Top Tweets for #RoadSafetyPodCast
ଥରେ ମୁଁ ମୋ ବାଲୁକା କଳା ମାଧ୍ୟମରେ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ମାନେ ତାଙ୍କ ଭାଇଙ୍କୁ ହେଲମେଟ୍ ଉପହାର ଦିଅନ୍ତୁ ବୋଲି ବାର୍ତ୍ତା ଦେଇଥିଲି । ଏବେ ବି କହିବି ସମସ୍ତେ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାନ୍ତୁ, ଦୁର୍ଘଟଣା ମୁକ୍ତ ସମାଜ ଗଠନ ଆମର ଲକ୍ଷ୍ୟ ହେଉ : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
#RoadSafetyPodCast #ZFF
Speed thrills but kills, ଦ୍ରୁତଗତି ସବୁବେଳେ ବିପଦ ଆଣେ। ଆମେ ଯଦି ଦୁଇ ମିନିଟ ଭଲ ଚିନ୍ତା କରି ଗାଡ଼ି ଚଳାଇବା ଦୁର୍ଘଟଣାକୁ ଅଟକାଇପାରିବା। ସଡ଼କ ସୁରକ୍ଷା ନିୟମକୁ ପ୍ରତ୍ୟେକ ମଣିଷ ବୁଝିବା ଦରକାର: ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର
#RoadSafetyPodCast
@CTOdisha
#RoadSafetyPodCast
୧୭ ଭାଗ ଦୁର୍ଘଟଣା ହେଉଛି ସିଙ୍ଗଲ ଭେହିକିଲ୍ ପାଇଁ । ଗାଡ଼ିରେ ଯିବା ବେଳେ ଗଛକୁ ପିଟି ଦେଉଛନ୍ତି, ପୋଲ୍ କୁ ପିଟି ଦେଉଛନ୍ତି। ପଥ ସମ୍ମୋହନ ପାଇଁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟିଥାଏ। ସଚେତନ ଗାଡ଼ି ଚାଳକ ଭାବେ ସର୍ବଦା ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର ।
#RoadSafetyPodCast
ଆପଣ ଗାଡ଼ି ଧରି ବାହାରି ଗଲାପରେ କ’ଣ ଛାଡି ଦେଇ ଯାଆନ୍ତି ଜାଣନ୍ତି ?
ଅପେକ୍ଷା...ଆପଣଙ୍କ ପରିବାର ଆପଣଙ୍କ ସୁରକ୍ଷିତ ଫେରିବାର ଅପେକ୍ଷାରେ ଥାଏ। ଏକଥା ଭୁଲନ୍ତୁ ନାହିଁ।
ତେଣୁ ସର୍ବଦା ସଡ଼କ ସୁରକ୍ଷା ନିୟମ ମାନନ୍ତୁ , ସୁରକ୍ଷିତ ଘରକୁ ଫେରନ୍ତୁ ।
#Odisha
#ComeHomeSafe
#RoadSafetyPodCast
ଦୃଷ୍ଟିବାଧିତ ଲୋକେ କେମିତି ସୁରକ୍ଷିତର ସହ ଘରକୁ ଫେରିବେ ସେନେଇ ଯତ୍ନବାନ ହୁଅନ୍ତୁ। ରାସ୍ତାରେ ସେମାନଙ୍କ ପ୍ରତି ଟିକେ ଅଧିକ ସମ୍ବେଦନଶୀଳ ହୁଅନ୍ତୁ। ନିଜ ସହ ଅନ୍ୟର ସୁରକ୍ଷିତ ଯାତ୍ରାର ଦାୟିତ୍ୱ ନିଅନ୍ତୁ।
#Odisha
#ComeHomeSafe
#RoadSafetyPodCast
ଯୁବପିଢ଼ି ଫୋନରେ କଥା ହୋଇ ଗାଡ଼ି ଚଳାଉଛନ୍ତି, ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ଏହାର ପରିଣାମ ବହୁତ ଖରାପ ହେଉଛି ଏବଂ ଦୁର୍ଘଟଣାର ସଂଖ୍ୟା ବଢୁଛି। ସବୁବେଳେ ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ନିଜ ଜୀବନକୁ ବିପଦରେ ପକାଇବାରୁ ବଞ୍ଚନ୍ତୁ: ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
#Odisha
#ComeHomeSafe
#RoadSafetyPodCast
ଅନେକ ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରୁନାହାନ୍ତି। ଦୁଇ ଚକିଆରେ ପଛରେ ବସିଲେ ହେଲମେଟ୍ ପିନ୍ଧିବାକୁ ଗୁରୁତ୍ୱ ଦେଉନାହାନ୍ତି। ଯେଉଁଥିପାଇଁ ଦୁର୍ଘଟଣା ଘଟିଲେ ମୃତ୍ୟୁର ଆଶଙ୍କା ବଢିଯାଉଛି: ପଦ୍ମଶ୍ରୀ ଅଶୋକ ମହାପାତ୍ର
#WearHelmet
#Odisha
#ComeHomeSafe
#RoadSafetyPodCast
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ସମାଜସେବୀ ସୃତି ମହାପାତ୍ରଙ୍କ ମଧ୍ୟରେ ସଡ଼କ ସୁରକ୍ଷା ଆଲୋଚନା। ସୁରକ୍ଷିତ ଘରକୁ ଫେରିବାକୁ ଉଭୟ କଲେ ନିବେଦନ। ସମ୍ପୂର୍ଣ୍ଣ ପୋଡ଼କାଷ୍ଟ ଦେଖନ୍ତୁ ଏହି ଲିଙ୍କରେ।👇🏻
https://t.co/1Fwrm8qhG7
#RoadSafetyPodCast
ଯେତେବେଳେ ଦୁର୍ଘଟଣାରେ କାହାର ମୃତ୍ୟୁ ହୁଏ, ସେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ହୁଏନି ତା ପରିବାର ବି ଚିରଦିନ ଦୁଃଖକୁ ଚାଲିଯାଏ, ଏଭଳି କଷ୍ଟରୁ ପରିବାରକୁ ମୁକ୍ତ କରନ୍ତୁ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ: ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
@sruti_mohapatra
@sudarsansand
#RoadSafetyPodCast
ଦୁର୍ଘଟଣାରେ ମୁଣ୍ଡରେ ଆଘାତ ଲାଗିଲେ ମୃତ୍ୟୁ ହେବାର ଆଶଙ୍କା ବଢିଯାଇଥାଏ। ତେଣୁ ସଡ଼କରେ ଯିବାବେଳେ ମଥାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
#WearHelmet
#Odisha
#ComeHomeSafe
#DrSrutiMohapatra
#DrAshokMohapatra
#RoadSafetyPodCast
ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ତୁରନ୍ତ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେନେଇ ପରାମର୍ଶ ରଖିଛନ୍ତି ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର।
#Odisha
#ComeHomeSafe
https://t.co/WoVFDonrMA
#RoadSafetyPodCast
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଦେଖିଲେ ତୁରନ୍ତ ହସ୍ପିଟାଲରେ ପହଞ୍ଚାନ୍ତୁ। ଦୁର୍ଘଟଣାର ଏକ ଘଣ୍ଟା ଗୋଲଡେନ୍ ଆୱାର। ଏହି ସମୟରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଜୀବନ ବଞ୍ଚିଯାଇପାରେ। ନିଜେ ସଚେତନ ହେବା ସହ ଗୁଡ୍ ସମରିଟାନ ଭାବେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରନ୍ତୁ।
#Odisha
#ComeHomeSafe
#RoadSafetyPodCast
ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ କିଭଳି ସର୍ବଦା ନିୟମ ପାଳନ ଉପରେ ଗୁରୁତ୍ବ ଦିଅନ୍ତି ସଡ଼କ ସୁରକ୍ଷା ପୋଡ଼କାଷ୍ଟରେ ଉଦାହରଣ ସହ କହିଥିଲେ ପରିବହନ ଆୟୁକ୍ତ। ଆମେମାନେ ମଧ୍ୟ ସଡ଼କ ସୁରକ୍ଷା ନିୟମ ପାଳନରେ ଉଦାହରଣ ସୃଷ୍ଟି କରିବା ଓ ଦୁର୍ଘଟଣା ହ୍ରାସ ପାଇଁ ଚେଷ୍ଟା କରିବାକୁ ସେ ଅନୁରୋଧ ରଖିଛନ୍ତି।
#ComeHomeSafe
🎬ସିନେମାରେ ତ ବହୁତ ରିଟେକ୍ ଥାଏ,
ହେଲେ ରାସ୍ତାରେ ଗାଡ଼ି ଚଲାଇବା ବେଳେ ରିଟେକ୍ ନ ଥାଏ🚫
🎙️ #RoadSafetyPodcast ରେ ଏଥର ସୁପରଷ୍ଟାର୍ #SidhantMohapatra ଙ୍କ ସହ ଆଲୋଚନା କରିବେ ବିଶିଷ୍ଟ ଅଭିନେତ୍ରୀ @AnuChoudhury2
ଦେଖନ୍ତୁ ଏହି ଶନିବାର
ସନ୍ଧ୍ୟା 7ଟାରେ
@STAOdisha ର YouTube ଚ୍ୟାନେଲରେ
#ComeHomeSafe
@CTOdisha
ବଡ଼ ଗାଡ଼ି ଚଳାଇବା ଯେତିକି ଖୁସିର କଥା ସେତିକି ଦାୟିତ୍ୱର ବିଷୟ ମଧ୍ୟ। ଯେତେବେଳେ ବଡ଼ ଗାଡ଼ି ଚଳାଉଛନ୍ତି ସ୍ପିଡ୍ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ସ୍ପିଡ୍ ଡ୍ରାଇଭ୍ ସର୍ବଦା ବିପଦପୂର୍ଣ୍ଣ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ ସୁରକ୍ଷିତ ଘରକୁ ଫେରନ୍ତୁ।
#RoadSafetyPodCast
#NoOverSpeed
#ComeHomeSafe
#Odisha
ସଡ଼କ ଦୁର୍ଘଟଣାର ଏକ ବଡ଼ ଭାଗ ଦୁଇ ଚକିଆ ଗାଡ଼ି ଚାଳକଙ୍କ ଅସାବଧାନତା ପାଇଁ ହେଉଛି। ଦୁଇରୁ ଅଧିକ ଲୋକ ଗୋଟିଏ ବାଇକରେ ବସିବା ଦ୍ୱାରା ଏବଂ ସଡ଼କ ସୁରକ୍ଷା ନିୟମ ନମାନିବା ଦ୍ୱାରା ଦୁର୍ଘଟଣା ହୋଇଥାଏ। ଏହି ବିଷୟରେ ଲୋକେ ସଚେତନ ହେବା ଉଚିତ୍: ପରିବହନ ଆୟୁକ୍ତ
#RoadSafetyPodCast
#ComeHomeSafe
#Odisha
ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସ୍ୱଚ୍ଛତା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପ୍ରକ୍ରିୟାକୁ ମନୁଷ୍ୟ ମୂଲ୍ୟାୟନରୁ ମୁକ୍ତ କରି ବୈଷୟିକ ଜ୍ଞାନକୌଶଳ ସହୟତାରେ ସ୍ୱଚ୍ଛ, ପାରଦର୍ଶୀ କରିବାକୁ ପଦକ୍ଷେପ ନିଆଯାଉଛି। ୧୯ଟି ଆରଟିଓରେ ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି: ପରିବହନ ଆୟୁକ୍ତ
#RoadSafetyPodCast
#RoadSafetyPodCast
ଯାହାକୁ ବି ଦୁଇ ଚକିଆ କିମ୍ବା ଚାରି ଚକିଆ ଚଳାଇବାକୁ ଦେଉଛନ୍ତି ତାଙ୍କୁ ସଡ଼କ ସୁରକ୍ଷା ନିୟମ ବିଷୟରେ ବୁଝାନ୍ତୁ। ତାଙ୍କର କିଛି କ୍ଷତି ହେଲେ ସେଇଟା ଆପଣଙ୍କ ପାଇଁ ସବୁଠୁ ବଡ ଦୁଃଖ ବୋଲି ଜଣାନ୍ତୁ: ଅମିତାଭ ଠାକୁର, ପରିବହନ ଆୟୁକ୍ତ
#SidhantMohaptra #AmitabhThakur
#ComeHomeSafe #STAOdisha
#icymi this #roadsafetypodcast episode with host @DrKMcDonnell discussing the top 5 biggest driver behaviour issues with Greg Burns from @PSOSRoads @PSsafercomms 🚨 #wearaseatbelt #occroadsafety
📲Catch up with all the episodes: https://t.co/3dvn3StJaE #roadsafety #drivingforwork
#icymi In this episode of the #RoadSafetyPodcast
@DrKMcDonnell talks Electric Vehicles (cars, e-bikes & e-motorbikes) with Neil Swanson, Director at
@EVA_Scotland CIC & a member of the ScORSA Steering Group @njel1312
https://t.co/3dvn3Stbl6
Last Seen Hashtags on Sotwe
獄炎クリップ大喜利
Seen from United States
filtrados
Seen from Panama
minichat
Seen from Greece
amigosdecádiz
Seen from United States
kayserigay
Seen from Turkey
brosis()()* filter:videos
Seen from Belgium
snapchat
Seen from Switzerland
teacher fucked
Seen from India
zaaravineet
Seen from Malaysia
paulkirtlandmays
Seen from United States
Trends for you
Most Popular Users

Elon Musk 
@elonmusk
241.8M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.6M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90.1M followers

Taylor Swift 
@taylorswift13
84M followers

Lady Gaga 
@ladygaga
75.5M followers

Virat Kohli 
@imvkohli
73.5M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.5M followers

Bill Gates 
@billgates
65.3M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers

