Top Tweets for #PrafullaSamal
#ସୁବାସ_ସିଂହ_ବିଜୁ_ଶ୍ରମିକ_ସାମ୍ମୁଖ୍ୟ_ସଭାପତି
-ପୁନର୍ବାର ଗଠିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ସୁବାସ ସିଂହ
-ପ୍ରଫୁଲ୍ଲ ସାମଲ ପରାମର୍ଶଦାତା ଓ ନବ କିଶୋର ମହାନ୍ତି କାର୍ଯ୍ୟକାରୀ ସଭାପତି
-୭ ଉପସଭାପତିଙ୍କୁ ନିଯୁକ୍ତି, ଅରିନ୍ଦମ ସର୍ଖେଲ କୋଷାଧ୍ୟକ୍ଷ
#BijuShramikSammukhya #SubhasSingh #PrafullaSamal #NabaKishoreMohanty #Odisha #BJD #OTV

ମେଡିକାଲରେ ପ୍ରଫୁଲ୍ଲ ସାମଲଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ବିଜେଡି ନେତ୍ରୀ ସୁଜାତା ରାଉତ
#Odisha #NandighoshaTV #Bjd #NaveenPatnaik #prafullasamal #SujataRout
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି
#Sambad #Bhadrak #PrafullaSamal #Hospitalised #OdishaNews
https://t.co/mMd0cshkXY
#ପ୍ରଫୁଲ୍ଲ_ସାମଲ_ଅସୁସ୍ଥ
ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ । ଆଶୁ ଆରୋଗ୍ୟ କାମନା କଲେ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
#Odisha #NandighoshaTV #Bjd #NaveenPatnaik #prafullasamal
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଆଶୁଆରୋଗ୍ୟ କାମନା କଲେ ନବୀନ
#PrameyaNews7 #OdishaNews #PrafullaSamal #FormerMinister #NaveenPatnaik
https://t.co/Txv7OS8NvU
#ପ୍ରଫୁଲ୍ଲ_ସାମଲ_ଅସୁସ୍ଥ
- ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ
- ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି
- ଆଶୁ ଆରୋଗ୍ୟ କାମନା କଲେ ନବୀନ ପଟ୍ଟନାୟକ
#PrameyaNews7 #OdishaNews #PrafullaSamal #FormerMinister #NaveenPatnaik
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ସାମଲ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣିବାକୁ ପାଇଲି। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରୁଛି।
#ପ୍ରଫୁଲ୍ଲ_ସାମଲ_ଅସୁସ୍ଥ
- ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ
- ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି
- ଆଶୁ ଆରୋଗ୍ୟ କାମନା କଲେ ନବୀନ ପଟ୍ଟନାୟକ
#PrameyaNews7 #OdishaNews #PrafullaSamal #FormerMinister #NaveenPatnaik

