Top Tweets for #PratapDev
#କ୍ରସ୍_ଭୋଟିଂ_ପାଇଁ_ଆକ୍ସନ_ହେବ_କି ?
ବିଜେଡିର କେଉଁ ବିଧାୟକ କଲେ କ୍ରସ୍ ଭୋଟିଂ? କହିଲେ ପ୍ରତାପ ଦେବ । ନବୀନ ବାବୁ ପୂର୍ବରୁ କହିଥିଲେ, ବିଜେପି ଘୋଡ଼ା ବେପାର କରିବ । ନିୟମ ମାନିନଥିବା ବିଧାୟକଙ୍କ ଉପରେ ହେବ କି ଆକ୍ସନ ?
#PratapDev #RajyaSabhaElection #Odisha #KanakNews #BJD
#ପ୍ରତାପ_ଦେବଙ୍କ_ରିପୋର୍ଟ_ପରେ_ଆକ୍ସନ୍
-ମତଦାନ ପରେ ପ୍ରତିକ୍ରିୟା ରଖିଲେ ଅରୁଣ ସାହୁ
-ବିଧାନସଭା କକ୍ଷରେ ଚକ୍ରମଣିଙ୍କ ସହ ଯୋଗାଯୋଗ ହୋଇଛି
-ପ୍ରତାପ ଦେବ ବିଜେଡିର ଏଜେଣ୍ଟ ଅଛନ୍ତି
-ପ୍ରତାପ ଦେବ୍ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ
#PratapDev #Assembly #ArunSahu #Bjd #Odisha #BadaKhabar

#ପ୍ରତାପ_ଦେବଙ୍କ_ରିପୋର୍ଟ_ପରେ_ଆକ୍ସନ୍
-ମତଦାନ ପରେ ପ୍ରତିକ୍ରିୟା ରଖିଲେ ଅରୁଣ ସାହୁ
-ବିଧାନସଭା କକ୍ଷରେ ଚକ୍ରମଣିଙ୍କ ସହ ଯୋଗାଯୋଗ ହୋଇଛି
-ପ୍ରତାପ ଦେବ ବିଜେଡିର ଏଜେଣ୍ଟ ଅଛନ୍ତି
-ପ୍ରତାପ ଦେବ୍ ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ
#PratapDev #Assembly #ArunSahu #Bjd #Odisha #OTV

