Top Tweets for #Panimora
ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ପାଣିମୋରା ଠାରେ କାର୍ଯ୍ୟକର୍ତ୍ତା ମାନଙ୍କ ସହ ହୋଲି ପାଳନ କରିବା ଶୁଭ ଅବସରରେ .........
#happyholi2026
#Panimora
#SohelaBlock
#BhatliConstituency

✨ଆଜି ସୋହେଲା ବ୍ଲକ୍ରେ ଆୟୋଜିତ ଜିଲ୍ଲାପାଳଙ୍କ ଜନସୁନାନିରେ ମୁଁ ଓ ଆପ୍ କାର୍ଯ୍ୟକର୍ତ୍ତାମାନେ ମିଶି ୩ଟି ମୁଖ୍ୟ ଦାବି ପତ୍ର ଦାଖଲ କରିଲୁ। #Sohela #Grievance #CollectorMeeting #DailyMarket #Panimora #Bausbena #RoadConstruction #PeoplesVoice #Odisha @SaritaS27576 @RikunB65661 @ShahrukhLodhia
ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ସଂଗ୍ରାମୀ ପୀଠ ପାଣିମୋରା ଠାରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସହିଦ ହୋଇଥିବା ବୀରଙ୍କ ଗାଥାକୁ ଉପସ୍ଥାପନ କଲି ll
#HappyIndependenceDay2025
#ଭାରତ_ମାତା_କୀ_ଜୟ
#15August2025
#Panimora
#SohelaBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ପାଣିମୋରା ଗ୍ରାମରେ ନୂତନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନୀ ଉତ୍ସବରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ @MahalingMukesh ଙ୍କ ଉପସ୍ଥିତିରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲୁ ll
#HealthMinister #MukeshMahaling
#Panimora
#SohelaBlock
#BhatliConstituency

ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ପାଣିମୋରା ଗ୍ରାମରେ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କଲି ll
#sports #Cricket
#winner #cricketlover
#panimora
#SohelaBlock
#BhatliConstituency

ଆଜି ମୋର ବିଧାନସଭା ଅନ୍ତର୍ଗତ ସୋହେଲା ବ୍ଲକର ପାଣିମୋରା ମଣ୍ଡି ପରିଦର୍ଶନ କରି ଚାଷୀ ଭାଇ ମାନଙ୍କ ସହ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଆଲୋଚନା କଲି ll
#paddy #Dhanmondi
#panimora #SohelaBlock
#BhatliConstituency

#Panimora #SohelaBlock #Bhatliconstituency
ଭଟଲି ବିଧାନସଭାର ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ଗ୍ରାମରେ ବୀରେନ୍ଦ୍ର ବାରିକଙ୍କ ଝିଅ ଶତାବ୍ଦୀ ବାରିକର ବିବାହୋତ୍ସବରେ ଭଟଲି ବିଧାନସଭାର ବିଧାୟକ ପ୍ରାର୍ଥୀ ତଥା @BJP4Odisha ସମ୍ପାଦକ @irasisacharya ଯୋଗଦାନ କରି ଶୁଭେଚ୍ଛା ଜଣାଇଲେ ll
#MyLeaderMyPride

Reminiscing #India's struggle for freedom | Centenarian Jitendriya recalls #Panimora's #Independence fight
@mayankpani_TNIE @Siba_TNIE

Humble request to resolve the issues based on the information published in @DharitriLive1 newspaper. @CMO_Odisha @MoSarkar5T @SecyChief @SatpathyLive @DoT_India @AshwiniVaishnaw #MobileNetworkIssue #Panimora Village under #Naktideol block ,Sambalapur

#Panimora #Sohela #BhatliConstituency
ପାଣିମୋରାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଜିତେନ୍ଦ୍ରୀୟ ପ୍ରଧାନ ଆଜ୍ଞା 101 ବର୍ଷ ହେବା ସ୍ଵତ୍ତ୍ୱେ କୋରୋନା ମହାମାରୀ ସମୟରେ ଆମ ଅଞ୍ଚଳବାସୀଙ୍କୁ ସଚେତନତାର ବାର୍ତା ଦେବାକୁ ବଳିଷ୍ଠ ପ୍ରୟାସ କରିଥିବାରୁ ତାଙ୍କୁ ହୃଦୟର ସହିତ ପ୍ରଣାମ। @dpradhanbjp @AshokPradhanTOI

In This #lockdown Period #BloodCamp At #Panimora Sohela By @jibanbindu Was Inaugurated By @RDOdisha @LESIOdisha Minister Sj @SusantaSingh11 . 21 Unit Total Collected.
#OdishaFightsCoronaVirus #COVID19
@ashwiniblood @BijayaKuNayak @RanapratapBJD @HFWOdisha @pranabpdas

In this #lockdown period #bloodcamp at #Panimora Sohela by @jibanbindu was inaugurated by @RDOdisha @LESIOdisha minister sj @SusantaSingh11 . 21 unit total collected. @ashwiniblood @BijayaKuNayak @RanapratapBJD @HFWOdisha @pranabpdas

Last Seen Hashtags on Sotwe
izmitpAsif
Seen from Turkey
believeinjr
Seen from United States
holoblacked
Seen from Netherlands
FicaCristovao
Seen from United States
脫褲
WheresTheAid
Seen from United States
GianniDominici
Seen from United States
donationmanagement
Seen from United States
monkeyapp
Seen from Netherlands
高田憂希誕生祭2025
Seen from Japan
Trends for you
Most Popular Users

Elon Musk 
@elonmusk
241.1M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
112.1M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.1M followers

NASA 
@nasa
92.2M followers

Justin Bieber 
@justinbieber
91.3M followers

KATY PERRY 
@katyperry
88.5M followers

Taylor Swift 
@taylorswift13
82.4M followers

Lady Gaga 
@ladygaga
73.9M followers

Virat Kohli 
@imvkohli
71.3M followers

Kim Kardashian 
@kimkardashian
70.2M followers

YouTube 
@youtube
68.7M followers

Bill Gates 
@billgates
64.4M followers

Neymar Jr 
@neymarjr
64.1M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.6M followers

X 
@x
60.8M followers




























