Top Tweets for #PollOnZee
#PollOnZee
ଶକ୍ତି ପ୍ରଦର୍ଶନ ଆଳରେ ଆନ୍ଦୋଳନରତ କୃଷକମାନେ ହିଂସାକାଣ୍ଡ ଭିଆଇବା ଠିକ୍ ନା ଭୁଲ ?
#PollOnZeeOdisha #FarmersProstest #FarmersBill2020
#PollOnZee
ପରୀ ମାମଲାରେ ହୋଇଥିବା ଏସଆଇଟି(SIT) ତଦନ୍ତରେ ଆପଣ ସନ୍ତୁଷ୍ଟ?
#PollOnZeeOdisha #PariDeathMystery #MinorGirlsDeathMystery @arunbothra @WCDOdisha
#PollOnZee
ପରୀ ମାମଲାରେ ସିବିଆଇ(CBI) ତଦନ୍ତ ହେବା ଉଚିତ ?
#PollOnZeeOdisha #PariDeathMystery #MinorGirlsDeathMystery @arunbothra @WCDOdisha
#PollOnZee:
ପରୀ, ପିହୁ ଓ ସ୍ୱାତୀ ନିଖୋଜ ଓ ହତ୍ୟା ଘଟଣା ପରେ ଆତଙ୍କିତ ଅଭିଭାବକ !
ଆପଣଙ୍କ ଶିଶୁ ସୁରକ୍ଷିତ ତ?
#PariDeathMystery #MinorGirlsDeathMystery
@WCDOdisha @bjd_odisha @BJP4Odisha
@INCOdisha @DGPOdisha @cpbbsrctc @SarangiSudhansu
#PollOnZee:
ନୂଆ ବର୍ଷରେ ଜଗା ଦର୍ଶନକୁ ଅନୁମତି ମିଳିବା ଉଚିତ କି ?
#JagaDarshan #JagaDarshan2021 #Jagannath #Puri
#PollOnZee:
ମହାରାଷ୍ଟ୍ର ସରକାରୀ କାର୍ଯ୍ୟାଳୟକୁ ଜିନ୍ସ ଟି-ସାର୍ଟ ମନା ।
#Maharashtra ସରକାରଙ୍କ ନିଷ୍ପତ୍ତି ଠିକ୍ ନା ଭୁଲ୍ ?
#ZeeOdisha
#PollOnZee:
#PPEKit ଓ #Mask ଦୁର୍ନୀତିର ଅସଲି ଦୋଷୀକୁ ଧରି ପାରିବ କି ଭିଜିଲାନ୍ସ ବିଭାଗ ?
@OdishaVigilance @SecyChief #ZeeOdisha
#PollOnZee:
ଓଡ଼ିଶାକୁ ଲୁଟୁଥିଲେ କି ବିହାରୀ ବାପ-ପୁଅ ?
ଜନତାଙ୍କ ପଇସାରେ ମଉଜ କରକୁଥିଲେ କି ଉଭୟ ?
#AkashPathak #IFS #AbhayaPathak
#PradeepExpose #PradeePanigrahi #ZeeOdisha
#PollOnZee:
ସଫଳ ହେବକି କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରା ?
#BharatBandh #FarmersProtest
#PoliticsOnFarmer #ZeeOdisha
#PollOnZee
ହରିଆଣା ସ୍ୱାସ୍ଥ୍ୟ ମନ୍ତ୍ରୀ #AnilVij ଙ୍କୁ କୋଭ୍ୟାକ୍ସିନ୍ ଧୋକା !
କାମ ଦେଲାନି ଟ୍ରାଏଲ୍ ଡୋଜ୍...
ସାଧାରଣ ଲୋକଙ୍କ ପାଇଁ କାମ ଦେବ ତ !
ବର୍ତ୍ତମାନ ମଧ୍ୟ ଜାରି ରହିଛି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ...
#Covaxin #IndiaFightsCorona #ZeeOdisha
#PollOnZee:
ପରୀକୁ ମିଳିବ ତ ନ୍ୟାୟ ?
ନା ନିଜର ଫାଇଦା ପାଇଁ 'ପରୀ' ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଛି...
#ZeeOdisha
@sambitswaraj @NPatnaikOdisha
@sasmitpatra @INCOdisha @BJP4Odisha @bjd_odisha
#AnilVij କୋରୋନା ଟିକା ନେବା ପରେ ପଜିଟିଭ୍ ଜଣା ପଡ଼ିବା ଖବର, ସୋସିଆଲ ମିଡିଆରେ କୋଭାକ୍ସିନର ବିଫଳତାକୁ ନେଇ ଚର୍ଚ୍ଚା...
ସତରେ ଭ୍ୟାକ୍ସିନ୍ (#Covaxin) ମାରିବ କି କୋରୋନା ଭାଇରସ୍ ?
ଜୀ ଓଡ଼ିଶା ପୋଲରେ ନିଶ୍ଚୟ ଦିଅନ୍ତୁ ଆପଣଙ୍କ ମତାମତ ।
#PollOnZEE #ZeeOdisha
#PollOnZEE
ସାରା ବିଶ୍ୱ #Corona କୁ ନେଇ ସଙ୍ଘର୍ଷ କରୁଥିବାବେଳେ ଚାଇନା ହଜାର ହଜାର ଲୋକଙ୍କୁ ଏକାଠି କରି ମଉଜ କରୁଥିବା କାର୍ଯ୍ୟକଳାପ ଠିକ୍ ନା ଭୁଲ୍?
#WorldFightsCorona #wuhanparty
#PollOnZEE || ପଶ୍ଚିମବଙ୍ଗରେ ବିଜେପିର କ୍ଲିନ ସ୍ୱିପ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ଦମ୍ଭୋକ୍ତି!
ମୋଦିଙ୍କ ହାୱାରେ ଦୋହଲିବ କି ଦିଦିଙ୍କ ଗଡ଼?
ନିଶ୍ଚୟ ଦିଅନ୍ତୁ ମତାମତ, ଆପଣଙ୍କ ମତାମତକୁ ନେଇ ଆମେ ପ୍ରସାରଣ କରିବୁ ଆପଣଙ୍କ ଖବର ।
#PollOnZEE || ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତି ଦାୟୀ କି ?
#EconomicSlowdown
#EconomicCrisis
#PollOnZEE || ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓଜନ ହ୍ରାସ ନିଷ୍ପତ୍ତି ହେବା ପରେ ମଧ୍ୟ, ସ୍କୁଲ ଗୁଡ଼ିକରେ ସରକାରଙ୍କ ଏହି ନିୟମକୁ ଅଣଦେଖା କରିବା, ଉଚିତ ମଣୁଛନ୍ତି କି?
#BeAware
#SchoolBagWeightReduce
ଏହି ଖବର ସମସ୍ତଙ୍କ ପାଖକୁ ପହଞ୍ଚାଇବା ସହ ସଚେତନ କରାଇବା ଆମ ଉଦ୍ଦେଶ୍ୟ ।
ନିଶ୍ଚୟ ଦିଅନ୍ତୁ ଆପଣଙ୍କ ମତାମତ ।
#PollOnZEE || ମହାପ୍ରଭୁଙ୍କ ନିକଟରେ ସୁନା ଥାଳିରେ ଭୋଗ ନ ଲାଗି, କଂସା ଥାଳିରେ ଭୋଗଲାଗି ହେବା ଉଚିତ କି?
''ଚିଦାମ୍ୱରମଙ୍କ ଗିରଫ ପରେ, କ'ଣ ଅନ୍ୟ କଂଗ୍ରେସ ନେତାଙ୍କ କଳା କାରନାମାର ହେବ କି ପର୍ଦ୍ଦାଫାସ?''
ଏହି ପ୍ରସଙ୍ଗରେ ଜୀ ଓଡ଼ିଶା ସୋସିଆଲ ମିଡିଆ ପୋଲରେ ୯୧% ସମର୍ଥନ ମିଳିଥିବାବେଳେ ୯% ସମର୍ଥନ ମିଳି ନାହିଁ ।
ଆପଣଙ୍କ ମତାମତ ଓ ପ୍ରତିଟି ସମୟରେ ଖବର ପ୍ରତି ପ୍ରତିକ୍ରିୟା ରଖୁଥିବା ସମସ୍ତ ଦର୍ଶକଙ୍କୁ କୃତଜ୍ଞତା ।
#PollOnZEE

#PollOnZEE || ଚିଦାମ୍ୱରମଙ୍କ ଗିରଫ ପରେ, କ'ଣ ଅନ୍ୟ କଂଗ୍ରେସ ନେତାଙ୍କ କଳା କାରନାମାର ହେବ କି ପର୍ଦ୍ଦାଫାସ?
#PChidambaram
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
113.6M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.5M followers

NASA 
@nasa
92.4M followers

Justin Bieber 
@justinbieber
91.7M followers

KATY PERRY 
@katyperry
89.5M followers

Taylor Swift 
@taylorswift13
83.4M followers

Lady Gaga 
@ladygaga
74.9M followers

Virat Kohli 
@imvkohli
72.6M followers

Kim Kardashian 
@kimkardashian
70.7M followers

YouTube 
@youtube
68.8M followers

Neymar Jr 
@neymarjr
65.6M followers

Bill Gates 
@billgates
64.9M followers

Selena Gomez 
@selenagomez
62.6M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.8M followers
