Top Tweets for #Raimohan
அமைச்சர் ராஜ்மோகனுக்கு பதவி வழங்கும் நிகழ்வில் புன்னகைத்த முதல்வர் விஜய் கவனம் ஈர்த்தார். சட்டப்பேரவையில் நடைபெற்ற இந்த தருணம் சமூக வலைதளங்களில் பேசுபொருளாகியுள்ளது.
#vkchronixmedia #Raimohan #Ragupathy #TNAssembly #CMVijay
#ଆଲୋ_ଏ_ଜ୍ୟୋତି_ମାଷ୍ଟ୍ରାଣୀ ..
#ସେ_ଥିଲେ_ରାଇମୋହନ_ଏ_ହେଉଛନ୍ତି_ରାହୁଲ୍
ଓଲିଉଡ୍ ର ଲୋକପ୍ରିୟ ଖଳନାୟକ ରାଇମୋହନଙ୍କ ବଡ଼ ପ୍ରଶଂସକ । ଅବିକଳ ରାଇଙ୍କ ସ୍ୱରକୁ ନକଲ କରୁଛନ୍ତି ରାହୁଲ୍ । ଦେଖନ୍ତୁ କେମିତି ରାଇଙ୍କ ଫେମସ୍ ଡାଇଲଗକୁ କହୁଛନ୍ତି ଏହି ଯୁବକ #KanakNews #Raimohan #Rahul #Odisha
ଅଭିନୟର ଯାଦୁରେ ଦର୍ଶକଙ୍କୁ ସ୍ତବ୍ଧ କରିପାରିଥିବା ଅଭିନେତା, ଖଳନାୟକ ରାଇ ମୋହନ ପରିଡାଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
#RaiMohan #AmulOdisha #Amul

#ମନେ_ପଡ଼ୁଛନ୍ତି_ରାଇ_ଭାଇ
ସେ ନାହାନ୍ତି...ମନ ମାନିବାକୁ ପ୍ରସ୍ତୁତ ନୁହେଁ। ତାଙ୍କର ଦମଦାର ଡାଏଲଗ୍କୁ ଖୋଜୁଛି ପେଣ୍ଡାଲ, ଖୋଜୁଛନ୍ତି ଦର୍ଶକ....ହେଲେ ସେ ନିରବୀ ଯାଇଛନ୍ତି....ଏମିତି ଅଫେରନ୍ତା ରାଇଜକୁ ପଳାଇଲେ ଯେ, ଆଉ ଫେରିବେନି....
#SpecialStory #RaiMohan #Odisha #OTV
#ଡାଇଲଗ୍_ଶୁଣିଲେ_ଛାତିରେ_ପଶେ_ଛନକା
ଆଇନକାନୁନକୁ ଜମା ଦେଖନି, ପ୍ରାର୍ଥୀପତ୍ର ଫେରାଇ ନିଅ। ଉଦଣ୍ଡୀ ସିତା ହେଉ କି ସରପଞ୍ଚ ବାବୁ ହେଉ...ସବୁଛି ଶୁଭେ ତାଙ୍କର ଜବରଦସ୍ତ ଡାଇଲଗ୍। ସେ ନାହାନ୍ତି ସତ ହେଲେ ତାଙ୍କର ସଂଳାପକୁ ନେଇ ଏବେ ବି ଚାଲିଛି ଆଲୋଚନା
#SpecialReport #Odisha #OTV #Raimohan
"ରାଇମୋହନ ଭାଇ ମୋତେ ଚକ୍ଷୁଦାନ କିପରି କରାଯାଏ ପଚାରି ବୁଝିଥିଲେ ଏବଂ ମୃତ୍ୟୁପରେ ଯେବେ ତାଙ୍କ ଆଖି କାଢ଼ିଥିଲି ମୁଁ ଭାବିଲି କି ରାଇମୋହନ ଭାଇ ଆଉ କାହା ଆଖିରେ ଅମର ରୁହନ୍ତୁ"
Video Link: https://t.co/Cy3evgzIkR
#Raimohan #RaimohanParida #EyesDonation #DonateEyes #Odisha #OdishaNews
"ରାଇମୋହନଙ୍କ ପୋଷ୍ଟମର୍ଟମ୍ ଆସିଲା ପରେ ପ୍ରତ୍ୟେକ ଜିନିଷର ତଦନ୍ତ ହେବ, ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ହେବ ତଦନ୍ତ"
#Raimohan #RaimohanParida #IICStatement #Investigtion #odisha #OdishaNews
#ରାଇମୋହନ_ମୃତ୍ୟୁ_ରହସ୍ୟ
ମୃତ୍ୟୁ ପୂର୍ବରୁ ୧୧ଟା ୫୭ ମିନିଟରେ ଶେଷ କଲ୍ ପତ୍ନୀଙ୍କୁ କରିଥିଲେ, ୧୧ଟା ୧୮ ମିନିଟରେ ଦେଇଥିଲେ ‘ବାଏ’ ମେସେଜ୍
ଦିନ ୧୨ଟାରେ ଆତ୍ମହତ୍ୟା କରିଥିଲେ ରାଇମୋହନ, ୧୦ଫୁଟ୍ ଉଚ୍ଚରୁ ଧଳା ଧୋତି ରେଆତ୍ମହତ୍ୟା କରିଛନ୍ତି । ପତ୍ନୀ ଓ ବଡ଼ ଝିଅ ମାର୍କେଟିଂ ପାଇଁ କଟକ, ସାନ ଝିଅ କଲେଜ ଯାଇଥିଲେ
#raimohan

କାହିଁକି ଜୀବନ ହାରିଦେଲେ ରାଇମୋହନ? ବାସଭବନରେ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍ ଖୋଜୁଛି ଆତ୍ମହତ୍ୟାର କାରଣ @thesakala https://t.co/H6J4PzwJkM #RaimohanParidaNoMore #raimohan #RaimohanParidaPassesAway #Odisha
Please "STOP" sharing #RaiMohan's suicide pics. Let his family have some privacy.. Let them Mourn..their grief is not worth ur 100-200 likes . Please!
ରାଇ ଭାଈଙ୍କ ଅମର ଆତ୍ମାର ସଦଗତି ହେଉ 🙏
April 24 2022 ସନ୍ଧ୍ୟାର ଭିଡ଼ିଓ...
ଏହା ତାଙ୍କୁ ଦେଖିବାର ମୋର ପ୍ରଥମ ଓ ଶେଷ ସୁଯୋଗ ଥିଲା...
ଗୋଟେ ଇଚ୍ଛା ଥିଲା ଯେ ତାଙ୍କ ସଂଳାପକୁ ନେଇ ଏକ ଚିତ୍ରଟିଏ ଆଙ୍କି ତାଙ୍କୁ ଦେବି...
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଆଉ ଏପରି ଅଭିନେତା କେବେ ଆସିବେ ନାହିଁ....
ଓଁ ଶାନ୍ତି🙏
#RaiMohan
A villain who was loved by all
In his over 30-years of acting career, #Raimohan did over 90 films and also experimented with ‘jatra’ shows. Such was his popularity in ‘jatra’ that tickets were sold in his name | writes @DianaSahu_TNIE
@NewIndianXpress
https://t.co/sEnEFIEiqJ

Yaar 😭😭 this comment made me emotional 🥺 !! May god rest his immortal soul
#RaimohanParida #raimohan #Odisha

Yaar 😭😭 this comment made me emotional 🥺 !! May god rest his immortal soul
#RaimohanParida #raimohan #Odisha

Yaar 😭😭 this comment made me emotional 🥺 !! May god rest his immortal soul
#RaimohanParida #raimohan #Odisha

ରିଲ ଲାଇଫରେ ସେ ଥିଲେ ଜଣେ ଖଳନାୟକ। କିନ୍ତୁ ରିୟଲ ଲାଇଫରେ ତାଙ୍କ ଜୀବନର କାହାଣୀ କୌଣସି ଫିଲ୍ମଠାରୁ କମ୍ ନଥିଲା। ସଙ୍ଘର୍ଷରୁ ଆରମ୍ଭ କରି ଓଲିଉଡରେ ପ୍ରଚୁର ସଫଳତା ସାଉଁଟିବା ଯାଏଁ – ରିୟଲ ଲାଇଫର ଏହି ଲମ୍ବା କାହାଣୀର ନାୟକ ଥିଲେ ସେ ନିଜେ।
#Raimohan
#OllywoodActor
https://t.co/tk5fib3Bkj
ಹಿರಿಯ ನಟ ರೈಮೋಹನ್ ಫರೀದಾ ಶವ ಪತ್ತೆ; ತನಿಖೆಗೆ ಆದೇಶ
Veteran odia actor rajmohan parida found dead at home
https://t.co/2ZO28UvpF4
#Raimohan #actor #death #suicide #allegations #investigation #investigationteam #investigationreport #ODia #odiaactor #OdiaNews #odiafilm #odiasong
ବିଦାୟ ନେଲେ କଳାକାର, ହେଲେ ଜୀବନ୍ତ ତାଙ୍କ ଅଭିନୟ, ତାଙ୍କ ଦ୍ବାରା ଅଭିନୀତ ଚରିତ୍ର । ଆମ ହୃଦୟରେ ସବୁବେଳେ ଅମର ରହିବେ ଅଭିନୟର ଟାଇଗର୍ 'ରାଇମୋହନ ପରିଡ଼ା' ।
#RIP #RaimohanParida #Raimohan #Amul #AmulOdisha

ରାଇଙ୍କ ଶେଷ ମେସେଜ୍ 'ବାଏ', ଅଭିନୟର ଯାତ୍ରା ଗାଁ ନାଟକରୁ ରୂପେଲି ପରଦା || Remem... https://t.co/PxTHoBqhMQ via @YouTube #raimohan #RaimohanParida #RaimohanParidaPassesAway
Last Seen Hashtags on Sotwe
omegle()******** + filter:native_video
Seen from Korea
rr34
Seen from Indonesia
momsonn
Seen from Turkey
val2legit
Seen from Brazil
omegle
Seen from United States
مصر_محتله_بالوكاله
Seen from United States
hentai video dragon ball
Seen from Ecuador
รับงานพะเยา
Seen from Thailand
야노
Seen from Korea
ناني_القويه
Trends for you
Most Popular Users

Elon Musk 
@elonmusk
241.2M followers

Barack Obama 
@barackobama
119.1M followers

Cristiano Ronaldo 
@cristiano
112.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107.1M followers

Rihanna 
@rihanna
98.3M followers

NASA 
@nasa
92.3M followers

Justin Bieber 
@justinbieber
91.5M followers

KATY PERRY 
@katyperry
89.1M followers

Taylor Swift 
@taylorswift13
83M followers

Lady Gaga 
@ladygaga
74.5M followers

Virat Kohli 
@imvkohli
72M followers

Kim Kardashian 
@kimkardashian
70.5M followers

YouTube 
@youtube
68.8M followers

Neymar Jr 
@neymarjr
64.9M followers

Bill Gates 
@billgates
64.6M followers

The Ellen Show
@theellenshow
62.4M followers

Selena Gomez 
@selenagomez
62.1M followers

CNN 
@cnn
61.8M followers

X 
@x
60.8M followers

















