Top Tweets for #RedAlertOdisha
#ସତର୍କ_ରହିଲେ_ବିପଦ_ଟଳିବ
Gupteswar Road on Landslide Watch! Koraput Administration Issues Warning Ahead of Cyclone Arnab
ଆକାଶରେ କଳା ବାଦଲ, ରାସ୍ତାରେ ବିପଦ ଆଶଙ୍କା! ଅର୍ଣ୍ଣବ ପାଇଁ କୋରାପୁଟରେ ହାଇ ଆଲର୍ଟ
#CycloneArnab #Koraput #Baipariguda #GupteswarRoad #OdishaCyclone #RedAlertOdisha #CyclonePreparedness #LandslideAlert #GroundReport #DisasterManagement #OdishaWeather #RescueAndRelief
ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ଟାଇମ୍ ଫିକ୍ସ! ସକାଳୁ ପ୍ରକ୍ରିୟା ଆରମ୍ଭ, ୧୨ଟା ଯାଏଁ ପ୍ରଭାବ—IMD ନିର୍ଦ୍ଦେଶିକା | Cyclone Arnab: 135 km/h Winds Feared, Red Alert in Six Odisha Districts, Says IMD Director #CycloneArnab #ManoramaMohanty #IMDAlert #OdishaCyclone #RedAlertOdisha #CycloneLandfall #135KmphWinds #HeavyRainAlert #SouthOdisha #OdishaWeather #CycloneUpdate #October28Cyclone
#ଦକ୍ଷିଣ_ଓଡ଼ିଶାରେ_ପ୍ରବଳ_ବର୍ଷିବ
ଆସୁଛି ବାତ୍ୟା ଓର୍ଣ୍ଣବ । ଆନ୍ଧ୍ରକୁ ଉଡ଼ାଇବ ଆଉ ବୁଡ଼ାଇବ, ଓଡ଼ିଶାକୁ କେବଳ ବୁଡ଼ାଇବ । ୭୦ଭାଗ ଓଡ଼ିଶା ଭିଜିବ, ହେଲେ ସେଥିରୁ ୩୦ଭାଗ ବୁଡ଼ିବ ।#thequiver #thequivernews #odisha #cyclonearnab #odishacyclone #GanjamAlert #RedAlertOdisha #WeatherUpdateOdisha #cycloneupdate
କଳିଙ୍ଗପାଟନମ ନିକଟରେ ମଧ୍ୟରାତ୍ରରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏବେ ଓଡ଼ିଶା ମୁହାଁ ହୋଇଛି ଗଭୀର ଅବପାତ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଛି। #OdishaWeather #DeepDepression #RedAlertOdisha #OdishaRain
କଳିଙ୍ଗପାଟନମ ନିକଟରେ ମଧ୍ୟରାତ୍ରରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏବେ ଓଡ଼ିଶା ମୁହାଁ ହୋଇଛି ଗଭୀର ଅବପାତ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ତୁହାକୁ ତୁହା ବର୍ଷା ଜାରି ରହିଥିବା ବେଳେ ଆସନ୍ତା ୧୨ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। #OdishaWeather #RedAlertOdisha #OdishaRain
ପ୍ରଭାବରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। #OdishaWeather #KalingapatnamLandfall #OdishaRainAlert #RedAlertOdisha
ଗଭୀର ଅବପାତ ମଧ୍ୟରାତ୍ରରେ କଳିଙ୍ଗପାଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ୩ ଘଣ୍ଟା ଧରି ଚାଲିଥିବା ଏହି ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାପ୍ରତି ୭୫ କିମି ବେଗରେ ପବନ ବହିବା ସହ ସମୁଦ୍ର ମାଡ଼ି ଆସିଥିଲା। #OdishaWeather #OdishaRainAlert #RedAlertOdisha
#ଓଡ଼ିଶା_ଓ_ଆନ୍ଧ୍ରକୁ_ରେଡ୍_ଓ୍ୱାର୍ଣ୍ଣିଂ
-ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ
-ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ପାଇଁ ୨୭ରୁ ୨୯ ପର୍ଯ୍ୟନ୍ତ ରେଡ୍ ଓ୍ୱାର୍ଣ୍ଣିଂ
-ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ
-ଓଡ଼ିଶାକୁ ୨୮ ଓ ୨୯ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ
#RedAlertOdisha #CycloneMontha #AndhraPradeshWarning #IMDAlert #BayOfBengalCyclone #Odisha #OTV

Last Seen Hashtags on Sotwe
Trends for you
Most Popular Users

Elon Musk 
@elonmusk
241.5M followers

Barack Obama 
@barackobama
118.8M followers

Cristiano Ronaldo 
@cristiano
114.5M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.1M followers

Rihanna 
@rihanna
98.7M followers

NASA 
@nasa
92.3M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.2M followers

CNN 
@cnn
61.7M followers

X 
@x
60.7M followers