କେନ୍ଦ୍ର ସରକାରଙ୍କ ଶ୍ରମ କୋର୍ଡ ବିରୋଧରେ ଗର୍ଜିଲେ ବରିଷ୍ଠ ବିଜେଡି ନେତା
#Sambad #PrafullaSamal #BJD #Odisha
https://t.co/4ICecV2U03
ମୁଁ ‘ବିଜେଡି’ରେ ଅଛି, ଆମ ନେତା ନବୀନ ପଟ୍ଟନାୟକ: ପ୍ରଫୁଲ୍ଲ ସାମଲ
#BJD #PrafullaSamal #Odisha #Sambad
https://t.co/G06v2mLehK
ପ୍ରଫୁଲ୍ଲଙ୍କ ହାତରେ ଶଙ୍ଖ କିନ୍ତୁ ପୁଅ ଧରିଲେ ପଦ୍ମ ! ଭୁସୁଡୁଛି କି ଭଦ୍ରକ ବିଜେଡି ? | Bhadrak Politics Heats Up #bhadrak #bjd #bjp #prafullasamal #prameyanews7 #byomakeshray #prayaskantisamal #pranitkantisamal
'ରାଜନୀତିରେ ବାପା-ପୁଅର ସମ୍ପର୍କ ନାହିଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ': Ex-BJD MLA Prafulla Samal #prafullasamal #bjd #prameyanews7 #bhadrak #naveenpatnaik
୨ପୁଅ ଓ ଭଉଣୀ ବିଜେପିରେ ଯୋଗ ଦେବା ପରେ ମୁହଁ ଖୋଲିଲେ ପ୍ରଫୁଲ୍ଲ ସାମଲ
#prafullasamal #OdishaPolitics https://t.co/496Rwxpni0
ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ, ପ୍ରମିଳା କହିଲେ ପୋକା ବାଇଗଣ କୌଣସି କାମରେ ଲାଗିବନି ! | BJD's Pramila Mallik #pramilamallik #prameyanews7 #bjd #bjp #prafullasamal
#ପଦ୍ମ_ଧରିଲେ_ଭେଟେରାନ୍_ପ୍ରଫୁଲ୍ଲଙ୍କ_ଦୁଇ_ପୁଅ
ଭଦ୍ରକ ବିଜେଡିରେ ବିସ୍ଫୋରଣ। ଦଳ ଛାଡ଼ିଲେ, ବିଜେପିରେ ମିଶିଲେ ବିଜେଡି ଭେଟେରାନ୍ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଉଭଣୀ।
#OdishaPolitics #BJP #Bhadrak_PoliticalShift #BJDDefection #PrafullaSamal #Bhadrak #PrafullaSamalFamily #OTV
ଭଦ୍ରକ ବିଜେଡିରେ ବିସ୍ଫୋରଣ, ପଦ୍ମ ଧରିଲେ ଭେଟେରାନ୍ ପ୍ରଫୁଲ୍ଲଙ୍କ ଦୁଇ ପୁଅ ଓ ଉଭଣୀ
#operationlotus #bhadrak #prafullasamal #bjp #OTV
https://t.co/cXpKfA81oT
ବିଜେଡିକୁ ବଡ଼ ଝଟ୍କା : ପଦ୍ମ ଧରିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ | BJP's Mishrana Parba | PrameyaNews7
#bjp #mishranaparba #bhadrakbjd #bjd #prafullasamal #prameyanews7
ବିଜେଡିକୁ ବଡ଼ ଝଟକା , ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ
#Bhadrak #PrafullaSamal #bjp #bjd #OTV
https://t.co/H9Lc9rV1p2
#ପଦ୍ମ_ଧରିଲେ_ପ୍ରଫୁଲ୍ଲଙ୍କ_ଦୁଇ_ପୁଅ_ଓ_ଭଉଣୀ
ବିଜେଡିକୁ ଲାଗିଲା ବଡ଼ ଝଟକା। ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ।
#OdishaPolitics #PrafullaSamal #BJP #BJD_Setback #BhadrakNews #PoliticalDefection #PartySwitch #LocalLeadership #GrassrootsPolitics #OTV
ପ୍ରଫୁଲ୍ଲ ବାବୁ ସେମିତି ଲୋକ ନୁହଁନ୍ତି : ବଦ୍ରି ନାରାୟଣ ପାତ୍ର।
#ArgusNews #BadriNarayanPatra #PrafullaSamal #OdishaPolitics
ଆମେ ଆଶାବାଦୀ ଥିଲୁ ନୂଆପଡ଼ାରେ ଭଲ ହେବ। ନବୀନଙ୍କ ବାବୁଙ୍କ ଲୋକପ୍ରିୟତା ହ୍ରାସ ପାଇ ନଥିବା ବେଳେ ଦଳ କାହିଁକି ହାରିଲା ତାର ଆତ୍ମ ସମୀକ୍ଷା କରିବା ଦରକାର । ପ୍ରଫୁଲ୍ଲ ସାମଲ, ବରିଷ୍ଠ ବିଜେଡି ନେତା
#Nuapada #NuapadaBypoll #PrafullaSamal #NaveenPattnaik #Odisha #OTV
Last Seen Hashtags on Sotwe
NaturalBody
Seen from United States
MicroPenis
Seen from Spain
bursatravesti
Seen from Turkey
FairyDOLL_nagoya
Seen from United States
tcbnhnn
Seen from Japan
사정관리
Seen from Korea
yleuk
Seen from United States
roblacked
Seen from Philippines
snapchat()()()()()()()******+filter:videos
Seen from Canada
ometv
Seen from Argentina
Trends for you
Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.3M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.3M followers

Bill Gates 
@billgates
65.1M followers

Selena Gomez 
@selenagomez
63M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers






