Top Tweets for #SCBfire
#କଟକ_SCBରେ_ଅଗ୍ନିକାଣ୍ଡ
- କଟକ SCB ମେଡିକାଲ ସର୍ଜରୀ ୱାର୍ଡରେ ଅଗ୍ନିକାଣ୍ଡ
- ନିଆଁକୁ ଆୟତ୍ତ କଲେ ଏସସିବି କର୍ମଚାରୀ
- ଅଗ୍ନିଶମ ବାହିନୀ ପହଞ୍ଚିବା ଆଗରୁ ଆୟତ୍ତ ହେଲା ନିଆଁ
- କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
- ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା ସନ୍ଦେହ
#PrameyaNews7 #OdishaNews #CuttackNews #SCBFire

#ଅଗ୍ନିକାଣ୍ଡର_କାରଣ_ଓ_ଅବହେଳା_ପଛରେ_କିଏ ?
ଆରମ୍ଭ ହେଲା ଏସ୍ସିବି ଅଗ୍ନିକାଣ୍ଡ ଘଟଣାର�� ବିଚାର ବିଭାଗୀୟ ତଦନ୍ତ । ମେଡିକାଲ କର୍ମଚାରୀଙ୍କୁ ପଚରାଉଚରା ପରେ ଅନେକଙ୍କ ବୟାନ ରେକର୍ଡ । ଅଗ୍ନିକାଣ୍ଡର କାରଣ ଓ ଅବହେଳା ପଛରେ କିଏ ? ଚାଲିଛି ତନାଘନା
#Odisha #Fire #KanakNews #SCBFire
#ଦରକାର_ପଡ଼ିଲେ_ସମସ୍ତେ_ତଦନ୍ତ_ପରିସରଭୁକ୍ତ_ହେବେ
ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ । ମେଡିକାଲ କର୍ମଚାରୀଙ୍କୁ ପଚରାଉଚରା ପରେ ଅନେକଙ୍କ ବୟାନ ରେକର୍ଡ । ତଦନ୍ତ କମିସନ ଅଧ୍ୟକ୍ଷ କହିଲେ ଆବଶ୍ୟକ ପଡ଼ିଲେ ସମସ୍ତେ ତଦନ୍ତ ପରିସରକୁ ଆସିବେ
#SCBFire #Odisha #KanakNews
କଟକ: ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ.. ଜଣେ ଅବସରପ୍���ାପ୍ତ ବିଚାରପତିଙ୍କ ଦ୍ବାରା ଆଜିଠାରୁ ଆରମ୍ଭ ହେଲା ତଦନ୍ତ..ମାର୍ଚ୍ଚ ୧୬ ତାରିଖରେ ଏସ୍ସିବି ମେଡିକାଲ୍ ଆଇସି���ୁରେ ନିଆଁ ଲାଗିଥିଲା
#Cuttack #SCBFire #DepartmentalInquiry #OTV
#ଏସ୍ସିବି_ନିଆଁର_ତଦନ୍ତ_କେବେ_ହେବ ?
କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ବିତିଲା ୨ ସପ୍ତାହ । ଏଯାଏଁ ଆରମ୍ଭ ହୋଇନି ବିଚାର ବିଭାଗୀୟ ତଦନ୍ତ । କ୍ଷତିଗ୍ରସ୍ତ ଆଇସିୟୁ ଟ୍ରମା କେୟାରର ବିକଳ���ପ ବ୍ୟବସ୍ଥା ହୋଇନଥିବାରୁ ହନ୍ତସନ୍ତ ରୋଗୀ
#SCBFire #Odisha #KanakNews #MohanMajhi
ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ ବିରୋଧୀ ଦଳର ନେତାମାନେ ମହାମହିମ ରାଜ୍ୟପାଳ ଶ୍ରୀ @DrHariBabuKଙ୍କୁ ଲୋକ ଭବନ ଠାରେ ସାକ୍ଷାତ କରି, କଟକ ଏସସିବି ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କ ବହିଷ୍କାର ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। #SCBFire #Cuttack

SCB ମେଡିକାଲ୍ ରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ, ୧୩ ଜଣ ମୃତ ରୋଗୀଙ୍କ ପରିବାରକୁ ନ୍ୟାୟ ଏବଂ ଏଥିପାଇଁ ଦାୟୀ ବିଭାଗୀୟ ମନ୍ତ୍ରୀଙ୍କ ବରଖାସ୍ତ ଦାବୀରେ ଆଜି ଲୋୟର ପିଏମ୍ ଜୀ ରେ ଭିକ୍ଷୋଭ ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମିଳିତ ବିରୋଧୀ ଦଳର ନେତାମାନେ।
#SCBFire #BjpFailInOdisha

ଏସସିବି ଅଗ୍ନିକାଣ୍ଡ ଘଟଣା: ରାଜ୍ୟପାଳଙ୍କୁ ଫେରାଦ ହେଲେ ମିଳିତ ବିରୋଧୀ ଦଳ ନେତା
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ
#Governor #Odisha #Opposition #SCBFire #prameyadigital

ବିରୋଧୀ ଦଳଙ୍କ ମିଳିତ ଗଣଧାରଣା, ସାମିଲ ହେଲେ ୧୦ଟି ରାଜନୈତିକ ଦଳ
#Bhubaneswar #SCBFire #OdishaPolitics #protest #JusticeDemand #PoliticalNews #Odishaupdates #OTV
https://t.co/Te4kVCemnq
#ବିରୋଧୀଙ୍କ_ଗଣଧାରଣା
ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା। ଲୋୟର ପିଏମଜିରେ ଗଣଧାରଣା ଦେଇଛନ୍ତି ୧୦ଟି ରାଜନୈତିକ ଦଳ। ଏସସିବି ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ ଏବଂ ଘଟଣାରେ ଦାୟୀ ଅଧିକାରୀଙ୍କୁ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ।
#Bhubaneswar #SCBFire #OdishaPolitics #BreakingNews #OTV
#ଗୃ��ରେ_ବିରୋଧୀଙ୍କ_ହଟ୍ଟଗୋଳ
-ବିଧାନସଭା ମଧ୍ୟରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ
-ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ନାରାବାଜି
-SCB ଅଗ୍ନିକାଣ୍ଡ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
#OdishaAssembly #OppositionProtest #HealthMinisterResignation #SCBFire #OTV

SCB ମେଡିକାଲ୍ ଅଗ୍ନିକାଣ୍ଡ ରେ ମୃତ ରୋଗୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମିଳିତ ବିରୋଧୀ ମଞ୍ଚ ପକ୍ଷରୁ ମହା ଭିକ୍ଷୋଭ l
📌 ୩୦ ମାର୍ଚ୍ଚ, ଭୁବନେଶ୍ୱର ଚାଲ
#SCBFire #HMmustresign #BJPGovtFails

Irasis Acharya | ସରକାର ପଦକ୍ଷେପ ନେବା ପରେ ବି ବିରୋଧୀ ପ୍ରଶ୍ନକାଳକୁ ବନ୍ଦ କରୁଛନ୍ତି,��ୋକଙ୍କ ସ୍ବାର୍ଥ ହନନ ହେଉଛି,ଆଲୋଚନା କୁ ଆହ୍ବାନ କରୁଛୁ #IrasisAcharya #odishaassembely #prameyadigital #PrameyaOdia #oppsetion #bjpgovt #SCBFire
BjdGovernment VS BjpGovernment
ଧିକ ଏହିଭଳି ଲୋକଙ୍କ ସରକାରରକୁ ।
ଲୋକଙ୍କ ସରକାରରେ ଲୋକ ମରିବା ଏକ ସାଧାରଣ କଥା । ସତରେ ଏ ସରକାର କେଡେ ନିର୍ଲଜ ।
#Odisha #OdishaNews #Bjp #Bjd #Cuttack #SCBFire #CuttackHospitalFire #MukeshMahaling #SUMHospital
ଯେଣେ ତେଣେ ଗଢିବେ ସରକାର।
#Odisha #OdishaNews #OdishaPolitics #SCBFire #CuttackHospitalFire #MukeshMahaling #Bjp #TheSamata #KedarMishra
Watch Full Video on YouTube: 👇
https://t.co/nP7cyfa4zG
#ଖାଲି_ବଡ଼_ପାଟି_କରୁଛନ୍ତି_ଆଉ_କିଛି_ନାହିଁ
ଦଳୀୟ କନ୍ଦଳକୁ ଆଉ କେତେଦିନ ଲୁଚେଇବେ | BJP MLA Tankadhar Tripathy on Opposition's Protest | PrameyaNews7
#SCBfire #bjpodisha #bjdvsbjp #prameyanews7 #tankadhartripathy #odishapolitics
ଜାତକରେ ନାହିଁ ଇସ୍ତଫା ଦେବା।
#Odisha #OdishaNews #OdishaPolitics #SCBFire #CuttackHospitalFire #MukeshMahaling #Bjp #TheSamata #KedarMishra
Watch Full Video on YouTube: 👇
https://t.co/nP7cyfa4zG
ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
ଏସିସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ
ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ
#Assembly #odisha #scbfire #Opposition #Prameyadigital

Last Seen Hashtags on Sotwe
nolimit()**filter:native_video
Seen from United Kingdom
gay
Seen from Turkey
exny()*+filter:native_video
Seen from United States
FleshLight
Seen from United Kingdom
hijab
Seen from Italy
winningsomething
Seen from United States
反差婊
Seen from United States
自毁
Seen from France
somno
Seen from United States
pasutricuckold
Seen from Indonesia
Most Popular Users

Elon Musk 
@elonmusk
240.7M followers

Barack Obama 
@barackobama
119.2M followers

Donald J. Trump 
@realdonaldtrump
111.7M followers

Cristiano Ronaldo 
@cristiano
110.9M followers

Narendra Modi 
@narendramodi
107M followers

Rihanna 
@rihanna
97.7M followers

NASA 
@nasa
92.2M followers

Justin Bieber 
@justinbieber
90.9M followers

KATY PERRY 
@katyperry
87.8M followers

Taylor Swift 
@taylorswift13
81.7M followers

Lady Gaga 
@ladygaga
73.2M followers

Virat Kohli 
@imvkohli
70.1M followers

Kim Kardashian 
@kimkardashian
69.9M followers

YouTube 
@youtube
68.7M followers

Bill Gates 
@billgates
64M followers

Neymar Jr 
@neymarjr
62.9M followers

The Ellen Show
@theellenshow
62.4M followers

CNN 
@cnn
61.9M followers

Selena Gomez 
@selenagomez
60.9M followers

X 
@x
60.8M followers












