Top Tweets for #PrayForSimilipal
*ଜଳୁଛି ଶିମିଳିପାଳ ଅଭୟାରଣ୍ୟ
*ମାଣିକପୁର ଜଙ୍ଗଲରେ ଲାଗିଛି ନିଆଁ
*ପୂରା ପରିବେଶ ଧୂଆଁମୟ
*ନଷ୍ଟ ହୋଇଗଲାଣି ବହୁ ମୂଲ୍ୟବାନ ବୃକ୍ଷଲତା
#Similipal #Odisha #SaveSimilipal #PrayForSimilipal

Nature at its own rescue! Yes, heavy rainfall in Simlipal National Park is going on. The best treatment for the burning forest! Also forecast for upcoming days is rainy! Thank God 🙏 #SimlipalFires #PrayForSimilipal
This video should get maximum likes
@TheGreatAshB @ykmohanta #PrayForSimilipal @ForestDeptt @dwsmbpd @CMO_Odisha
ସତରେ ଖୁସିରେ ଆତ୍ମହରା ଲାଗୁଛି ମୟୂରଭଞ୍ଜରେ ବର୍ଷା ହେବା ପରେ । ଦିନ ରାତୀ ସମାନ କରି ନିଜ ଜୀବନ କୁ ବାଜି ଲଗାଇ ଶିମିଳିପାଳ ଜୈବମଣ୍ଡଳ କୁ ସୁରକ୍ଷା ଦେଉଥିବା ବନ କର୍ମଚାରୀଙ୍କୁ ଅଶେଷ କୃତଜ୍ଞତା । ହେ ଦୁଷ୍ଟ ମାନବ ତୁମେ ଯେତେ ଦୁଷ୍ଟ ହେଲେ ବି ପ୍ରକୃତିକୁ କେବେ ଜିତି ପାରିବନି ସେ ନିଜ ସୁରକ୍ଷା ନିଜେ କରିଛି । @TheGreatAshB
ନୀଳ ଆକାଶରେ ମେଘ ମାଳା ଦେଖି ମନରେ ଉଙ୍କି ମାରିଥିଲା ବର୍ଷା ହେବାର ଆଶା, ଦେଖୁ ଦେଖୁ କିଛିକ୍ଷଣ ରେ ଘଟି ଗଲା ସାରା ଆକାଶରେ ବାଦଲ ଆଊ ପ୍ରକୃତି ହିଁ ରକ୍ଷା କଲା ପ୍ରକୃତିକୁ । କିଛି ମାତ୍ରା ରେ ବଞ୍ଚିଗଲା ମୋ ଶିମିଳିପାଳ । #PrayForSimilipal @ykmohanta @BelgadiaPalace @TheGreatAshB

Asia's 2nd largest biosphere reserve #Similipalnationalpark is burning for last 18 days.
Thanks almighty 4 the long awaited #Rain at #SimilipalNationalPark.
May God save the innocent species living there.
#SimilipalForestFire #PrayForSimilipal
@LicypriyaK @vanessa_vash

#ଶିମିଳିପାଳ ରେ ବର୍ଷା ହେବା ପରେ ଖୁସିରେ ନାଚି ଉଠିଲେ ମହିଳା ଫରେଷ୍ଟର #ସ୍ନେହା_ଧଳ
#PrayForSimilipal🙏
@CMO_Odisha @sandeepifs @SecyChief @sanurath @Similipal_North @seesantu @Amar4Odisha @pranabpdas @DM_Mayurbhanj @spmayurbhanj @DGPOdisha @ForestDeptt @PCCFWL_Odisha @BJDITWing

ବନ୍ଧୁଗଣ, କିଛି ବିଦ୍ୱାନ ବ୍ୟକ୍ତି ତାଙ୍କ ଅଭିବ୍ୟକ୍ତ ଉପସ୍ଥାପନା କରିଥିଲେ, କିଛିଦିନ ତଳେ,
"Pray for Similipal" SMରେ ଚିତ୍କାର କଲେ କଣ ହେବ, 🔥ଲିଭେଇବାକୁ ପଦକ୍ଷେପ ନେବାକୁ ହେବ, ମନେ ଅଛି?
ଶିମିଳିପାଳରେ ବର୍ଷା ଆମ ଦୃଢବିଶ୍ୱାସକୁ ଆହୁରି ଦୃଢ କଲା,
ଅସଂଖ୍ୟ ପ୍ରାଣୀଙ୍କ ଡାକ ଶୁଣିଲେ ପ୍ରଭୁ,
ବିଶ୍ୱାସରେ ଦୁନିଆ ଚାଲିଛି, ଆଜ୍ଞା !
ଶିମିଳିପାଳ ଅଭୟାରଣ୍ୟ ରେ ଆଜି ର ବର୍ଷା ପରେ କାର୍ଯ୍ୟରତ ଅଗ୍ନିବିଭାଗ ର ମହିଳା ଜଣଙ୍କର ଖୁସିର ଭିଡିଓ ସାରା ଓଡ଼ିଶା ବାସୀ ଙ୍କୁ ଆଶ୍ୱସ୍ତି ଦଉଛି 😊
#bestinodisha #similipalfire #similipalnationalpark #prayforsimilipal
Thank You Nature !
You protected yourself ! We Lie down 🌳🧎🏻♂️
@ridhimapandey7
#FridaysForFuture
#PrayForSimilipal
@Im_dharmaraj2
Rain in Shimlipal .
In happiness, a forest department employee. Saw her Reaction.
#PrayForSimilipal #Rain #Odisha
अमेझॉन चे जंगल जळत असताना त्याला संपूर्ण जगातून उपाय योजना करून त्यावर बोलल्या जात होते पण आज भारतातील ओडिसा मधले सिंपलीपल जंगल जळत असताना साध कोणाला माहित सुद्धा नाही ओडिसा मध्ये गेली १० दिवस झाले जंगलाला आग लागली आहे.
#PrayForSimilipal

Video of the Day 👌
ଶିମିଳିପାଳ ରେ ବର୍ଷା ହେବା ପରେ ଖୁସିରେ ନାଚି ଉଠିଲେ ମହିଳା ଫରେଷ୍ଟର #ସ୍ନେହା_ଧଳ
#SimilipalForestFire
#PrayForSimilipal🙏
The real empowered Nature Lover Forester Mrs. Sneha Dhal who has been involved in dousing the fire in Similipal 24×7 and finally happy with grace of God " The Rain"@PMOIndia @CMO_Odisha @TheGreatAshB @dpradhanbjp @DM_Mayurbhanj @BasudevNews
ଶିମିଳିପାଳ ଅଭୟାରଣ୍ୟ ରେ ଆଜି ର ବର୍ଷା ପରେ କାର୍ଯ୍ୟରତ ଅଗ୍ନିବିଭାଗ ର ମହିଳା ଜଣଙ୍କର ଖୁସିର ଭିଡିଓ ସାରା ଓଡ଼ିଶା ବାସୀ ଙ୍କୁ ଆଶ୍ୱସ୍ତି ଦଉଛି 😊
#bestinodisha #similipalfire #similipalnationalpark #prayforsimilipal
Video of the Day
Mrs. Sneha Dhal who has been involved in dousing the fire in Similipal 24×7 and see her happiness after first Rainfall in #Similipal. So heart touching.
#SimilipalForestFire
#PrayForSimilipal
@ManoranjanMedia @RangadharP @ARanganathan72 @JagiPanda
ପ୍ରକୃତି ନିଜ ବ୍ୟବସ୍ଥା ନିଜେ କରିଛି। କିନ୍ତୁ ଆମକୁ ସଜାଗ କରିଛି , ଏତେ ବି ସ୍ୱାର୍ଥପର ହୁଅନା ମଣିଷ। କେହି ସ୍ଥାୟୀ ନୁହଁ ।ଜଙ୍ଗଲ ନିଆଁ ଘରକୁ ଆସିଯିବା ଆଗରୁ ନିଜ ବ୍ୟବହାର ପରିବର୍ତ୍ତନ କର । ନହେଲେ ସବୁ ହୋଇଯିବ ଛାରଖାର।
Nature finds its own ways #Rain
#SimilipalBurning @stnarayan0
@narendramodi @Naveen_Odisha
ଭଗବାନଙ୍କ ଆର୍ଶୀବାଦ ରୁ ଶିମିଳିପାଳ ରେ ବର୍ଷା ହେଲା । ମହାପ୍ରଭୁ ଜଗନ୍ନାଥ ଆଜି ଆମ ସମସ୍ତଙ୍କ ପ୍ରାର୍ଥନା ଶୁଣିଲେ 🙏
ଆଉ ଆମ ମାନଙ୍କ ର #PrayForSimilipal hastag ବି କାମରେ ଆସିଲା
କୁହାଯାଏ ଯେତେବେଳେ ଆଶାର ସବୁ ଦ୍ୱାର ବନ୍ଦ ହୋଇଯାଏ,ଭଗବାନ ନିଜ ଦ୍ବାର ଖୋଲି ନିଜ ସୃଷ୍ଟିକୁ ବଞ୍ଚାଇବାକୁ ଚାଲି ଆସନ୍ତି l
ଭଗବାନଙ୍କ କୃପାରୁ ଶେଷରେ ଶିମିଳିପାଳରେ ବର୍ଷା ହେଲା🌧️
#ଶିମିଳିପାଳବର୍ଷା
#SimilipalBurning
#SaveSimilipal
#PrayForSimilipal🙏
@BaghRohan @Drakshays @soumyaarath @DrTwinkli
@Imsujanpal
ଶିମିଳିପାଳରେ ବର୍ଷା । 🌧️🌧️
କିଏ ଜଣେ ଭାଇ କହୁଥିଲେ #PrayForSimilipal ଲେଖି ଟ୍ରେଣ୍ଡ କଲେ କଣ ଭଗବାନ ବର୍ଷା କରେଇ ଦେବେ !
ଏବେ କୁହ 😁😁😁
ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ 🤗🙏😍😍
#Similipal #SaveSimilipal #SimlipalFires #SimlipalForestFire #PrayForSimilipal

Last Seen Hashtags on Sotwe
Most Popular Users

Elon Musk 
@elonmusk
240.9M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.8M followers

Cristiano Ronaldo 
@cristiano
111.5M followers

Narendra Modi 
@narendramodi
107.1M followers

Rihanna 
@rihanna
97.9M followers

NASA 
@nasa
92.2M followers

Justin Bieber 
@justinbieber
91.1M followers

KATY PERRY 
@katyperry
88.2M followers

Taylor Swift 
@taylorswift13
82M followers

Lady Gaga 
@ladygaga
73.6M followers

Virat Kohli 
@imvkohli
70.7M followers

Kim Kardashian 
@kimkardashian
70M followers

YouTube 
@youtube
68.7M followers

Bill Gates 
@billgates
64.2M followers

Neymar Jr 
@neymarjr
63.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
61.3M followers

X 
@x
60.8M followers























