Top Tweets for #Parimurdercase
Sensational Pari Murder Case | ମୋ ଝିଅ ନାଁରେ ଫିଲ୍ମ କରନ୍ତୁନି..ତାକୁ ଦୁଷ୍କର୍ମ ହୋଇନି, କହିଲେ ପରୀଙ୍କ ବାପା #PariMurderCase #Nayagarh #OdishaCrime #TrueCrimeStory #FilmControversy #JusticeForPari #OdishaNews #courtcase
#Basti: बस्ती में DIG की सख्ती, थानेदार सहित 3 पुलिसकर्मी सस्पेंड #NewsUpdate #LatestNews #News21 #HindiNews #News21National #BastiNews
#PariMurderCase #PoliceSuspension #DIGAction #Upnews @Uppolice

#ପରୀ_ରାୟକୁ_ହାଇକୋର୍ଟରେ_ଚ୍ୟାଲେଞ୍ଜ
ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ । ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାରକୁ ନନେଇ ଦଣ୍ଡାଦେଶ ଦିଆଯାଇଥିବା ଅଭିଯୋଗ ।
#PariMurderCase #Nayagarh #HC #KanakNews
#ପରୀ_ପ୍ରସଙ୍ଗ #ବିବୃତି_ରଖିଲେ_ମୁଖ୍ୟମନ୍ତ୍ରୀ
ପରୀ ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା ।
#OdishaCM #Odisha #Assembly #PariMurderCase #BJD #BJP #OTV
#ବିଜେଡିର_ପରୀ_ବିଜେପିର_ଉଷୁନା_ଚାଉଳ
ବିଧାନସଭାରେ ହଙ୍ଗାମା, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଧାୟକ । ପରୀ ମାମଲାରେ ବିଜେଡିର ହଟ୍ଟଗୋଳ, ଅର୍ପଣ ରଥ ଉଷୁନା ଚାଉଳକୁ ନେଇ ବିଜେପିର ପ୍ରତିବାଦ । ବାରମ୍ବାର ଗୃହ ମୂଲତବୀ କଲେ ବାଚସ୍ପତି #PariMurderCase #ArpanRath #Politics #BJD #BJP #KanakNews
#ଆଜିର_ବିତର୍କ
ପରୀ ହତ୍ୟା ମାମଲା: କ୍ଷମା ମାଗନ୍ତୁ କେନ୍ଦ୍ରମନ୍ତ୍ରୀ
ଦେଖନ୍ତୁ ଆଜି ରାତି ୮ଟାରେ, କେବଳ NandighoshaTV ରେ #DebateTime #NandighoshaTV #Odisha #PariMurderCase
📷

-ନିର୍ବାଚନ ସମୟରେ ରାଜନୀତି ହେବା କଥା- ମୁଖ୍ୟମନ୍ତ୍ରୀ
-ବିରୋଧୀ ହୀନ ରାଜନୀତି କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ
#NaveenPatnaik #Assembly #PariMurderCase #OTV
#ପରୀ_ମାମଲାରେ_ମୁଖ୍ୟମନ୍ତ୍ରୀଙ୍କ_ବିବୃତି
-ନୟାଗଡ଼ ପରୀ ହତ୍ୟା ମାମଲାରେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି
-ପରୀ ଘଟଣାରେ ଗତକାଲି ଦୋଷୀ ଦଣ୍ଡ ପାଇଛି- ମୁଖ୍ୟମନ୍ତ୍ରୀ
-ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି
#NaveenPatnaik #Assembly #PariMurderCase #OTV

#ପରୀକୁ_ମିଳିଲା_ନ୍ୟାୟ
ପରୀକୁ ମିଳିଲା ନ୍ୟାୟ । ଆସିଲା ହତ୍ୟାକାଣ୍ଡ ମାମଲାରେ ଚୂଡ଼ାନ୍ତ ରାୟ । ଅଭିଯୁକ୍ତଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଘର ସାମ୍ନାରେ ଖେଳୁଥିବା ବେଳେ ୫ ବର୍ଷର ପରୀ ହୋଇଯାଇଥିଲା ନିଖୋଜ ।
#PariMurderCase #Accused
ଆସିଲା ପରୀ ହତ୍ୟାକାଣ୍ଡ ମାମଲାରେ ଚୂଡ଼ାନ୍ତ ରାୟ । ଅଭିଯୁକ୍ତଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଘର ସାମ୍ନାରେ ଖେଳୁଥିବା ବେଳେ ୫ ବର୍ଷର ପରୀ ହୋଇଯାଇଥିଲା ନିଖୋଜ #PariMurderCase #Nayagarh #Odisha #KanakNews
https://t.co/S6RjiqvHTO


#ଆମେ_ହାଇକୋର୍ଟ_ଯିବୁ
#ଏ_ରାୟ_ଉପରେ_ଆମେ_ଅସନ୍ତୁଷ୍ଟ
ଆମେ ହାଇକୋର୍ଟ ଯିବୁ । ଏ ରାୟ ଉପରେ ଆମେ ଅସନ୍ତୁଷ୍ଟ । ଅପରାଧ ସହ କୌଣସି ବି ସମ୍ପର୍କ ନାହିଁ । ଦେଖନ୍ତୁ, ପରୀ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ କଣ କହୁଛନ୍ତି ଅଭିଯୁକ୍ତଙ୍କ ଓକିଲ... #PariMurderCase #Nayagarh #Odisha #KanakNews
ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଆସିଲା ରାୟ : ହତ୍ୟାକାରୀକୁ ୨୦ ବର୍ଷ ଜେଲଦଣ୍ଡ ଦେଲେ କୋର୍ଟ । https://t.co/tlSQGdNrdB
#KanakNews #PariMurdercase #Odisha

#ପରୀ_ହତ୍ୟାକାଣ୍ଡ_ମାମଲା
ଆସିଲା ନୟାଗଡର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ। ପରୀ ହତ୍ୟାକାଣ୍ଡ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ। ଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଦୌରାଜଜ୍।
#PariMurderCase #Nayagarh #Odisha #Sambad

#ପରୀ_ମାମଲା:
#ଦୋଷୀକୁ_୨୦_ବର୍ଷ_ଜେଲ୍
ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲାର ବଡ଼ ରାୟ..ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍
#PariMurderCase #Odisha #OTV
#BIG_BREAKING
ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍
#PariMurderCase #Nayagarh #rigorousimprisonment #Odisha #OTV
https://t.co/BNuKBHQzt4
#ଆଜି_ଆସିବ_ପରୀ_ହତ୍ୟା_ମାମଲାର_ରାୟ
ଆଜି ପ୍ରକାଶ ପାଇବ ବହୁଚର୍ଚ୍ଚିତ `ପରୀ' ହତ୍ୟା ମାମଲାର ରାୟ
ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନର ଶୁଣାଣି କରିଥିଲେ ହାଇକୋର୍ଟ
ଫେବ୍ରୁଆରୀ ସୁଦ୍ଧା ଚୂଡ଼ାନ୍ତ ଶୁଣାଣି ପାଇଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କୁ ନିର୍ଦ୍ଦେଶ ଥିଲା
#Nayagarh #PariMurderCase
#ବହୁଚର୍ଚ୍ଚିତ_ପରୀ_ହତ୍ୟା_ମାମଲା
-ପରୀ ହତ୍ୟା ମାମଲାର ଆଜି ଆସିବ ଚୂଡ଼ାନ୍ତ ରାଏ
-ରାୟ ପ୍ରକାଶ କରିବେ ନୟାଗଡ଼ ଏଡିଜେ କୋର୍ଟ
-ଘଟଣାରେ ୩୧ଜଣଙ୍କ ବୟାନ ଗ୍ରହଣ କରାଯାଇଛି
#PariMurderCase #nayagarh

ଯଦି #Parimurdercase #Odisha #Nayagarh ,ଏବଂ #Missingchild #Pihu ଘଟଣାରେ #OdishaPolice ଗପ ନ ଶୁଣେଇ କୌଣସି exemplary action ନେଇ ଥାଆନ୍ତା ଲୋକଙ୍କ ଭିତରେ ଟିକେ ଡର ଥାଆନ୍ତା! Bitter it may sound ,criminals know well the self proclaimed capability of @odisha_police !
#BigBreaking: ଭୁବନେଶ୍ୱରରେ ଲଜ୍ଜା !
- ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଲଜ୍ଜା
- ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ
- ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଲଜ୍ଜାଜନକ ଘଟଣା
#CrimeNews #Bhubaneswar #Odisha #OTV

Last Seen Hashtags on Sotwe
suriyaprabha
Seen from Netherlands
caughtoncamera()()()()()**********video
Seen from Switzerland
นักเรียนชักว่าว
Seen from Thailand
reshmirnair
Seen from India
snapchat
Seen from United States
liseli türk ifşa
Seen from Turkey
aibabe
Seen from India
MGAI
Seen from Netherlands
snapchat ()*****
Seen from Egypt
Most Popular Users

Elon Musk 
@elonmusk
241.4M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.8M followers

YouTube 
@youtube
68.7M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers








