Top Tweets for #SCBCuttack
#SCBରେ_ସୁଜିତ_ରାଉଳ
-କଟକ SCBରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଭର୍ତ୍ତି
-ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମେଡିକାଲରେ ହେଲେ ଭର୍ତ୍ତି
-କାଲି ସୁଜିତଙ୍କୁ ଗିରଫ କରିଥିଲା ଚୌଦ୍ବ��ର ଥାନା ପୋଲିସ
#SujitRoul #ChoudwarJail #CuttackPolice #SCBMedical #SCBCuttack #ForgeryCase #MinuteBookForgery #Odisha #OTV

କଟକ SCBରେ ହେବ ନୂଆ ମେଡିସିନ୍ ବ୍ଲକ, ରୋଗୀଙ୍କ ପାଇଁ ବଢ଼ିବ ଆଧୁନିକ ଚିକିତ୍ସା ସୁବିଧା | SCB Medical | Cuttack #SCBCuttack #SCBMedicalCollege #CuttackSCB #NewMedicineBlock #OdishaHealthcare #HealthcareUpdate #MedicalInfrastructure #CuttackNews #OdishaHealth #PatientCare #OdishaNews #HospitalDevelopment #prameyanews7
ବାଲେଶ୍ୱର ସତ୍ୟନାରାୟଣ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଘଟଣ...ସ୍କୁଲ କ୍ୟାମ୍ପସରେ ଜଣେ ଛାତ୍ରଙ୍କ ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର...ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କଟକ ଏସିସିବିକୁ ସ୍ଥାନାନ୍ତର
#Balasore #StrayDogAttack #SchoolIncident #StudentInjured #SCBCuttack #OTV
#AIIMSକୁ_ପଛରେ_ପକାଇଲା_SCB
- IIRF ରାଙ୍କିଂ -୨୦୨୬ରେ ଓଡ଼ିଶାର ୩ ପ୍ରମୁଖ ସରକାରୀ ମେଡିକାଲ କଲେଜର ଉଲ୍ଲେଖନୀୟ ସଫଳତା
- ଏସସିବି ମେଡିକାଲ କଲେଜ ୧୫ତମ, ଭିମସାର ୬୪ତମ ଓ ଏମକେସିଜି ମେଡିକାଲ କଲେଜ ୭୪ତମ ସ୍ଥାନରେ, ୧୬ତମ ସ୍ଥାନରେ ଏମ୍ସ ଭୁବନେଶ୍ୱର
#Prameyanews7 #AIIMSBhubaneswar #SCBCuttack #IIRF

#ଏମାନେ_କେହିବି_ନିଆଁ_ଲଗେଇ_ନଥିଲେ
ତଥାପି, ହସ୍ପିଟାଲ ର ମୁଖିଆ #ଅଧିକ୍ଷକ ଓ #ଡିନ ଙ୍କ ବଦଳି : ଏହା ସରକାରୀ କର୍ମଚାରୀଙ୍କ ପାଇଁ ଏକ ପ୍ରକ୍ରିୟା ମାତ୍ର..
କିନ୍ତୁ..
ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମୁଖିଆ, ସ୍ୱାସ୍ଥ୍ୟ ମନ୍ତ୍ରୀ ବଦଳିବେ ନାହିଁ:
ଏହାର ଅର୍ଥ କଣ ହୋଇପାରେ ??
#SCBcuttack
😭
ଏସ୍ସିବି ଆଇସିୟୁ ଭିଡିଓ ଭାଇରାଲ୍ ଘଟଣା: ଜଣେ ଡାକ୍ତର, ତିନି ନର୍ସିଂ ଅଫିସର ହଟିଲେ
#Sambad #SCBCuttack #ViralVedio #Odisha
https://t.co/SuJ1ojrRRJ
#SCBରେ_ଅସଦାଚରଣର_ଶିକାର_ମହିଳାଙ୍କ_ମୃତ୍ୟୁ
SCBରେ ଅସଦାଚରଣର ଶିକାର ମହିଳାଙ୍କ ମୃତ୍ୟୁ। ପ୍ରାୟ ୨୦ ଦିନ ଧରି SCBରେ ଚିକିତ୍ସା ପରେ ଆଖି ବୁଜିଲେ ମହିଳା।
#SCBCuttack #HospitalMisconduct #OdishaNews #SCBIncident #OdishaTV
OPSC-recommended faculty appointments at SCB MCH Cuttack: Orissa HC tells govt to expedite process
#Odisha #SCBCuttack
https://t.co/WyX7pGGRlc
Heart transplant at SCB Cuttack soon; Odisha govt signs MoU with MGM healthcare
#Odisha #SCBCuttack
https://t.co/eZANGk5tD1
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ଜୁନିୟର ଡାକ୍ତର ସଂଘ
#Sambad #SCBCuttack #DoctorStrike #Odisha
https://t.co/0mF8QpIPSD
@CMO_Odisha @MohanMOdisha @HFWOdisha ସାର୍ Pls #SCBCuttack ଆଡେ ଆସନ୍ତୁ ନା , ବହୁତ୍ ଅବ୍ୟବସ୍ଥା ଘେରରେ ଚାଲିଛି ଡାକ୍ତରଖାନା ରୋଗୀ ମାନଙ୍କୁ ସହିତ ହେଉଛି ଅଶାଳୀନ ବ୍ୟବହାର ।
ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ସେ ଏବେ କଟକ ଏସସିବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର କିଡନୀ ସମସ୍ୟା ରହିଛି । ଚିକିତ୍ସା ଜାରି ରହିଥିବା ବେଳେ ସବିଶେଷ ସୂଚନା ଦେଇଛନ୍ତି ପ୍ରଫେସର ଡାକ୍ଟର ଜୟନ୍ତ କୁମାର ପଣ୍ଡା । #KamalaPujari #SCBCuttack @SCBMCHCTC
#SCBCUTTACK #MEDICAL #Odisha IAS VK PANDIAN eating public resources,misusing illegally for his self promotion.. by destroying public service ,public care! worse health care @DoPTGoI @HFWOdisha @rashtrapatibhvn @MoHFW_INDIA @SecyChief @PMOIndia @GovernorOdisha @VPIndia
Positive News: Out of 1175 Injured and Admitted, 793 are Discharged.
382 Injured are still in hospital out of which only two are critical. Best Efforts are being put to save every life.
#OdishaTrainAccident #balasore #SCBcuttack
What Balasore depending on #SCBCuttack! God will save these #Patients #saveodishawithbndas #SATYAGRAHWITHBNDAS
#ପୁଅ_ପରେ_ବାପା_ମୃତ
-ବାଲେଶ୍ବର: ଗ୍ୟାସ୍�� ଟାଙ୍କି ଫାଟିବା ଘଟଣାରେ ପୁଅ ପରେ ବାପା ମୃତ
-କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବାପାର ମୃତ୍ୟୁ
-ଉପଯୁକ୍ତ ଚିକିତ୍ସା ମିଳି ନଥିବା ଅଭିଯୋଗରେ ରାସ୍ତାରୋକ
-ମୀର୍ଜାପୁରରେ ସ୍ଥାନୀୟ ଲୋକଙ୍କ ଦ୍ବାରା ରାସ୍ତା ଅବରୋଧ
Had this delicious #DahiBaraAloodam in my Alma mater campus #SCBCuttack after ages, 25yrs to be precise & icing on the cake is, having it with your three decade old college buddies👌👌❤️❤️


I was born in #Odisha
It is rare to have the opportunity to address colleagues from your place of birth
Thank you #SCBCuttack 75th Anniversary for the honour of sharing the future of #DigitalSurgery on behalf of @kingshealth
The themes will be about cost, connectivity & AI

Most Popular Users

Elon Musk 
@elonmusk
241.7M followers

Barack Obama 
@barackobama
119M followers

Cristiano Ronaldo 
@cristiano
114.4M followers

Donald J. Trump 
@realdonaldtrump
111.9M followers

Narendra Modi 
@narendramodi
107.2M followers

Rihanna 
@rihanna
98.7M followers

NASA 
@nasa
92.4M followers

Justin Bieber 
@justinbieber
91.8M followers

KATY PERRY 
@katyperry
90M followers

Taylor Swift 
@taylorswift13
83.9M followers

Lady Gaga 
@ladygaga
75.4M followers

Virat Kohli 
@imvkohli
73.4M followers

Kim Kardashian 
@kimkardashian
70.9M followers

YouTube 
@youtube
68.8M followers

Neymar Jr 
@neymarjr
66.4M followers

Bill Gates 
@billgates
65.2M followers

Selena Gomez 
@selenagomez
63.1M followers

The Ellen Show
@theellenshow
62.3M followers

CNN 
@cnn
61.8M followers

X 
@x
60.7M followers