"#ଆମ_ବିଧାୟକ_ଏକାଠି_ଅଛନ୍ତି'
ବିଜେଡି ବିଧାୟକମାନେ ଏକାଠି ଅଛନ୍ତି, ଶାସକ ଦଳ ମିଥ୍ୟାରେ ଗୁଜବ ପ୍ରଚାର କରୁଛି : ପ୍ରତାପ ଦେବ, ବିଜେଡି ବିଧାୟକ
#KanakNews #PratapDev #BJD
ଅର୍ଥନୈତିକ କରିଡରକୁ ନେଇ ବିଜେଡିର ସମାଲୋଚନା, ପ୍ରତାପ ଦେବ କହିଲେ କେମିତି ବଢ଼ାଇବେ ଅର୍ଥନୀତି ? | BJD's Pratap Dev Targets BJP Govt. on Economic Corridor #economiccorridor #odishagovernment #pratapdev #bjd #prameyanews7
ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ, ରାଜନୈତିକ ପରିସ୍ଥିତି ଓ ଲୋକଙ୍କ ସମସ୍ୟା ନେଇ ହେଲା ଆଲୋଚନା | BJD Meeting at Naveen Niwas #naveenniwas #prameyanews7 #bjd #naveenpatnaik #bhubaneswar #pratapdev #saradanayak #rupeshpanigrahi
#ପୂର୍ବରୁ_ମନା_କଲେନି_କାହିଁକି ?
ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ିଲା ଅଡୁଆ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ତେଜିଲା ବୟାନବାଜି | MLA's Salary Hike
#mlasalaryhike #prameyanews7 #odishagovernment #bjd #bjp #congress #pramilamallik #pratapdev #prithvirajharichandan #naveenpatnaik #bhaktadas
ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ, ଠିକ ଭାବେ ତଥ୍ୟ ଦିଆଯାଉନି,ଟଙ୍କା ଥାଇ ଚାଷୀଙ୍କୁ ହନ୍ତସନ୍ତ କରାଗଲା : BJD MLA Pratap Dev #PratapDev #BJD #OdishaPolitics #Farmers #BudgetIssues #Agriculture #FarmerSuffering #PoliticalStatement #OdishaNews #Development #prameyanews7
#ଷାଠିଏ_ମହଣ_ଘିଅ_ହେବ_ନା_ରାଧା_ନାଚିବ
ମନ୍ତ୍ରୀ ହଇରାଣ ହେବେ । ଷାଠିଏ ମହଣ ଘିଅ ହେବ ନା ରାଧା ନାଚିବ । କେନ୍ଦ୍ର ଅନୁଦାନ ଉପରେ ନିର୍ଭର କଲେ ହଇରାଣ ହେବେ : ପ୍ରତାପ ଦେବ
#OdishaAssembly #PratapDev #KanakNews
"#ବଜେଟ୍_ବଢ଼ୁଛି_ଖର୍ଚ୍ଚ_ହେଉନି'
ରାଜ୍ୟ ସରକାର କେବଳ ବଜେଟ ବଢ଼ାଉଛନ୍ତି, ହେଲେ ତୃଣମୂଳ ସ୍ତରରେ ତାହାକୁ ଖର୍ଚ୍ଚ କରିପାରିନାହାନ୍ତି : ପ୍ରତାପ ଦେବ, ବିଧାୟକ
#KanakNews #PratapDev #BJD
#କେନ୍ଦ୍ର_ନନେଲେ_ଚାଉଳ_ନିଲାମ !
ଶୀତଳଭଣ୍ଡାରକୁ ନେଇ କେ.ଭି-ରାଜା ମୁହାଁମୁହିଁ, ଚାଉଳ ପ୍ରସଙ୍ଗକୁ ନେଇ ସରଗରମ ହେଲା ଗୃହ | Cold Storage Issue in Assembly
#coldstorage #prameyanews7 #odishaassembly #kvsinghdeo #rajaswain #pratapdev #krushnachandrapatra #paddyprocurement
#୮୦୦_ଟଙ୍କା_MSP_ଦେଲେ_ଏବେ_କଣ_କରିବେ ?
'FCI ସରପ୍ଲସ ଧାନ କିଣିବାକୁ ବାଧ୍ୟ ନୁହେଁ..ସରକାର କ୍ଷମତା ଠାରୁ ଅଧିକ ଖାଇଛନ୍ତି, ହଜମ କେମିତି କରିବେ ?': aPratap Dev
#FCI #paddyprocurement #pratapdev #bjd #odishagovt #storagecapacity #farmers
‘#ବିଦ୍ୟୁତ୍_ଭିତ୍ତିଭୂମିରେ_ସରକାରୀ_ଅର୍ଥ_ଲାଗିବ_ନାହିଁ ‘
ବିଦ୍ୟୁତ୍ ବିତରଣ ଘରୋଇ ସଂସ୍ଥା କରୁଥିବାରୁ ସେଥିରେ ସରକାରୀ ଅର୍ଥ ବିନିଯୋଗ ହୋଇପାରିବ ନାହିଁ : ପ୍ରତାପ ଦେବ, ବିଜେଡି ବିଧାୟକ
#KanakNews #PratapDev #BJD
“#କେନ୍ଦ୍ର_ଉପରେ_ଚାପ_ପକାନ୍ତୁ_ସରକାର’
ସେତେବେଳେ ଧାନକିଣା ପ୍ରସଙ୍ଗ ଉଠାଇ ବିଜେପି ଆମ ସରକାରକୁ ଘେରୁଥିଲା, ଆଜି ସମାନ ପ୍ରସଙ୍ଗରେ ନିଜେ ସରକାର ଛନ୍ଦି ହୋଇଯାଇଛନ୍ତି : ପ୍ରତାପ ଦେବ, ବିଜେଡି ବିଧାୟକ
#KanakNews #PratapDev #BJD
#ପ୍ରତାପ_ଦେବଙ୍କ_ବାସଭବନରେ_ପୁରୀ_ନେତା..
Puri BJD leader's meeting at Pratap Deb's house | ପ୍ରତାପ ଦେବଙ୍କ ବାସଭବନରେ ପୁରୀ ନେତାଙ୍କ ବୈଠକ | ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଉମା ସାମନ୍ତରାୟ ଉପସ୍ଥିତ | Prameya News7
#PratapDev #PuriLeadership #MeetingUpdate #LocalLeadership #CommunityMeeting #PuriNews #RegionalLeadership #PublicMeetings #IndiaNews #CommunityEngagement #PrameyaNews7
ସୁନ୍ଦରଗଡ଼ ଖଣି ଚୋରିକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ତାରା କହିଲେ ମନ୍ତ୍ରୀ କେବଳ ବୁଲିକି ଆସିଲେ ହେବନି କାର୍ଯ୍ୟାନୁଷ୍ଠାନ ନେବା ଦରକାର #sundargarh #coalmine #prameyanews7 #tarabahinipati #pratapdev #bjd #bjp #congress
‘#ଲୁଚିଛି_ନା_ଗୋଡ଼_ଦିଟା_ଦିଶୁଛି’
ବିଧାନସଭା ବେଳେ ଆମେ ଖଣି ପ୍ରସଙ୍ଗ ସାମ୍ନାକୁ ଆଣିଥିଲୁ । ହେଲେ ସରକାର କହିଲେ, ସବୁ ଠିକ ଅଛି । ପରେ ଉପବାଚସ୍ପତି ନିଜେ ଚିଠି ଲେଖିବା ପରେ ତାଙ୍କର ଚେତା ପଶିଲା: ପ୍ରତାପ ଦେବ ।
#PratapDev #BJD #MinesLoot
Pratap Keshari Deb Holds Press Meet on Files Nomination for BJD President Post | PrameyaNews7
#pressmeet #pratapdev #prameyanews7
#୧୯_ତାରିଖରେ_କରାଯିବ_ନାମ_ଘୋଷଣା
ଆଜି ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଗୋଟିଏ ହିଁ ନାମାଙ୍କନ ପତ୍ର ଆସିଛି ନବୀନ ପଟ୍ଟନାୟକଙ୍କର ଏବଂ ଆସନ୍ତା ୧୯ ତାରିଖରେ ସଭାପତି ନାମ ଘୋଷଣା କରାଯିବ : ପ୍ରତାପ ଦେବ ।
#BJD #PratapDev #KanakNews
Last Seen Hashtags on Sotwe
hijabi
Seen from Turkey
cnc(()) filter:native_video
Seen from Pakistan
istanbultravesti
Seen from Turkey
momsonn
Seen from Germany
diyarbakırtravesti
Seen from Germany
nolimit filter:videos
Seen from Germany
teenagee filter:videos
lxli or pxdo()************** filter:native_video
Seen from Turkey
nolimit incest
Seen from Netherlands
reshmarechu
Seen from Bahrain
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.8M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89M followers

Taylor Swift 
@taylorswift13
82.9M followers

Lady Gaga 
@ladygaga
74.4M followers

Virat Kohli 
@imvkohli
71.9M followers

Kim Kardashian 
@kimkardashian
70.4M followers

YouTube 
@youtube
68.8M followers

Neymar Jr 
@neymarjr
64.8M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers



