Top Tweets for #RedFlagCase
ରାୟଗଡା କଲ୍ୟାଣସିଂହପୁର ବର୍ବର କାଣ୍ଡ ମାମଲାରେ ପ୍ରତିକ୍ରିୟା ରଖିଲେ ADG CAW ଏସ ସାଇନି । ମାମଲାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରି ତଦନ୍ତ କରିବାକୁ ନିର୍ଦେଶ ।
#RayagadaNews #KalyansinghpurViolence #OdishaPolice #ADGSaini
#OdishaLawAndOrder #CrimeAgainstWomen #RedFlagCase #OdishaSecurity #OdishaTV #OTV
ରାୟଗଡ଼ା କଲ୍ୟାଣସିଂହପୁର ବ୍ଳକର ଇନ୍ତାଲିଗୁଡ଼ାର କଳା କାହାଣୀ ପାଇଁ ଆଜି ବଦନାମ୍ ପୂରା ଗାଁ ଓ ଆଖପାଖ ଅଂଚଳ। ପୋଲିସର କଡ଼ା ଆକ୍ସନ ପରେ ଗାଁ ଏବେ ପୁରୁଷ ଶୂନ୍ୟ
#Rayagada #Kalyansinghpur #RedFlagCase #IntaligudaVillage #PoliceAction #VillageTension #LawAndOrder #OdishaTV #OTV
ରାୟଗଡା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତଭୁକ୍ତ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ
#Rayagada #Kalyansinghpur #RedFlagCase #OdishaPolice #CAWInvestigation #DGPOrder #OdishaTV #OTV
#ମାମଲାକୁ_ରେଡ୍_ଫ୍ଲାଗ
କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା । ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା ପୋଲିସ,
ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି
#nandighoshatv #Kalyansinghpur #MobViolence #RedFlagCase #Rayagada
ରାୟଗଡ଼ା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲା ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ... CAW ଏଡିଜି ଏସ୍ ସାଇନିଙ୍କ ନେତୃତ୍ବରେ ରାୟଗଡ଼ା ଯିବ ଟିମ୍...ଅମାନବୀୟ ଘଟଣାକୁ ନେଇ ସବୁଠି ଛି ଛି...
#RayagadaViolence #RedFlagCase #JusticeForRayagada #MobViolenceRayagada #DGPDirective #OTV
-ଆଗକୁ ଗିରଫଦାରୀ ସଂଖ୍ୟା ବଢିବା ସମ୍ଭାବନା
-ରାୟଗଡ଼ା ପୋଲିସର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କଲେ ଡିଜିପି
#RayagadaViolence #Kalyansingpur #RedFlagCase #OdishaPolice #DGPKhurania #ArrestsInRayagada #CrowdViolence #BadaKhabar
ରାୟଗଡ଼ାରେ ହିଂସା ପରେ ଗିରଫଦାରୀ ଭୟ....ପୁରୁଷଶୂନ୍ୟ ଇନ୍ତାଲିଗୁଡ଼ା ଗାଁ. ଖାଁ ଖାଁ ପରିବେଶ....ମାମାଲାକୁ ରେଡ୍ ଫ୍ଲାଗ୍ କ୍ୟାଟେଗୋରୀ ଘୋଷଣା
#RayagadaViolence #IntaligudaVillage #RedFlagCase #OTV
Rayagada Mob Case: ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା ମାମଲା; ଗୃହ ବିଭାଗକୁ ଅନୁରୋଧ କଲା ଜିଲ୍ଲା ପୁଲିସ
#prameyadigital #Rayagada #OdishaNews #MobViolence #PoliceInvestigation #BreakingNews #redflagcase
https://t.co/jNT7aYXuVd
Crimes Rising Despite Encounters: Are Criminals No Longer Afraid of Police and Law?
ଫାଷ୍ଟଟ୍ରାକ କୋର୍ଟ କେବଳ କାଗଜରେ କି ? ବଢୁଛି ଦୁଷ୍କର୍ମ, ନାରୀ ନିର୍ଯାତନା ଆଉ ଅପରାଧର ଭୟଙ୍କର ଗ୍ରାଫ୍
#womenviolence #fasttrackcourt #odishacrime #womenSafety #gangrape #lawandorder #crimealert #redflagcase #bhubaneswarnews #crimeinvestigation #odishapolice #breakingnews
ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ରାଜକନିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା, ତଦନ୍ତ ଆରମ୍ଭ କଲା ଜିଲ୍ଲା ଶିକ୍ଷା ବିଭାଗ #kendrapara #rapecase #rajkanika #prameyanews7 #redflagcase
ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା କେସ୍
#ChandbaliCase #OdishaCrime #RedFlagCase #JusticeForMinor
#OdishaPolice #BhadrakCrime #Prameyaodia #Prameyadigital
https://t.co/lAUVVY9xek
#ଚାନ୍ଦବାଲି_ଘଟଣା_ରେଡ୍_ଫ୍ଲାଗ_ଅନ୍ତର୍ଭୂକ୍ତ
ରେଡ୍ ଫ୍ଲାଗ ଅନ୍ତର୍ଭୂକ୍ତ ହେଲା ଚାନ୍ଦବାଲି ଲଜ୍ଜା ଘଟଣା
ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ
ଅଭିଯୁକ୍ତକୁ ଗିରଫ କରାଯାଇଛି, ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ
#ChandbaliRapeMurder #OdishaCrime #MinorRapeMurder #RedFlagCase

-ରେଡଫ୍ଲାଗ୍ ହେଲା ଚାନ୍ଦବାଲି ମାମଲା
-ଘଟଣାକୁ ତଦନ୍ତ କରିବ CAW
-ଦୋଷୀ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
-ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୁଲିସ ଡିଜି ୱାଇ.ବି ଖୁରାନିଆ
#ChandbaliCase #ChandbaliRapeMurder #RedFlagCase #Odisha #Sambad

#ରେଡ୍_ଫ୍ଲାଗ_ହେଲା_ଚାନ୍ଦବାଲି_ମାମଲା
ରେଡ୍ ଫ୍ଲାଗ ହେଲା ଚାନ୍ଦବାଲି ଗଣଦୁଷ୍କର୍ମ ମାମଲା
CAWକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜିପି
‘ଘଟଣାର ତଦାରଖ କରିବ CAW’
‘ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ’
#Chandbali #Bhadrak #Redflagcase

ଭୁବନେଶ୍ବର ସହିଦନଗର ଅଞ୍ଚଳରେ ଜଣେ ୧୭ ବର୍ଷିୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ରେଡଫ୍ଲାଗ୍ ଅନ୍ତର୍ଭୁକ୍ତ କଲା ପୋଲିସ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାମଲାର ତଦନ୍ତ ହେବ।
#BhubaneswarGangRape #SaheedNagarCase #OdishaCrime #MinorGangRape #RedFlagCase #OTV
-ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା
-କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ
-କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ
#SaheedNagarGangRape #RedFlagCase #CrimeBranch #Bhubaneswar #Odisha #Dharitri
📲 Follow Dharitri – Odisha’s No.1 Odia Daily 📰✨

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା.. କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ..ସହିଦନଗର ଗଣଦୁଷ୍କର୍ମ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି..
#Bhubaneswar #SaheedNagarGangRape #RedFlagCase #CrimeBranchInvestigation #Odisha #OTV
Advocate Nihar Ranjan Ojha | 'ଯଦି ଜଣେ ମହିଳା ପୋଲିସ ଅଫିସର ନ୍ୟାୟ ପାଉନି ତାହାଲେ ଗରିବ ଲୋକ ମାନେ କ'ଣ ନ୍ୟାୟ ପାଇବେ' #snehamanjari #advocate #niharranjanojha #subinspector #dgp #redflagcase #odishadgp #crimestory #crimecase #bhubanerswar #crimebranchinvestigation
ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗୋପାଳପୁର ଗଣଦୁଷ୍କର୍ମ, ଜଣାନ୍ତି କି କ'ଣ ଏହି ରେଡ ଫ୍ଲାଗ ମାମଲା ? #redflagcase #gopalpurgangrapecase #prameyanews7 #ajitkumarpatnaik #investigationprocess #crimebranch #ig #dgp
Last Seen Hashtags on Sotwe
mallu videos
Seen from Singapore
NoLimit #nolimit #Nolimit
Seen from France
teenage filter:videos since:2026-05-03 min_faves:10
Seen from Vietnam
扶她
mom
Seen from United States
allmight
Seen from United States
creamy
Seen from Indonesia
媚黑女
Seen from United States
Fête
Seen from Peru
nolimit()************
Seen from Australia
Most Popular Users

Elon Musk 
@elonmusk
240.6M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.4M followers

Narendra Modi 
@narendramodi
107M followers

Rihanna 
@rihanna
97.6M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.6M followers

Taylor Swift 
@taylorswift13
81.4M followers

Lady Gaga 
@ladygaga
72.9M followers

Virat Kohli 
@imvkohli
69.7M followers

Kim Kardashian 
@kimkardashian
69.7M followers

YouTube 
@youtube
68.7M followers

Bill Gates 
@billgates
63.8M followers

Neymar Jr 
@neymarjr
62.5M followers

The Ellen Show
@theellenshow
62.4M followers

CNN 
@cnn
61.9M followers

X 
@x
60.8M followers

Selena Gomez 
@selenagomez
60.7M followers









