Top Tweets for #SCSCollege
#ପୁରୀରେ_ଯୁବକଙ୍କୁ_ହତ୍ୟା
-ପୁରୀ: ଏସ୍ସିଏସ୍ କଲେଜ ସମ୍ମୁଖରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
-ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କେହି ହତ୍ୟା କରିଥିବା ଅନୁମାନ
-ମୃତକ ଜଳେଶ୍ବରର, ନିକଟ ହୋଟେଲରେ କାମ କରୁଥିଲେ
-ହତ୍ୟାର କାରଣ ଅସ୍ପଷ୍ଟ, ଟାଉନ ଥାନା ପୋଲିସର ତଦନ୍ତ
#Puri #ScsCollege #Murder #Odisha #OTV

- ପୁରୀ ଏସସିଏସ କଲେଜରେ ଅଣଛାତ୍ରଙ୍କ ଉତ୍ପାତ
- ଅଣଛାତ୍ରଙ୍କ ଆକ୍ରମଣରେ ୨ ଜଣ ଛାତ୍ର ଆହତ
- ଆହତ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
#Puri #SCSCollege #Odisha
#Puri: Two students injured after a clash at Puri’s Samanta Chandra Sekhar Autonomous College over entry of non-students into campus. Tension flared after students protested; FIR lodged at Town Police Station.
#Odisha #SCSCollege #Puri #Students
(File Photo)

#ଏସସିଏସ୍_କଲେଜରେ_ଛାତ୍ର_ଅଶାନ୍ତି
- ପୁରୀ ଏସସିଏସ୍ କଲେଜରେ ଛାତ୍ର ଅଶାନ୍ତି
- କଲେଜ୍ ଭିତରେ ପଶି ଛାତ୍ରଙ୍କୁ ଆକ୍ରମଣ
- ୨ ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ
- ପୁରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ୨ ଛାତ୍ର
#Sambad #Puri #SCSCollege #Odisha

#ପୁରୀ_SCS_କଲେଜରେ_ଉତ୍ତେଜନା
-ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
-ଅଣଛାତ୍ରଙ୍କ ଆକ୍ରମଣରେ ୨ କଲେଜ୍ ଛାତ୍ର ଆହତ ଅଭିଯୋଗ
-୨ ଛାତ୍ର ହସ୍ପିଟାଲ୍ରେ ଚିକିତ୍ସିତ, ଟାଉନ୍ ଥାନା ପୋଲିସର ତଦନ୍ତ
#Puri #SCSCollege #Odisha #OTV

#ଦ୍ବିତୀୟ_କ୍ୟାମ୍ପସ_ଜମିରେ_ବୁଲାଯାଉଛି_ତାରବାଡ଼
ପୁରୀ ଏସସିଏସ୍ ମହାବିଦ୍ୟାଳୟ ଜମିକୁ ଚଞ୍ଚକତା କରି ହଡ଼ପ ଉଦ୍ୟମ ଅଭିଯୋଗ। ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ଏସସିଏସ୍ କଲେଜ ଜମିକୁ ଜବରଦଖଲ କରାଯିବା ସହ କଲେଜର କିଛି କ୍ବାର୍ଟରକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।
#SCSCollege #Puri #ExtortionAttempt #OTV
ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଅର୍ଥନୀତି ବିଭାଗରେ ନିଆଁ ଲାଗି ପୋଡିଗଲା ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ।
#Puri #SCSCollege #Fire
#ପୁରୀ_ଏସ୍ସିଏସ୍_କଲେଜରେ_ଅଗ୍ନିକାଣ୍ଡ
-ପୁରୀ ଏସ୍ସିଏସ୍ କଲେଜ ଅର୍ଥନୀତି ବିଭାଗରେ ଅଗ୍ନିକାଣ୍ଡ
-ନିଆଁ ଲାଗି ବହୁ ଆସବାବପତ୍ର ଓ କାଗଜପତ୍ର ଜଳିଗଲା
-ନିଆଁ ଲାଗିବା କାରଣ ଅସ୍ପଷ୍ଟ, ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ
#Puri #SCSCollege #Fire #OTV

