Top Tweets for #PlusTwoResult
🛑 +2 റിസൾട്ട് കേരളത്തോട് പറയുന്നത്
🎥📲 WATCH FULL VIDEO :
https://t.co/6zQhKpTV2C
🎙️ഡോ. കെ എം ഷരീഫ്
🎙️ ഡോ. അബ്ദുൽ ഹക്കീം എ കെ
🎙️മുഹമ്മദ് ബഷീർ ഓമാനൂർ
➖➖➖➖➖➖➖➖
𝐔𝐏𝐃𝐀𝐓𝐄
#PlusTwoResult #PlustwoResult2026 #KeralaPlusTwoResult #DHSEResult #KeralaEducation

FAAAAAHHHHH!!! #plustworesult


പ്ലസ്ടു പരീക്ഷാ ഫലം ഇന്ന്; വൈകീട്ട് 3 മണിക്ക് പ്രഖ്യാപിക്കും
#PlusTwoResult #PlusTwoExamResult #Plustwo #Result

സംസ്ഥാനത്തെ പ്ലസ് ടു പരീക്ഷാഫലം ഇന്ന് പ്രഖ്യാപിക്കും
🔗 https://t.co/DjQKHBFFz0
#PlusTwoResult #PlusTwoExamResult

ଆଖି ନାହିଁ ହେଲେ ଯୁକ୍ତ ଦୁଇ କଳାରେ ରଖିଛନ୍ତି ୯୨% ମାର୍କ
#Inspiration #OdishaStudent #PlusTwoResult
https://t.co/qWdK6kNQrl
#ସ୍ୱାସ୍ବତୀ_ଲକ୍ଷ୍ମୀ_ଗୁଣ୍ଡ_ଓ_ଅଙ୍କିତା_ସେଠି_ଟପ୍ପର
ଯୁକ୍ତ ଦୁଇ ପରୀକ୍ଷାରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନରେ ସ୍ୱାସ୍ବତୀ ଲକ୍ଷ୍ମୀ ଗୁଣ୍ଡ ଓ ଅଙ୍କିତା ସେଠି ୫୮୯ ନମ୍ବର ରଖି ରେଭେନ୍ସା ଯୁକ୍ତ ଦୁଇ ବିଜ୍ଞାନରେ ଟପ୍ପର ।
#PlusTwoResult #Cuttack #KanakNews #mkt
ମୟୁରଭଞ୍ଜର ଜଣେ ଚାଷୀଙ୍କ ପୁଅ ଆଦିତ୍ୟ କୁମାର ଗିରି ଜିଲ୍ଲା ପାଇଁ ଆଣିଲେ ଗର୍ବ ଓ ଗୌରବ। ବାରିପଦାର ଘରୋଇ ପ୍ରିନ୍ସ କଲେଜର ଆଦିତ୍ୟ ବିଜ୍ଞାନରେ ୫୮୮ ନମ୍ୱର ରଖିଛନ୍ତି।
#Odisha #Mayurbhanj #Baripada #PlusTwoResult #StudentSuccess #Topper #98Percent #Education #Inspiration #OTV
ଯୁକ୍ତଦୁଇରେ ୬୦୦ରୁ ଜଣେ ଛାତ୍ରୀ ୫୪୦ ମାର୍କ ରଖି ଛାତ୍ରୀ ଜଣଙ୍କ ଖୁସି ବ୍ୟକ୍ତ କରିଛନ୍ତି।
#Odisha #Jeypore #PlusTwoResult #StudentReaction #Education #ExamResult #Happiness #Inspiration #BreakingNews #OTV
ଯୁକ୍ତ ୨ ବିଜ୍ଞାନରେ ୬ooରୁ ୫୯୮ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଇ-ଟେକ୍ ରେସିଡେନ୍ସିଆଲ କଲେଜର ଛାତ୍ର ପାର୍ଥସାରଥୀ ଖିଲାର୍।
#Odisha #Dhenkanal #StateTopper #PlusTwoResult #ScienceTopper #StudentSuccess #Education #Inspiration #ExamResult #OTV
ଦିନକୁ 10 ଘଣ୍ଟା ପରିଶ୍ରମ କରିଥାଏ। କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ପ୍ରଧାନ ଯୁକ୍ତ ୨ ବାଣିଜ୍ୟରେ ସର୍ବାଧିକ ୯୭ ପ୍ରତିଶତ ନମ୍ଵର୍ ରଖିଥିବା ଛାତ୍ରୀଙ୍କ ପ୍ରତିକ୍ରିୟା।
#Odisha #Kendrapara #PlusTwoResult #Topper #StudyMotivation #StudentSuccess #Education #Inspiration #OTV
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ କଟକ ଲିଙ୍କରୋଡ ସ୍ଥିତ ଏକ ରେସିଡେନ୍ସିଆଲ କଲେଜର ଛାତ୍ରୀ ମଧୁମିତା ସାହୁ 600 ନମ୍ବର ରୁ 598 ନମ୍ବର ରଖି ସଫଳତା ହାସଲ କରିଛନ୍ତି। ଶୁଣନ୍ତୁ କେମିତି ଥିଲା ତାଙ୍କର ପ୍ରସ୍ତୁତି।
#Odisha #Cuttack #PlusTwoResult #Topper #StudyTips #StudentSuccess #Education #Inspiration #OTV
ଯୁକ୍ତଦୁଇ ପରୀକ୍ଷା ଫଳାଫଳରେ ଜୟପୁରର ଜଣେ ଛାତ୍ରୀ ୬୦୦ ମାର୍କରୁ ୫୬୯ ମାର୍କ ରଖିଛନ୍ତି । ଭବିଷ୍ୟତରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରିବେ ବୋଲି ସେ କହିଛନ୍ତି।
#Odisha #Jeypore #PlusTwoResult #StudentSuccess #Education #Topper #CivilServices #Inspiration #ExamResult #OTV
