Top Tweets for #PitheMahamaya
#ଶ୍ରୀକ୍ଷେତ୍ରରେ_ନିଆରା_ପରମ୍ଫରା
ଗୋସାଣୀ ଯାତ୍ରା (ଗୋଷାଣୀ ଯାତ) ଓଡ଼ିଶାର ପବିତ୍ର ଶ୍ରୀକ୍ଷେତ୍ର ପୁରୀର ଏକ ଅତି ପ୍ରାଚୀନ ଏବଂ ପ୍ରସିଦ୍ଧ ପାରମ୍ପରିକ ଉତ୍ସବ. ଶାରଦୀୟ ଦୁର୍ଗାପୂଜା ସମୟରେ ପୁରୀରେ ଦେବୀ ଦୁର୍ଗାଙ୍କୁ ଏକ ସ୍ୱତନ୍ତ୍ର ଓ ନିଆରା ରୂପରେ ପୂଜା କରାଯାଏ #KANAKNEWS #ODISHA #SPECIALSTORY #PURI #PITHEMAHAMAYA
#ଧନ_ଦେବୀ_ମା_ପେଣ୍ଡ୍ରାଣୀ..
ଏହି ପ୍ରସିଦ୍ଧ ମନ୍ଦିରଟି ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୭୦ କିଲୋମିଟର ଦୂର, ଉମରକୋଟ ସହରର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ। #kanaknews #odisha #specialstory #pithemahamaya
#ପରମ୍ପରା_ପୁରୁଣା_ରହସ୍ୟ_ଅନେକ
ଶକ୍ତି ଉପାସନାର ପରମ୍ପରା… ମା’ଙ୍କ ଆବିର୍ଭାବ ପଛରେ ରହସ୍ୟମୟ କାହାଣୀ
#pithemahamaya #KanakNews
#ଶୈଳପୁତ୍ରୀ_ବେଶରେ_ମା_ଦକ୍ଷିଣକାଳୀ
ବୀରଗୋବିନ୍ଦପୁରରେ ମା’ ଦକ୍ଷିଣକାଳୀଙ୍କ ଷୋଳ ପୂଜା, ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’
#pithemahamaya #KanakNews
#ପାଟଖଣ୍ଡାର_ନିଆରା_ପରମ୍ପରା
ପାଟଖଣ୍ଡାର ନିଆରା ପରମ୍ପରା, ଦୀପଦାନରେ ଝଲସୁଛି ମା’ଙ୍କ ପୀଠ
#Pithemahamaya #KanakNews
#ଶକ୍ତିପୀଠରେ_ମାଆଙ୍କ_ଅପୂର୍ବ_ରୂପ
ମହାମାୟାଙ୍କ ପୀଠରେ ଭକ୍ତିର ମହାସମାଗମ, ଭକ୍ତଙ୍କ ଗହଳିରେ କମ୍ପୁଛି ମାଆଙ୍କ ପୀଠ
#pithemahamaya #KanakNews
#କୃଷ୍ଣଚନ୍ଦ୍ର_ଭଞ୍ଜଙ୍କ_ସହ_ପୀଠର_ଇତିହାସ
ପୁଅର ଆରୋଗ୍ୟ ପରେ ମନ୍ଦିର ପୁନଃନିର୍ମାଣ କରାଯାଇଛି । ଏ ସବୁ କାହାଣୀ ଆଜି ଆଜି ମଧ୍ୟ ମା’ଙ୍କ ଅତୁଟ ବିଶ୍ବାସର ପରିଚୟ
#PitheMahamaya #DurgaPuja #KanakNews
#ପ୍ରାଚୀକୂଳରେ_ମା_ପଶ୍ଚିମାମୁଖୀ_ଦୁର୍ଗାଙ୍କ_ପୀଠ
ଚନ୍ଦନ ବେଶରୁ ସୁନାବେଶ । ମା’ଙ୍କ ଅପୂର୍ବ ଶୃଙ୍ଗାର । ଜୀବନ୍ତ ପରମ୍ପରା ଝଲକ ।
#PitheMahamaya #DurgaPuja #KanakNews
#ତନ୍ତ୍ର_ଉପାସନାର_ପୀଠ_ବରାହୀ_ମନ୍ଦିର
ମା’ଙ୍କ ପୀଠେ ଭକ୍ତଙ୍କ ଭିଡ଼ ଜମୁଛି । ପ୍ରାଚୀନ ପୀଠରେ ମା’ ବରାହୀ
#PitheMahamaya #VarahiTemple #KanakNews
#ରାଜପରିବାରର_ଆସ୍ଥାରେ_ମା_ଅମ୍ବିକା
ପୁଅର ଆରୋଗ୍ୟ ପରେ ମନ୍ଦିର ପୁନଃନିର୍ମାଣ । ମା’ ଅମ୍ବିକାଙ୍କ ପରିବାରର ଇତିହାସ ଯୋଡ଼ି ହୋଇ ରହିଛି ମା’ ଅମ୍ବିକାଙ୍କ ଆସ୍ଥା ଓ ଭକ୍ତିର ଏକ ରୋଚକ ଅଧ୍ୟାୟ ।
#PitheMahamaya #DurgaPuja #MaaAmbika #Mayurbhanj #KanakNews
#ମତ୍ସ୍ୟଜୀବୀଙ୍କ_ଆସ୍ଥା_ମା_ଧାମରାଇ
କନିକା ରାଜାଙ୍କ ସ୍ବପ୍ନାଦେଶରୁ ମନ୍ଦିର ନିର୍ମାଣ ହୋଇଥିଲା । କେଉଟୁଣୀଙ୍କ ସେବାରେ ପୂଜା ପାଉଛନ୍ତି ମା’
#PitheMahamaya #DurgaPuja #KanakNews
#ଏଠି_ଷୋହଳ_ଦିନ_ଧରି_ଚାଲେ_ଗୁପ୍ତପୂଜା
ଗୁପ୍ତପୂଜାରେ ମା’ ଭୈରବୀ । ରାଜାରାଜୁଡ଼ା ଅମଳରୁ ଚାଲିଛି ପରମ୍ପରା
#PitheMahamaya #DurgaPuja #KanakNews
#ପାଟଖଣ୍ଡା_ବସା_ପର୍ବର_ଅନନ୍ୟ_ପରମ୍ପରା
ଏହି ସ୍ଥାନରେ ନାଭିକମଳ ଅଂଶ ପଡ଼ିଥିଲା । ପରେ ଏହା ପଦ୍ମନରସିଂହକଣ୍ଟକ ନାମରେ ପରିଚିତ ହୋଇଥିଲା ।
#PitheMahamaya #DurgaPuja #KanakNews
#ସାହାଡ଼ା_ମୂଳେ_ମନସ୍କାମନାର_ପୂଜା
ରାଜାରାଜୁଡ଼ା ଅମଳରୁ ଚାଲିଛି ପରମ୍ପରା । ଗୁପ୍ତପୂଜାରେ ମା’ଭୈରବୀ
#PitheMahamaya #DurgaPuja #KanakNews
#ଅର୍କକ୍ଷେତ୍ରର_ଅଧିଷ୍ଠାତ୍ରୀ_ମା_ରାମଚଣ୍ଡୀ
କୋଣାର୍କ-ପୁରୀ ବେଳାମାର୍ଗ ପାର୍ଶ୍ବରେ ପୁରୀଠାରୁ ୨୭ କିଲୋମିଟର ଏବଂ କୋଣାର୍କଠାରୁ ୯ କିଲୋମିଟର ଦୂରରେ ରହିଛି ମା’ରାମଚଣ୍ଡୀଙ୍କ ପବିତ୍ର ପୀଠ। ଶାକ୍ତ ଉପାସନା ପରମ୍ପରାରେ ଓଡ଼ିଶାର ପ୍ରମୁଖ ଶକ୍ତିପୀଠଙ୍କ ମଧ୍ୟରେ ମା’ରାମଚଣ୍ଡୀଙ୍କ ପୀଠ ଅନ୍ୟତମ। #KANAKNEWS #PITHEMAHAMAYA #SPEICALSTORY #MAA 3PURI #KONARK
Last Seen Hashtags on Sotwe
产乳
Seen from Thailand
randomchat(())**********filter:videos
Seen from Japan
gilf #bimbo
Seen from Germany
mimichat video()**************
Seen from Canada
blackmarria
Seen from Indonesia
sakso
Seen from Turkey
MGAI
Seen from United States
anxiouspanda #minichat #snapchat
Seen from United States
نيج
人妖主动
Seen from Thailand
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers
