Top Tweets for #PoliceDG
ପୋଲିସ ବିଭାଗରେ ନିଯୁକ୍ତିକୁ ନେଇ କଣ କହିଲେ ପୋଲିସ DG ବିନୟତୋଷ ମିଶ୍ର, ଶୁଣନ୍ତୁ...
#policeDG
ଝିଅ ପୁଅ ଭଲ ପାଇ ପଳେଇ ଯାଉଛନ୍ତି । ଝିଅର ବୟସ ରହୁଛି ୧୮ ରୁ କମ । ସିନେମାର ପ୍ରଭାବ ପଡୁଛି, ଟିକେ ସଚେତନତାର ଅଭାବ ରହିଛି ।
#PoliceDG #Sambalpur
ବ୍ରାଉନସୁଗର ବିଦେଶରୁ ଆସୁଛି, କୋଡାଇନ କଫ ସିରଫ ଉତ୍ତରାଖଣ୍ଡ ଓ ଛତିଶଗଡରୁ ଆସୁଛି । ତାକୁ ଆମକୁ ରୋକିବାକୁ ପଡିବ, ଶୁଣନ୍ତୁ ପୋଲିସ୍ ଡିଜି ଆଉ କଣ କହୁଛନ୍ତି...
#PoliceDG #Sambalpur
#ପୁଲିସରେ_ଆଉ_୧୦_ହଜାର_ନିଯୁକ୍ତ_ହେବେ
ଜାନୁଆରୀ ଫେବୃଆରୀ ସୁଦ୍ଧା ୧୦ ହଜାର ପୁଲିସ ନିଯୁକ୍ତ ହେବେ । ମୁଁ ଯୋଗ ଦେଲାବେଳେ ୪୦ ହଜାର ପୁଲିସ ଥିଲେ । ଏବେ ୬୦ ହଜାର ପୁଲିସ ଅଛନ୍ତି । ଧୀରେ ଧୀରେ ପଦବୀ ପୂରଣ ହେଉଛି । ପଦବୀ ଖାଲି ଅଛି ବୋଲି କାମ ପ୍ରଭାବିତ ହେଉନାହିଁ : ବିନାୟତୋଷ ମିଶ୍ର, ପୋଲିସ ଡିଜି #kanaknews #policeDG #newrecruitment #Odishapolice
ଓଡ଼ିଶା ପୋଲିସ ନିଯୁକ୍ତି ମାମଲା ; SCରେ କ୍ଷମା ମାଗିଲେ ସଲିସିଟର ଜେନେରାଲ #odishapolice #dg #pitambaracharya #supremecourtofindia #RajuRamachandran #policedg #courthearing #prameyanews7
#ବାଲେଶ୍ୱର_ଗସ୍ତରେ_ପୁଲିସ_ଡିଜି
ବାଲେଶ୍ୱର ଗସ୍ତରେ ପୁଲିସ ଡିଜି, ପୂର୍ବାଞ୍ଚଳ ରେଞ୍ଜ ୩ ଟି ଜିଲ୍ଲାରେ ଆଇନଶୃଙ୍ଖଳା ସମୀକ୍ଷା
#KanakNews #PoliceDG #BalasoreVisit
ପୂର୍ବତନ ପୋଲିସ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ, ୱାଇ.ବି ଖୁରାନିଆଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା
#OrissaHighCourt #OdishaPolice #OdishaFormerDGP #policeDG #HighCourt #Notice #ETVBharatOdisha
https://t.co/rFlz51LiG2
ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜି ଦାୟିତ୍ୱ | Binayatosh Mishra Appointed Interim Odisha Police DG #BinayatoshMishra #OdishaPolice #PoliceDG #InterimDG #OdishaDG #PoliceDepartment #OdishaGovernment #DGAppointment #PoliceNews #OdishaNews #LatestUpdate #BreakingNews #prameyanews7
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ପୋଲିସ ଡିଜି ୱାଇ.ବି.ଖୁରାନିଆ
#MohanCharanMajhi #YBKhurania #OdishaCM #PoliceDG #OdishaPolice #OTV

Odisha CM Meets Chief Secretary and Police DG Over New DGP Selection | ନୂଆ ପୋଲିସ DG ଚୟନ ନେଇ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ CS ଓ DG #OdishaDGP #DGPSelection #OdishaPolice #OdishaCM #ChiefSecretary #PoliceDG #OdishaGovernment #DGPUpdate #OdishaPolitics #PoliceNews #GovernmentUpdate #OdishaNews #prameyanews7
କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ ଡିଜି, ଦୌଡ଼ରେ ୩ ଜଣ; ୧୦ ତାରିଖ ସୁଦ୍ଧା ହେବ ଘୋଷଣା
#PrameyaNews7 #policeDG #Odisha #OdishaPolice
https://t.co/aJ7JXR1yXJ
ତଟୀୟ ସୁରକ୍ଷା ଉପରେ କଣ କହିଲେ ପୋଲିସ DG ? | Odisha DGP Y.B. Khurania in Coastal Security
#coastalsecurity #ybkhurania #policedg #prameyanews7
‘#ସପ୍ତାହକରେ_ହେଲାଣି_୪_ଏନକାଉଣ୍ଟର
ରାଜ୍ୟରେ ବଢ଼ୁଥିବା ଅପରାଧକୁ ନେଇ ପୁଲିସ ଡିଜିଙ୍କ ପ୍ରତିକ୍ରିୟା । କହିଲେ, ଅପରାଧୀଙ୍କ ଉପରେ ରହିଛି କଡ଼ା ନଜର ।ରାଜ୍ୟରେ ନାହିଁ ଅପରାଧୀଙ୍କ ଜାଗା ।
#Odisha #KanakNews #policeDG #Crime
କିଏ ହେବେ ଓଡ଼ିଶାର ନୂଆ ପୁଲିସ ମହାନିର୍ଦ୍ଦେଶକ ? ଚର୍ଚ୍ଚାରେ ସୁଧାଂଶୁ, ସୁଶାନ୍ତ ଓ କୋଚେଙ୍କ ନାଁ ଆଗରେ
#OdishaDGP #PoliceDG #Odisha #PrameyaNews7 https://t.co/hp0syrnK2Z
ନୂଆ ପୁଲିସ ଡିଜି ରେସ୍ରେ ୩ ନାଁ; ଦିଲ୍ଲୀକୁ ଗଲା ତାଲିକା, କାହା ନାଁରେ ବାଜିବ ମୋହର ?
#PoliceDG #Odisha #KanakNews
https://t.co/kzKoK4KIqr
ଓଡ଼ିଶା ପୋଲିସର ମହିଳା ଓ ପୁରୁଷ ଫୁଟବଲ୍ ଟିମ୍ କୁ ସମ୍ବର୍ଦ୍ଧନା; ସଫଳତା ପାଇଁ ସମ୍ବର୍ଦ୍ଧିତ କଲେ ପୋଲିସ ଡିଜି Odisha Police Felicitates Men’s and Women’s Football Teams for Their Success #OdishaPolice #FootballTeam #SportsFelicitation #OdishaSports #PoliceDG #TeamSuccess #OdishaNews #SportsAchievement #FootballOdisha #InspiringStory #Hyderabad
Ama bus Accident: ବେପରୁଆ ଗାଡି ଚାଳନା, ADCP କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ଧକ୍କା ଦେଲା ଆମ ବସ୍ https://t.co/TVPmFhOkLs
#PrameyaNews7 #amabus #accident #additionaldcp #policeDG
ଡେଡ୍ଲାଇନ୍ ସରିବାକୁ ଆଉ ୨ ଦିନ, ସରେଣ୍ଡର କର..ନହେଲେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବେ
#PrameyaNews7 #mao #policeDG #OdishaNews #Odisha
https://t.co/bFGLlAreen
କୋରାପୁଟ ଜଙ୍ଗଲରେ ଏବେବି ଚାଲିଛି ଜୋରଦାର ଅପରେସନ, ଡ୍ରୋନ୍ ଦ୍ୱାରା ନଷ୍ଟ କରାଯାଉଛି ଗଞ୍ଜେଇ ଚାଷ
#PrameyaNews7 #OdishaNews #PoliceDG #DGP #ybkhurania
https://t.co/ANSUtEInr2
Last Seen Hashtags on Sotwe
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers