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ କଟକ ଲିଙ୍କରୋଡ ସ୍ଥିତ ଏକ ରେସିଡେନ୍ସିଆଲ କଲେଜର ଛାତ୍ରୀ ମଧୁମିତା ସାହୁ 600 ନମ୍ବର ରୁ 598 ନମ୍ବର ରଖି ସଫଳତା ହାସଲ କରିଛନ୍ତି।
#Odisha #Cuttack #PlusTwoResult #Education #StudentAchievement #ExamResult #TopScore #Inspiration #BreakingNews #OTV
ବାହାରିଛି ଯୁକ୍ତ ଦୁଇ ପରୀକ୍ଷାଫଳ। କୃତକାର୍ଯ୍ୟ କରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ଲକ୍ଷ୍ୟ କଣ ରହିଛି ଶୁଣନ୍ତୁ...
#PlusTwoResult #CHSEOdisha #OdishaStudents #ExamResult #StudentReaction #Result2026 #OdishaNews #Berhampur #Ganjam #Odisha #OdishaTV #OTV
ଟ୍ୟାକ୍ସି ଡ୍ରାଇଭରଙ୍କ ପୁଅ ରଖିଲା ୫୯୫ ମାର୍କ। ଶୁଣନ୍ତୁ କଣ ରହିଛି ବାପା ମା’ଙ୍କ ପ୍ରତିକ୍ରିୟା।
#PlusTwoResult #CHSEOdisha #OdishaStudents #ExamResult #TaxiDriverSon #StudentReaction #Result2026 #OdishaNews #Berhampur #Ganjam #Odisha #OdishaTV #OTV
୫୭୦ରୁ ୫୮୦ ମାର୍କ ରଖିବା ନେଇ ଆଶା ଥିଲା। ୫୯୫ ମାର୍କ ରଖିଥିବାରୁ ମୁଁ ବହୁତ ଖୁସି- ଅଂଶୁମାନ ଷଡଙ୍ଗୀ
#PlusTwoResult #CHSEOdisha #OdishaStudents #ExamResult #StudentReaction #Result2026 #OdishaNews #Berhampur #Ganjam #Odisha #OdishaTV #OTV
ବଢ଼ିଲା ଯୁକ୍ତ୨ ପାସ୍ହାର, ମୋଟ ୮୫.୮୫% ପାସ୍
#Sambad #ChseOdisha #CHSEResult #PlusTwoResult #Passpercentage
https://t.co/0KLv1fF1YL
'ରେଜଲ୍ଟ ବହୁତ ଭଲ ହୋଇଛି। ଆଶା ଥିଲା ୯୫% ମୋର ୯୬% ମାର୍କ ଆସିଛି।' - ଛାତ୍ରୀ
#PlusTwoResult #CHSEOdisha #OdishaStudents #StudentSuccess #ExamResult #OdishaEducation #96Percent #ResultReaction #Balasore #Odisha #OdishaTV #OTV
ୱେବସାଇଟରେ ମଧ୍ୟ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଲା। ପରୀକ୍ଷାରେ ଭଲ ରେଜଲ୍ଟ କରିଥିଲେ ମାର୍କ ଦେଖୁ ଦେଖୁ ଖୁସିରେ କାନ୍ଦି ପକାଇଲେ ଛାତ୍ରୀ। ଦେଖନ୍ତୁ ଦୃଶ୍ୟ..
#PlusTwoResult #CHSEOdisha #OdishaStudents #ExamResult #StudentReaction #Result2026 #OdishaNews #Berhampur #Ganjam #Odisha #OdishaTV #OTV
Trends for you
Most Popular Users

Elon Musk 
@elonmusk
240.2M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.6M followers

Cristiano Ronaldo 
@cristiano
108.9M followers

Narendra Modi 
@narendramodi
107M followers

Rihanna 
@rihanna
97.3M followers

NASA 
@nasa
92.1M followers

Justin Bieber 
@justinbieber
90.6M followers

KATY PERRY 
@katyperry
86.8M followers

Taylor Swift 
@taylorswift13
80.6M followers

Lady Gaga 
@ladygaga
72.2M followers

Kim Kardashian 
@kimkardashian
69.4M followers

YouTube 
@youtube
68.6M followers

Virat Kohli 
@imvkohli
68.5M followers

Bill Gates 
@billgates
63.4M followers

The Ellen Show
@theellenshow
62.5M followers

CNN 
@cnn
61.9M followers

Neymar Jr 
@neymarjr
61.1M followers

X 
@x
60.9M followers

Selena Gomez 
@selenagomez
59.9M followers