ଅନ୍ୟ କଲେଜ ସବୁ ବିଶ୍ୱବିଦ୍ୟାଳୟ ହେଲାଣି । କିନ୍ତୁ ୧୯୪୪ ମସିହାରେ ସ୍ଥାପିତ SCS (A) କଲେଜ କାହିଁକି ନୁହଁ ? । ପୁରୀର SCS (A)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି । ସାର୍ @CMO_Odisha @PradeepJenaIAS @DHE_Odisha @Puri_Official ଦୟା କରିକି ଏହା ଉପରେ ଦୃଷ୍ଟି ଦିଅନ୍ତୁ 🙏
#SCSCollege #University #Puri #Odisha

#ଜଗନ୍ନାଥ_ଧାମରୁ_ଦାବି
ଅନ୍ୟ କଲେଜ ସବୁ ବିଶ୍ୱବିଦ୍ୟାଳୟ ହେଲାଣି । କିନ୍ତୁ ଏସସିଏସ୍ କଲେଜ କାହିଁକି ନୁହଁ ବୋଲି ପ୍ରଶ୍ନ କଲେ ପୁରୀର ବିଧାୟକ ଓ ବୁଦ୍ଧିଜୀବୀ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର । #SCSCollege #Demand #University #Puri
ଜାଲ୍ ପ୍ରମାଣପତ୍ର ଦେଇ ସାମନ୍ତ ଚନ୍ଦ୍ରଶେଖର (ଏସ୍ସିଏସ୍) ମହାବିଦ୍ୟାଳୟରେ ଆଡ୍ମିଶନ କରିଥିବା ୧୧ଜଣ ଛାତ୍ରୀଛାତ୍ରଙ୍କ ଆଡ୍ମିଶନକୁ ଉଚ୍ଚଶିକ୍ଷା ବିଭାଗ ଅବୈଧ ଘୋଷଣା କରିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
https://t.co/n0iHUT8D9O #SCScollege #Puri #Odisha

ସାମନ୍ତ ଚନ୍ଦ୍ରଶେଖର (ଏସ୍ସିଏସ୍) ମହାବିଦ୍ୟାଳୟରେ ଜାଲ୍ ପ୍ରମାଣପତ୍ର ସହାୟତାରେ ଆଡମିଶନ୍ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ୧୧ଜଣ ଛାତ୍ରୀଛାତ୍ରଙ୍କର ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ମାଧ୍ୟମରେ ଆଡମିଶନ୍ କରାଯାଇଛି।
https://t.co/EZDiLH2UWW #SCSCollege #Puri #Odisha

A brilliant lecturer in commerce Prof Dr Ananga Mohapatra passed away today. He taught in #RavenshawCollege, #SCSCollege , #BJBCollege , #VikramDevCollege , #FMCollege etc. Many of his students lost an excellent teacher and I lost my brother-in-law who used to love me so much.


Last Seen Hashtags on Sotwe
REzero
Seen from Pakistan
DAntaraKitaTour
Seen from United States
ColeFrancesa
Seen from United States
聖アントニーのコラール
Seen from United States
سالب_بصره
Seen from Ireland
rapekink
Seen from Saudi Arabia
omegle
Seen from United Kingdom
女装大佬
Seen from United States
BrewattheBridge
Seen from United States
BBCHead
Seen from Russia
Trends for you
Most Popular Users

Elon Musk 
@elonmusk
241M followers

Barack Obama 
@barackobama
119.2M followers

Cristiano Ronaldo 
@cristiano
111.9M followers

Donald J. Trump 
@realdonaldtrump
111.8M followers

Narendra Modi 
@narendramodi
107M followers

Rihanna 
@rihanna
98M followers

NASA 
@nasa
92.2M followers

Justin Bieber 
@justinbieber
91.2M followers

KATY PERRY 
@katyperry
88.4M followers

Taylor Swift 
@taylorswift13
82.3M followers

Lady Gaga 
@ladygaga
73.8M followers

Virat Kohli 
@imvkohli
71M followers

Kim Kardashian 
@kimkardashian
70.1M followers

YouTube 
@youtube
68.7M followers

Bill Gates 
@billgates
64.3M followers

Neymar Jr 
@neymarjr
63.9M followers

The Ellen Show
@theellenshow
62.4M followers

CNN 
@cnn
61.8M followers

Selena Gomez 
@selenagomez
61.5M followers

X 
@x
60.8M followers










