Top Tweets for #PadmapurByPoll
ନିର୍ବାଚନ ବେଳେ ପଦ୍ମପୁର ଉପନିର୍ବାଚନ ପ୍ରସଙ୍ଗ
#Election2024 #PadmapurBypoll #Odisha #Sambad
https://t.co/Dv80L85CIy
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ
#PadmapurBypoll #Odisha #OTV
https://t.co/3OXY8muTCb
#ପଦ୍ମପୁରରେ_କାହିଁକି_ଜିତିଲା_ବିଜେଡି?
ନବୀନଙ୍କ ପ୍ରଚାର ସାଙ୍ଗକୁ ଭୋଟରଙ୍କୁ ପ୍ରତିଶ୍ରୁତିର ପାହାଡ଼ ବିଜୟ ପଛର ମୁଖ୍ୟ ଫ୍ୟାକ୍ଟର ଚର୍ଚ୍ଚା
#PadmapurBypoll #BJP #BJD #Odisha #OTV
#ପଦ୍ମପୁର_ଉପନିର୍ବାଚନରେ_ବିଜେଡିର_ବାଜିମାତ୍
ପ୍ରାୟ ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା
#PadmapurBypoll #Odisha #OTV
ଧାମନଗରରେ ଜୋର୍ କା ଝଟ୍କା, ହେଲେ ପଦ୍ମପୁରରେ ସାନ୍ଦାର ଜିତ୍: ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି। କେଉଁ ତ୍ରୁଟି ସୁଧାରି ଉପନିର୍ବାଚନ ବିଜୟ ଧାରାକୁ ଫେରିଲା ଶଙ୍ଖଦଳ, ଦେଖିବା ରିପୋର୍ଟ
#PadmapurBypoll #BJD #Odisha #OTV
Padmapur Bypolls: Barsha Creates Record, Congress Losses Despite #NirbhayGumaraKatha #NavinDas #padmapurbypoll
https://t.co/HMF8UAm1wc

-ପଦ୍ମପୁର ଉପନିର୍ବାଚନ ଫଳାଫଳ ନେଇ ସିଇଓଙ୍କ ପ୍ରେସମିଟ୍
-ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୨୦,୮୦୭ ଖଣ୍ଡ ଭୋଟ୍
-ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୭୮,୧୨୮ ଖଣ୍ଡ ଭୋଟ୍
-କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୯୪ ଖଣ୍ଡ ଭୋଟ୍
#PadmapurByPoll #Odisha #OTVNews

BJD's Barsha Singh Bariha Wins Padmapur By-election By 42679 Votes.
#padmapur #PadmapurByElection #PadmapurByPoll #PadmapurByElections #odisha #OdishaNews #BREAKING #BreakingNews

#ପଦ୍ମପୁର_ଉପନିର୍ବାଚନ: ୨୨ ରାଉଣ୍ଡ ସୁଦ୍ଧା କିଏ କେତେ ଭୋଟରେ ଆଗୁଆ ?
#PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews

ପଦ୍ମପୁର ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା: 'ପଦ୍ମପୁର ଉପର୍ନିବାଚନର ଫଳାଫଳକୁ ସ୍ୱୀକାର କରୁଛୁ'
#PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews
ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ।
ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ
#PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews
#PadmapurBypoll
ପଦ୍ମପୁର ଉପ ନିର୍ବାଚନ ଜିତିଲା ବିଜେଡି । ୪୨,୦୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା ସିଂ ବରିହା #Padmapur #BJD

#PadmapurBypoll
ବିଜେଡ଼ି ପ୍ରାର୍ଥୀ ବର୍ଷା ସିଂ ବରିହା ହେଲେ ବିଜୟୀ

-ପଦ୍ମପୁର ନିର୍ବାଚନରେ ନିଜ ଭୋଟ ବଜାୟ ରଖିଲା ବିଜେପି
-ଗତ ୨୦୧୯ରେ ଯେତିକି ଭୋଟ ପାଇଥିଲା, ଏଥର ବି ସେତିକି
-୨୦୧୯ରେ ପ୍ରଦୀପ ପୁରୋହିତ ପାଇଥିଲେ ୭୭, ୫୬୫ ଭୋଟ
-ଏଥର ପ୍ରଦୀପ ପାଇଛନ୍ତି ମୋଟ ୭୭, ୫୪୧ ଖଣ୍ଡ ଭୋଟ
#PadmapurByPoll #Odisha #OTV

#ପଦ୍ମପୁର_ଉପନିର୍ବାଚନ: ୨୧ ରାଉଣ୍ଡରେ ବି ବିଜେଡି ଆଗୁଆ । ୨୧ ରାଉଣ୍ଡ ସୁଦ୍ଧା ୩୮,୨୫୨ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ
#PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ, ୪୨ ହଜାରରୁ ଅଧିକ ଭୋଟରେ ଜିତିଲେ ବର୍ଷା, ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ
#PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews

#PadmapurByPoll:
୧୯ ରାଉଣ୍ଡ ସୁଦ୍ଧା କିଏ ପାଇଛି କେତେ ଭୋଟ୍
#Election #PadmapurByElection #PadmapurByPollsWithOTV #Odisha #OTVNews
#ପଦ୍ମପୁର_ଉପନିର୍ବାଚନ: ୨୦ ରାଉଣ୍ଡରେ ବି ବିଜେଡି ଆଗୁଆ । ୨୦ ରାଉଣ୍ଡ ସୁଦ୍ଧା ୩୫,୨୯୬ ଖଣ୍ଡ ଭୋଟରେ ଆଗୁଆ ରହିଛି ଦଳ #PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews

#ପଦ୍ମପୁର_ଉପନିର୍ବାଚନ: ୧୯ ରାଉଣ୍ଡରେ ବି ବିଜେଡି ଆଗୁଆ । ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ: #BJD ୯୮,୯୧୭ #BJP ୬୫,୩୨୧ #Congress ୩୦୫୯ ଖଣ୍ଡ ଭୋଟ୍ ପାଇଛନ୍ତି #PadmapurByPoll #Election #PadmapurByElection #PadmapurByPollsWithOTV #Odisha #OTVNews

Last Seen Hashtags on Sotwe
taytlı
Seen from Turkey
寸止
Seen from Netherlands
naim darrechi
Seen from Puerto Rico
speakerwoman
Seen from Argentina
whore
Seen from Singapore
露出
Seen from United States
cuckoldçiftler
Seen from Turkey
arifletchc
Seen from United States
teenageer()()()()()()()()() + filter:native_video
Seen from South Africa
murderdronesnsfw
Seen from Greece
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers






