Top Tweets for #PuriAccident
#ଛିନଛତ୍ର_ଦାମିକା_କାର୍
ଡିଭାଇଡର ଉପରକୁ ଚଢ଼ିଗଲା ଜର୍ମାନୀ ମେଡ୍ ଦାମୀ ପସ୍ ଗାଡ଼ି । ଅଳ୍ପକେ ବର୍ତ୍ତିଲେ ଗାଡିରେ ଥିବା ଯାତ୍ରୀ ।
#PuriAccident #RoadSafetyOdisha #LuxuryCarCrash #OdishaNews #BhubaneswarPuriHighway #OTV
ଡିଭାଇଡର ଉପରକୁ ଚଢ଼ିଗଲା ଦାମୀ ଗାଡ଼ି । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ। ଗତକାଲି ସକାଳେ ପୁରୀ ମଙ୍ଗଳାଘାଟ ବାଇପାସ୍ କୃଷକ ବଜାର ନିକଟରେ ଘଟିଛି ଏହି ଦୁର୍ଘଟଣା।
#PuriAccident #RoadSafety #PuriBypass #CarAccident #HighSpeedCrash #TrafficAlert #OdishaUpdate #PuriNews #AccidentNews #OdishaTV #OTV
-ପୁରୀରେ ମହିଳାଙ୍କ ଉପରେ ‘ଆମ ବସ୍’ ଚଢ଼ିଯିବା ଘଟଣାରେ CRUT ପକ୍ଷରୁ ସହାୟତା ରାଶି ପ୍ରଦାନ
-ଆହତ ମହିଳାଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ
-କୁମ୍ଭାରପଡ଼ା ଥାନା ନବକଳେବର ରୋଡ୍ରେ ଦୁର୍ଘଟଣା ହୋଇଥିଲା
-ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପୁରୀ ମେଡିକାଲ୍ରେ ଚିକିତ୍ସିତ
#PuriAccident #CRUT #AmaBus #WomanInjured
#Puri #Odisha #Dharitri
👉 Follow Dharitri – Odisha’s No.1 Odia Daily 📰✨

#ଆମ_ବସ୍_ଦୁର୍ଘଟଣା: #ମହିଳାଙ୍କୁ_୫୦ହଜାର
-ପୁରୀ: ମହିଳାଙ୍କ ଉପରେ ‘ଆମ ବସ୍’ ଚଢ଼ିଯିବା ଘଟଣା
-CRUT ପକ୍ଷରୁ ଆହତ ମହିଳାଙ୍କୁ ୫୦ ହଜାର ସହାୟତା ରାଶି ପ୍ରଦାନ
-କୁମ୍ଭାରପଡ଼ା ଥାନା ନବକଳେବର ରୋଡ୍ରେ ଦୁର୍ଘଟଣା ହୋଇଥିଲା
-ମହିଳା ଜଣଙ୍କ ଗୁରୁତର ଆହତ ହୋଇ ପୁରୀ ମେଡିକାଲ୍ରେ ଚିକିତ୍ସିତ
#PuriAccident #AmaBus #AmaBusIncident
#CRUT #RoadAccident #OdishaNews #WomanInjured
#Puri #BusAccident #OTV

ଜୟ ଜଗନ୍ନାଥ ବସ୍ ଧକ୍କାରେ ବୃଦ୍ଧା ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା | Bus Accident | Puri News
#busaccident #puri #protest #prameyanews7 #puriaccident
#ମହିଳାଙ୍କ_ଉପରେ_ଚଢ଼ିଗଲା_ବସ୍
-ପୁରୀ: ନବକଳେବର ରୋଡ୍ରେ ମହିଳାଙ୍କ ଉପରେ ଚଢ଼ିଗଲା ବସ୍
-ଗୁରୁତର ମହିଳା ପୁରୀ ମେଡିକାଲ୍ରେ ଭର୍ତ୍ତି
-ପ୍ରତିବାଦରେ ସ୍ଥାନୀୟଲୋକଙ୍କ ରାସ୍ତାରୋକ
-ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସର ବୁଝାସୁଝା
#PuriMedical #PuriAccident #BusHitsWoman
#NabakalebaraRoad #RoadAccidentPuri
#WomanInjuredPuri #RoadBlockade
#OdishaNews #OTV

#ବସ_ଧକ୍କାରେ_ବୃଦ୍ଧା_ଗୁରୁତର
-ଜଗନ୍ନାଥ ବସ୍ ଧକ୍କାରେ ବୃଦ୍ଧା ଗୁରୁତର
-ପୁରୀ ନବକଳେବର ରୋଡରେ ଅଘଟଣ
-ଚାଲିକି ଯିବା ବେଳେ ପଛପଟୁ ଧକ୍କା ଦେଲା ବସ୍
#PrameyaNews7 #puriaccident #busaccident #jagannathbus #oldwomen #injured
#ଦୁର୍ଘଟଣା_ପରେ_ଚେତିଲା_ପ୍ରଶାସନ
ଅସୁରକ୍ଷିତ ଧାର୍ମିକ କ୍ଷେତ୍ର ପୁରୀ । ଗହଳି ଭିତରେ ମାନୁ ନାହାନ୍ତି ଅମାନିଆ । ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଉଛନ୍ତି ପର୍ଯ୍ଯଟକ । ବଳଗଣ୍ଡି ଛକରେ ସିରିଜ ଦୁର୍ଘଟଣା ପରେ ପଶିଲା ଚେତା । ଏଣିକି ଗହଳି ଛକରେ ସ୍ପିଡ୍ ବ୍ରେକର ସହ ରହିବ ସୁରକ୍ଷା ବ୍ଯବସ୍ଥା ।
#PuriAccident #BalagandiAccident #PuriRoadSafety #TrafficPost #OdishaAccident #RoadAccident #Puri #Odisha #NandighoshaTV
ପୁରୀ ଦୁର୍ଘଟଣାରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା, ମେଡିକାଲ ଛକରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା | Puri Accident Case #puriaccident #prameyanews7 #balagandi
ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | CM Majhi Announces Rs 4 Lakh Ex-Gratia For Kin Of Puri Accident Victim |
#MohanMajhi #PuriAccident #OdishaCM #ExGratia #OdishaNews #BreakingNews #FinancialAid #PuriBadaDanda #OdishaUpdates #PrameyaNews7
ବଳଗଣ୍ଡି ଛକରେ ସିରିଜ୍ ଦୁର୍ଘଟଣାରେ ନାବାଳକ ମୃତ...ସ୍କୁଟିକୁ ଘୋଷାଡ଼ି ନେଲା ବୋଲେରୋ...ହସ୍ପିଟାଲରେ ଆଡମିଟ୍ ହୋଇଥିବା ଜେଜ ବିକଳ ହୋଇ ଖୋଜୁଛି ନାତିକୁ...
#OdishaNews #PuriAccident #RoadAccident
#ବୋଲେରୋ_ସ୍କୁଟି_ଧକ୍କା_ଦୁଇ_ପିଲା_ଗୁରୁତର
ପୁରୀ: ବଡ଼ଦାଣ୍ଡ ବଳଗଣ୍ଡି ଛକରେ ବୋଲେରୋ-ସ୍କୁଟି ଦୁର୍ଘଟଣା
ଦୁର୍ଘଟଣାରେ ୨ ଗୁରୁତର ପୁରୀ ମେଡିକାଲରେ ଭର୍ତ୍ତି
#Odisha #PuriAccident #RoadAccident #ArgusNews
#ବୋଲେରୋ_ସ୍କୁଟି_ ଧକ୍କା; #ନାବାଳକ_ମୃତ
-ପୁରୀ: ବୋଲେରୋ-ସ୍କୁଟି ଧକ୍କାରେ ୫ ବର୍ଷୀୟ ନାବାଳକ ମୃତ
-ବଡ଼ଦାଣ୍ଡ ବଳଗଣ୍ଡି ଛକରେ ବୋଲେରୋ-ସ୍କୁଟି ଦୁର୍ଘଟଣା
-ଅନ୍ୟ ୨ ଗୁରୁତର ପୁରୀ ମେଡିକାଲରେ ଭର୍ତ୍ତି, ପୋଲିସର ତଦନ୍ତ
#PuriAccident #RoadAccident
#ChildDeath #OdishaNews
#PuriRoadSafety #BalagandiAccident #OTV

#ଟ୍ରାକ୍ଟର_ହାଇୱା_ଧକ୍କା, #ଜଣେ_ମୃତ
-ପୁରୀ: ଟ୍ରାକ୍ଟର- ହାଇୱା ଧକ୍କାରେ ଜଣେ ମୃତ
-ସଦର ଥାନା ବାଟଗାଁ ଛକରେ ଦୁର୍ଘଟଣା, ମୃତକ ଧାଉଡ଼ିଆ ଗାଁର
-ଓଭରଟେକ୍ ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା
#PuriAccident #BatagaonChhak #RoadAccident #TractorHyvaCollision #PuriNews #OdishaAccident #RoadSafety #OTV

#ଅଧା_ରହିଗଲା_ଜଗା_ଦର୍ଶନ
ବଡ଼ଦାଣ୍ଡରେ ଦୁର୍ଘଟଣା, ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ
ରିକ୍ସା କୁ ବାଇକ୍ ଧକ୍କା ଦେବାରୁ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଛି।
ମୃତ ପର୍ଯ୍ୟଟକ ଦିଲ୍ଲୀର ଯୋଗେନ୍ଦ୍ର ସିଂ
ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି କୁମ୍ଭାରପଡ଼ା ଥାନା ପୋଲିସ
#PuriAccident #TouristDeath #OdishaNews
पुरी रथ यात्रा में भगदड़!
3 की मौत, 10 घायल
कोई मदद को नहीं आया’ – पीड़ित
फायर ब्रिगेड और रेस्क्यू नदारद
सुरक्षा व्यवस्था पर सवाल
हादसे पर सियासी घमासान
#PuriRathYatra #Stampede #PuriAccident
Narrow escape for Sourav Ganguly’s brother, his wife as speedboat capsizes in Puri Sea https://t.co/xNHHzisz3c
#SnehasishGanguly #PuriAccident #PuriBeach #OdishaNews #WaterSportsSafety #TouristSafety #SouravGanguly #IndiaNews #PuriSea #SpeedboatAccident #OdishaTourism #PuriRescue
Puri Witnesses Alarming Rise in Road Accidents | ପୁରୀରେ ବଢୁଛି ଦୁର୍ଘଟଣା, ୩ ବର୍ଷରେ ଗଲାଣି ୪୯୧ ଜୀବନ #PuriAccident #RoadSafety #OdishaNews #PuriNews #AccidentUpdate #RoadMishap #PuriRoadAccident #OdishaRoadAccidents #SafetyFirst #PuriDistrict #OdishaGovernment #RoadAccidentPrevention #NHAI #PrameyaNews7
Last Seen Hashtags on Sotwe
Most Popular Users

Elon Musk 
@elonmusk
240.4M followers

Barack Obama 
@barackobama
119.3M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110M followers

Narendra Modi 
@narendramodi
107M followers

Rihanna 
@rihanna
97.5M followers

NASA 
@nasa
92.1M followers

Justin Bieber 
@justinbieber
90.8M followers

KATY PERRY 
@katyperry
87.3M followers

Taylor Swift 
@taylorswift13
81.2M followers

Lady Gaga 
@ladygaga
72.7M followers

Kim Kardashian 
@kimkardashian
69.6M followers

Virat Kohli 
@imvkohli
69.4M followers

YouTube 
@youtube
68.6M followers

Bill Gates 
@billgates
63.7M followers

The Ellen Show
@theellenshow
62.5M followers

Neymar Jr 
@neymarjr
62.1M followers

CNN 
@cnn
61.9M followers

X 
@x
60.9M followers

Selena Gomez 
@selenagomez
60.4M followers









