁର ଉପନିର୍ବାଚନ; ମତଦାନ କେନ୍ଦ୍ର ଆଗରେ ମହିଳା ଭୋଟରଙ୍କ ଲମ୍ବା ଲାଇନ୍
#Padampurbypoll #PadampurVote #ElectionWithOTV #OTV
#ଭୋଟ୍_ଦେଉଛି_ପଦ୍ମପୁର
ଶାନ୍ତି ଶୃଙ୍ଖଳାର ସହ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ପୁଲିଂ ବୁଥରେ ଲାଗିଛି ଲମ୍ବା ଭୋଟରଙ୍କ ଲମ୍ବା ଲାଇନ୍
#PadampurByPoll #PadampurVote #ElectionWithOTV #OTV
Last Seen Hashtags on Sotwe
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers

